Author name: user

sudarsan sahu, sudarshan sahoo, bhubaneswar, artworks, bamboo wood, plam leaves, chaat owner, chaat shop, rising odisha, handicrafts

କାଠ ବାଉଁଶରେ ଜୀବନ୍ୟାସ

ପାଶାଣ ଦେହରେ ନିହାଣ ଫୁଟାଇ ଜୀବନ୍ତ ପ୍ରତିମା ସୃଷ୍ଟିର ବିନ୍ଧାଣୀ ସେ ନୁହଁନ୍ତି, କିନ୍ତୁ କାଠ ବାଉଁଶରେ ଜୀବନ୍ୟାସ ଦେଉଥିବା ଜଣେ କାରିଗର । ପେସାରେ ଜଣେ ଚାଟ୍ ଦୋକାନୀ । ଯେଉଁ ହାତରେ ସୁସ୍ୱାଦୁ ଚାଟ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରଷି ଦିଅନ୍ତି । ସେହି ହାତ ଯେ ଏମିତି ସୁନ୍ଦର କଳାକୃତି ପ୍ରସ୍ତୁତି କରିପାରେ ତାହା ନ ଦେଖିଲେ ବିଶ୍ୱାସ କରିହେବନି । ସେ ହେଉଛନ୍ତି ପୁରୁଣା ଭୁବନେଶ୍ୱରର କପିଳପ୍ରସାଦପୁରର ସୁଦର୍ଶନ ସାହୁ । …

କାଠ ବାଉଁଶରେ ଜୀବନ୍ୟାସ Read More »

made in India, India products, invention in India, yoga in India, shampoo, USB, fiber optics, make in india, swadeshi products, rising odisha

ଦୁନିଆକୁ ଭାରତର ଉପହାର, USB, ଅପଟିକ୍ ଫାଇବର ଭଳି 8 ଆବିଷ୍କାର

1) ଶୂନ୍ୟ ଶୁନ ବା ଜିରୋ ହେଉଛି ଭାରତର ଦୁନିଆକୁ ସବୁଠାରୁ ବଡ ଅବଦାନ । ଶୁନ ଯଦି ଆବିଷ୍କାର ହୋଇନଥାନ୍ତା ତେବେ ଆପଣଙ୍କ କାଲକ୍ୟୁଲେଟର ମଧ୍ୟ ହିସାବ କରି ପାରିନଥାନ୍ତା । ସୁପରକମ୍ପ୍ୟୁଟର ଶୂନ୍ୟ ବିନା ଅସମ୍ଭବ କଳ୍ପନା ହୋଇଥାନ୍ତା । ସପ୍ତସ ଶତାବ୍ଦୀରେ ଭାରତୀୟ ଜ୍ୟୋର୍ତିବିଦ୍ ବ୍ରହ୍ମଗୁପ୍ତ ଏହାର ଆବିଷ୍କାର କରିଥିଲେ । ପରେ ଆରବ ଦେଇ ଏହା ୟୁରୋପରେ ପହଂଚିଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ୟୁରୋପରେ ଲାଟିନ ଅକ୍ଷରକୁ ସଂଖ୍ୟା ପାଇଁ ବ୍ୟବହାର …

ଦୁନିଆକୁ ଭାରତର ଉପହାର, USB, ଅପଟିକ୍ ଫାଇବର ଭଳି 8 ଆବିଷ୍କାର Read More »

money, large sum of money, big amount of money, debts clear, credit card bills, investments, rising odisha

ମୋଟା ଅଙ୍କର ଟଙ୍କା ପାଇଲେ କ’ଣ କରିବେ ? ଲୋନ୍ ସୁଝିବେ ନା ନିବେଶ କରିବେ ?

