Author name: user

xi jinping latest, xi jinping latest news china,china president arrest news, odia blog, rising odisha

ଚୀନରେ ସାମରିକ ବିଦ୍ରୋହ ଖବର କେତେ ସତ ? ସତରେ କ’ଣ ସି ଜିନପିଙ୍ଗ ଗୃହବନ୍ଦୀ ?

ଚୀନ ଓ ଏହାର ସର୍ବେସର୍ବା ରାଷ୍ଟ୍ରପତି ସି ଜିନପିଙ୍ଗକୁ ନେଇ ବଡ଼ଧରଣର ଗୁଜବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶନିବାର ଦିନ ଏହି ଗୁଜବ ଜୋର ଧରିଥିଲା । ବିଜେପି ନେତା ତଥା ଚୀନ ବିଶେଷଜ୍ଞ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଟୁଇଟ୍ କରି ଏହି ଗୁଜବକୁ ଅଧିକ ବଳ ଦେଇଥିଲେ । ତେବେ ସେ ଗୁଜବର ସତ୍ୟାସତ୍ଯ ଯାଂଚ୍ ଜରୁରୀ ବୋଲି କହିଥିଲେ । ଗୁଜବ ଅନୁସାରେ ଚୀନରେ ଏକ ସାମରିକ ବିଦ୍ରୋହ ଦ୍ୱାରା …

ଚୀନରେ ସାମରିକ ବିଦ୍ରୋହ ଖବର କେତେ ସତ ? ସତରେ କ’ଣ ସି ଜିନପିଙ୍ଗ ଗୃହବନ୍ଦୀ ? Read More »

pfi latest news, popular front of india kerala , popular front of india news, odia blog, rising odisha

ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ କ’ଣ ? କାହିଁକି କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ଏହି ସଂଗଠନ ?

ଗୁରୁବାର ଦିନ ଦେଶର ୧୦ ଟି ରାଜ୍ୟରେ ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ଏନଆଇଏ ଏକ କାଳୀନ ଗୋଟିଏ ସଂଗଠନର ବିଭିନ୍ନ ଅଫିସ ଉପରେ ଚଢାଉ କରିଥିଲା । ଯାହା ଭିତରେ ଏହି ସଂଗଠନର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା । ସଂଗଠନର ନାମ ହେଉଛି ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ-ସର୍ଟକଟରେ ପିଏଫ୍ଆଇ । ଚଢ଼ାଉ ସହିତ ଏନଆଇଏ ପିଏଫ୍ଆଇର ଅଧ୍ୟକ୍ଷ ଓଏମଏ ସଲାମକୁ ମଧ୍ୟ ଗିରଫ କରିଛି । ତେବେ କ’ଣ ପାଇଁ ଏହି ସଂଗଠନ …

ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ କ’ଣ ? କାହିଁକି କେନ୍ଦ୍ର ସରକାରଙ୍କ ଟାର୍ଗେଟରେ ଏହି ସଂଗଠନ ? Read More »

azam khan latest news, azam khan university news, azam khan update news,odia blog, rising odisha

ମ୍ୟୁଜିୟମରୁ ବହି ଚୋରି କରି କାନ୍ଥରେ ଲୁଚାଇଥିଲେ ପୂର୍ବତନ ମନ୍ତ୍ରୀ !

ମନ୍ତ୍ରୀ ଗୋଖାଦ୍ୟ ଖାଇ ଜେଲ ଯାଇଛନ୍ତି । ମନ୍ତ୍ରୀ ବେଡ୍ ତଳେ ନଗଦ ଲାଂଚ ଟଙ୍କା ଲୁଚାଇ ଧରା ପଡ଼ିଥିବାର ଢେର ନଜିର ରହିଛି । ଏବେ ପଢନ୍ତୁ ବହିଚୋର ମନ୍ତ୍ରୀଙ୍କ କାଣ୍ଡକାରଖାନା । ଦିନେ ମନ୍ତ୍ରୀ ଥିବା ଏହି ପୂର୍ବତନ ଟାଣୁଆ ନେତା ଏବେ ନଗଦାନଗଦି ଜେଲରୁ ବାହାରିଛନ୍ତି । ତେବେ ଜେଲରୁ ବାହାରିବା ପରେ ବି ତାଙ୍କ ଟେନସନ୍ କମ ହେଉନି । ଏବେ ତାଙ୍କ ୟୁନିଭର୍ସିଟି କାନ୍ଥଭିତରୁ ବାହାରିଛି ବହି । ବହି …

