Author name: user

odia blog, aliens, abducting humans, dr david jacobs, temple university, rising odisha

ପୃଥିବୀରେ ଅଛନ୍ତି ପରଗ୍ରହୀ, ଆକ୍ରମଣ ପାଇଁ ହେଉଛନ୍ତି ପ୍ରସ୍ତୁତ

ଆମରି ଗହଣରେ ଲୁଚି ରହିଛନ୍ତି ପରଗ୍ରହୀ । ପୃଥିବୀରେ ନିଜକୁ କରୁଛନ୍ତି ସଂଗଠିତ । ଯେକୌଣସି ମୁହୂର୍ତ୍ତରେ କରିପାରନ୍ତି ଆକ୍ରମଣ । ଏଭଳି କଥା କହି ବିଶ୍ୱକୁ ଚମକାଇ ଦେଇଚନ୍ତି ଆମେରିକାର ପ୍ରଫେସର ଡକ୍ଟର ଡେଭିଡ୍ ଜ୍ୟାକବସ୍ । ଜ୍ୟାକବସଙ୍କ ଦାବି ଯେ, ପୃଥିବୀର ଲୁକ୍କାୟିତ ଭାବେ ପରଗ୍ରହୀ ରହିଛନ୍ତି ଓ ସେମାନେ ଲୋକଙ୍କ ଅପହରଣ କରୁଛନ୍ତି । ପ୍ରଫେସରଙ୍କ ଅନୁସାରେ ସେ ଏଭଳି ଅନେକ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ଯେଉଁମାନେ ପରଗ୍ରହୀଙ୍କ ଦ୍ୱାରା ଅପହୃତ ହେଉ …

ପୃଥିବୀରେ ଅଛନ୍ତି ପରଗ୍ରହୀ, ଆକ୍ରମଣ ପାଇଁ ହେଉଛନ୍ତି ପ୍ରସ୍ତୁତ Read More »

ଚୁଗୁଲିଆ ମନ୍ତ୍ରୀଙ୍କ ପାଇଁ ଇମ୍ରାନ ହରାଇଲେ ଗାଦି, ମନ୍ତ୍ରୀଙ୍କୁ କାରରେ ଲିଫ୍ଟ ଦେବା ପଡିଲା ମହଙ୍ଗା !

ପାକିସ୍ତାନରେ କ୍ଷମତାକୁ ଆସେ ସେହି ଦଳ ଆସେ ଯାହା ପଛରେ ଥାଏ ସେନାର ହାତ । କ୍ଷମତାକୁ ଆସିବା ପରେ ମଧ୍ୟ ଦଳକୁ ସବୁବେଳ ସେନାକୁ ଭଲ ମୁଡରେ ରଖିବାକୁ ପଡେ । ଜେନରାଲ ଅସନ୍ତୁଷ୍ଟ ତ’ ସରକାର ଯିବା ଥୟ । ଯାହାକି ଇମ୍ରାନ ଖାନଙ୍କ ସରକାର ସହିତ ଘଟିଛି । ଇମ୍ରାନଙ୍କ ସରକାର ପାକିସ୍ତାନ ଇତିହାସର ସେହି ଗଣତାନ୍ତ୍ରିକ ସରକାରଙ୍କ ତାଲିକାରେ ସାମିଲ ହୋଇଛି ଯାହା ନିଜ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିପାରିନଥିଲେ । …

ଚୁଗୁଲିଆ ମନ୍ତ୍ରୀଙ୍କ ପାଇଁ ଇମ୍ରାନ ହରାଇଲେ ଗାଦି, ମନ୍ତ୍ରୀଙ୍କୁ କାରରେ ଲିଫ୍ଟ ଦେବା ପଡିଲା ମହଙ୍ଗା ! Read More »

