Author name: user

tax benefits, personal loan, how to get tax benefits on personal loan

ଟ୍ୟାକ୍ସ ବେନିଫିଟ୍ ଚାହୁଁଛନ୍ତି କି ? ଏମିତି କଲେ ପର୍ସନାଲ ଲୋନ ଆଧାରରେ ଟ୍ୟାକ୍ସ ବେନିଫିଟ୍ ନେଇ ପାରିବେ…

ଜୁନ୍ 30 ସୁଧା ଆପଣଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ । ଆପଣ ନିଜ ଆୟ ଉପରେ ଟ୍ୟାକ୍ସ ରିହାତି ପାଇବା ପାଇଁ ବୀମକୁ ବ୍ୟବହାର କରନ୍ତି । କିନ୍ତୁ ଅନେକ ଜାଣି ନାହାନ୍ତି ଯେ, ପର୍ସନାଲ ଲୋନ୍ ମଧ୍ୟ ଆପଣଙ୍କୁ ଟ୍ୟାକ୍ସ ରିହାତି ଦେଇଥାଏ । ତେବେ ଏଥିପାଇଁ କିଛି ଦୀଗକୁ ଦୃଷ୍ଟି ଦେବାକୁ ପଡିବ । ଏଥିପାଇଁ ପ୍ରଥମ ସର୍ତ୍ତ ହେଉଛି ଆପଣ ପର୍ସନାଲ ଲୋନ୍ ର ବ୍ୟବହାର ଆଧାର ଉପରେ ଟ୍ୟାକ୍ସ …

ଟ୍ୟାକ୍ସ ବେନିଫିଟ୍ ଚାହୁଁଛନ୍ତି କି ? ଏମିତି କଲେ ପର୍ସନାଲ ଲୋନ ଆଧାରରେ ଟ୍ୟାକ୍ସ ବେନିଫିଟ୍ ନେଇ ପାରିବେ… Read More »

prakash maharana, unit 5 bhubaneswar, feeding stray dogs, dog man bhubaneswar, riding stray dogs on bikes, love for stray dogs

ବୁଲା କୁକୁରଙ୍କ ପ୍ରେମରେ ପ୍ରକାଶ

ଜୀବ ପ୍ରତି ଦୟା ଭାବ ପୋଷଣ କରିବାକୁ ପୁରାଣ, ଶାସ୍ତ୍ରରେ ଅନେକ କଥା ବର୍ଣ୍ଣନା କରାଯାଇଛି । ସବୁ ପ୍ରାଣୀଙ୍କ ଦେହରେ ଈଶ୍ୱରଙ୍କ ସତା ବିଦ୍ୟମାନ । ତେଣୁ ପ୍ରାଣୀଙ୍କ ସେବାଯତ୍ନ କରିବା ହେଉଛି ପ୍ରକୃତ ମଣିଷ ପଣିଆ । ସେ ବୁଲା ହେଉ କି ଗୃହପାଳିତ, ସଭିଙ୍କ ପାଇଁ ମନରେ ଦୟାଭାବ ରହିବା ଉଚିତ୍ । କାହାରି ପ୍ରତି ଘୃଣାଭାବନା ଜାଗ୍ରତ ହେବା ଠିକ୍ ନୁହେଁ । ଏହି କଥାକୁ ପ୍ରମାଣ କରି ଭିନ୍ନ ଏକ …

ବୁଲା କୁକୁରଙ୍କ ପ୍ରେମରେ ପ୍ରକାଶ Read More »

kanha, kanhucharan nayak, brahmapur covid hospital, MKCG medical college brahmapur, sweeper, cleaner

ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା

କରୋନାରେ ଯଦି ପରିବାରର କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ନିକଟକୁ ଯିବାକୁ ନିକଟତମ ପରିଜନ ଏବଂ ରକ୍ତ ସମ୍ପର୍କ ଲୋକେ ମଧ୍ୟ ଭୟ କରନ୍ତି । ରୋଗୀଙ୍କ ପାଖକୁ ଯାଉଥିବା ଡାକ୍ତର ଏବଂ ନର୍ସ ପିପିଇ କିଟ୍ ପିନ୍ଧି ସେମାନଙ୍କ ସେବା କରନ୍ତି । କୋଭିଡ୍ ରୋଗୀଙ୍କ ସେବା କରୁଥିବା ଅନେକ କରୋନା ଯୋଦ୍ଧା ବିଶେଷ କରି ଡାକ୍ତର ଓ ନର୍ସଙ୍କ ବିଷୟରେ ପ୍ରତିଦିନ କିଛି ନା କିଛି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ …

ନିରବଚ୍ଛିନ୍ନ ରୋଗୀ ସେବାରେ କାହ୍ନା Read More »

milkha singh, flying sikh, rising odisha milkha singh blog, rising odisha tribute

ଅଫେରା ରାଇଜ ରେ FLYING ଶିଖ୍‌

ଯେବେ ସିଏ ଦୌଡିବା ଆରମ୍ଭ କରୁଥିଲେ ସବୁକିଛି ରହିଯାଉଥିଲା ପଛରେ, running track ଠାରୁ ଆରମ୍ଭ କରି ଷ୍ଟାଡିୟମ ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ତାଙ୍କ ଆଗମନରେ ହୋଇପଡୁଥିଲେ ଊସ୍ଛାହିତ, ସାରା ବିଶ୍ୱ ଅପେକ୍ଷା କରୁଥିଲା ଆଉ ଏକ ନୂଆ ରେକର୍ଡ କୁ  ଆଂଜ୍ଞା ହଁ ଆମେ ସେଇ ରେକର୍ଡ ବ୍ରେକର flying ଶିଖ ଙ୍କ ବିଷୟରେ କହୁଚୁ ଯିଏ କି ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକ କରି ଶତ୍ରୁ ର ମୁହଁ ରୁ  …

ଅଫେରା ରାଇଜ ରେ FLYING ଶିଖ୍‌ Read More »

sushant sahu, seedball man, environmentalist, bhubaneswar chandaka jungle, seedpods

ବିହନ ପିଣ୍ଡୁଳାରେ ବନୀକରଣ ନିଶା

ଚାରା ରୋପଣ ହେଉ ଅବା ବନୀକରଣ ସେଥିପାଇଁ ସେ ସବୁବେଳେ ତତ୍ପର । ଯେତେବେଳେ ବନୀକରଣ ବା ଚାରା ରୋପଣର କଥା ଉଠେ, ତାଙ୍କର ନିଆରା ଢ଼ଙ୍ଗର ଚାରା ରୋପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ବିହନ ପିଣ୍ଡୁଳାରୁ ସେ କରିଛନ୍ତି ବନୀକରଣର ବିକଳ୍ପ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଉଜୁଡ଼ି ଯାଉଥିବା ସବୁଜିମାକୁ ଫେରାଇ ଆଣିବା ପାଇଁ ତାଙ୍କର ନିଆରା ପ୍ରୟାସ । କେତେବେଳେ ବିହନ ପିଣ୍ଡୁଳାରେ ସାମାଜିକ ବାର୍ତା ତ  ଆଉ କେତେବେଳେ କୁନିକୁନି ପିଲାଙ୍କୁ …

ବିହନ ପିଣ୍ଡୁଳାରେ ବନୀକରଣ ନିଶା Read More »

fake news, fake news on social media, fake news spreads like wildfire, false news on twitter, ghaziabad assault case

ଫେକ୍ ନ୍ୟୁଜ୍ କ’ଣ ? କାହିଁକି ଏହା ଜଙ୍ଗଲ ନିଆଁ ଭଳି ବ୍ୟାପେ ?

