Author name: user

priyaranjan baral, odisha artist, old tyres into furnitures, waste materials, garbage materials attraction, rising odisha

ପୁରୁଣା ଟାୟାରରୁ ଆରାମ ଚେୟାର

ଆବର୍ଜନାରୁ ଆକର୍ଷଣ ଯାହାକୁ ଆମେ ଅଦରକାରୀ ଜିନିଷ ବୋଲି ଭାବି ବାହାରେ ଫିଙ୍ଗି ଦେଇଥାଉ ସେଥିରୁ ତିଆରି ହୋଇଛି ବ୍ୟବହାର୍ଯ୍ୟ ସାମଗ୍ରୀ । ପରିବେଶକୁ ନଷ୍ଟ କରୁଥିବା ଟାୟାରରୁ ପ୍ରସ୍ତୁତ ହୋଇଛି ଟିଂପଏ ସେଟ୍ । ଗ୍ୟାରେଜ୍ ହେଉ ଅବା ଅଳିଆଗଦାରେ ପଡ଼ି ରହିଥିବା ଟାୟାର ଟ୍ୟୁବ୍ ସବୁକୁ ନେଇ ଅଭିନବ ଉପାୟରେ ଅତି ଆକର୍ଷଣୀୟ ସାମଗ୍ରୀ ତିଆରି ହୋଇପାରୁଛି । ପୂର୍ବରୁ ବର୍ଜ୍ୟବସ୍ତୁରେ ବିଭିନ୍ନ ଉପାଦେୟ ସାମଗ୍ରୀ ତିଆରି କରିଥିବା ଏହି ଶିଳ୍ପୀ ଜଣକ ହେଲେ …

ପୁରୁଣା ଟାୟାରରୁ ଆରାମ ଚେୟାର Read More »

bindi war, india pakistan, social media war, twitter war between india and pakistan, sonam mahajan, bindis in islamabad, tikili yudha, tikili odisha, pakistan journalist, maharani gayatri devi, shilpa brand bindi, rising odisha

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ

କେତେବେଳେ ସୀମାପାର ଆତଙ୍କବାଦକୁ ନେଇ ତ’ କେତେବେଳେ କ୍ରିକେଟ୍ ମ୍ୟାଚକୁ ନେଇ ଭାରତୀୟ ଓ ପାକିସ୍ତାନୀ ସୋସିଆଲ ମିଡିଆରେ ମୁହାଁମୁହିଁ ହୁଅନ୍ତି । ପରସ୍ପରକୁ ଜୋରଦାର ଟ୍ରୋଲ କରନ୍ତି । ଏବେ ମଧ୍ୟ ଟ୍ୱିଟରରେ ସେହିଭଳି ଗୋଟିଏ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ଅଛନ୍ତି ଭାରତୀୟ ୟୁଜର୍ସ ଓ ଅନ୍ୟପଟେ ଅଛନ୍ତି ପାକିସ୍ତାନୀ । ତେବେ ଏଥରକ ଯୁଦ୍ଧ କ୍ରିକେଟକୁ ନେଇକି ନୁହେଁ କି ଆତଙ୍କବାଦକୁ ନେଇ । ଏଥର ଦୁଇ ଦେଶ ମଧ୍ୟରେ ବିନ୍ଦି …

ଭାରତ-ପାକିସ୍ତାନ ମଧ୍ୟରେ ‘ଟିକିଲି’ ଯୁଦ୍ଧ, ସୋସିଆଲ ମିଡିଆରେ ଜମେଇକି ଟ୍ରୋଲ୍ ହେଉଛି ପାକିସ୍ତାନ Read More »

lightning, thunderstorm, how to survive a lightning strike, how lightning occurs, lightning precautions, thunder, rising odisha

ଆକାଶରୁ ଖସୁଛି ମୃତ୍ୟୁ, କେମିତି ବିଜୁଳି ମାଡରୁ ବଂଚିବେ

ଗତ ଏକ ସପ୍ତାହ ମଧ୍ୟରେ ବଜ୍ରପାତରେ ଦେଶରେ ୭୦ରୁ ଅଧିକ ପ୍ରାଣ ହରାଇଲେଣି । ରାଜସ୍ଥାନରୁ ଓଡ଼ିଶା ପୁଣି ବିହାର । ସବୁ ରାଜ୍ୟରେ ବଜ୍ରପାତ କାରଣରୁ ଲୋକ ପ୍ରାଣ ହରାଉଛନ୍ତି । ନିକଟରେ ରାଜସ୍ଥାନର ଜୟପୁରରେ ବିଜୁଳି ମାଡରେ ଗୋଟିଏ ସ୍ଥାନରେ ୧୧ ଜଣ ପ୍ରାଣ ହରାଇଥିଲେ । ଆକାଶରେ ଯେତେବେଳେ ବାଦଲ ଥାଏ କିମ୍ବା ମୌସୁମୀ କାଳରେ ସାଧାରଣତଃ ବଜ୍ରପାତ ହୋଇଥାଏ । ଏମିତିରେ ଆପଣଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସୁଥିବା ବିଜୁଳି କେମିତି …