ମ୍ୟୁଜିୟମରୁ ବହି ଚୋରି କରି କାନ୍ଥରେ ଲୁଚାଇଥିଲେ ପୂର୍ବତନ ମନ୍ତ୍ରୀ ! Read More »

cheetah in madhya pradesh , cheetah in india, cheetah story in india,OdiaBlog, RisingOdisha

ଭାରତରେ ଚିତାଙ୍କ ବଂଶ ଲୋପ ପାଇଁ କାହିଁକି ଜଣେ ରାଜା ଏବେ କାଠଗଡ଼ାରେ ?

ମଧ୍ୟପ୍ରଦେଶର କ୍ରୁନୋ ନ୍ୟାସନାଲ ପାର୍କ ହୋଇଛି ଆଫ୍ରିକାରୁ ଆସିଥିବା ଚିତାଙ୍କ ନୂଆ ଘର । ଆଶା କରାଯାଉଛି ସେଇଠୁ ଆରମ୍ଭ ହେବ ଇତିହାସର ନୂଆ ଏକ ଅଧ୍ୟାୟ । କିନ୍ତୁ ଇତିହାସର ଫର୍ଦ୍ଦ ଲେଉଟାଇଲେ ସାମ୍ନାକୁ ଆସେ ଆଉ ଏକ କାହାଣୀ । ମଧ୍ୟପ୍ରଦେଶରେ ହିଁ ଲେଖାଯାଇଥିଲା ଭାରତୀୟ ଚିତାଙ୍କ ଅନ୍ତର ଅଧ୍ୟାୟ । ୭୦ ବର୍ଷ ତଳେ ଭାରତର ଶେଷ ଚିତା ମଧ୍ୟପ୍ରଦେଶର ଗୋଟିଏ ଜଙ୍ଗଲରେ ଶିକାରୀ ଗୁଳିର ଶିକାର ହୁଏ । ଆଉ ଏହା …

ଭାରତରେ ଚିତାଙ୍କ ବଂଶ ଲୋପ ପାଇଁ କାହିଁକି ଜଣେ ରାଜା ଏବେ କାଠଗଡ଼ାରେ ? Read More »

rabies dog symptoms, rabies dog bite human, rabies in humans symptoms, OdiaBlog, RisingOdisha

୪ ହଜାର ୫ଶହ ବର୍ଷ ହେଲା ଜୀବନ ନେଉଛି ଜଳାନ୍ତକ,୨୫ ବର୍ଷ ପରେ ବି ମାରିଥାଏ ରାବିସ୍ !

କୁକୁର ଓ ମଣିଷର ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି । ନିଜ ଜୀବନ ବଦଳରେ କୁକୁର ମାଲିକର ଜୀବନ ବଂଚାଇବାର ଅନେକ ନଜର ରହିଛି । ମଣିଷ ଶିକାରୀ ଜୀବନ ଛାଡ଼ି କୃଷି ଆପଣାଇବା ଦିନଠାରୁ କୁକୁରକୁ ପୋଷା ମନେଇ ଥିଲା ବୋଲି କୁହାଯାଏ । କୁକୁର ଓ ମଣିଷର ବନ୍ଧୁତାର ବିଶ୍ୱାସ ଭରା ଏହି କାହଣୀ ଭିତରେ କିନ୍ତୁ ଗୋଟିଏ ବିଷ ବି ରହିଛି । ଏମିତି ବିଷ ଯାହା ଗଲା ୪ ହଜାର …

୪ ହଜାର ୫ଶହ ବର୍ଷ ହେଲା ଜୀବନ ନେଉଛି ଜଳାନ୍ତକ,୨୫ ବର୍ଷ ପରେ ବି ମାରିଥାଏ ରାବିସ୍ ! Read More »

conman, sukesh chandrasekhar, bollywood actress, nora fatehi, jacqueline fernandez, bollywood news, money laundering case, extortion case, enforcement directorate, odia blog, rising odisha

ଜଣେ ଦୁଇ ଜଣ ନୁହେଁ ୬ ଜଣ ହିରୋଇନଙ୍କ ପଛରେ ସୁକେଶ ଉଡ଼ାଉଥିଲା ଟଙ୍କା !

