ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଚମକିଲେ ଓଡ଼ିଆ ଡାକ୍ତର
କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି
ବାଘ ଗଣନା ପାଇଁ ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା
ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍
ମାଲକାନଗିରି: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନ ବନ୍ଦର । ଆଜି ମାଲକାନଗିରି ବିମାନ ବନ୍ଦରରେ ହୋଇଛି ଟ୍ରାଏଲ ରନ୍ । ପରୀକ୍ଷା ମୂଳକ ଭାବେ ସଫଳତାର ସହ ଅବତରଣ କରିଛି ଭିଟି ୧୦୦ ବିମାନ । ଆସନ୍ତା ସପ୍ତାହରେ ମାଲକାନଗିରି ବିମାନବନ୍ଦରର ଉଦଘାଟିତ ହେବ । ଅବତରଣ କଲା ଭିଟି ୧୦୦ ବିମାନ ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡା ଠାରେ ବିମାନବନ୍ଦର ନିର୍ମାଣ କରାଯାଇଛି …
ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ
ଭୁବନେଶ୍ୱର: ରାଜଧାନୀକୁ ପୁଣି ଫେରିବ ରାହାଗିରି । ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ । ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି କରାଯିବ । ରାହାଗିରି ପାଇଁ କମିଟି ଗଠନ କରିବ ବିଏମସି । ରାହାଗିରିରେ ୩ଟି ନୂଆଁନୂଆଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କମିଟି ନିଷ୍ପତି କ୍ରମେ କାର୍ଯ୍ୟକ୍ରମ କରାଯିବ । ଏ ନେଇ ସୂଚନା ଦେଇଛନ୍ତି …
ଏଥର ୫ ଆହାର କେନ୍ଦ୍ରରେ ରାତ୍ରିଭୋଜନ
ଭୁବନେଶ୍ୱର: ଏମ୍ସ୍ ନିକଟରେ ଥିବା ୨ଟି ଆହାର କେନ୍ଦ୍ରରେ ଏଥର ରାତିରେ ଖାଇବାକୁ ମିଳିବ । ରୋଗୀଙ୍କ ସମ୍ପର୍କୀୟମାନେ ସୁଲଭ ମୂଲ୍ୟରେ ସୁଷମ ଖାଦ୍ୟ ପାଇ ପାରିବେ । ପ୍ରତ୍ୟେକ ଦିନ ଏହି ୨ ଆହାର କେନ୍ଦ୍ରରେ ୪୦୦ ଲେଖାଏଁ ମିଲ୍ ପ୍ରସ୍ତୁତ କରାଯିବ । ଏହି ବ୍ୟବସ୍ଥାକୁ ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ । ଏହି ୨ଟି ଆହାର କେନ୍ଦ୍ର ଦୈନିକ ୭୫୦ଟି ଲେଖାଏଁ ଭୋଜନ ପ୍ରସ୍ତୁତ କରୁଥିଲେ । ଏବେ ବିଏମ୍ସି ଅଞ୍ଚଳରେ …
ମଦ ପିଇ ଉତ୍ପାତ କଲେ ଉଠାଇ ନେବ ପୋଲିସ
ଭୁବନେଶ୍ୱର : କମିଶନରେଟ ପୋଲିସର ଦୀପାବଳି ପ୍ରସ୍ତୁତି । ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜଧାନୀରେ ସାଦା ପୋଷାକରେ ବୁଲୁଛି ପୋଲିସ । ବିଭିନ୍ନ ସ୍ଥାନରେ କଡାକଡି ହେବ ମଦୁଆ ଧରା ଅଭିଯାନ । ଯଦି କେହି ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ପ୍ରତ୍ୟେକ ଗଳିକନ୍ଦିରେ ପାଟ୍ରୋଲିଂ କରିବ ପୋଲିସ । ରାତିରେ ସହରର ବିଭିନ୍ନ ସ୍ଥାନରେ ଚେକିଂ, …
ହଠାତ୍ ବଢିଲା ପିଆଜ ଦର, ଖାଉଟି ଅସନ୍ତୋଷ
ଭୁବନେଶ୍ୱର: ପରିବା ଦର ବୃଦ୍ଧିକୁ ନେଇ ଦେଖିବାକୁ ମିଳିଥିଲା ଖାଉଟି ଅସନ୍ତୋଷ । ତେବେ ଏବେ ଆଉ ଥରେ ବଜାରରେ ପିଆଜ ଦର ବୃଦ୍ଧି ନେଇ ଚିନ୍ତାରେ ପଡିଛନ୍ତି ଖାଉଟି ବା ଗ୍ରାହକ । ଅକାରଣ ନବରାତ୍ରୀ ପରେ ପରେ ବଢିବାରେ ଲାଗିଛି ପିଆଜ ଦର । ଗତ ୧୫ ଦିନ ମଧ୍ୟରେ ମହାରାଷ୍ଟ୍ରର ଲାସଲଗାଓଁ ଏପିଏମସିରେ ପିଆଜ ମୂଲ୍ୟ ୫୦% ରୁ ଅଧିକ ବୃଦ୍ଧି ପାଇଛି, ଯାହା ପିଆଜ ମୂଲ୍ୟର ମାନଦଣ୍ଡ ଭାବରେ ବିବେଚନା କରାଯାଏ …
ଆଜି ପ୍ରଫେସର ଗଣେଶୀଲାଲଙ୍କ ଶେଷଦିନ: ୩୧ ରେ ଶପଥ ନେବେ ନୂଆ ରାଜ୍ୟପାଳ
ଭୁବନେଶ୍ୱର: ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ । ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଶୀଲାଲ । ତାଙ୍କ ପରେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଯୋଗ ଦେବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେ ଆସନ୍ତା ୨୯ ତାରିଖରେ ଓଡିଶା ଆସିବେ । ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ …
ଆଜି ପ୍ରଫେସର ଗଣେଶୀଲାଲଙ୍କ ଶେଷଦିନ: ୩୧ ରେ ଶପଥ ନେବେ ନୂଆ ରାଜ୍ୟପାଳ Read More »
ମୋବାଇଲରେ ଆସିଛି କି ଏମର୍ଜେନ୍ସି ଆଲର୍ଟ ?