ଜୀବନରେ ଆମେ ସମସ୍ତେ କେବେ ନା କେବେ,ଏକରୁ ଅଧିକ ଥର ଏଭଳି ପ୍ରଶ୍ନର ସମ୍ମୁଖୀନ ହୋଇଥାଉ । ଯେତେବେଳେ ଆମକୁ କେବେ ପ୍ରପର୍ଟି ବିକ୍ରି କରି ଅଧିକ ଟଙ୍କା ମିଳେ କିମ୍ବା ଅଭିଭାବକଙ୍କଠାରୁ ଉପହାର ଭାବେ ଟଙ୍କା ମିଳେ । ଏମିତି ବି ହୋଇପାରେ ଆପଣ ମୋଟା ଅଙ୍କର ଟଙ୍କା ବୋନସ ଭାବେ ଏକାଥରକେ ପାଇବା ପରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଉଠିଥିବ ଯେ, ଏତେ ଟଙ୍କାକୁ ନେଇ କରିବି କ’ଣ ? ନୂଆ ଗାଡି …

ମୋଟା ଅଙ୍କର ଟଙ୍କା ପାଇଲେ କ’ଣ କରିବେ ? ଲୋନ୍ ସୁଝିବେ ନା ନିବେଶ କରିବେ ? Read More »

gachha sir, antaryami sahu, tree plantation, animal protection, environment protection, rising odisha, nayagarh district, tree man of odisha

‘ଗଛ ସାର୍‌’ଙ୍କ ରାସ୍ତାରେ ଯୁବପିଢ଼ି

ବର୍ଷାଦିନ ଆରମ୍ଭ ହୋଇଛି, ଏବେ ଗଛ ଲଗାଇବାର ପ୍ରକୃଷ୍ଟ ସମୟ । ଆଗାମୀ ପିଢ଼ି ପାଇଁ ଏକ ସନ୍ତୁଳିତ ପୃଥିବୀକୁ ଛାଡ଼ିଯିବାଠାରୁ ଅଧିକ ବଡ଼ ଉପହାର କିଛି ନାହିଁ । ଏ କଥାକୁ ବୁଝନ୍ତିି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଂଟିଲୋ ଥୋଡ଼ିଆ ସାହିର ଅନ୍ତର୍ଯ୍ୟାମୀ ସାହୁ । ତାଙ୍କର ଏ ନାଁ ବଦଳରେ ‘ଗଛ ସାର୍‌’ ଭାବେ ସେ ଲୋକଙ୍କ ପାଖରେ ଅଧିକ ପରିଚିତ । ଗଛ ସାର୍ କେବଳ ତାଙ୍କ ଜିଲ୍ଲା ନହେଁ, ସାରା …

‘ଗଛ ସାର୍‌’ଙ୍କ ରାସ୍ତାରେ ଯୁବପିଢ଼ି Read More »

china, yulin, dog meat festival, dogs slaughtering, chinese culture, yulin city, rising odisha

ଚୀନର ୧୦ ଦିନିଆ କୁକୁର ମାଂସ ଭୋଜି,କରୋନା ଭଳି ଆଉ ଗୋଟିଏ ମହାମାରୀକୁ ନିମନ୍ତ୍ରଣ ?

ଡଗ୍ ମିଟ୍ ଫେଷ୍ଟିଭାଲ କରୋନା ଭୂତ ଏବେ ମଧ୍ୟ ଦୁନିଆ ପଛରେ ପଡିଛି । ପୁରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ଥିବା ବେଳେ କରୋନାର ପିତୃଦେଶ ଚୀନରେ ଆରମ୍ଭ ହୋଇଯାଇଛି ୧୦ ଦିନିଆ କୁକୁର ମାଂସ ଭୋଜି । ଏହି ୭ ଦିନ ଭିତରେ ଚୀନର ବଜାରରେ କୁକୁର ମାଂସକୁ ନେଇ କିସମ କିସମର ଖାଦ୍ୟ ଉପଲବ୍ଧ ହେବ । ଆଉ ହଜାର ହଜାର କୁକୁର ବଳି ପଡିବେ । ପଶୁ ଅଧିକାର ସଂଗଠନ ତରଫରୁ …

