Author name: user

jungle safari, netherland man, south africa jungle, cobra snake bite, safari, genitals cutoff, rising odisha

ଜଙ୍ଗଲ ସଫାରୀରେ ଯାଇଥିବା ପର୍ଯ୍ୟଟକଙ୍କୁ କାମୁଡିଲା ନାଗ, କାଟିବାକୁ ପଡିଲା ଗୁପ୍ତାଙ୍ଗ

ଦକ୍ଷୀଣ ଆଫ୍ରିକାରେ ଜଙ୍ଗଲ ସଫାରିରେ ଯାଇଥିବା ପର୍ଯ୍ୟଟକ ଶୌଚ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ବିଶାକ୍ତ ନାଗ ସାପ ଦଂଶନ କରିଥିଲା । ଏହି ସାପର ବିଷ ଏତେ ଜୋରଦାର ଥିଲା ଯେ, ତାଙ୍କୁ ହେଲିକପ୍ଟରରେ ଚିକିତ୍ସା ପାଇଁ ନିଆଯାଇଥିଲା । ଏହା ସତ୍ୱେ ଡାକ୍ତରଙ୍କୁ ତାଙ୍କ ଗୁପ୍ତାଙ୍ଗ କାଟିବାକୁ ପଡିଥିଲା । ଡାକ୍ତରଙ୍କ ଅନୁସାରେ ବିଷ କାରଣରୁ ତାଙ୍କ ଗୁପ୍ତାଙ୍ଗ ଶଢିବା ଆରମ୍ଭ କରିଥିଲା । ଫଳରେ ଗୁପ୍ତାଙ୍ଗ କାଟିବା ଛଡା ଅନ୍ୟ …

ଜଙ୍ଗଲ ସଫାରୀରେ ଯାଇଥିବା ପର୍ଯ୍ୟଟକଙ୍କୁ କାମୁଡିଲା ନାଗ, କାଟିବାକୁ ପଡିଲା ଗୁପ୍ତାଙ୍ଗ Read More »

modi govt, centre, unemployment graph, unemployment rate in india, 2 crore jobs per year, modi govt fails, youth unemployment, make in india, skill india, startup india, rising odisha

ଶୂନ୍ୟରେ ମିଳେଇଗଲା ୨ କୋଟି ନିଯୁକ୍ତି ? ଉପରମୁହାଁ ବେକାରୀଗ୍ରାଫ୍‌

ଲୋଭିଲା ପ୍ରତିଶ୍ରୁତି । ନିଷ୍ଣୁର ବାସ୍ତବତା । ଯୁବପିଢ଼ିଙ୍କୁ ଲାଗିଛି କରୋନା ଗ୍ରହଣ । କର୍ମନିଯୁକ୍ତି ଶୂନ । ବେକାରୀ ବଢ଼ୁଛି ହୁ..ହୁ । ପଶ୍ଚିମବଙ୍ଗରୁ ପଞ୍ଜାବ, ଓଡ଼ିଶାରୁ ଉତ୍ତରାଖଣ୍ଡ ଯେଉଁ ରାଜ୍ୟକୁ ଗଲେ ଛଟପଟ ହେଉଛନ୍ତି ଯୁବକ ଯୁବତୀ । ପାଖରେ ଡିଗ୍ରୀ ଅଛି । ଗାଁ ଗଣ୍ଡାରେ କାମଧନ୍ଦା ନାହିଁ । ସହରରେ ନୂଆ ନିଯୁକ୍ତିରେ ତାଲା । ଛଟେଇ ଚାଲିଛି । ପାଖରେ ଡିଗ୍ରୀ ଅଛି । ମାତ୍ର ଧାଁ ଦୌଡ଼ କରି …

ଶୂନ୍ୟରେ ମିଳେଇଗଲା ୨ କୋଟି ନିଯୁକ୍ତି ? ଉପରମୁହାଁ ବେକାରୀଗ୍ରାଫ୍‌ Read More »

diwali, diwali celebration, diwali story, lord Ram, goddess lakshmi, deepawali, festival of lights, rising odisha

ଦୀପାବଳିରେ ଶ୍ରୀରାମ ବନବାସରୁ ଫେରିଥିଲେ, ତେବେ ଲକ୍ଷ୍ମୀଙ୍କ ପୂଜା କାହିଁକି ହୁଏ ?

ଦୀପାବଳି ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଅଯୋଧ୍ୟାର ପ୍ରଜା ରାଜ ରାମଙ୍କୁ ସ୍ୱାଗତ କରି ଘର ବାହାରେ ଦ୍ୱିପ ପ୍ରଜ୍ୱଳନ କରିଥିଲେ । କାରଣ ସେ ୧୪ ବର୍ଷର ବନବାସ ପରେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଏଇଠି ପ୍ରଶ୍ନ ହୁଏ ଯେ, ଯଦି ଦୀପାବଳିର ପାଳନ ଭଗବାନ ରାମଙ୍କ କାରଣରୁ ହୁଏ ତେବେ ଏହି ଦିନ ଶ୍ରୀରାମଙ୍କ ପୂଜା ନହୋଇ କ’ଣ ପାଇଁ …

ଦୀପାବଳିରେ ଶ୍ରୀରାମ ବନବାସରୁ ଫେରିଥିଲେ, ତେବେ ଲକ୍ଷ୍ମୀଙ୍କ ପୂଜା କାହିଁକି ହୁଏ ? Read More »

achhe din, petrol diesel price hike, petrol price hike, oil companies, Modi Govt, BJP, inflation, rising odisha

କାହିଁ ଗଲା ସେ ଅଚ୍ଛେଦିନ୍ ? ତୈଳ ତାତିରେ ଜଳୁଛି ମୋ ଦେଶ

ବିକାଶର କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଅଚ୍ଛେଦିନ୍‌ ସାଧାରଣ ଜନତାଙ୍କୁ କନ୍ଦାଇଲାଣି। ଥମୁନି ତେଲ ତାତି, କମୁନି ଦର। ଅତ୍ୟାବଶ୍ୟକ ସାମଗ୍ରୀ, ତୈଳ ଦର, ଏଲ୍‍ପିଜି ଦର ହୁ ହୁ ହୋଇ ବଢ଼଼ି ଚାଲିଛି। ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଆର୍ତ୍ତଚିତ୍କାର କଲେଣି ହେଲେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପେଟ୍ରୋଲ-ଡିଜେଲ ଦର। ବିଗାଡ଼ି ଦେଇଛି ମଧ୍ୟବିତ୍ତଙ୍କ ମାସିକ ବଜେଟ୍। ବେଲଗାମ ତୈଳ ଦର ବୃଦ୍ଧି କଲବଲ କରୁଥିବା ବେଳେ ଏବେ ଉଗ୍ରରୂପ …

କାହିଁ ଗଲା ସେ ଅଚ୍ଛେଦିନ୍ ? ତୈଳ ତାତିରେ ଜଳୁଛି ମୋ ଦେଶ Read More »

achhe din, Modi govt, narendra modi, achhe din kahan hai, petrol diesel price hike, gas price hike, rising odisha

ଆଛେ ଦିନ କୁଆଡେ ଗଲା ? ହାଣ୍ଡିଶାଳରୁ ପେଟ୍ରୋଲ ପମ୍ପ ସବୁଠି ମହଙ୍ଗା ମାଡ଼

ଆଛେ ଦିନର ଘୋଡ଼ା ଉପରେ ସବାର ହୋଇ ୨୦୧୪ରେ ମୋଦି କ୍ଷମତାକୁ ଆସିଥିଲେ । ମୋଦି ଆସିଲେ ପେଟ୍ରୋଲ ଦର କମିବ, ମୋଦି ଆସିଲେ ଡାଲି, ତେଲ ଦର କମିବ । ଏମିତି ପ୍ରତିଶ୍ରୁତିର ପାହାଡ ଛିଡା କରି ମୋଦି ସରକାର କ୍ଷମତାକୁ ଆସିଥିଲେ । କିନ୍ତୁ ମୋଦିଙ୍କ ଦ୍ୱିତୀୟ ପାଳିରେ ଲାଗୁଛି ସବୁ ପ୍ରତିଶ୍ରୁତି କେବଳ ପ୍ରତାରଣା ହୋଇଯାଇଛି । ଯେଉଁମାନେ ଦିନେ କହୁଥିଲେ ମୋଦି କ୍ଷମତାକୁ ଆସିଲେ ପେଟ୍ରୋଲ ଲିଟର ପିଛା ୩୫ ଟଙ୍କା …

ଆଛେ ଦିନ କୁଆଡେ ଗଲା ? ହାଣ୍ଡିଶାଳରୁ ପେଟ୍ରୋଲ ପମ୍ପ ସବୁଠି ମହଙ୍ଗା ମାଡ଼ Read More »

centre, central govt, petrol diesel price rise, oil company, public, inflation, GST, rising odisha

ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା

ଗୋଟିଏ ପଟେ ଦେଶର ଜନତା ଦିନକୁ ଦୁଇଗୁଣ ରାତିକୁ ଚାରିଗୁଣ ଦରରେ ବୃଦ୍ଧି ପାଉଥିବା ମହଙ୍ଗା ମାଡକୁ ନେଇ ତ୍ରସ୍ତ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ମସ୍ତ ଅଛନ୍ତି । ଏକ ହିସାବ ଅନୁସାରେ ପେଟ୍ରୋଲ ଶତକ ମାରିବା ସହିତ କେନ୍ଦ୍ର ସରକାରଙ୍କ ଟ୍ରେଜେରି ଭର୍ତ୍ତି ହେବାରେ ଲାଗିଛି । ହିସାବ ଅନୁସାରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରି କେନ୍ଦ୍ର ସରକାର ୧ ଲକ୍ଷ ୭୧ କୋଟି ଟଙ୍କା ପାଇଛନ୍ତି । ପେଟ୍ରୋଲ ଉତ୍ପାଦ …

ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା Read More »

lakshadeep, sardar patel, iron man of india, sardar vallabh bhai patel, rising odisha

ଟିକିଏ ବିଳମ୍ବ ହୋଇଥିଲେ ଲାକ୍ଷାଦ୍ୱିପ ଉପରେ ପାକିସ୍ତାନ କରିଥାନ୍ତା କବଜା,ଏମିତି ସୁତାଖିଅରେ ବଂଚିଗଲା ଲାକ୍ଷାଦ୍ୱିପ

ଭାରତ ସ୍ୱାଧିନତା ପାଇବା ସହିତ ହୋଇଥିଲା ଉପ ମହାଦେଶର ବିଭାଜନ । ମୁସଲିମ ବହୁଳ କାଶ୍ମୀର ଉପରେ ପାକିସ୍ତାନର ନଜର ଥିଲା । ସେହିଭଳି ହିନ୍ଦୁ ବହୁଳ ହାଇଦ୍ରାବାଦର ମୁସଲିମ୍ ଶାସକ ସ୍ୱାଧିନ ରହିବାକୁ କିମ୍ବା ପାକିସ୍ତାନ ସହିତ ମିଶିବାକୁ ଚାହୁଁଥିଲେ । ତେବେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ହାଇଦ୍ରାବାଦ ଶେଷକୁ ଭାରତରେ ସାମିଲ ହୋଇଥିଲା । ଦେଶ ମିଶ୍ରଣ ଘଟଣାର ଆଉ ଗୋଟିଏ ଅଳ୍ପ ଆଲୋଚିତ ଅଧ୍ୟାୟ ହେଉଛି ଲାକ୍ଷାଦ୍ୱିପର ଭାରତରେ …

ଟିକିଏ ବିଳମ୍ବ ହୋଇଥିଲେ ଲାକ୍ଷାଦ୍ୱିପ ଉପରେ ପାକିସ୍ତାନ କରିଥାନ୍ତା କବଜା,ଏମିତି ସୁତାଖିଅରେ ବଂଚିଗଲା ଲାକ୍ଷାଦ୍ୱିପ Read More »

traffic police, arrest rules, traffic violations, traffic rules, conditions for arrest, rising odisha

ଟ୍ରାଫିକ୍ ପୋଲିସ କାହାରିକି ଗିରଫ କରି ପାରିବ କି ? ଜାଣନ୍ତୁ କ’ଣ ରହିଛି ନିୟମ

ଏହା ଆମେ ସମସ୍ତେ ଜାଣିଛେ ଯେ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ସ୍ଥିତିରେ ଟ୍ରାଫିକ୍ ପୋଲିସ ଜରିମାନା ଲାଗୁ କରିଥାଏ ଓ କିଛି ପରିସ୍ଥିତିରେ ଗାଡି ମଧ୍ୟ ଜବତ କରିଥାଏ । ତେବେ ଅନେକଙ୍କ ମନରେ ଧାରଣା ରହିଛି ଯେ, ଟ୍ରାଫିକ୍ ପୋଲିସ କେବଳ ଚାଲଣ କାଟି ପାରିବ ଓ କାହାରିକି ଗିରଫ କରିପାରିବ ନାହିଁ । ଅନ୍ୟପକ୍ଷରେ ଆଉ କିଛିଙ୍କ ମତରେ ପରିସ୍ଥିତି ଯଦି ଦାବି କରେ ତେବେ ଟ୍ରାଫିକ ପୋଲିସ କାହାରିକି ମଧ୍ୟ ଗିରଫ କରି …

ଟ୍ରାଫିକ୍ ପୋଲିସ କାହାରିକି ଗିରଫ କରି ପାରିବ କି ? ଜାଣନ୍ତୁ କ’ଣ ରହିଛି ନିୟମ Read More »

super cyclone 1999, cyclone, odisha, disaster management, naveen patnaik, odisha cm, phailin, yaas, gulaab, titli, amphan, flood, drought in odisha, rising odisha

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେ‌ଖିଥିଲା ପ୍ରକୃତିର କରାଳ ରୂପ। ପ୍ରକୃତି ରଚିଥିଲା ତା’ର ମହାତାଣ୍ଡବ। ନିମିଷକେ କରିଦେଇଥିଲା ସବୁ କିଛି ଛାରଖାର। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ୨୨ ବର୍ଷ ପରେ ମଧ୍ୟ ସେ କାଳ ରାତିର ପ୍ରଳୟଙ୍କରୀ ଦୃଶ୍ୟ ଆଜି ବି ମନେ ପଡିଲେ ଶୀହରି ଉଠେ ଦେହ। ଆଖି ଆଗକୁ ଚାଲି ଆସେ ସେ ସମୟର …

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା Read More »

north korea, kim jong un, food resources, eat less food, 2025, typhoon, corona virus, rising odisha

ଏହି ଦେଶର ଶାସକ ୨୦୨୫ ପର୍ଯ୍ୟନ୍ତ ନିଜ ଦେଶର ନାଗରିକଙ୍କୁ କମ ଖାଇବାକୁ କହିଲେ…

ଉତ୍ତର କୋରିଆ ,ଏମିତି ଗୋଟିଏ ଦେଶ ଯେଉଁଠି କିଛି ମଧ୍ୟ ଘଟିପାରେ । ଯେଉଁଠି ଗୋଟିଏ ପରିବାର ଅଧିନରେ ଗୋଟିଏ ଦେଶ ଗଲା ୭୦ ବର୍ଷ ଧରି ଅଛି । ଗୋଟିଏ ପରିବାର ହାତରେ କୋଟି କୋଟି ଲୋକଙ୍କ ଭାଗ୍ୟ । କିମ୍ ପରିବାର ନିଜେ ତ’ ଅଏସ ଆରାମ ଭିତରେ ରୁହେ କିନ୍ତୁ ଏହି ଦେଶର ନାଗରିକ ଦୁଇ ଓଳି ପେଟପୁରା ଖାଦ୍ୟ ପାଆନ୍ତି ନାହିଁ । କମ୍ୟୁନିଷ୍ଟ ଶାସନର ଲୌହ ପରଦା ଭିତରେ ରହିଥିବା …

ଏହି ଦେଶର ଶାସକ ୨୦୨୫ ପର୍ଯ୍ୟନ୍ତ ନିଜ ଦେଶର ନାଗରିକଙ୍କୁ କମ ଖାଇବାକୁ କହିଲେ… Read More »

RSS
Follow by Email
Scroll to Top
Close Bitnami banner
Bitnami