ଭୁବନେଶ୍ୱର: ସକାଳୁ ସକାଳୁ ମୋବାଇଲକୁ ଆସିଛି ଭାରତ ସରକାରଙ୍କ ମେସେଜ । ଏହା ପୁଣି ଏମର୍ଜେନ୍ସି ଆଲର୍ଟ । ହଠାତ ଏଭଳି ମେସେଜ ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି । କାହିଁକି ଏମିତି ମେସେଜ ଆସିଛି ବୋଲି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ହଠାତ ସାଇରନ ଶବ୍ଦ ପରି ରିଂ ହେଉଛି ମୋବାଇଲ । ସେ ଶବ୍ଦ ପ୍ରକୃତରେ ଭୟ କରିବା ପରି । କିଏ-କାହିଁକି ପଠାଉଛି ଏଭଳି ମେସେଜ, ଜାଣନ୍ତୁ ତେବେ ଭୟ କରିବାର କିଛି …
ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ
ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ଅସନ୍ତୋଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା ମହାଦେବଙ୍କ ନୀତି । ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ନୀତିକାନ୍ତି ବନ୍ଦ ରଖିଛନ୍ତି । ଫଳରେ ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଠିକ୍ ଭାବେ କରି ପାରୁ ନାହାନ୍ତି । ବେବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି ବେବନ୍ଦୋବସ୍ତ …
ଅଭିନୟ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ
ଭୁବନେଶ୍ୱର: ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ କରାଯାଇଛି । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନ ଦେବାକୁ କୁହାଯାଇଛି । ପ୍ରଡ୍ୟୁସର ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ନିର୍ଦ୍ଦେଶ ଦିଆଯାଇଛି । ମନୋଜ ମିଶଙ୍କୁ ଦୁଇ ବର୍ଷ ବ୍ୟାନ ଦଶହରା ଅବସରରେ ନିକଟରେ ରିଲିଜ୍ ହୋଇଛି ଅଭିନେତା ଅରିନ୍ଦମଙ୍କ ଅଭିନିତ ଫିଲ୍ମ ‘ରାମ୍’ । ଏହି ଫିଲ୍ମକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ହେଲେ …
ଅଭିନୟ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ Read More »
କଟକରେ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ
କଟକ: ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା । କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି । ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ରାତିରୁ ଭସାଣି ପର୍ବ ଆରମ୍ଭ ହୋଇ ଏବେ ଏହା ଜମି ଆସୁଛି । ବିଭିନ୍ନ ମେଢକୁ ଏବେ ଭସାଣି ଯାତ୍ରାରେ ନିଆଯାଉଛି । ଏଥିଲାଗି କଟକ ସହର ଏବେ ଲୋକାରଣ୍ୟ ହୋଇଛି । ଆଜି ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ …
ସରିଲା ଦଶହରା, ଆଜି ବିଦାୟ ନେବେ ମାଆ
ଭୁବନେଶ୍ୱର: ସରିଲା ଦଶହରା । ସବୁଆଡ ଲାଗୁଛି ଖାଁ..ଖାଁ..ଶୂନଶାନ । ପୂଜା ମଣ୍ଡପ ଶୂନ୍ୟ ପଡିଛି । ମା’ ଅଛନ୍ତି ହେଲେ ଭିଡ ନାହିଁ । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ବିଦାୟ ନେବେ ମାଆ । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣକୁ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ପୂଜା କମିଟି ଯୋଜନା କରିଛନ୍ତି । ନାସିକ ଢୋଲରେ କମ୍ପିବ ରାଜରାସ୍ତା …
କଟକରେ ଭସାଣ ପାଇଁ ଯାନବାହନ ଚଳାଚଳ ଉପରେ କଟକଣା
କଟକ: ଆସନ୍ତାକାଲି ଆୟୋଜିତ ହେବ ମା’ ଦୁର୍ଗାଙ୍କର ଭସାଣ ଉତ୍ସବ । ଏ ନେଇ କିଭଳି ଭାବେ କଟକରେ ସୁରୁଖୁରୁରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । କଲେଜ ଛକ-ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଭସାଣ ବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କଲେଜ ଛକଠାରୁ ବକ୍ସିବଜାର …
ଆଜି ହେଉଛି ପବିତ୍ର ବିଜୟାଦଶମୀ; ଶ୍ରୀଜୀଉଙ୍କ ସୁନାବେଶ
ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟାଦଶମୀ । ଆଜିର ଦିନରେ ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ । ଏଣୁ ଏହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ …
ଆଜି ଭୁବନେଶ୍ୱରର ୬ଟି ସ୍ଥାନରେ ହେବ ରାବଣ ପୋଡି
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ହେବ ରାବଣପୋଡ଼ି । ଏହି ରାବଣ ପୋଡି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି । ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ । ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା …
‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ପାଣ୍ଡିଆନ
ଭୁବନେଶ୍ୱର: ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଭି କାର୍ତ୍ତିକେୟ ପାଣ୍ଡିଆନ । ଏବେ ତାଙ୍କୁ ମିଳିଛି ନୂଆ ନିଯୁକ୍ତି । ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ଜଣାଯାଇଛି । ସୋମବାର ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ତାଙ୍କୁ …
ଶ୍ରଦ୍ଧାଳୁଙ୍କ ସୁନାଚେନ୍ ଲୁଟ୍ ଅଭିଯୋଗରେ ୩୦ ଅଟକ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକାଧିକ ପୂଜାମଣ୍ଡପରୁ ଲୁଟ୍ ଘଟଣାରେ କମିସନରେଟ୍ ପୋଲିସ ବିଭିନ୍ନ ପୂଜା ମଣ୍ଡପରୁ ୬ ଜଣ ମହିଳାଙ୍କ ସମେତ ୩୦ରୁ ଅଧିକ ସନ୍ଦିଗ୍ଧ ଲୁଟେରାଙ୍କୁ ଉଠାଇ ନେଇ ଅଟକ ରଖିଛି । ଅଟକ ଥିବା ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି । ଖଣ୍ଡଗିରି ଥାନା, ମଞ୍ଚେଶ୍ୱର ଥାନା, ଲକ୍ଷ୍ମୀସାଗର ଥାନା, ନୟାପଲ୍ଲୀ ଥାନା ଓ ସହିଦନଗର ଥାନାରେ ସନ୍ଦିଗ୍ଧ ଲୁଟେରାମାନେ ଅଟକ ରଖାଯାଇଛି । ଖଣ୍ଡଗିରି ଥାନାରେ ମହିଳା ଲୁଟେରା ଗ୍ୟାଙ୍ଗକୁ ଅଟକ ରଖାଯାଇଛି …
ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ
ଭୁବନେଶ୍ୱର: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ । ମଣ୍ଡପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ଡୀପାଠରେ ଫାଟି ପଡୁଛି ପୁରପଲ୍ଲୀ । ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା’ ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । …
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ: ଅଶାନ୍ତ ରହିବ ସମୁଦ୍ର
ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ବର୍ତ୍ତମାନ ପାରାଦୀପଠାରୁ ଏହା ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ବାଂଲାଦେଶ ଉପକୂଳ ମୁହାଁ ହେବାର ଆଶଙ୍କା କରାଯାଉଛି । ଓଡ଼ିଶାରେ ବାତ୍ୟାର ପ୍ରଭାବ କ୍ଷୀଣ ବଙ୍ଗୋପସାଗରରେ ଲଘୁଚାପ, ସମ୍ଭାବ୍ୟ ଅବପାତ ଓ …
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ: ଅଶାନ୍ତ ରହିବ ସମୁଦ୍ର Read More »
ଅପରାହ୍ନ ସାଢେ ୩ଟା ପରେ ଗଡ଼ି ନ ପାରେ ମୋ ବସ
ଭୁବନେଶ୍ୱର: ଜମୁଛି ପାର୍ବଣ । ରାଜଧାନୀରେ ଅସମ୍ଭାଳ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ଅପରାହ୍ନ ସାଢେ ତିନିଟା ପରେ ମୋ ବସ ଚାଲିବ କି ନାହିଁ ସେ ନେଇ ବିଚାର କରୁଛି କ୍ରୁଟ । ତେବେ ଅପରାହ୍ନ ୩.୩୦ଯାଏ ନିର୍ଦ୍ଧାରିତ ରୁଟରେ ମୋ ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆ ଯାଇଛି । କ୍ରୁଟ ପକ୍ଷରୁ ଟୁଇଟ କରି କୁହାଯାଇଛି, ଅପରାହ୍ନରେ ଅସମ୍ଭାଳ ଭିଡ ଜମୁଛି । ଟ୍ରାଫିକ ସମସ୍ୟା ବି ଦେଖା …
ପୀଠେ ଦଶହରା, ମଣ୍ଡପରେ ମହାନବମୀ ପୂଜା
ଭୁବନେଶ୍ୱର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ଦଶହରା ପୂଜା ଚାଲିଥିବା ବେଳେ ମଣ୍ଡପରେ ମାଆଙ୍କର ମହା ନବମୀ ପୂଜା କରାଯାଉଛି । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର …
ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିବା ପାଇଁ କଲେ ପ୍ରାର୍ଥନା
ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ । ଭକ୍ତଙ୍କ ମଙ୍ଗଳ ପାଇଁ ଧରାବତରଣ କରିଛନ୍ତି ମାଆ । ତେବେ ଭାରତବର୍ଷରେ ଦଶହରା ଏକ ବଡ ଉତ୍ସବ ହୋଇଥିବା ବେଳେ ପରସ୍ପରକୁ ଦଶହରା ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ସେହିଭଳି ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ …
ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିବା ପାଇଁ କଲେ ପ୍ରାର୍ଥନା Read More »
ଉପରମୁହାଁ ସୁନାଦର : ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା
ଭୁବନେଶ୍ୱର: ପାର୍ବଣରେ ସୁନା କିଣିବାକୁ ମନ କରିଥିବା ଗ୍ରାହକଙ୍କ ପାଇଁ ଏଥର ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ୨ ସପ୍ତାହ ଭିତରେ ଉଭୟ ସୁନା ଓ ରୁପା ଦର ୪ ହଜାର ଟଙ୍କା ଲେଖାଏଁ ବଢ଼ିଗଲାଣି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦାମ ୫୬ ହଜାର ୬୦୦ ଟଙ୍କା ଛୁଇଁଥିବା ବେଳେ ରୁପା କିଲୋ ୭୪ ହଜାରରେ ପହଞ୍ଚିଛି । ବିଶେଷଜ୍ଞ ଆକଳନ କଲେଣି, ଇସ୍ରାଏଲ୍-ହମାସ ଯୁଦ୍ଧ ଲମ୍ବା ଚାଲିଲେ ଦର ଆହୁରି ବଢ଼ିବ …