ଚୀନର ୧୦ ଦିନିଆ କୁକୁର ମାଂସ ଭୋଜି,କରୋନା ଭଳି ଆଉ ଗୋଟିଏ ମହାମାରୀକୁ ନିମନ୍ତ୍ରଣ ? Read More »

china vaccines, china vaccine diplomacy, chinese virus, china vaccine not effective, rising odisha

ଚୀନ ମାଲକୁ ନାହିଁ ଭରସା,ଚୀନ ଟିକା ନେଇଥିବା ଦେଶ ଚିନ୍ତାରେ

ଚୀନ ଟିକା ଚାଇନା ଭାଇରସ ଆଗରେ ହାରି ଯାଉଛି କରୋନା ଭାଇରସର ଡେଲ୍ଟା ଭେରିଆଣ୍ଟ୍ ଦୁନିଆର ଚିନ୍ତା ବଢାଇ ଦେଇଛି । ଚୀନରୁ ଜନ୍ମ ନେଇଥିବା ଭାଇରସ ବିରୋଧରେ ଟିକା ଓ ସାମାଜିକ ଦୂରତା ଅସ୍ତ୍ର । ଆମେରିକା, ଋଷ, ଭାରତ ଓ ଚୀନ ଭଳି ଦେଶ କରୋନା ଟିକା ଉଦ୍ଭାବନା କରିଛନ୍ତି । ବିଭିନ୍ନ ଦେଶ ନିଜ ଦେଶରେ ଜୋରଦାର ଟିକାକରଣ ଅଭିଯାନ ଚଳାଇଛନ୍ତି । କେହି ଆମେରିକା ତ’ କେହି ଇଂଲଣ୍ଡର ଟିକା ଉପରେ …

ଚୀନ ମାଲକୁ ନାହିଁ ଭରସା,ଚୀନ ଟିକା ନେଇଥିବା ଦେଶ ଚିନ୍ତାରେ Read More »

district observers BJD, Biju janata dal, BJD new district obervers

ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ

୧) ଗଞ୍ଜାମ- ଶ୍ରୀ ପ୍ରଫୁଲ ମଲ୍ଲିକ ୨) ଜଗତସିଂହପୁର- ଶ୍ରୀ ସମୀର ରଞ୍ଜନ ଦାଶ ୩) ଯାଜପୁର- ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୪) ଝାରସୁଗୁଡ଼ା- ଶ୍ରୀ ସୁବାଷ ସିଂ ୫) କଳାହାଣ୍ଡୀ- ଶ୍ରୀ ନବ କିଶୋର ଦାସ ୬) କନ୍ଧମାଳ- ଶ୍ରୀ ପ୍ରତାପ ଜେନା ୭) କେନ୍ଦ୍ରାପଡ଼ା- ଶ୍ରୀ ଦେବାଶିଷ ସାମନ୍ତରାୟ ୮) କେନ୍ଦୁଝର- ଶ୍ରୀ ପ୍ରଣବ ପ୍ରକାଶ ଦାସ ୯) ଖୋର୍ଦ୍ଧା- ଶ୍ରୀ ପ୍ରମିଳା ମଲ୍ଲିକ ୧୦) କୋରାପୁଟ- ଶ୍ରୀ ଚନ୍ଦ୍ର ସାରଥି ବେହେରା …

ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ Read More »

personal loan, credit card loan, personal loan vs credit card loan, personal loan or credit card loan, credit card limit, credit score, credit history, rising odisha

ପର୍ସନାଲ ଲୋନ୍ ଓ କ୍ରେଡିଟ୍ କାର୍ଡ୍ ଲୋନ୍ ଭିତରେ ଫରକ କ’ଣ ? କେଉଁ ଲୋନ୍ ଆପଣଙ୍କ ପାଇଁ ଠିକ୍, ଜାଣନ୍ତୁ

