ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ-୨ ହଜାର ଟଙ୍କିଆ ନୋଟ୍ ଗାଏବ !

ଦୁର୍ନିତୀ ଉପରେ ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ବୋଲି କହି ଯେଉଁ ନୋଟ୍ ବ୍ୟାନକୁ ମାର୍କେଟିଂ କରାଯାଇଥିଲା ତା’ର ସତ ଏବେ ଧିରେ ଧିରେ ପଦାକୁ ଆସିଲାଣି । ଯାହା ଜଣା ପଡୁଛି କଳା ଟଙ୍କା ଉପରେ ମୋଦିଙ୍କ ମାଡ଼ କାମ କରିନି । ନୋଟ୍ ବ୍ୟାନ୍ ପରେ ଛପା ଯାଇଥିବା ୧୬୮୦ କୋଟି ୫ଶହ,୨ ହଜାର ଟଙ୍କିଆ
Read More...

PFI : ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା

ଭାରତ ସରକାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହା ମଙ୍ଗଳବାର ଦିନ ହୋଇଥିବା ଦ୍ୱିତୀୟ ରାଉଣ୍ଡ୍ ଚଢାଉରୁ ଜଣା ପଡ଼ୁଛି । ପ୍ରଥମ ଚଢାଉ ରାତି ଅଧିଆ ହୋଇଥିଲା । ପିଏଫଆଇ କର୍ମୀ ଶୋଇଥିବା ବେଳେ ଏହାର ନେତା ସବୁ ହାଜତରେ ପସି ସାରିଥିଲେ । ପିଏଫଆଇର
Read More...

ଅଙ୍କିତା ହତ୍ୟାକାଣ୍ଡ : ଉତ୍ତରାଖଣ୍ଡରୁ ଦିଲ୍ଲୀ ସବୁଠି ବିରୋଧ, ରିସୋର୍ଟ ଭଙ୍ଗା ପଛରେ ଷଡ଼ଯନ୍ତ୍ର ?

ଉତ୍ତରାଖଣ୍ଡର ଅଙ୍କିତା ହତ୍ୟାକାଣ୍ଡ ବିଜେପି ପାଇଁ ମୁଣ୍ଡବିନ୍ଧା ହେବାରେ ଲାଗିଛି । ରବିବାର ଦିନ ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ବିରୋଧ ଦେଖିବାକୁ ମିଳିଥିଲା । ଏହା ଭିତରେ ଅଙ୍କିତାଙ୍କ ପିତା ରିସୋର୍ଟ୍ ଭଙ୍ଗାର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
Read More...

ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର

ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର । ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର
Read More...

ଚୀନରେ ସାମରିକ ବିଦ୍ରୋହ ଖବର କେତେ ସତ ? ସତରେ କ’ଣ ସି ଜିନପିଙ୍ଗ ଗୃହବନ୍ଦୀ ?

ଚୀନ ଓ ଏହାର ସର୍ବେସର୍ବା ରାଷ୍ଟ୍ରପତି ସି ଜିନପିଙ୍ଗକୁ ନେଇ ବଡ଼ଧରଣର ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶନିବାର ଦିନ ଏହି ଗୁଜବ ଜୋର ଧରିଥିଲା । ବିଜେପି ନେତା ତଥା ଚୀନ ବିଶେଷଜ୍ଞ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଟୁଇଟ୍ କରି ଏହି ଗୁଜବକୁ ଅଧିକ ବଳ ଦେଇଥିଲେ । ତେବେ ସେ
Read More...

ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ କ’ଣ ? କାହିଁକି କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ଏହି ସଂଗଠନ ?

ଗୁରୁବାର ଦିନ ଦେଶର ୧୦ ଟି ରାଜ୍ୟରେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ଏନଆଇଏ ଏକ କାଳୀନ ଗୋଟିଏ ସଂଗଠନର ବିଭିନ୍ନ ଅଫିସ ଉପରେ ଚଢାଉ କରିଥିଲା । ଯାହା ଭିତରେ ଏହି ସଂଗଠନର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା । ସଂଗଠନର ନାମ ହେଉଛି ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ-ସର୍ଟକଟରେ ପିଏଫ୍ଆଇ ।
Read More...

ମ୍ୟୁଜିୟମରୁ ବହି ଚୋରି କରି କାନ୍ଥରେ ଲୁଚାଇଥିଲେ ପୂର୍ବତନ ମନ୍ତ୍ରୀ !