ଉପରମୁହାଁ ସୁନାଦର : ୨ ସପ୍ତାହରେ ବଢିଲାଣି ୪ ହଜାର ଟଙ୍କା Read More »
ଯୁବପିଢିଙ୍କ ମଧ୍ୟରେ କ୍ରେଜ ଦାଣ୍ଡିଆ ନାଇଟ୍ସ
ଭୁବନେଶ୍ୱର: ଦଶହରାରେ ମା’ ଦୁର୍ଗାଙ୍କ ପୂଜା ପାଇଁ ଗାଁଠୁ ସହର ଉତ୍ସବ ମୁଖରିତ । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଟି ପୂଜା ମଣ୍ଡପରେ ଆକର୍ଷଣୀୟ ସୁଉଚ୍ଚ ତୋରଣ ଭିତରେ ଶୋଭା ପାଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି । ରାସ୍ତାଘାଟ,ଦୋକାନ ବଜାର ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି । ଏସବୁ ଭିତରେ ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ପାଇଁ ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି ଦାଣ୍ଡିଆ ନାଇଟ୍ସ… ଦାଣ୍ଡିଆ ନାଚିବାକୁ ଭିଡ଼ ଦିନକୁ ଦିନ ଦାଣ୍ଡିଆ ନାଇଟ୍ର କ୍ରେଜ୍ ବଢିବାକୁ …
ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ
ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ନନ୍ଦନକାନନ ଗଲେ ଟିକେଟ ପାଇଁ ଆଉ ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡିବନି । କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ । ତାହା ପୁଣି ଗୋଟିଏ ମିନିଟ୍ରେ । ଏଣିକି ହ୍ୱାଟସ୍ ଆପ୍ ଜରିଆରେ ଟିକେଟ୍ କାଟିପାରିବେ ପର୍ଯ୍ୟଟକ । ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଉଦ୍ଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ …
ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ Read More »
ଅବପାତର ରୂପ ନେଲା ଲଘୁଚାପ
ଭୁବନେଶ୍ୱର: ଏଥର ଫିକା ପଡ଼ିପାରେ ଦଶହରା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି ଲଘୁଚାପ । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି । ଏପଟେ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି ମା’ ଦୁର୍ଗା । ଦୁର୍ଗାପୂଜାକୁ …
ଚାଲିଛି ପୂଜା : ଶକ୍ତିପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ
ଭୁବନେଶ୍ୱର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମହାମାୟା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପଗୁଡିକରେ ପ୍ରବଳ ଭିଡ ଲାଗି ରହିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ …
ଏସିଆନ ପାରା ଗେମ୍ସ: ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ôଥକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି । ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେବ ଏସିଆନ ପାରା ଗେମ୍ସ । ଏଥିରେ ସଫଳତା ପାଇଁ ଆଥଲେଟ୍ସ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏସିଆନ ପାରା ଗେମ୍ସ ପାଇଁ କରିଛନ୍ତି କଠିନ ପରିଶ୍ରମ …
ଏସିଆନ ପାରା ଗେମ୍ସ: ଖେଳାଳିଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ Read More »
ମଣ୍ଡପରେ ମାଆଙ୍କ ସପ୍ତମୀ, ପୀଠରେ ଅଷ୍ଟମୀ ପୂଜା
ଭୁବନେଶ୍ୱର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମାଆଙ୍କ ସପ୍ତମୀ ଓ ପୀଠରେ ଅଷ୍ଟମୀ ପୂଜା କରାଯାଉଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ମଣ୍ଡପ । ଲାଗିଲାଣି ଗହଳି । ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ । ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯାଇଛି । ପରେ ନୀତିକାନ୍ତି ଅନୁଯାୟୀ ସପ୍ତମୀ ପୂଜା କରାଯାଇଛି । ସେପଟେ ଶକ୍ତିପୀଠରେ ଶୋଡ଼ଷ …
ରାଜ୍ୟ ବିଜେପିରେ ଏବେ ସଂଘ ବନାମ୍ ଧର୍ମେନ୍ଦ୍ର ଛକାପଞ୍ଝାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ମୁକୁ ଭାଇ ଯେଉଁଠାରୁ ବି ଲଢ଼ିବେ, ଦଳ ବାହାର କଥା ଛାଡ଼ନ୍ତୁ, ଆଗ ତାଙ୍କ ଗୋଛି କାଟିବ ବିଜେପିର ସାଂଗଠନିକ ରିମୋର୍ଟ କଣ୍ଟ୍ରୋଲ ନିଜ ପାଖରେ ରଖିଥିବା ସ୍ୱୟଂ ସେବକ ସଂଘର ଏକ ପ୍ରଭାବଶାଳୀ ଗୋଷ୍ଠୀ । କେନ୍ଦ୍ର ମନ୍ତ୍ରୀ ତଥା ଏକଦା ରାଜ୍ୟ ବିଜେପିର ପୋଷ୍ଟର ବୟ ଗଣାହେଉଥିବା ଧର୍ମେନ୍ଦ୍ର ପ୍ରଧାନ ଓ ସଂଘ ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ଶିଖର ଛୁଇଁଥିବା ଖାସ୍ ପଦ୍ମ ଗାଡ଼ିଆର ଏକ ଭିତିରି ସୂତ୍ର କହୁଛି । …
ରାଜ୍ୟ ବିଜେପିରେ ଏବେ ସଂଘ ବନାମ୍ ଧର୍ମେନ୍ଦ୍ର ଛକାପଞ୍ଝାକୁ ନେଇ ଚର୍ଚ୍ଚା Read More »