ଫେକ୍ ନ୍ୟୁଜ୍ ଏବଂ ସମାଜ ଉପରେ ଏହାର ପ୍ରଭାବ ଗାଜିଆବାଦରେ ଜଣେ ବରିଷ୍ଠ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଫେକ୍ ନ୍ୟୁଜ୍ ପ୍ରସାରିତ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଅନେକ ଲୋକଙ୍କ ବିରୋଧରେ ଏତଲା ଦାଏର କରିଛି । ଆକ୍ରମଣର ଶିକାର ବୃଦ୍ଧଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରାଯାଇଥିଲା ବୋଲି ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା । ସାମ୍ପ୍ରଦାୟିକତା ସୃଷ୍ଟି ଅଭିଯୋଗରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେବେ ପ୍ରଶ୍ନ …

ଫେକ୍ ନ୍ୟୁଜ୍ କ’ଣ ? କାହିଁକି ଏହା ଜଙ୍ଗଲ ନିଆଁ ଭଳି ବ୍ୟାପେ ? Read More »

debasish talukdar, valetudo systems, valetudo sani systems, virus terminator, destroy covid 19, assam boy

ଜାଣନ୍ତୁ ଦେବାଶୀଷଙ୍କ ବାବଦରେ, କେମିତି ଗୋଟିଏ ବିଜନେସ୍ ଆଇଡିଆ ବଦଳାଇ ଦେଲା ତାଙ୍କ ଦୁନିଆ

ଦେବଶିଶ ତାଲୁକଦାରଙ୍କ “Valetudo Systems” ନୂଆଦିଲ୍ଲୀ : ନେତୃତ୍ୱ କ’ଣ ? କେହି ଜଣେ ଠିକ୍ କହିଥିଲେ ଯେ, ନେତୃତ୍ୱ ହେଉଛି ଅସଲରେ ସହି କଳା ଯାହା ଦ୍ୱାରା ଜଣେ ଏକ ବିଚାର ବା ଭାବନାକୁ ନିଜ କ୍ଷମତା ଦ୍ୱାରା ବାସ୍ତବିକତାରେ ପରିଣତ କରିପାରେ । ଏକ ଭଲ ନେତୃତ୍ୱ କୌଣସି ମଧ୍ୟ ବ୍ୟବସାୟ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । କାରଣ ବାସ୍ତବିକ ଜୀବନରେ କେବଳ ଅନୁମାନକୁ ନେଇ କାମ କରାଯାଇ ପାରିବ ନାହିଁ । …

ଜାଣନ୍ତୁ ଦେବାଶୀଷଙ୍କ ବାବଦରେ, କେମିତି ଗୋଟିଏ ବିଜନେସ୍ ଆଇଡିଆ ବଦଳାଇ ଦେଲା ତାଙ୍କ ଦୁନିଆ Read More »

sridhar dash, phulnakhara, best out of waste, creatives from waste material, artificial waterfall

ଅଦରକାରୀକୁ ଆକର୍ଷଣୀୟ କରୁଛନ୍ତି ଶ୍ରୀଧର

ଯାହାକୁ ଆମେ ଅଦରକାରୀ ଭାବି ରାସ୍ତାକଡ଼ର ଡଷ୍ଟବିନ୍‌ରେ ପକାଇ ଦେଉ କିମ୍ବା ବାହାରେ ଫିଙ୍ଗି ପରିବେଶକୁ ପ୍ରଦୂଷିତ କରି ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁ । ସେଇ ଅଦରକାରୀ ଜିନିଷକୁ ନେଇ ଆକର୍ଷଣୀୟ କଳାକୃତି କରି ଘରସଜ୍ଜା ସାମଗ୍ରୀରେ ବଦଳାଇ ଦେଉଥିବା ମଣିଷ ହେଉଛନ୍ତି ଶ୍ରୀଧର । ଫୁଲନଖରା ନାଗବାଲି ଅଂଚଳରେ ଶ୍ରୀଧର ଦାଶଙ୍କ ଘର । ଘରସଜ୍ଜା ପାଇଁ ବର୍ଜ୍ୟବସ୍ତୁକୁ ବ୍ୟବହାର କରି କେବଳ ସହରରେ ନୁହେଁ ବରଂ ଗାଁରେ ମଧ୍ୟ ନିଜର ଭିନ୍ନ …