ମହାଠକ ସୁକେଶ କେମିତି ନିଜ ଠକେଇ ଜାଲରେ ପକାଇ ବଡ଼ବଡ଼ ଶିଳ୍ପପତିଙ୍କୁ ଠକୁଥିଲା ସେ କଥା ଆଉ ନୁଆ ନୁହେଁ । ଏହା ମଧ୍ୟ ନୁଆ ନୁହେଁ ଯେ, ବଲିଉଡର ନାମକରା ହିରୋଇନ୍ ଗିଫ୍ଟ ଲୋଭରେ ତା’ ସହିତ ସମ୍ପର୍କ ବଢାଇଥିଲେ । ଜ୍ୟାକଲିନଙ୍କୁ ସୁକେଶ ସହିତ ସମ୍ପର୍କ ମହଙ୍ଗା ପଡ଼ିଥିବା ବେଳେ ନୋରା ଏବେ ଜେରା ପରେ ଜେରାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏହାଭିତରେ ଇଡି ଆଉଏକ ବଡ଼ ଖୁଲାସା କରିଛି । ଇଡି …

ଜଣେ ଦୁଇ ଜଣ ନୁହେଁ ୬ ଜଣ ହିରୋଇନଙ୍କ ପଛରେ ସୁକେଶ ଉଡ଼ାଉଥିଲା ଟଙ୍କା ! Read More »

china, foreign media, china president, xi jinping, pak debt trap china, sri lanka debt trap, odia blog, rising odisha

ବାହାର ଦେଶର ମିଡ଼ିଆକୁ ଡରାଉଛି ଡ୍ରାଗନ, ଚୀନ୍ ରାଷ୍ଟ୍ରପତିଙ୍କୁ ହିରୋ କରିବାକୁ ଚାପ

ଚୀନ୍ ରାଷ୍ଟ୍ରପତି ଭାବେ ସି ଜିନପିଙ୍ଗଙ୍କର ଅକ୍ଟୋବର ମାସରେ ତୃତୀୟଥର ପାଇଁ ରାଜ୍ୟାଭିଷେକ ହେବ । ଏଥିପାଇଁ କମ୍ୟୁନିଷ୍ଟ୍ ପାର୍ଟିର ବୈଠକ ଡକା ହୋଇଛି । ଏମିତିରେ ସି ଜିନପିଙ୍ଗ୍ ଚୀନ୍ ଇତିହାସର ସବୁଠାରୁ ଶକ୍ତିଶାଳୀ ଶାସକ ଭାବେ ଉଭା ହୋଇଛନ୍ତି । ମାଓ ଓ ଚୀନର ପୁରୁଣା ଶକ୍ତିଶାଳୀ ସମ୍ରାଟ ମାନଙ୍କଠାରୁ ବି ଅଧିକ ଶକ୍ତିର ଅଧିକାରୀ ହେଉଛନ୍ତି ସି ଜିନ ପିଙ୍ଗ । ତେବେ ଜିନପିଙ୍ଗଙ୍କ ଇମେଜ ଉପରେ କରୋନା କାଳ,ମାନବାଧିକାର ଉଲ୍ଲଙ୍ଘନ ମାମାଲ …

ବାହାର ଦେଶର ମିଡ଼ିଆକୁ ଡରାଉଛି ଡ୍ରାଗନ, ଚୀନ୍ ରାଷ୍ଟ୍ରପତିଙ୍କୁ ହିରୋ କରିବାକୁ ଚାପ Read More »