ଆଜିଠୁ ଘରୋଇ ବସ୍ ଧର୍ମଘଟ; ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ । ଗୁରୁବାର ସରକାରଙ୍କ ଆଲୋଚନା ପରେ ମଧ୍ୟ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ଆଜିଠୁ ଧର୍ମଘଟ ନେଇ ଘୋଷଣା କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆଜି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ । କଟକ-ଭୁବନେଶ୍ୱରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି । ପାର୍ବଣ ବେଳେ …
୨୩ ପରେ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା
ଭୁବନେଶ୍ୱର : ପୂଜାରେ ଛେଚିବ ନାହିଁ ବର୍ଷା । ୨୩ ତାରିଖ ପରେ ଉପକୂଳରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଏବେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଶୁକ୍ରବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ହେଲେ ଲଘୁଚାପର ପ୍ରଭାବ କେଉଁଠି ରହିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ । ସାରା ରାଜ୍ୟରେ …
ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ଭୁବନେଶ୍ୱର: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଇଛନ୍ତି ଏହି ନିଯୁକ୍ତି । ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ଥାନ ନେବେ ରଘୁବର । ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୩ ମେ ମାସରେ ଶେଷ ହୋଇଥିଲା । ଏହାପରେ ତାଙ୍କ …
ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଚମକିଲେ ଓଡ଼ିଆ ଡାକ୍ତର
ଭୁବନେଶ୍ୱର: ଓଡ଼ିଆ ଡ଼ାକ୍ତର ରୋହନ୍ ବିଶ୍ୱାଳଙ୍କ କମାଲ । ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ଚମକିଲେ ରୋହନ୍ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ରୋହନ୍ ୧୪ତମ ଇଣ୍ଡିଆନ ଆଇଡଲ୍ ଅଡିସନ୍ରେ ଗୋଲଡ଼େନ୍ ଟିକଟ ହାତେଇ ଥିଏଟର ରାଉଣ୍ଡକୁ ପ୍ରବେଶ କରିଛନ୍ତି । ଏଥିସହ ଟପ ୨୭ ରେ ରହିଛନ୍ତି । ଜଣେ ଡାକ୍ତରଙ୍କ ଏଭଳି ସଙ୍ଗୀତ ପ୍ରେମ ଦେଖି ବଲିଉଡ୍ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତଥା ସୋ’ର ବିଚାରକ କୁମାର ସାନୁ ତାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି …
ରାସ୍ତା କଡ଼ରେ ଭିକାରୀ ଦେଖିଲେ ଉଠାଇ ନେବ ବିଏମ୍ସି ସ୍କ୍ୱାଡ୍
ଭୁବନେଶ୍ୱର : ପାର୍ବଣରେ ରାସ୍ତା କଡରେ ବୁଲିବେନି ଭିକାରୀ । କୌଣସି ରାସ୍ତା ବା ଗଳିକନ୍ଦିରେ ଭିକାରୀ ଦେଖିବାକୁ ମିିଳିଲେ ସେମାନଙ୍କୁ ଉଠାଇ ନେବ ବିଏମ୍ସି ସ୍କ୍ୱାଡ୍ । ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବାକୁ ବିଏମସି ଜୋରଦାର ଉଦ୍ୟମ କରାଯାଉଛି । ଭିକାରୀ ମୁକ୍ତ ଭୁବନେଶ୍ୱର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ହୋଇଛି ୫ଟି ଥଇଥାନ କେନ୍ଦ୍ର ଭୁବନେଶ୍ୱରକୁ ବଞ୍ଜାରାମାନେ ଆସିବା ଏକପ୍ରକାର ବନ୍ଦ ହୋଇଯାଇଥିଲା । …
ରାସ୍ତା କଡ଼ରେ ଭିକାରୀ ଦେଖିଲେ ଉଠାଇ ନେବ ବିଏମ୍ସି ସ୍କ୍ୱାଡ୍ Read More »
ଡେଙ୍ଗୁରା ପିଟି ନିଶ୍ଚିତ କଲା : ରାଜଧାନୀରେ ପରିବା ବିକ୍ରି ବନ୍ଦ
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ପୁଣି ଭୁବନେଶ୍ୱରରେ ପରିବା ବିକ୍ରି ବନ୍ଦ ରହିବ । ଡ଼େଙ୍ଗୁରା ପିଟି ନିଶ୍ଚିତ କଲା ରାଜଧାନୀ କଞ୍ଚା ପରିବା ମହାସଂଘ । ୟୁନିଟ୍-୧ ହାଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ୟବସାୟ ବନ୍ଦ ହେବାକୁ ଚେତାବନୀ ଦିଆଯାଇଥିବାରୁ ଛୋଟ ଛୋଟ ବ୍ୟବସାୟୀଙ୍କ ସମେତ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଏହାକୁ ନେଇ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ୨୦ରୁ ଊର୍ଦ୍ଧ୍ୱ ହାଟରେ ମିଳିବନି ପରିବା ଆସନ୍ତା ଶୁକ୍ରବାର …
ଡେଙ୍ଗୁରା ପିଟି ନିଶ୍ଚିତ କଲା : ରାଜଧାନୀରେ ପରିବା ବିକ୍ରି ବନ୍ଦ Read More »
ବର୍ଷାରେ ଭିଜିପାରେ ଦଶହରା, ଲଘୁଚାପ ସମ୍ଭାବନା
ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିଜେ କରିବେ ଜଗତଜନନୀ ମା’ ଦୁର୍ଗା । ଏବେ ଚାରିଆଡ଼େ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାସ୍ତାଘାଟଠାରୁ ଆରମ୍ଭ କରି ପୂଜା ମଣ୍ଡପ ସବୁଠି ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିଲାଣି । ହେଲେ ଏଥର ବର୍ଷାରେ ଭିଜିପାରେ ଦଶହରା ବୋଲି ଅନୁମାନ କରାଯାଇଛି । ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ …
ନାଁ ନନେଇ ଜୟ ନାରାୟଣଙ୍କୁ ସିଧା ଟାର୍ଗେଟ୍
ଅଞ୍ଚଳ ବାହାରର ନେତାଙ୍କୁ ଆଣି ସମ୍ବଲପୁର ରାଜନୀତି ରେ ଏଣ୍ଟ୍ରି କରିବାକୁ ଯୋଜନା କରିଛି ବିଜେପି । ଏଭଳି କହି ରାଜ୍ୟ ଗେରୁଆ ଦଳକୁ ସିଧା ଟାର୍ଗେଟ୍ କରିଛନ୍ତି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ୍ ପୂଜାରୀ । ସୂଚନା ଅନୁଯାୟୀ, ସମ୍ୱଲପୁର ସହରରେ ଅନୁଷ୍ଠିତ ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ରୋହିତ୍ ଜୟ ନାରାୟଣ ମିଶ୍ରଙ୍କ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ପ୍ରଶ୍ନ କରିଥିଲେ । ଏହାସହ ଆଗାମୀ ନିର୍ବାଚନରେ ସମ୍ବଲପୁରବାସୀଙ୍କଠାରୁ ବିଜେପିକୁ ଭୋଟ ମିଳିବନାହିଁ …
ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ
ଭୁବନେଶ୍ୱର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ନିଜ ଜନ୍ମଦିନ ପାଳିବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ମାସରେ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା କାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ । ଜନ୍ମଦିନ ଅବସରରେ ନବୀନ ନିବାସକୁ ଶୁଭେଚ୍ଛୁମାନଙ୍କୁ ନ ଆସିବାକୁ …
ଆଜିଠୁ ଶକ୍ତିପୀଠରେ ନବରାତ୍ର ପୂଜା, ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ ମାଆ
ଭୁବନେଶ୍ୱର: ଆଉ ଦିନ କେଇଟାକୁ ଅପେକ୍ଷା । ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଆଜିଠୁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା । ନବ ଦିନାତ୍ମକ ପୂଜାରେ ମା’ ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଦେବୀ ପୀଠ । ସ୍ୱତନ୍ତ୍ର ରୀତିନୀତି ସହକାରେ ୯ ଦିନ ଧରି ଚାଲିବ ମାଆଙ୍କର ନବରାତ୍ରି ପୂଜା । ଆଜି ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପୂଜା …
ଆଜିଠୁ ଶକ୍ତିପୀଠରେ ନବରାତ୍ର ପୂଜା, ଭିନ୍ନ ଭିନ୍ନ ରୂପରେ ପୂଜା ପାଇବେ ମାଆ Read More »
ସମ୍ବଲପୁର ସାଂସଦଙ୍କ ଗୁମର ଖୋଲିଲେ ଦେବଗଡ଼ ବିଧାୟକ
ଏବେ ଦାଣ୍ଡରେ ଗଡ଼ି ହାଟରେ ପଡ଼ିଛି ରାଜ୍ୟ ପଦ୍ମ ପାର୍ଟିର ଭିତିରି କନ୍ଦଳ । ଚର୍ଚ୍ଚା ସୃଷ୍ଟି କରିଛି ବିଜେପି ସାଂସଦ ଓ ବିଧାୟକଙ୍କ ମଧ୍ୟରେ କଳି । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୋଧରେ ସଙ୍ଗିନ୍ ବୟାନବାଜି ରଖିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ତାଙ୍କ ନିର୍ବାଚନମଣ୍ଡଳୀରେ ନିଜ ଲୋକପ୍ରିୟତା ହରାଇଥିବା ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି । ଏପରିକି …
ବସ୍ରେ ବସି ମାଲକାନଗିରିରୁ ଏମ୍.ଭି ୩ ଗଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଛି । ଆଜି ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ବସ୍ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । ଓଡିଶା ବିକାଶର ଲଞ୍ଚ ପ୍ୟାଡ୍ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାଲକାନଗିରି ମୋର …
ବସ୍ରେ ବସି ମାଲକାନଗିରିରୁ ଏମ୍.ଭି ୩ ଗଲେ ମୁଖ୍ୟମନ୍ତ୍ରୀ Read More »
ପ୍ରାର୍ଥନା ସଭାରେ ଶିକ୍ଷକ ବଖାଣିଲେ ହକିର ସଫଳତା
ଭୁବନେଶ୍ୱର: ରାଜ୍ୟର ସବୁ ସ୍କୁଲରେ ପିଲାଙ୍କୁ ପଢ଼ାଯାଉଛି ହକିର ବିଜୟ ଗାଥା । ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ ସମ୍ପର୍କରେ ବଖାଣିଛନ୍ତି । ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉତ୍ସାହର ସହ ଶୁଣିଥିଲେ । ଏସିଆନ ଗେମ୍ସରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ଜିତି ଗୌରବ ଆଣିଛି । ଛାତ୍ରଛାତ୍ରୀଙ୍କୁ ହକିର ବିଜୟ ଗାଥା ସମ୍ପର୍କରେ ପଢାଇବାକୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି …
ଶ୍ରୀମନ୍ଦିର ପ୍ରବେଶ ବେଳେ ପୋଷାକରେ ଲାଗିବ କଟକଣା, ଜାନୁୟାରୀ ୧ରୁ ଲାଗୁ
ପୁରୀ: ଏଣିକି ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା । ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ମିଳିବନି ଅନୁମତି । ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଆଜିଠୁ ଏନେଇ ଭକ୍ତଙ୍କୁ ସଚେତନ କରାଯିବ । ଶାଳୀନତା ଭାବେ …
