Author name: user

bhutan china border dispute, india china bhutan border, rising odisha

ଭାରତ ସହ ସୀମାବିବାଦ, ଭୁଟାନକୁ ଧମକାଉଛି ଚୀନ୍

ଚୀନ ଏମିତି ଗୋଟିଏ ଦେଶ ଯାହାର କେବଳ ପାକିସ୍ତାନକୁ ଛାଡିଦେଲେ ବାକି ସବୁ ପଡୋଷୀ ଦେଶଙ୍କ ସହିତ ବିବାଦ ରହିଛି । ଏମିତିକି ଭୁଟାନ ଭଳି ଛୋଟ ଦେଶ ସହିତ ମଧ୍ୟ ଚୀନର ସୀମା ବିବାଦ ଅନେକ ଦିନ ଧରି ଲାଗି ରହିଛି । ୧୯୮୪ ମସିହାରେ ଏନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା କିନ୍ତୁ ସମାଧାନର ରାସ୍ତା ବାହାରି ପାରିନଥିଲା । ଏବେ ୪୦ ବର୍ଷ ପରେ ଡ୍ରାଗନ ପୁଣିଥରେ ଭୁଟାନକୁ ଧମକାଇବା ଆରମ୍ଭ …

ଭାରତ ସହ ସୀମାବିବାଦ, ଭୁଟାନକୁ ଧମକାଉଛି ଚୀନ୍ Read More »

omicron, omicron variant, coronavirus, omicron virus, rising odisha

Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ?

କରୋନା ଭାଇରସର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣ କରାଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରରୁ ଦୁଇ ଜଣ କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରବାଲଙ୍କ ଅନୁସାରେ ଦେଶରେ ବୁଧବାର ଠାବ କରାଯାଇଥିବା ଦୁଇ ମାମଲା କର୍ଣ୍ଣାଟକରୁ ଆସିଛି । ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ବୟସ ୬୬ ହୋଇଥିବା …

Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ? Read More »

cyclone, jawad, odisha, cyclone jawad, cyclone history, odisha super cyclone, rising odisha

Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ

ଚଳିତ ବର୍ଷ ସରି ସରି ଆସୁଥିବା ବେଳେ ପୁଣି ଆସୁଛି ଆଉ ଗୋଟିଏ ବାତ୍ୟା । ଡିସେମ୍ବର ମାସରେ ପ୍ରାୟତଃ ବାତ୍ୟା ଆସିନଥାଏ । କିନ୍ତୁ ୧୩୦ ବର୍ଷର ରେକର୍ଡରେ ପ୍ରଥମ ଥର ପାଇଁ ଏହି ମାସରେ ଜୱାଦ୍ ନାମରେ ବାତ୍ୟା ପୂର୍ବ ଭାରତର ଉପକୂଳରେ ପହଂଚିବାକୁ ଯାଉଛି । ବାତ୍ୟା ଜୱାଦ ପାଇଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୀଷଣ ବର୍ଷା ସହିତ ୯୦ରୁ ୧୦୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । …

Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ Read More »

odisha cm, naveen patnaik, newspaper hawkers, social security, odisha, odia newspapers, rising odisha

ଖବର କାଗଜ ହକରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଆଲୋଚନାର ଗୋଟିଏ ଦିନ ପରେ ଉପହାର

ଖବର କାଗଜ ହକରଙ୍କୁ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଏନେଇ ଯେଉଁ ଘୋଷଣ କରିଛନ୍ତି ତାହା ହୁଏତ ପୁରା ଦେଶରେ ପ୍ରଥମ । ଖବର କାଗଜକୁ ଲୋକଙ୍କ ପାଖରେ ପହଂଚାଇବାରେ ପ୍ରମ୍ମୁଖ ଭୂମିକା ଗ୍ରହଣ କରିଥାନ୍ତି ହକର । ଖରା, ବର୍ଷା, ବାତ୍ୟା ହେଉ କି ବନ୍ୟା ହକର ସବୁବେଳ ଖବର କାଗଜ ଲୋକଙ୍କ ପାଖରେ ପଂହଚାଇଥାନ୍ତି । ବର୍ଷକ ୩୬୫ ଦିନ । ବିନା …

ଖବର କାଗଜ ହକରଙ୍କୁ ମିଳିବ ସାମାଜିକ ସୁରକ୍ଷା, ଆଲୋଚନାର ଗୋଟିଏ ଦିନ ପରେ ଉପହାର Read More »

cyclone odisha, jawad, cyclone storm, cyclone jawad, odisha coastal, winter season, rising odisha

ବହୁତ ବର୍ଷ ପରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା, ଜାଣନ୍ତୁ ଶେଷଥର ପାଇଁ କେବେ ଶୀତରେ ଆସିଥିଲା ବାତ୍ୟା..