ଆକାଶରୁ ଖସୁଛି ମୃତ୍ୟୁ, କେମିତି ବିଜୁଳି ମାଡରୁ ବଂଚିବେ Read More »

poornami bhoi, anganwadi didi, kalahandi district, junagarh block bankapalash, corona awareness, thermal screening machine, thermometer, medical checkups, odisha cm naveen patnaik, Odisha, rising odisha

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି

ନିଜ ଗାଁ, ପରିବାର, ସାହି, ସମାଜ କରୋନା ମୁକ୍ତ କରିବା ପାଇଁ ହେଲେ ମା’ମାନଙ୍କୁ ଆଗେଇ ଆସିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଆସ୍ଥା ଓ ବିଶ୍ୱାସ ଏବେ ଶହ ଶହ ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କ ପାଇଁ ବେଦ ବାକ୍ୟ । ଏଥିପାଇଁ ଖରା ହେଉ କି ବର୍ଷା, ହାତରେ ଥର୍ମାଲ ସ୍କ୍ରିନିଂ ମେସିନ୍ ଓ ଥର୍ମୋମିଟରଟିଏ ଧରି ଏମାନେ ପହଂଚିଯାଉଛନ୍ତି ଏ ଘରରୁ ସେ ଘର । ଆଉ ବିନା ସଙ୍କୋଚରେ ବାଂଟିଯାଉଛନ୍ତି …

ଗାଁ ଲୋକଙ୍କ ସେବାରେ ପୂର୍ଣ୍ଣମୀ ଦିଦି Read More »

right to repair movement, right to repair rules, right to repair in India, poor quality products, electronic companies, electronic items, India, Odisha, rising odisha

ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି

ଆପଣ ଗୋଟିଏ ମହଙ୍ଗା ମୋବାଇଲ କିମ୍ବା ଲାପଟପ କିଣନ୍ତି । କିନ୍ତୁ ବେଳେ ବେଳେ କିଣିବାର କିଛି ଦିନ ପରେ ଆପଣଙ୍କ ଦାମୀ ସାମଗ୍ରୀ ଖରାପ ହୋଇଯାଏ । ଏମିତିରେ ଆପଣଙ୍କ ପାଖରେ ତାକୁ ସଜାଡିବା କିମ୍ବା ପୁଣି ନୂଆ ମଡେଲ କିଣିବା ଛଡା ଆଉ କୌଣସି ବିକଳ୍ପ ନଥାଏ । ଯଦି ଆପଣ ସଜାଡିବାକୁ ଯାଆନ୍ତି ତେବେ ପାଇବେ ଯେ, ମରାମତି କରିବା ପାଇଁ ଆପଣଙ୍କୁ ବେଳେବେଳେ ସେହି ଉତ୍ପାଦର ୫୦ ପ୍ରତିଶତ ଖର୍ଚ୍ଚ କରିବାକୁ …

ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି Read More »

population control bill, one child policy, Uttar pradesh population control, yogi adityanath, two child policy in India, population control bill in India, total fertility rate, rising odisha

‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ?

ଉତ୍ତର ପ୍ରଦେଶ ରାଜ୍ୟ ଆଇନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଚିଠା ଉପରେ ଲୋକଙ୍କ ମତାମତ ମାଗିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ଜନସଂଖ୍ୟା ନୀତିର ଘୋଷଣା ହୋଇଛି । ଏହି ନୀତି ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ସହିତ ସ୍ଥାନୀୟ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲାଗୁ ପାଇଁ କୁହାଯାଇଛି । ଏହା ସହିତ ଏଥିରେ ଗୋଟିଏ ପରିବାର ଗୋଟିଏ ଶିଶୁ ଉପରେ ଜୋର ଦିଆଯାଇଛି । ତେବେ ଏହି …

‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ? Read More »

chandana swain, bhubaneswar, Odisha, caretaker, orphan childrens, rising odisha

ଅସହାୟ ପିଲାଙ୍କ ସାହାରା ଚନ୍ଦନା

ଇଚ୍ଛା ଥିଲା ଓକିଲ ହୋଇ ନିର୍ଯାତିତ, ଅସହାୟ, ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା । ଯଦିଓ ଏହି ଇଚ୍ଛା ତାଙ୍କର ଇଚ୍ଛାରେ ରହିଲା, ତଥାପି ସେ ଏବେ ସାଜିଛନ୍ତି ଏକାଧିକ ଅସହାୟ ପିଲାଙ୍କ ମା’ । ଅଭାବ ଅନଟନରେ ଯୁଝି ହେଉଥିବା ଏହି ପିଲାଙ୍କୁ ପଣତ ଛାୟାର ସାହାରା ଦେଇଛନ୍ତି ଭୁବନେଶ୍ୱରର ଚନ୍ଦନା ସ୍ୱାଇଁ । ଘର ତଥା ପରିବାରର କର୍ତବ୍ୟ ଭିତରେ ୩୦ ଜଣ ଅନାଥ ପିଲାଙ୍କ ପ୍ରତି କେବେ ବି କମି ନାହିଁ ତାଙ୍କର …

ଅସହାୟ ପିଲାଙ୍କ ସାହାରା ଚନ୍ଦନା Read More »

biswabhushan dalai, bhubaneswar mancheswar, odisha artist, handicrafts design, artwork, craftwork, thalassemia patient, self-dependent, rising odisha, young artist, unique idenity

ହସ୍ତକଳା ଶିଖାଇଛି ବଂଚିବାର କଳା

ସେ ଥାଲାସେମିଆ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ । ଏକଦା ରୋଗ ଯୋଗୁଁ ସିନା ତାଙ୍କୁ ପାଠପଢ଼ାରୁ ବିରତ ନେବାକୁ ପଡ଼ିଥିଲା । କିନ୍ତୁ ତାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତକଳା ବିଭିନ୍ନ କ୍ଷେତ୍ରରେ ତାଙ୍କୁ ଖୁବ ପ୍ରଶଂସା ଆଣି ଦେଇଛି । ୟୁ-ଟ୍ୟୁବ୍‌ରୁ ହସ୍ତକଳା ଶିକ୍ଷାଲାଭ କରି କାଗଜରେ ବିଭିନ୍ନ ସାମଗ୍ରୀ ତିଆରି କରିଥିଲେ । ତାକୁ ବିକ୍ରି କରି ସେଥିରୁ ଯାହା ଆୟ କରୁଛନ୍ତି ସେହି ଅର୍ଥରେ ନିଜର ଚିକିତ୍ସା ଖର୍ଚ୍ଚ ତୁଲାଉଛନ୍ତି । ଏମିତି …

ହସ୍ତକଳା ଶିଖାଇଛି ବଂଚିବାର କଳା Read More »

russian businessman, Roman Abramovich, Chelsea football club owner, global warming, green house effect, petroleum and gas business, israel, pollution, rising odisha

ଋଷର ଏହି ବ୍ୟବସାୟୀଙ୍କ ପାଇଁ ବଢିଯାଇଛି ଗ୍ଲୋବାଲ ୱାର୍ମିଂ, ଅଦିନିଆ ବର୍ଷା ଓ ଭୀଷଣ ଗରମ ପାଇଁ ଇଏ ଦାୟି

ଦୁନିଆର ଅନେକ ଦେଶଙ୍କ ଭଳି ଭାରତ ମଧ୍ୟ ଏବେ ଅସହ୍ୟ ଉତ୍ତାପ ଦ୍ୱାରା ପ୍ରଭାବିତ । ଗ୍ଲୋବାଲ ୱାର୍ମିଂ ବିପଦ ଉପରେ ଜାରି କ୍ଲାଇମେଟ୍ ଟ୍ରେଣ୍ଡସର ରିପୋର୍ଟ ଅନୁସାରେ ଶୀଘ୍ର ଏହାକୁ ନେଇ ଯଦି କୌଣସି ପଦକ୍ଷେପ ନେବାରେ ବିଶ୍ୱ ନେତୃତ୍ୱ ବିଫଳ ହୁଏ ତେବେ ଏଥିପାଇଁ ପୃଥିବୀରେ ପ୍ରଳୟ ଆସିପାରେ । ବଢୁଥିବା ତାପମାତ୍ରା ପାଇଁ ଜଳ ପ୍ରଳୟଠାରୁ ଦୁର୍ଭିକ୍ଷ ଆସିବ । ଅନେକ ଦେଶ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନକୁ ନିୟନ୍ତ୍ରଣକୁ ଆଣିବା …

ଋଷର ଏହି ବ୍ୟବସାୟୀଙ୍କ ପାଇଁ ବଢିଯାଇଛି ଗ୍ଲୋବାଲ ୱାର୍ମିଂ, ଅଦିନିଆ ବର୍ଷା ଓ ଭୀଷଣ ଗରମ ପାଇଁ ଇଏ ଦାୟି Read More »

Scroll to Top
Close Bitnami banner
Bitnami