Author name: user

 ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ଏହାସହ ଏହି ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ମତଦାନ ହେବ । …

 ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ Read More »

 ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ସିଇଓଙ୍କ ପାଖରେ ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର: ସୋମବାର ପୁଣି ଥରେ ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡ଼ି । ଓଡିଶା ମହିଳା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ଯାଇ ଏକ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି । ୭୦ ଲକ୍ଷ ମହିଳାଙ୍କୁ ଘର କୋଣରୁ ବାହାର କରି ନୂତନ ପରିଚୟ ଦେଇଛନ୍ତି ଓଡିଶା ସରକାର । ରାଜ୍ୟ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ମିଶନ ଶକ୍ତି ମାଆ ମାନଙ୍କୁ …

 ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ସିଇଓଙ୍କ ପାଖରେ ଅଭିଯୋଗ କଲା ବିଜେଡି Read More »

ଗୋପାଳପୁରରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ଼ ଶୋ । ଛକଛକରେ ଜନସମୁଦ୍ର, ଲୋକାରଣ୍ୟ ରାଜପଥ । ଗୋପାଳପୁରରୁ ଲାଞ୍ଜିପଲ୍ଲୀ. ଲାଞ୍ଜିପଲ୍ଲୀରୁ ଲୋଚାପଡ଼ା । ବିଜେଡିର ଷ୍ଟାର କ୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନଙ୍କୁ ସବୁଠି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା, ଉଲ୍ଲସିତ ସ୍ୱାଗତ । ହଜାର ହଜାର ଲୋକଙ୍କ ଗହଣରେ ବିଶାଳ ରୋଡ୍ ଶୋ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ଗୋପାଳପୁରରୁ ରୋଡ୍ ଶୋ ଆରମ୍ଭ କରିଥିଲେ ପାଣ୍ଡିଆନ । ରାଲିରେ ବ୍ରହ୍ମପୁର ସାଂସଦ …

ଗୋପାଳପୁରରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ Read More »

ପାଣ୍ଡିଆନଙ୍କ ଗୋପାଳପୁର ଧବଳେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା

ଗୋପାଳପୁର : ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । ସେ ଆଜି ସକାଳୁ ସକାଳୁ ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ ଆର୍ଶିବାଦ ନେଇଥିଲେ । ଏଠାରେ ଆଖପାଖ ଅଞ୍ଚଳର ଲୋକେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେ ମନ୍ଦିର ବୁଲି ଦେଖିବା ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଗତକାଲି …

ପାଣ୍ଡିଆନଙ୍କ ଗୋପାଳପୁର ଧବଳେଶ୍ୱର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା Read More »

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ

ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହୋଇଥିଲେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ଭାଷଣ ଦେବାକୁ ଦେଲେନି ରାଜ୍ୟ ସଭାପତି ମନମୋହନ ସାମଲ । ଉଦବୋଧନ ଦେବାବେଳେ ପ୍ରଦୀପଙ୍କୁ ଅଧାରୁ ଅଟକାଇଦେଲେ ମନମୋହନ । ଏଭଳି ଦୃଶ୍ୟର ଭିଡ଼ିଓ ଏବେ ଭାଇରାଲ ହେଉଛି । ଏଥିସହ ଦଳରେ ପ୍ରଦୀପଙ୍କ ଗ୍ରହଣୀୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସଭାରେ ପ୍ରଦୀପଙ୍କୁ ଅଣଦେଖା ସୋମବାର ବ୍ରହ୍ମପୁରକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି …

ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ହଟହଟା ହେଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ Read More »

ପୁଣି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ପୁଣି ନିୟମକୁ ଭାଙ୍ଗିଲେ ଧର୍ମେନ୍ଦ୍ର । ବାରମ୍ବାର ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି ବିଜେପି । ସମ୍ବଲପୁର ସଂସଦୀୟ କ୍ଷେତ୍ର ରେଢାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପରିବର୍ତ୍ତନ ସଂକଳ୍ପ ଶୋଭାଯାତ୍ରା ସାମିଲ ହୋଇଥିଲେ । ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ରେଢାଖୋଲ କଲେଜ ଛକଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ରାମ ମନ୍ଦିର ଛକଠାରେ ପହଞ୍ଚିଲା । ସେଠାରେ ରାମ ମନ୍ଦିର ଯାଇ …