ଡିଜନି-ହଟଷ୍ଟାର ଆଣୁଛି ମହାଭାରତ ଉପରେ ଇଣ୍ଟରନ୍ୟାସନାଲ ୱେବସିରିଜ୍

ପାଖାପାଖି ତିନି ଦଶକ ପରେ ମହାଭାରତ ପୁଣି ଥରେ ଫେରୁଛି । ସେତେବେଳେ ଭାରତୀୟ ଦର୍ଶକ ମହାଭାରତର ମାୟାରେ ପଡିଯାଇଥିଲେ । ଏଥର ପୁରା ବିଶ୍ୱ ମହାଭାରତକୁ ଦେଖିବ । କାରଣ ବର୍ଷକ ପରେ ମହାଭାରତ ୱେବ୍ ସିରିଜ୍ ଭାବେ ମୁକ୍ତିଲାଭ କରିବ । ଆଉ ତା’ ପୁଣି ଦୁନିଆର ସବୁଠାରୁ ବଡ଼ ଓଟିଟି ପ୍ଲାଟଫର୍ମ ଡିଜନୀ ହଟଷ୍ଟାରରେ । ଏହାର ନିର୍ମାତା ମହାଭାରତକୁ ଅନ୍ତର୍ଜାତୀୟ ମାନକରେ ଭବ୍ୟ ରୂପ ଦେବାକୁ ଅଣ୍ଟା ଭିଡିଛନ୍ତି । ଏନେଇ …

ଡିଜନି-ହଟଷ୍ଟାର ଆଣୁଛି ମହାଭାରତ ଉପରେ ଇଣ୍ଟରନ୍ୟାସନାଲ ୱେବସିରିଜ୍ Read More »

indian mbbs students in china, mbbs in china for indian students 2022 , indian students studying mbbs in china , odia blog, rising odisha

ଚୀନରେ ମେଡିକାଲ ପଢାଇବାକୁ ଚାହୁଁଥିବ ଅଭିଭାବକଙ୍କ ପାଇଁ ଜରୁରୀ ଖବର,ଚୀନ ସାର୍ଟିଫିକେଟରେ ପ୍ରାକ୍ଟିସ କରିବା ସହଜ ନୁହଁ

ୟୁକ୍ରେନ୍ ଓ ଋଷ ଯୁଦ୍ଧ ପରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ର ନିଜ ଦେଶକୁ ଫେରିଥିଲେ । ମେଡିକାଲ ପଢିବାକୁ ଯାଇଥିବା ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗୋଟିଏ ଯୁଦ୍ଧ ବରବାଦ କରି ଦେଇଥିଲା । ପ୍ରତିବର୍ଷ ଭାରତରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ମେଡିକାଲ ପଢିବା ପାଇଁ ବିଦେଶକୁ ଯାଇଥାନ୍ତି । ଭାରତୀୟ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅନେକ ମଧ୍ୟ ଏଥିପାଇଁ ଚୀନକୁ ବାଛିଥାନ୍ତି । ତେବେ ଏବେ ଭାରତ ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ଗାଇଡଲାଇନ୍ …

ଚୀନରେ ମେଡିକାଲ ପଢାଇବାକୁ ଚାହୁଁଥିବ ଅଭିଭାବକଙ୍କ ପାଇଁ ଜରୁରୀ ଖବର,ଚୀନ ସାର୍ଟିଫିକେଟରେ ପ୍ରାକ୍ଟିସ କରିବା ସହଜ ନୁହଁ Read More »

bharat jodo yatra, bharat jodo yatra congress, bharat jodo yatra rahul gandhi, odia blog , rising odisha

ଭାରତ ଇତିହାସର ଏମିତି ୫ ଯାତ୍ରା ଯାହା ଭାରତୀୟ ରାଜନୀତିରେ ଆଣିଥିଲା ବିରାଟ ପରିବର୍ତ୍ତନ

ସେପ୍ଟେମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀ ଆରମ୍ଭ କରିଛନ୍ତି ଭାରତ ଯୋଡୋ ଯାତ୍ରା । କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଅନ୍ତ ହେବ କାଶ୍ମୀରରେ । ୫ ମାସ ବା ୧୮୦ ଦିନର ଏହି ଯାତ୍ରାର ମୁଳ ରାଜନୈତିକ ଲକ୍ଷ୍ୟ ମିଶନ ୨୦୨୪ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ବିଜେପି ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଏବେଠାରୁ ରାଜନୈତିକ ଇଛା ଉବୁକା ମାରିଲାଣି । ନେତା ନିଜ ରାଜ୍ୟ ଛାଡ଼ି …

ଭାରତ ଇତିହାସର ଏମିତି ୫ ଯାତ୍ରା ଯାହା ଭାରତୀୟ ରାଜନୀତିରେ ଆଣିଥିଲା ବିରାଟ ପରିବର୍ତ୍ତନ Read More »

RSS
Follow by Email
Scroll to Top
Close Bitnami banner
Bitnami