ଅଦରକାରୀକୁ ଆକର୍ଷଣୀୟ କରୁଛନ୍ତି ଶ୍ରୀଧର Read More »

bapun, bapun bhai, sushant kumar das, police constable mayurbhanj, one time health care solution bapun,

ସବୁଠି ଖୋଜା ପଡ଼ନ୍ତି ବାପୁନ

କରୋନାର କରୁଣ ପରିସ୍ଥିତିରେ ଜନମାନସ ଛଟପଟ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଶ୍ୱାସନାର ଠିକଣା ପାଲଟିଛନ୍ତି ବାପୁନ ଭାଇ ।  ପୂରା ନାମ ସୁଶାନ୍ତ କୁମାର ଦାସ । ସେ କୌଣସି ପ୍ରଶାସନିକ ଅଧିକାରୀ ନୁହଁନ୍ତି କି କୌଣସି ବରିଷ୍ଠ ପଦପଦବୀରେ ବି ନାହାନ୍ତି । ହେଲେ ଜିଲ୍ଲାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ୱାନ୍‌ଟାଇମ୍ ସଲ୍ୟୁସନ୍ ହେଲେ ବାପୁନ୍ । ଯାହାଙ୍କ ଉପସ୍ଥିତି ବୁଦ୍ଧି ଓ କର୍ମନିଷ୍ଠ ଦକ୍ଷତା ଯୋଗୁ ଜିଲ୍ଲା କରୋନା ଭଳି ମହାମାରୀରେ ବି …

ସବୁଠି ଖୋଜା ପଡ଼ନ୍ତି ବାପୁନ Read More »

xi jinping, donald trump, america, USA lawmakers, chinese virus, xi jinping is a general secretary, xi jinping is not the president of china

ଚୀନର ରାଷ୍ଟ୍ରପତି କିଏ ? ସି ଜିନ୍ ପିଙ୍ଗଙ୍କୁ କାହିଁକି ରାଷ୍ଟ୍ରପତି ବୋଲି ମାନୁନି ଆମେରିକା ?

ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦ୍ୱିତା । ଆଗାମୀ ଦିନରେ କିଏ ବିଶ୍ୱ ମହାଶକ୍ତି ହେବ ତାକୁ ନେଇ ଏହି ପ୍ରତିଦ୍ୱନ୍ଦ୍ୱିତା । ଚୀନର ଅଭିଯୋଗ ଯେ, ପାଶ୍ଚାତ୍ୟ ଶକ୍ତି ଗତ ଦୁଇ ଶହ ବର୍ଷ ଧରି ଚୀନ ସହିତ ଅନ୍ୟାୟ କରିଛନ୍ତି । ଆଉ ବିଶ୍ୱଶକ୍ତି ଭାବେ ଉଭା ହୋଇ ଚୀନ୍ ଏହି ଅନ୍ୟାୟର ପ୍ରତିଶୋଧ ନେବାକୁ ଚାହୁଁଛି । କିନ୍ତୁ ବିଶ୍ୱର ଏକ ନମ୍ବର ଆର୍ଥିକ ଓ ସାମରିକ ଶକ୍ତି ଆମେରିକା ଏତେ …

ଚୀନର ରାଷ୍ଟ୍ରପତି କିଏ ? ସି ଜିନ୍ ପିଙ୍ଗଙ୍କୁ କାହିଁକି ରାଷ୍ଟ୍ରପତି ବୋଲି ମାନୁନି ଆମେରିକା ? Read More »

Scroll to Top
Close Bitnami banner
Bitnami