ପୁଣି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ ଧର୍ମେନ୍ଦ୍ର Read More »

 କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ଗସ୍ତରେ ଆସି ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି । ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିକାଶ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ବିଭିନ୍ନ ଯୋଜନା ଭଲ କି ବୋଲି ପଚାରିଲେ ନବୀନ ସେହିପରି ବିରୋଧୀ ଦଳ ସବୁବେଳେ ମିଛ କହୁଛନ୍ତି, ସେମାନେ କୁମ୍ଭୀର କାନ୍ଧଣା କାନ୍ଦୁଛନ୍ତି । ବିଏସ୍‌କେ୍‌ୱାଇ …

 କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ Read More »

 ପୁଣି ଫେରିବ ନବୀନ ସରକାର: ପାଣ୍ଡିଆନ

ଭବାନୀପାଟଣା: କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖକୁ ଭୋଟ ଦେବାକୁ ଅପିଲ୍ କଲେ ନବୀନ । ବିରୋଧୀ ସବୁବେଳେ ମିଛ କହୁଛନ୍ତି । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭବାନୀପାଟଣା ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଭବାନୀପାଟଣା ମଞ୍ଚରୁ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡ଼ି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ଆୟୁଶ୍ମାନ ଭାରତ ଯୋଜନାରେ …

 ପୁଣି ଫେରିବ ନବୀନ ସରକାର: ପାଣ୍ଡିଆନ Read More »

କୁଆଡେ ଗଲା ବର୍ଷକୁ ଦୁଇ କୋଟି ଚାକିରି: ପାଣ୍ଡିଆନ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାକୁ ଜାତୀୟସ୍ତର ବିଜେପି ନେତାଙ୍କ ସୁଅ ଛୁଟିଛି । ନିର୍ବାଚନ ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ପୂରଣ ହେଉନାହିଁ । ୨୦୧୪ରେ ବିଜେପି ଦେଶରେ ସରକାରକୁ ଆସିବା ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଏଯାଏଁ ପୂରଣ ହୋଇନି । କିନ୍ତୁ ପୁଣିଥରେ ମିଛ ସଂକଳ୍ପ ପତ୍ର ଆଣି ସବୁ କରିଦେବୁ ବୋଲି କହିବାରେ ଲାଗିଛନ୍ତି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି …

କୁଆଡେ ଗଲା ବର୍ଷକୁ ଦୁଇ କୋଟି ଚାକିରି: ପାଣ୍ଡିଆନ Read More »

ରାଜ୍ୟରେ ସରକାର ଗଠନ ପାଇଁ ଦିନରେ ସ୍ୱପ୍ନ ଦେଖୁଛି ବିଜେପି: ନବୀନ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଭବାନୀପାଟଣାଠାରେ ଜନସଭାକୁ ସମ୍ଭୋଧିତ କରି ନୂଆପଡାକୁ ପ୍ରଚାର ପାଇଁ ଯିବା ସମୟରେ ନବୀନ ବିଜେପିକୁ କଟାକ୍ଷ କରିଛନ୍ତି । ବିଜେପିକୁ କଟାକ୍ଷ କଲେ ନବୀନ ବିମାନ ମଧ୍ୟରୁ ବିଜେପିର ସରକାର ଗଠନ କରିବା କଥାକୁ ନେଇ ନବୀନ …

ରାଜ୍ୟରେ ସରକାର ଗଠନ ପାଇଁ ଦିନରେ ସ୍ୱପ୍ନ ଦେଖୁଛି ବିଜେପି: ନବୀନ Read More »

Scroll to Top
Close Bitnami banner
Bitnami