ଅକ୍ଟୋବର ମାସ ଓଡ଼ିଶାକୁ ଡରାଏ । କାରଣ ଏହି ମାସରେ ଆସିଥିଲା ଓଡ଼ିଶା ଇତିହାସର ସବୁଠାରୁ ବଡ ବାତ୍ୟା । ଯାହା ଇତିହାସରେ ସୁପର ସାଇକ୍ଲୋନ୍ ନାମରେ ପରିଚିତ । ଅକ୍ଟୋବର ମାସ ବା କାର୍ତ୍ତିକ ମାସକୁ ବାତ୍ୟାର ମାସ ବୋଲି କୁହାଯାଏ । କିନ୍ତୁ ମଝିରେ ମଝିରେ ନିର୍ଘାତ ଖରାଦିନେ ବି ବାତ୍ୟା ଆସିଛି । ଓଡ଼ିଶାର ଉପକୂଳକୁ ଛିନ୍ନଭିନ୍ନ କରିଛି । ଯେମିତି ମେ’ ମାସରେ ଆସିଥିବା ବାତ୍ୟା ଫନି । କିନ୍ତୁ ହୁଏତ …

ବହୁତ ବର୍ଷ ପରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା, ଜାଣନ୍ତୁ ଶେଷଥର ପାଇଁ କେବେ ଶୀତରେ ଆସିଥିଲା ବାତ୍ୟା.. Read More »

sex selection drug

ସେକ୍ସ ସିଲେକ୍ସନ ଡ୍ରଗ୍ସର ସତ, ପୁଅ ଲୋଭରେ ଔଷଧ ଖାଇ ଗର୍ଭରେ ଭୃଣ ହତ୍ୟା

ପୁତ୍ର ଜନ୍ମ ଦ୍ୱାରା ବଂଶ ରକ୍ଷା ହୁଏ । ଏହି ଧାରଣା ଭାରତୀୟଙ୍କ ମନରେ ଘର କରି ରହିଛି । ଯେଉଁଥିପାଇଁ ଭାରତର ଗର୍ଭରେ ହିଁ ହୁଏ ଭୃଣହତ୍ୟା । ଏବେ ଭୃଣହତ୍ୟା ଉପରେ କିଛିଟା ନିୟନ୍ତ୍ରଣ ଆସିଛି କିନ୍ତୁ ଏହା ସହିତ ଆସିଛି ଆଉ ଗୋଟିଏ ସମସ୍ୟା । ସେକ୍ସ ସିଲେକ୍ସନ ଡ୍ରଗ । ଗର୍ଭଧାରଣ କାଳରେ ସେକ୍ସ ସିଲେକ୍ସନ ଡ୍ରଗ୍ସ ଖାଇଲେ ପୁଅ ଜନ୍ମ ହେବ । ଏଭଳି ଧାରଣାର ବଶବର୍ତ୍ତି ହୋଇ ଅନେକ …

ସେକ୍ସ ସିଲେକ୍ସନ ଡ୍ରଗ୍ସର ସତ, ପୁଅ ଲୋଭରେ ଔଷଧ ଖାଇ ଗର୍ଭରେ ଭୃଣ ହତ୍ୟା Read More »

puri, jagannath dham, lord jagannath, lord ram, bjp vs bjd, ayodhya, narendra modi, naveen patnaik, odisha cm, bjd, rising odisha

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ ! *ପୁରୀରେ ବିଜେପିର ‘ସଂସ୍କାରୀ’ ଛାଡଖାଇ *ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା *ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ *ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ କାର୍ତ୍ତିକ ମାସରେ ଆମିଷ ନିଶେଦ୍ଧ। ଅନେକ ବାଧ୍ୟବାଧକତାରେ ଏହି ମାସରେ ଶାକାହାରୀ ପାଲଟିଯାନ୍ତି । କିନ୍ତୁ ଅପେକ୍ଷା ଛାଡଖାଇ କୁ ଥାଏ । ଛାଡଖାଇ ଦିନ ଏଭଳି ମାସିକିଆ ଭକ୍ତମାନେ ମାସକ ଯାକର ଭୋକ …

‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା Read More »

gst

ଏବେ GSTରେ ରହିବ ତିନି ସ୍ଲାବ୍ ! ୧୨ ଓ ୧୮ ପ୍ରତିଶତକୁ ମିଶାଇ ହେବ ୧୬ ପ୍ରତିଶତ ସ୍ଲାବ୍ !