ଆଜି ଇମ୍ରାନଙ୍କ ଫାଇନାଲ : ଆଉଟ୍ ହୋଇ ପ୍ୟାଭିଲୟନକୁ ଫେରିବେ କି କ୍ଷମତାରେ ରହିବେ ଜଣା ପଡିବ

ପାକିସ୍ତାନର ଆସନ ଗଣିତ କହୁଛି, ପଦବୀ ବଞ୍ଚାଇବାକୁ ହେଲେ ଆବଶ୍ୟକ ୧୭୨ ସଦସ୍ୟଙ୍କ ସମର୍ଥନ । ଆଉ ଯାହା ଇମ୍ରାନଙ୍କ ପାଖରେ ନାହିଁ । ସେପଟେ ଗୁରୁବାର ଦେଶକୁ ସମ୍ବୋଧିତ କରି ଇମ୍ରାନ କହିଛନ୍ତି, ଯାହାଙ୍କୁ ଇସ୍ତଫା ଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ମନେ ରଖିବା ଉଚିତ ସେ ଜଣେ କ୍ରିକେଟର, ତେଣୁ ଶେଷ ବଲରେ ମଧ୍ୟ ଖେଳ ଓଲଟପାଲଟ କରିଦେବାର କୌଶଳ ତାଙ୍କୁ ଜଣାଅଛି । ଯଦି ବାସ୍ତବରେ ପାକିସ୍ତାନ ରାଜନୈତିକ ଅବସ୍ଥାକୁ ଅବଲୋକନ …

ଆଜି ଇମ୍ରାନଙ୍କ ଫାଇନାଲ : ଆଉଟ୍ ହୋଇ ପ୍ୟାଭିଲୟନକୁ ଫେରିବେ କି କ୍ଷମତାରେ ରହିବେ ଜଣା ପଡିବ Read More »

କରୋନା କାଳରେ କେନ୍ଦ୍ର ସରକାରଙ୍କ ଟ୍ରେଜରି ଫୁଲ, ମିଳିବ କି ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ?

ମାର୍ଚ୍ଚ ମାସରେ ଜିଏସଟି ଆଦାୟ ସବୁ ରେକର୍ଡକୁ ଭାଙ୍ଗି ଦେଇଛି । କରୋନା ମହାମାରୀ ଆତଙ୍କ କମିବା ସହିତ ଦେଶର ଅର୍ଥନୀତି ପୁଣି ଟ୍ରାକକୁ ଫେରୁଥିବା ଜିଏସଟିର ବମ୍ପର କଲେକ୍ସନ କହୁଛି । ମାର୍ଚ୍ଚ ମାସରେ ଜିଏସଟି ଆଦାୟ ୧ ଲକ୍ଷ ୪୨ ହଜାର କୋଟି ଟଙ୍କା ରହିଛି । ଯାହାକି ସର୍ବକାଳୀନ ରେକର୍ଡ୍ । ଏପ୍ରିଲ ମାସରେ ଜିଏସଟି ଆଦାୟ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ଯେ, …

କରୋନା କାଳରେ କେନ୍ଦ୍ର ସରକାରଙ୍କ ଟ୍ରେଜରି ଫୁଲ, ମିଳିବ କି ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ? Read More »

odia blog, rising odisha

ଆଜିଠାରୁ ହୋମ୍ ଲୋନ୍ ଉପରେ ଆଉ ମିଳିବ ନାହିଁ ସବସିଡି, ଜାଣନ୍ତୁ ଆଉ ସବୁ କ’ଣ ବଦଳିବାକୁ ଯାଉଛି…

ଏପ୍ରିଲ ୧ ତାରିଖରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷ । ଏହାସହ ବଦଳିବାକୁ ଯାଉଛି କିଛି ନିୟମ । ଯାହାର ପ୍ରଭାବ ଆପଣଙ୍କ ରୋଜଗାର, ଖର୍ଚ୍ଚ ଓ ସଞ୍ଚୟ ଉପରେ ପଡିବ । କେନ୍ଦ୍ର ସରକାର ଏମିତି କିଛି ବଡ ପରିବର୍ତ୍ତନ କରିଛନ୍ତି । ହେଲେ ଏସବୁ ଭିତରେ ସବୁଠାରୁ ବଡ ପରିବର୍ତ୍ତନ ଗୃହଋଣକୁ ନେଇ ରହିଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ କି ପରିବର୍ତ୍ତନ ହୋଇଛି ଓ ଏହାର କିପରି ପ୍ରଭାବ ପକାଇବ …

ଆଜିଠାରୁ ହୋମ୍ ଲୋନ୍ ଉପରେ ଆଉ ମିଳିବ ନାହିଁ ସବସିଡି, ଜାଣନ୍ତୁ ଆଉ ସବୁ କ’ଣ ବଦଳିବାକୁ ଯାଉଛି… Read More »