ପର୍ସନାଲ ଲୋନ୍ VS କ୍ରେଡିଟ୍ କାର୍ଡ୍ ଲୋନ୍ ଆମେ ସମସ୍ତେ କେବେ ନା କେବେ ଏମିତି ପରିସ୍ଥିତିର ସମ୍ମୁଖୀନ ହେଉ ଯେତେବେଳେ ବଜେଟ୍ ବିଗିଡି ଯାଏ । ଅଚାନକ ଆସୁଥିବା ଖର୍ଚ୍ଚ ପାଇଁ ଆମକୁ ଧାର ଉଧାର କରିବାକୁ ପଡିଥାଏ । ପରିବାର କିମ୍ବା ସାଙ୍ଗସାଥୀଙ୍କଠାରୁ ଧାର ଆଣିବାର ସୁବିଧା ହେଲା ଏଥିରେ ସୁଧ ଦେବାକୁ ପଡିନଥାଏ କିମ୍ବା ପ୍ରୋସେସିଂ ଚାର୍ଜ୍ ଦେବାକୁ ପଡିନଥାଏ । କିନ୍ତୁ ସବୁବେଳେ ଘର କିମ୍ବା ସାଙ୍ଗସାଥିଙ୍କଠାରୁ ଧାର ମିଳିବାର ଗ୍ୟାରେଣ୍ଟି …

ପର୍ସନାଲ ଲୋନ୍ ଓ କ୍ରେଡିଟ୍ କାର୍ଡ୍ ଲୋନ୍ ଭିତରେ ଫରକ କ’ଣ ? କେଉଁ ଲୋନ୍ ଆପଣଙ୍କ ପାଇଁ ଠିକ୍, ଜାଣନ୍ତୁ Read More »

vaccine history, history of vaccination in India, vaccine story, rising odisha, smallpox vaccine

୨୦୦ ବର୍ଷ ତଳେ ଭାରତରେ ଏମିତି ପହଂଚିଥିଲା ଟିକା, ତା’ଆଗରୁ ବି ଭାରତରେ ଥିଲା ଟିକା କନସେପ୍ଟ

ଭାରତରେ ଟିକା ଏବଂ ଟୀକାକରଣର ଏକ ସଂକ୍ଷିପ୍ତ ଇତିହାସ କରୋନା ଟିକାକୁ ନେଇ ଏବେ ଦେଶରେ ଢେର ଆଲୋଚନା ଚାଲିଛି । ଟିକା କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ସହଜରେ ପହଂଚି ପାରିବ ତାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଏହି ସବୁ ଉଦ୍ୟମ ସତ୍ୱେ ବି ଦେଶର ସବୁ ନାଗରିକଙ୍କୁ ଟିକା ଦେବା ଚଳିତ ବର୍ଷ ଶେଷ ହେବା ସମ୍ଭବ ଲାଗୁନାହିଁ । ଡିସେମ୍ବର ସୁଧା ଶତ ପ୍ରତିଶତ …

୨୦୦ ବର୍ଷ ତଳେ ଭାରତରେ ଏମିତି ପହଂଚିଥିଲା ଟିକା, ତା’ଆଗରୁ ବି ଭାରତରେ ଥିଲା ଟିକା କନସେପ୍ଟ Read More »

population control law, population control bill, population control law in India, India population control, population growth in India, BJP vote bank politics, social crisis, rising odisha

ଜନସଂଖ୍ୟା ବୃଦ୍ଧି ଆଇନର ଲକ୍ଷ୍ୟ ମହତ କିନ୍ତୁ ରାଜନୀତି

ଖୁବ୍ ଶୀଘ୍ର ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟରେ ଜନସଂଖ୍ୟ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେଣେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବା ପାଇଁ ଔପଚାରିକ ଘୋଷଣା କରି ସାରିଲେଣି । ଜନସଂଖ୍ୟା ବୃଦ୍ଧିକୁ ସାମାଜିକ ସଂକଟ ଭାବେ ଅଭିହିତ କରିଛନ୍ତି ଶର୍ମା । ଏହା ସହିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ନୂଆକରି ପୁଣିଥରେ …

ଜନସଂଖ୍ୟା ବୃଦ୍ଧି ଆଇନର ଲକ୍ଷ୍ୟ ମହତ କିନ୍ତୁ ରାଜନୀତି Read More »

Scroll to Top
Close Bitnami banner
Bitnami