ଶ୍ରୀମନ୍ଦିର ପ୍ରବେଶ ବେଳେ ପୋଷାକରେ ଲାଗିବ କଟକଣା, ଜାନୁୟାରୀ ୧ରୁ ଲାଗୁ Read More »
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ହେଲା ଶୁଭାରମ୍ଭ, ଏହି ସହରର ଲୋକେ ହେବେ ଉପକୃତ
ଭୁବନେଶ୍ୱର: ଆଉ ଘଣ୍ଟା ଘଣ୍ଟା ଧରି ପାଣି ପାଇଁ ଅପେକ୍ଷା କରିବାକୁ ପଡ଼ିବନି । ମାଇଲ ମାଇଲ ବି ଯିବାକୁ ପଡ଼ିବନି । ନଳ ଖୋଲିଲେ ବାହାରିବ ବିଶୁଦ୍ଧ ପାନୀୟ ଜଳ । ଘରେ ଘରେ ଶୁଦ୍ଧ ପାନୀୟ । ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା । ଆଜି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି …
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ହେଲା ଶୁଭାରମ୍ଭ, ଏହି ସହରର ଲୋକେ ହେବେ ଉପକୃତ Read More »
ଜାତୀୟ ରାଜପଥ କଡ଼କୁୂ ସ୍ଥାନାନ୍ତର ହେବ ମାଲଗୋଦାମ ,ବ୍ୟବସାୟୀ ହେବେ ଉପକୃତ
କଟକ: କଟକ ସହରର ପରିଚୟ ମାଲଗୋଦାମ । ଆଉ କିଛି ଦିନ ପରେ କଟକ ସହରରୁ ହଜିଯିବ ମାଲଗୋଦାମ । ଏହା ଫୁଲନଖରାରୁ ମଙ୍ଗୁଳି ଭିତରେ ଜାତୀୟ ରାଜପଥ ପାର୍ଶକୁ ସ୍ଥାନାନ୍ତର ହେବ । ଏ ନେଇ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ । ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ସହ ବ୍ୟବସାୟୀଙ୍କ ସଂଖ୍ୟା ବି ବଢୁଛି । ହେଲେ ଏଇ ପୁରୁଣା ମାଲଗୋଦାମ ବ୍ୟବସ୍ଥିତ ହୋଇ ରହିନାହିଁ । ତେଣୁ ଏହାର ସ୍ଥାନାନ୍ତର ପାଇଁ …
ଜାତୀୟ ରାଜପଥ କଡ଼କୁୂ ସ୍ଥାନାନ୍ତର ହେବ ମାଲଗୋଦାମ ,ବ୍ୟବସାୟୀ ହେବେ ଉପକୃତ Read More »
ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ସତ୍କାର ହେବ
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ଇତିମଧ୍ୟରେ ୪ ମାସ ପୂରିଛି । ହେଲେ ଚିହ୍ନଟ ହୋଇ ନ ପାରି ଭୁବନେଶ୍ୱର ଏମ୍ସରେ ବାତାନୁକୂଳିତ କଣ୍ଟେନରରେ ରଖାଯାଇଥିବା ୨୮ ମୃତଦେହକୁ ସତ୍କାର କରାଯିବ । ଦୁର୍ଘଟଣା ପରେ ଦୁଇଟି ପର୍ଯ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍ସକୁ ଆସିଥିଲା । ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଆଉ ୨୮ ମୃତଦେହ ସେମିତି କଣ୍ଟେନ ଭିତରେ …
ବାହାନଗା ଟ୍ରେନ ଦୁର୍ଘଟଣାର ଚିହ୍ନଟ ହୋଇ ନ ଥିବା ୨୮ ମୃତଦେହ ସତ୍କାର ହେବ Read More »
ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ବାଦାମବାଡ଼ିରେ ନିର୍ମାଣ ହେବ ଅତ୍ୟାଧୁନିକ ଲାଇବ୍ରେରୀ
ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ହେବ । ଏଥିପାଇଁ ୩୦ କୋଟି ୫୮ଲକ୍ଷ ୩୧ ହଜାର୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ୫ଟି ସଚିବ ଭି କେ ପାଣ୍ଡିଆନଙ୍କ କଟକ ଗସ୍ତ ସମୟରେ କଟକରେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତି ରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ …
ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ବାଦାମବାଡ଼ିରେ ନିର୍ମାଣ ହେବ ଅତ୍ୟାଧୁନିକ ଲାଇବ୍ରେରୀ Read More »
ଦୀପ୍ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଶାର ମହିଳା ହକି ଖେଳାଳି ଦୀପ୍ଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏଥିରେ ଦୀପ୍ଗ୍ରେସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକାର କରିବା ସହ ତାଙ୍କୁ ରାଜ୍ୟ ଯୁବପିଢ଼ିଙ୍କ ପାଇଁ ଏକ ଆଦର୍ଶ ବୋଲି କହି ଦୀପ ଗ୍ରେସଙ୍କୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ …
ଦୀପ୍ ଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ Read More »
ଭୁବନେଶ୍ୱରରେ ଶହୀଦଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର
ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲା ସିକିମ୍ ବନ୍ୟାରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ଶହୀଦଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ଦିଲୀପ ମଲ୍ଲିକ, ସୁରଥ ବିଶ୍ୱାଳଙ୍କ …
ଭୁବନେଶ୍ୱରରେ ଶହୀଦଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର Read More »
ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଦେବେ ଓଡ଼ିଶା ସରକାର
ଭୁବନେଶ୍ୱର: ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ …
କ୍ୟାପିଟାଲ୍ ହସ୍ପିଟାଲରେ ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ, ଷ୍ଟାଫଙ୍କୁ ଦିଆଯିବ ରିଫ୍ରେସର ଟ୍ରେନିଂ
ଭୁବନେଶ୍ୱର: ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଆଗରୁ ସ୍ଥଳ ବିଶେଷରେ ପିଲାଙ୍କ ଗୋଡ଼ରେ ଟ୍ୟାଗ ଲଗାଯାଉଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆହୁରି କଡ଼ାକଡ଼ି ଭାବେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଷ୍ଟାଫଙ୍କୁ ରିଫ୍ରେସର ଟ୍ରେନିଂ ଦିଆଯିବ । ଏହାସହ ଜନ୍ମ ହେବା ପରେ ପିଲାଙ୍କ ଫୁଟ ପ୍ରିଣ୍ଟ ରଖିବା ବ୍ୟବସ୍ଥା ବି କରାଯିବ । ପିଲା ଜନ୍ମ ହେବା ପରେ ମାଆଙ୍କୁ …
କ୍ୟାପିଟାଲ୍ ହସ୍ପିଟାଲରେ ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ, ଷ୍ଟାଫଙ୍କୁ ଦିଆଯିବ ରିଫ୍ରେସର ଟ୍ରେନିଂ Read More »
ଆଜି ଆସିବ ଶହୀଦ ସରୋଜଙ୍କ ପାର୍ଥିବ ଶରୀର
ଢେଙ୍କାନାଳ : ପୁରା ନିରବୀ ଯାଇଛି ଢେଙ୍କାନାଳ କାମାକ୍ଷାନଗର ଅନ୍ତର୍ଗତ କେନ୍ଦୁଢିପ ଗାଁ । କାହା ମୁହଁରେ ଯେମିତି କିଛି ଭାଷା ହିଁ ନାହିଁ । କାରଣ ଏଇ ଗାଁ ମାଟିର ପୁଅ ବୀର ଯବାନ ସରୋଜ ଦାସଙ୍କୁ ହରାଇ ଏବେ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି । ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି । ଚାରିଆଡେ କାନ୍ଦ ବୋବାଳି ସହିତ ରଡ଼ିରେ ଫାଟି ପଡୁଛି ପୁରା ପରିବେଶ । ପୁଅକୁ ହରାଇ କାନ୍ଧୁଛନ୍ତି ବାପା …
ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଉ ମାତ୍ର କିଛି ଦିନ ପରେ ଆସୁଛି ଦୁର୍ଗାପୂଜା । ସବୁଆଡ଼େ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏଥର ପୂଜାରେ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ରାଜଧାନୀରେ ରାତି ୧୨ଟା ଯାଏଁ ଚାଲିବ ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ । ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ । ଏହି ଖବର ପାଇବା ପରେ ସହରବାସୀଙ୍କ ମଧ୍ୟରେ ଆନନ୍ଦ …
ଜମିବ ଦୁର୍ଗାପୂଜା: ରାତି ୧୨ଟା ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ Read More »
ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ମଙ୍ଗଳବାର ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିସନର ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ବିଏମ୍ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।ସେହିପରି ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ଗ୍ରାମ୍ୟ …
ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ୍ ଟାଇଫସ୍, ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ
ଭୁବନେଶ୍ୱର : ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ରକ୍ତ ନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି । କୃଷି ସଚିବ ଅରବିନ୍ଦ ପାଢ଼ୀ ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ । ଏବେ ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ରାଜ୍ୟର …
ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରବ୍ ଟାଇଫସ୍, ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ Read More »
କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା । ଏନେଇ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଅଧିକରୁ ଅଧିକ ଦ୍ରବ୍ୟ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପରାମର୍ଶ ଦିଆଯାଇଥିଲା । ସେଥିରେ କେନ୍ଦ୍ରାପଡ଼ାର ରସାବଳି, ପୋଟଳି ପିଠା ଆଉ କାଇଁଚ ସାମଗ୍ରୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ …
ଧାରଣାରେ ବସିଛନ୍ତି ବ୍ୟବସାୟୀ : ୫ କୋଟିର ବେପାର ଠପ୍
ଭୁବନେଶ୍ୱର: ୧ ନମ୍ବର ହାଟ ଚତୁଃପାର୍ଶ୍ୱରୁ ଜବରଦଖଲ ହଟାଇବା ଦାବିରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ୟୁନିଟ୍-୧ ହାଟକୁ ବନ୍ଦ ରଖିଛି । ଶତାଧିକ ବ୍ୟବସାୟୀ ଦୋକାନ ବନ୍ଦ କରି ହାଟ ସମ୍ମୁଖରେ ଶୁକ୍ରବାରଠାରୁ ଧାରଣାରେ ବସିଛନ୍ତି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଠାରେ ଦୈନିକ ବ୍ୟବସାୟ ହେଉଥିବା ୫ କୋଟି ଟଙ୍କାର କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବିଏମସି ସହ ଆଲୋଚନାରେ ନିଷ୍କର୍ସ ବାହାରିବା …