ଚୀନ ଋଣ ଏମିତି ଶ୍ରୀଲଙ୍କାକୁ କରିଦେଲା କାଙ୍ଗାଳ, ଗ୍ୟାସ ସିଲିଣ୍ଡର ଦାମ ୪ ହଜାର ଟଙ୍କା

ଶ୍ରୀଲଙ୍କାରେ ଦିନକୁ ଦିନ ଜଟିଳ ହେଉଛି ଆର୍ଥିକ ସଙ୍କଟ । ଇନ୍ଧନ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି । ସରକାର ଋଣ ଭାରରେ ବୁଡି ରହିଥିବା ବେଳେ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି। ଇନ୍ଧନ ପାଇଁ ଲୋକଙ୍କୁ ଦିନସାରା ଲାଇନରେ ଛିଡା ହେବାକୁ ପଡୁଛି। ଡାଲି, ଚାଉଳ, ପନିପରିବା ଆକାଶ ଛୁଆଁ। କିଲୋ ପ୍ରତି ଚାଉଳ ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନି କେଜି ପ୍ରତି ୩୦୦ ଟଙ୍କାରେ …

ଚୀନ ଋଣ ଏମିତି ଶ୍ରୀଲଙ୍କାକୁ କରିଦେଲା କାଙ୍ଗାଳ, ଗ୍ୟାସ ସିଲିଣ୍ଡର ଦାମ ୪ ହଜାର ଟଙ୍କା Read More »

ଏହି ୭ କାରଣରୁ ମାସକ ପରେ ବି ୟୁକ୍ରେନକୁ ଜିତି ପାରିନାହିଁ ଋଷ

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଏକ ମାସରୁ ଅଧିକ ସମୟ ହେଲାଣି । କେଇ ଘଣ୍ଟାରୁ କେଇ ଦିନ ମଧ୍ୟରେ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲର ସ୍ୱପ୍ନ ଦେଖିଥିବା ଭ୍ଲାଦିମିର ପୁଟିନଙ୍କ ପାଇଁ ଏହି ଯୁଦ୍ଧ ଏବେ ଦୁଃସ୍ୱପ୍ନରେ ପରିଣତ ହେଲାଣି । ବିଶ୍ୱର ଦୁଇ ନମ୍ବର ମହାଶକ୍ତି ଋଷ ୟୁକ୍ରେନରେ ଯେଉଁଭଳି ହରଡ଼ଘଣାରେ ପଡିଛି ତାହା ଦେଖିଲେ ଲାଗୁଛି ପୁଟିନଙ୍କ ପାଇଁ ତାଙ୍କ ଅଧିକ ଆତ୍ମବିଶ୍ୱାସ କାଳ ହୋଇଛି । ତେବେ ବିଶେଷଜ୍ଞଙ୍କ ଅନୁସାରେ …

ଏହି ୭ କାରଣରୁ ମାସକ ପରେ ବି ୟୁକ୍ରେନକୁ ଜିତି ପାରିନାହିଁ ଋଷ Read More »

oscar award history, oscars 2022, odia blog, rising odisha

ଓସ୍କାର ଫିଲ୍ମ ପୁରସ୍କାରର ଇତିହାସ : କିଏ ଓ କେବେ ପାଇଥିଲେ ପ୍ରଥମ ଓସ୍କାର ?

ଘୋଷଣା ହୋଇଛି ବହୁ ପ୍ରତିକ୍ଷିତ ଏକାଡେମୀ ଆୱାର୍ଡ ତଥା ୯୪ ତମ ଓସ୍କାର ଆୱାର୍ଡ। ଚଳିତ ଓସ୍କାର ସମାରୋହରେ ଦେଖିବାକୁ ମିଳିଛି ‘ଡ୍ୟୁନ’ର ଜଲୱା । ୨୦୨୨ର ଓସ୍କାର ପୁରସ୍କାରରେ ବାଜି ମାରିଛି ‘ଡ୍ୟୁନ’। ସମସ୍ତଙ୍କୁ ପଛରେ ପକାଇ ଏହି ଫିଲ୍ମ ହାତେଇଛି ୬ଟି ଆୱାର୍ଡ। ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟ, ଶ୍ରେଷ୍ଠ ସାଉଣ୍ଡ, ଶ୍ରେଷ୍ଠ ପ୍ରଡକସନ ଡିଜାଇନ, ଶ୍ରେଷ୍ଠ ଏଡିଟିଂ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଓ ଅରିଜିନାଲ ସ୍କୋର୍ ଲାଗି ଡ୍ୟୁନ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । …

ଓସ୍କାର ଫିଲ୍ମ ପୁରସ୍କାରର ଇତିହାସ : କିଏ ଓ କେବେ ପାଇଥିଲେ ପ୍ରଥମ ଓସ୍କାର ? Read More »

yadadri temple, kcr, telangana, laxmi narayan temple, odia blog, rising odisha

ବିନା ସିମେଣ୍ଟରେ କଳା ମୁଗୁନି ପଥରର ବିଶାଳ ମନ୍ଦିର ,ଖର୍ଚ୍ଚ ହୋଇଛି ୧୨ ଶହ କୋଟି ଟଙ୍କା

ଭାରତରେ ଭବ୍ୟ ମନ୍ଦିରଙ୍କ ଇିତହାସ ଢେର ପୁରୁଣା । ତେଣିକି ତାହା କୋଣାର୍କ ହେଉ କି ସୋମନାଥ । ହଜାର ହଜାର ବର୍ଷ ଧରି ଭାରତୀୟ ଶିଳ୍ପିଙ୍କ ନିହଣ ମୁନରେ ଜୀବନ୍ତ ହୋଇ ଆସିଛନ୍ତି ପଥର । ଭାରତୀୟ ମନ୍ଦିରରେ ପଥର ମଧ୍ୟ କଥା କୁହନ୍ତି । ମନ୍ଦିର ନିର୍ମାଣର ସେହି ଧାରାକୁ ଆଗକୁ ବଢାଉଛି ତେଲେଙ୍ଗାନାର ୟାଦାଦ୍ରୀ ମନ୍ଦିର । ୧୨ଶହ କୋଟି ଟଙ୍କାରେ ପୁନଃ ନିର୍ମାଣ ହୋଇଥିବା ତେଲେଙ୍ଗାନାର ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ଭବ୍ୟ …

ବିନା ସିମେଣ୍ଟରେ କଳା ମୁଗୁନି ପଥରର ବିଶାଳ ମନ୍ଦିର ,ଖର୍ଚ୍ଚ ହୋଇଛି ୧୨ ଶହ କୋଟି ଟଙ୍କା Read More »

mayawati, akhilesh yadav, sp vs bsp, azamgarh bypoll, odia blog, rising odisha

ଆଜମଗଡରେ ମାୟାବତୀଙ୍କ ଗୁଗଲି, ଉପ ନିର୍ବାଚନରେ ଅଖିଳେଶଙ୍କୁ ଘେରିଲେ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏକରକମ ଅସ୍ତିତ୍ୱ ହରାଇଥିବା ବହୁଜନ ସମାଜ ପାର୍ଟି ନିଜକୁ ସଂଗଠିତ କରିବାକୁ ଉଦ୍ୟମ କରୁଛି । ତେବେ ଲାଗୁଛି ଯେ, ମାୟାଙ୍କ ନିଶାନାରେ ବିଜେପି କମ ସମାଜବାଦୀ ପାର୍ଟି ଅଧିକ ରହିଛି । ରବିବାର ହୋଇଥିବା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଥିବା ନିଷ୍ପତିରୁ ଏହା ଜଣା ପଡୁଛି । ବିଏସପି ସୁପ୍ରିମୋଙ୍କ ଏହି ନିଷ୍ପତି ଏସପି ମୁଖିଆ ଅଖିଳେଶଙ୍କ ଚିନ୍ତା ବଢାଇ ଦେବ । କାରଣ କରହଲ ବିଧାନସଭା ଆସନରୁ …

ଆଜମଗଡରେ ମାୟାବତୀଙ୍କ ଗୁଗଲି, ଉପ ନିର୍ବାଚନରେ ଅଖିଳେଶଙ୍କୁ ଘେରିଲେ Read More »

RSS
Follow by Email
Scroll to Top
Close Bitnami banner
Bitnami