ଜନ୍ମଦିନରେ ଗର୍ଲଫ୍ରେଣ୍ଡଙ୍କୁ ଲିପ୍‌କିସ୍ କଲେ ହ୍ରିତିକ୍‌

Above Post Content

ମୁମ୍ବାଇ: ବଲିଉଡର ସୁପର ହିରୋ ହ୍ରିତିକ ରୋଶନ ଆଜି ୫୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିମାନେ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ମଧ୍ୟ ସୋସିଆଲ ମିଡ଼ିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ ସୁନ୍ଦର ଭିଡିଓ ସେୟାର କରି ତାଙ୍କ ପାଇଁ ସ୍ୱତନ୍ତ୍ର ନୋଟ ଲେଖିଛନ୍ତି ।

Middle post content

ରୋମାଣ୍ଟିକ ଭିଡ଼ିଓ କଲେ ସେୟାର

After 2nd paragraph post ads

ସବା ଆଜାଦ ହ୍ରିତିକ ରୋଶନଙ୍କ ପାଇଁ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ହ୍ରିତିକ ଓ ସବା ବାଲକୋନୀରେ ଠିଆ ହୋଇଛନ୍ତିି । ଉଭୟ ନିଜ ଭିଡିଓ ତିଆରି କରୁଥିବାବେଳେ ଲିପ ଲକ ଦେଉଥିବା ମଧ୍ୟ ଦେଖାଯାଇଥିଲା । ଏହି ରୋମାଣ୍ଟିକ ଭିଡିଓ ସେୟାର କରି ସବା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମାଇ ଲଭ୍‌… ତୁମେ ମୋ ଜୀବନର ଆଲୋକ … । ହ୍ରିତିକ ରୋଶନ ଖୁବ ଶୀଘ୍ର ଫିଲ୍ମ ‘ଫାଇଟର’ରେ ନଜର ଆସିବେ । ଏଥିରେ ଦୀପିକା ପାଦୁକୋନଙ୍କୁ ତାଙ୍କ ସହ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami