Author name: user

ଆଚରଣ ବିଧି ଉଲ୍ଲଂଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି

ଭୁବନେଶ୍ୱର : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜ୍ୟ ବିଜେପିର ଅଭ୍ୟାସ ହୋଇଗଲାଣି । ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଚାଲିଛନ୍ତି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଆଠମଲ୍ଲିକ ଏନଏସିର ୫ ନମ୍ବର ୱାର୍ଡରେ ସମ୍ବଲପୁର ଲୋକସଭା ଆସନ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିଲେ । …

ଆଚରଣ ବିଧି ଉଲ୍ଲଂଘନ କରିବା ବିଜେପିର ଅଭ୍ୟାସ ହୋଇଗଲାଣି Read More »

ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ଦେଲେ ବାର୍ତ୍ତା

ଭୁବନେଶ୍ୱର: ରକ୍ତ ଦିଅ, ଜୀବନ ବଞ୍ଚାଅ । ଜଣେ ନେତା ଭାବେ ନୁହେଁ ବରଂ ଜଣେ ଭାଇ ଓ ଜନ ସେବକ ଭାବେ ଓଡ଼ିଶାବାସୀଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ନିଜେ ରକ୍ତ ଦେଇ ରାଜନୀତି ନୁହେଁ ସେବାକୁ ଦେଇଛନ୍ତି ପ୍ରାଥମିକତା । ଆଉ ଏହାକୁ ପାଥେୟ କରି ଆଗେଇ ଚାଲିଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ …

ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ଦେଲେ ବାର୍ତ୍ତା Read More »

ନବରଙ୍ଗପୁରରେ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି

ନବରଙ୍ଗପୁର : ନିର୍ବାଚନ ତାରିଖ ପାଖେଇ ଆସୁଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଜୋରସୋରରେ ଚଳାଇଛନ୍ତି । ତେବେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଦୁଇ ଦିନ ହେଲା ସେ ଦକ୍ଷିଣ ଓଡ଼ିଶାରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ଆଜି ନବରଙ୍ଗପୁର ଜିଲାରେ ପ୍ରଚାର କରି ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଅଞ୍ଚଳର ବିକାଶ ପାଇଁ ବିଜେଡ଼ି ପ୍ରାର୍ଥୀଙ୍କ …

ନବରଙ୍ଗପୁରରେ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି Read More »

ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମୁସଲମାନଙ୍କ ପାଇଁ ସଂରକ୍ଷଣ,ସମ୍ପତିରେ ଭାଗ ହେଉଛି ପ୍ରସଙ୍ଗ

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ନିଜ ଦୁର୍ଗକୁ ବଞ୍ଚାଇବା ପାଇଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ରାଜନୈତିକ ଦଳଗୁଡ଼ିକ ବିଶେଷ ପ୍ରସ୍ତୁତି କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର କାହାଣୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପ୍ରଥମ ପର୍ଯ୍ୟାୟରେ ରାମ ମନ୍ଦିର, କିଚାତିଭୁ, ସନାତନ, ଦୁର୍ନୀତି, ନିର୍ବାଚନୀ ବଣ୍ଡ ଓ ମୋଦୀଫୋବିଆ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏଥର ହିନ୍ଦୁତ୍ୱର …

ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମୁସଲମାନଙ୍କ ପାଇଁ ସଂରକ୍ଷଣ,ସମ୍ପତିରେ ଭାଗ ହେଉଛି ପ୍ରସଙ୍ଗ Read More »

ଭୋଟ ଦେଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ନିର୍ବାଚନ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ନାଗାଲାଣ୍ଡରେ ୬ ପୂର୍ବ ଜିଲାରୁ ୪ ଲକ୍ଷ ମତଦାତା ଭୋଟ ଦେବାକୁ ଆସି ନ ଥିଲେ । ଯାହାପରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ନିର୍ବାଚନ କମିଶନରଙ୍କ ବ୍ୟତୀତ ବିଭିନ୍ନ ମହଲରୁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ଭୋଟରଙ୍କୁ ଅନୁରୋଧ କରାଯାଇଛି । ତେବେ ଭୋଟ ଦେବାକୁ …

ଭୋଟ ଦେଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ Read More »

ଆମେଥିରୁ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ୍ କରିବେ ରାହୁଲ !

ଅମେଥୀ: ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ହେବେ ମୁହାଁମୁହିଁ । ଏହାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି । ଏଥର ଅମେଥୀରୁ ପୁଣି ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ । ଶୁଣିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆସନ୍ତାକାଲି ୱାଇନାଡ ଭୋଟିଂ ପରେ ରାହୁଲଙ୍କ ନାଁ ଅମେଥୀରୁ ଘୋଷଣା ହୋଇପାରେ । ସ୍ମୃତିଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନକୁ …

ଆମେଥିରୁ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ୍ କରିବେ ରାହୁଲ ! Read More »

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଦି ଏବଂ ରାହୁଲଙ୍କ ଭାଷଣକୁ ନେଇ ନିର୍ବାଚନ ଆୟୋଗ ଭାଜପା ଏବଂ କଂଗ୍ରେସକୁ ନୋଟିସ୍ ଜାରି କରିଛନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ଉଭୟ ନେତାଙ୍କୁ ନୋଟିସ୍ ଜାରି କରିଛନ୍ତି । ୨୯ ସୁଦ୍ଧା ଉତ୍ତର ମାଗିଛନ୍ତି ନିର୍ବାଚନ କମିଶନ ନିର୍ବାଚନ ଆୟୋଗ ୨୯ ଏପ୍ରିଲ ସୁଦ୍ଧା …

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ Read More »

ରାଜ୍ୟ ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ୱର: ପୁଣି ଆଚରଣବିଧି ଉଲ୍ଲଂଘନ କଲା ରାଜ୍ୟ ବିଜେପି । ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡ଼ି । ଆଜି ବିଜେଡ଼ିର ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଛତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି । ବିଜେପି ପ୍ରାର୍ଥୀ ବାତ୍ୟା ଆଶ୍ରୟସ୍ଥଳୀରେ କଲେ ନିର୍ବାଚନୀ ସଭା ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାନରାମଚନ୍ଦ୍ରପୁର ପଂଚାୟତର ମଧୁଚୁଆଁ ଗାଁରେ …

ରାଜ୍ୟ ବିଜେପି ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ Read More »

ସୋନପୁରରେ ନିର୍ବାଚନୀ ସଭାରେ ହେବେ ସାମିଲ

ଭୁବନେଶ୍ୱର: ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ସୋନପୁର ଓ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । ଅମିତ ଶାହା ଅପରାହ୍ନ ୩ଟାରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବେ । ନିର୍ବାଚନୀ ସଭାରେ ମାଗିବେ …

ସୋନପୁରରେ ନିର୍ବାଚନୀ ସଭାରେ ହେବେ ସାମିଲ Read More »

 ଆଜିଠୁ ରାଜ୍ୟର ସବୁ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟରେ ଗୁରୁବାରଠାରୁ ସମସ୍ତ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହୋଇଛି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ଜାରି ରହିବ । ଏଥିନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ …

 ଆଜିଠୁ ରାଜ୍ୟର ସବୁ ସ୍କୁଲ ଛୁଟି Read More »

Scroll to Top
Close Bitnami banner
Bitnami