ଜିଏସଟିକୁ ନେଇ ଗୋଟିଏ ବଡ଼ ଖବର ଆସୁଛି । ସିଏନବିସି ରିରୋର୍ଟ ଅନୁସାରେ ସରକାର ଜିଏସଟିର ୪ ସ୍ଲାବ୍ ବଦଳରେ ୩ ସ୍ଲାବ୍ ରଖିବାକୁ ବିଚାର କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏବେ ଗୁଡ୍ସ ଆଣ୍ଡ୍ ସର୍ଭିସ ଟ୍ୟାକ୍ସ-ଜିଏସଟି (ଦ୍ରବ୍ୟ ଓ ସେବା କର)ରେ ୪ ସ୍ଲାବ୍ ରହିଛି । ୫ ପ୍ରତିଶତ,୧୨ ପ୍ରତିଶତ,୧୮ ପ୍ରତିଶତ ଓ ୨୮ ପ୍ରତିଶତ । ସରକାର ୧୨ ଓ ୧୮ ପ୍ରତିଶତ ସ୍ଲାବକୁ ମିଶାଇ ସିଙ୍ଗଲ ସ୍ଲାବ୍ କରିବାକୁ ଚାହୁଁଛନ୍ତି …

ଏବେ GSTରେ ରହିବ ତିନି ସ୍ଲାବ୍ ! ୧୨ ଓ ୧୮ ପ୍ରତିଶତକୁ ମିଶାଇ ହେବ ୧୬ ପ୍ରତିଶତ ସ୍ଲାବ୍ ! Read More »

ujjwala gas yojana, pm modi ujjwala, gas price rise, gas price hike, rising odisha

ଉଜ୍ୱଳାର କଳା ସତ : ଚୁଲି ଧୁଆଁଠାରୁ ଅଧିକ ଲୁହ ବୁହାଉଛି ଗ୍ୟାସ ଦର, ଭାଡିକୁ ଗଲାଣି ଗ୍ୟାସ୍ ଟାଙ୍କି

ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ଆପଣଙ୍କ ନଜର ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ପୋଷ୍ଟର ଉପରେ ନିଶ୍ଚିତ ଭାବେ ପଡିଥିବ ଯେଉଁଥିରେ ଉଜ୍ୱଳା ଗ୍ୟାସ କେମିତି ମା’ମାନଙ୍କ ଆଖିରୁ ଲୁହ ପୋଛିଛି ସେ କଥା କୁହାଯାଇଛି । ଗୋଟିଏ ସମୟରେ ଉଜ୍ୱଳା ସ୍କିମକୁ ମୋଦି ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ ଓ ସଫଳ ଯୋଜନା ବୋଲି କୁହାଯାଉଥିଲା । ଏପରିକି ୨୦୧୯ରେ ମୋଦି ସରକାର ପାର୍ଟ-ଟୁ କେବଳ ଗ୍ୟାସ୍ ସିଲିଣ୍ଡର ପାଇଁ ସମ୍ଭବ ହୋଇଥିଲା ବୋଲି ମଧ୍ୟ କୁହାଗଲା …

ଉଜ୍ୱଳାର କଳା ସତ : ଚୁଲି ଧୁଆଁଠାରୁ ଅଧିକ ଲୁହ ବୁହାଉଛି ଗ୍ୟାସ ଦର, ଭାଡିକୁ ଗଲାଣି ଗ୍ୟାସ୍ ଟାଙ୍କି Read More »

sooryavanshi, pakistan president, arif alvi, rohit shetty, akshay kumar, islamophobia, rising odisha

ସୂର୍ଯ୍ୟବଂଶୀ ଦେଖି ପାକିସ୍ତାନୀ ରାଷ୍ଟ୍ରପତି ଦୁଃଖୀ, କହିଲେ ଭାରତ ବରବାଦ ହୋଇଯିବ

ପାକିସ୍ତାନୀ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଭାରତ ଚିନ୍ତା ଦୁଃଖୀ କରାଇ ଦେଇଛି । ବଲିଉଡ୍ ଯେଉଁଭଳି ସିନେମା ତିଆରି କରୁଛି ତାହା ଭାରତକୁ ବରବାଦ କରିଦେବ ବୋଲି ପାକିସ୍ତାନୀ ରାଷ୍ଟ୍ରପତି କହିଛନ୍ତି । ଲଙ୍କାରେ ହରି ଶବ୍ଦ ଭଳି ପାକିସ୍ତାନୀ ରାଷ୍ଟ୍ରପତିଙ୍କ ମନରେ ଭାରତ ପାଇଁ ଏହି ଦରଦ କଥା ଶୁଣି ଆପଣ ବେସି ଚକିତ ହେବା ପୂର୍ବରୁ ଆମେ ଏହାର କାରଣ କହିଦେଉଛୁ । ପାକିସ୍ତାନୀ ରାଷ୍ଟ୍ରପତିଙ୍କ ଏହି ଚିନ୍ତା ପଛରେ ଅଛନ୍ତି ଅକ୍ଷୟ କୁମାର …

ସୂର୍ଯ୍ୟବଂଶୀ ଦେଖି ପାକିସ୍ତାନୀ ରାଷ୍ଟ୍ରପତି ଦୁଃଖୀ, କହିଲେ ଭାରତ ବରବାଦ ହୋଇଯିବ Read More »

RSS
Follow by Email
Scroll to Top
Close Bitnami banner
Bitnami