ମନ୍ତ୍ରୀ ଗୋଖାଦ୍ୟ ଖାଇ ଜେଲ ଯାଇଛନ୍ତି । ମନ୍ତ୍ରୀ ବେଡ୍ ତଳେ ନଗଦ ଲାଂଚ ଟଙ୍କା ଲୁଚାଇ ଧରା ପଡ଼ିଥିବାର ଢେର ନଜିର ରହିଛି । ଏବେ ପଢନ୍ତୁ ବହିଚୋର ମନ୍ତ୍ରୀଙ୍କ କାଣ୍ଡକାରଖାନା । ଦିନେ ମନ୍ତ୍ରୀ ଥିବା ଏହି ପୂର୍ବତନ ଟାଣୁଆ ନେତା ଏବେ ନଗଦାନଗଦି ଜେଲରୁ ବାହାରିଛନ୍ତି । ତେବେ ଜେଲରୁ
Read More...

ଭାରତରେ ଚିତାଙ୍କ ବଂଶ ଲୋପ ପାଇଁ କାହିଁକି ଜଣେ ରାଜା ଏବେ କାଠଗଡ଼ାରେ ?

ମଧ୍ୟପ୍ରଦେଶର କ୍ରୁନୋ ନ୍ୟାସନାଲ ପାର୍କ ହୋଇଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ନୂଆ ଘର । ଆଶା କରାଯାଉଛି ସେଇଠୁ ଆରମ୍ଭ ହେବ ଇତିହାସର ନୂଆ ଏକ ଅଧ୍ୟାୟ । କିନ୍ତୁ ଇତିହାସର ଫର୍ଦ୍ଦ ଲେଉଟାଇଲେ ସାମ୍ନାକୁ ଆସେ ଆଉ ଏକ କାହାଣୀ । ମଧ୍ୟପ୍ରଦେଶରେ ହିଁ ଲେଖାଯାଇଥିଲା ଭାରତୀୟ ଚିତାଙ୍କ ଅନ୍ତର
Read More...

୪ ହଜାର ୫ଶହ ବର୍ଷ ହେଲା ଜୀବନ ନେଉଛି ଜଳାନ୍ତକ,୨୫ ବର୍ଷ ପରେ ବି ମାରିଥାଏ ରାବିସ୍ !

କୁକୁର ଓ ମଣିଷର ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି । ନିଜ ଜୀବନ ବଦଳରେ କୁକୁର ମାଲିକର ଜୀବନ ବଂଚାଇବାର ଅନେକ ନଜର ରହିଛି । ମଣିଷ ଶିକାରୀ ଜୀବନ ଛାଡ଼ି କୃଷି ଆପଣାଇବା ଦିନଠାରୁ କୁକୁରକୁ ପୋଷା ମନେଇ ଥିଲା ବୋଲି କୁହାଯାଏ । କୁକୁର ଓ ମଣିଷର ବନ୍ଧୁତାର ବିଶ୍ୱାସ ଭରା ଏହି କାହଣୀ ଭିତରେ
Read More...

ଜଣେ ଦୁଇ ଜଣ ନୁହେଁ ୬ ଜଣ ହିରୋଇନଙ୍କ ପଛରେ ସୁକେଶ ଉଡ଼ାଉଥିଲା ଟଙ୍କା !

ମହାଠକ ସୁକେଶ କେମିତି ନିଜ ଠକେଇ ଜାଲରେ ପକାଇ ବଡ଼ବଡ଼ ଶିଳ୍ପପତିଙ୍କୁ ଠକୁଥିଲା ସେ କଥା ଆଉ ନୁଆ ନୁହେଁ । ଏହା ମଧ୍ୟ ନୁଆ ନୁହେଁ ଯେ, ବଲିଉଡର ନାମକରା ହିରୋଇନ୍ ଗିଫ୍ଟ ଲୋଭରେ ତା’ ସହିତ ସମ୍ପର୍କ ବଢାଇଥିଲେ । ଜ୍ୟାକଲିନଙ୍କୁ ସୁକେଶ ସହିତ ସମ୍ପର୍କ ମହଙ୍ଗା ପଡ଼ିଥିବା ବେଳେ ନୋରା ଏବେ
Read More...
Close Bitnami banner
Bitnami