Arvind Kejriwal cm

୨ରେ ତିହାର ଜେଲ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ମଦନୀତି ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଜେଲ ଯିବେ । ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁଯାୟୀ ୨ ଜୁନ୍ ୨୦୨୪ରେ ତାଙ୍କୁ ତିହାର ଜେଲ୍ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବାକୁ ପଡ଼ିବ । ଏହାପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜନସାଧାରଣଙ୍କୁ ଭେଟିଥିଲେ । ସେ କହିଛନ୍ତି ଯେ ଦେଶକୁ ଏକଛତ୍ରବାଦରୁ ରକ୍ଷା କରିବା ପାଇଁ ମୁଁ ଜେଲ ଯାଉଛି । ଏଥିପାଇଁ ମୁଁ ଗର୍ବିତ । ମୁଁ …

୨ରେ ତିହାର ଜେଲ ପ୍ରଶାସନ ନିକଟରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ୍‌ Read More »

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା ଲାଗିଛି । ମଧ୍ୟବର୍ତ୍ତୀକାଳୀନ ଜାମିନ ବୃଦ୍ଧି କରିବାକୁ ସେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । କେଜ୍ରିିୱାଲଙ୍କ ଆବେଦନକୁ କୋର୍ଟ ରେଜିଷ୍ଟ୍ରି ମନା କରିଦେଇଛନ୍ତି । ଯେହେତୁ କେଜ୍ରିିୱାଲଙ୍କୁ ନିୟମିତ ଜାମିନ ପାଇଁ ଟ୍ରାଏଲ କୋର୍ଟକୁ ଯିବାର ସ୍ୱାଧୀନତା ଦିଆଯାଇଛି । ଏଭଳି ପରିସ୍ଥିତିରେ ତାଙ୍କର ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କୁହାଯାଇଛି । ବର୍ତ୍ତମାନ ସିଏମ …

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଝଟକା Read More »

 କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । କେଜ୍‌ରିୱାଲଙ୍କୁ ଗିରଫ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାର ଅନୁସନ୍ଧାନରେ ଇଡି ନେଇଥିବା ସମୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ୧୦୦ କୋଟି ଟଙ୍କା ଅପରାଧର ଆୟ ସୁପ୍ରିମକୋର୍ଟ …

 କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ Read More »

ଜାମିନ ପାଇଁ ଅଧିକ ମିଠା ଖାଉଛନ୍ତି କେଜ୍ରିୱାଲ, ଅଭିଯୋଗ କଲା ଇଡି

ନୂଆଦିଲ୍ଲୀ : ଜାମିନ ପାଇଁ ଜେଲରେ ଜାଣିଶୁଣି ଅଧିକ ମିଠା ଖାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋର୍ଟରେ ଏପରି ଅଭିଯୋଗ କରିଛି ଇଡ଼ି । କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଅଛନ୍ତି । ଏହି ସମୟରେ କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ଜେଲରେ ରହି ପୂର୍ବରୁ ନିୟମିତ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ପରାମର୍ଶ ନେବାକୁ ଆବେଦନ କରିଥିଲେ । କେଜ୍ରିୱାଲଙ୍କ ଏହି ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହେବା ସମୟରେ …

ଜାମିନ ପାଇଁ ଅଧିକ ମିଠା ଖାଉଛନ୍ତି କେଜ୍ରିୱାଲ, ଅଭିଯୋଗ କଲା ଇଡି Read More »

‘ମୁଁ ଅରବିନ୍ଦ କେଜ୍ରିୱାଲ୍‌, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଳୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଫିଲ୍ଜ ଷ୍ଟାଇଲ୍‌ରେ ଦିଲ୍ଳୀବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି । କେଜ୍ରିୱାଲ୍‌ଙ୍କୁ ଆପ୍‌ର ସାଂସଦ ସଂଜୟ ସିଂହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେଜ୍ରିୱାଲ୍‌ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି’ । କେଜ୍ରିୱାଲ୍‌ଙ୍କ ଏହି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମରେ …

‘ମୁଁ ଅରବିନ୍ଦ କେଜ୍ରିୱାଲ୍‌, ମୁଁ ଆତଙ୍କବାଦୀ ନୁହେଁ’ Read More »

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ପରବର୍ତ୍ତୀ ଶୁଣାଣି ୨୯ରେ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିଲିଫ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି । ଏପ୍ରିଲ ୨୪ ସୁଦ୍ଧା ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କେଜ୍ରିୱାଲ ମାମଲାର ଶୁଣାଣି ଆସନ୍ତା ୨୯ରେ ହେବ । ଆସନ୍ତା ୨୪ ସୁଦ୍ଧା ଜବାବ ଦେବାକୁ ଇଡ଼ିକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ହାଜର …

କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ପରବର୍ତ୍ତୀ ଶୁଣାଣି ୨୯ରେ Read More »

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ !

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଆପ୍ ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ମଧ୍ୟ ମୁକୁଳିବେ କି ନାହିଁ ପ୍ରଶ୍ନ ଉଠିଛି । ଯାହା ଉପରେ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି । ଦିଲ୍ଲୀ ଲିକର ପଲିସି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) …

ଜେଲରୁ ମୁକୁଳି ପାରନ୍ତି କେଜ୍ରିୱାଲ ! Read More »

ଆଜି ଶେଷ ହେଉଛି କେଜ୍ରିୱାଲଙ୍କ ହେପାଜତ ଅବଧି

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହେପାଜତ ଅବଧି । ଆଜି କେଜରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରିବ ଇଡି । ହାଜର କରିବା ସମୟରେ ଇଡି ଅଧିକ ରିମାଣ୍ଡ ମାଗିବ ନାହିଁ । ଏଭଳି ପରିସ୍ଥିତିରେ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲକୁ ପଠାଯିବ ନା ଜାମିନ୍ ମିଳିବ ସେନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ୪ ଦିନ ପାଇଁ ଦ୍ୱିତୀୟ ଥର …

ଆଜି ଶେଷ ହେଉଛି କେଜ୍ରିୱାଲଙ୍କ ହେପାଜତ ଅବଧି Read More »

ହାଜତରୁ ସରକାର ଚଳାଇବା ସହଜ ନୁହେଁ

ନୂଆଦିଲ୍ଳୀ: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । ସ୍ୱାଧୀନ ଭାରତର ଇତିହାସରେ ଏମିତି ବିଚିତ୍ର ପରିସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା । କ୍ଷମତାରେ ଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଏବଂ ଗିରଫ ହେବାର ୪୮ ଘଣ୍ଟା ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ …

ହାଜତରୁ ସରକାର ଚଳାଇବା ସହଜ ନୁହେଁ Read More »

ଆନ୍ନା ହାଜାରେଙ୍କ ପ୍ରତିକ୍ରିୟା: କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି,ହେଲେ ମୋ କଥା ପସନ୍ଦ ହେଲାନି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ୯ଥର ଏହି ମାମଲା ପାଇଁ ପଚରାଉଚରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଥିଲେ ବି ହାଜର ହୋଇ ନ ଥିଲେ କେଜ୍ରିୱାଲ । କିନ୍ତୁ ସେ ବାରମ୍ବାର ସମନକୁ ଫାଙ୍କି ଚାଲିଥିବାରୁ ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ଗିରଫ ପରେ ସମାଜସେବୀ ଆନ୍ନା ହାଜାରେ ନିଜର ପ୍ରତିକ୍ରିୟା ରଖିଛନ୍ତିି । କେଜ୍ରିୱାଲଙ୍କ ଏପରି ଅବସ୍ଥା ଦେଖି ଦୁଃଖ …

ଆନ୍ନା ହାଜାରେଙ୍କ ପ୍ରତିକ୍ରିୟା: କେଜ୍ରିୱାଲଙ୍କୁ ବହୁତ ବୁଝାଇଥିଲି,ହେଲେ ମୋ କଥା ପସନ୍ଦ ହେଲାନି Read More »

RSS
Follow by Email
Scroll to Top
Close Bitnami banner
Bitnami