Author name: user

ରାହୁଲଙ୍କ ସମର୍ଥନରେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ । ଏହା ପରେ ବିଜେପି ସମେତ ହିନ୍ଦୁ ସଂଗଠନ ତାଙ୍କ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିଥିଲେ । ବର୍ତ୍ତମାନ ରାହୁଲଙ୍କ ସେହି ବୟାନରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରୟା ସାମ୍ନାକୁ ଆସିଛି । ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଛନ୍ତି । ସେ ରାହୁଲଙ୍କୁ ସୁରକ୍ଷା …

ରାହୁଲଙ୍କ ସମର୍ଥନରେ ଶଙ୍କରାଚାର୍ଯ୍ୟ Read More »

ଟି-୨୦ ରାଙ୍କର ଶୀର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍ ଇଣ୍ଡିଆ ବାର୍ବାଡୋସରେ ଇତିହାସ ରଚିଛି । ଟି-୨୦ ବିଶ୍ବକପ୍ ବିଜୟୀ ହେବା ପରେ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଓ ଉତ୍ସାହ ଭରିଯାଇଛି ।ଏହାରି ଭିତରେ ଏକ ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ କ୍ରିକେଟର । ନିଜ ଟାଟୁ, ହେୟାର ଷ୍ଟାଇଲ ପାଇଁ …

ଟି-୨୦ ରାଙ୍କର ଶୀର୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା Read More »

ବିଜେପିକୁ ଝଟ୍‌କା: ଇସ୍ତଫା ଦେଲେ କୃଷି ମନ୍ତ୍ରୀ

ରାଜସ୍ଥାନ ରାଜନୀତିରେ ହଲଚଲ୍ । କୃଷି ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରୋଡି ଲାଲ ମୀନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ। ଇସ୍ତଫା କିଛିଦିନ ପୂର୍ବରୁ ପଠାଯାଇଥିଲା, କିନ୍ତୁ ଆଜି ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରରେ ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଲୋକସଭା ନିର୍ବାଚନ ସମୟରେ କିରୋଡି …

ବିଜେପିକୁ ଝଟ୍‌କା: ଇସ୍ତଫା ଦେଲେ କୃଷି ମନ୍ତ୍ରୀ Read More »

ଓଡିଶା ଆସୁଛି ଲଘୁଚାପ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୭ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ, ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ ।ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ ବର୍ଷା ୫୦ରୁ ୬୦ମି.ମି. ରହିପାରେ । ଜୁଲାଇ ପ୍ରଥମାର୍ଦ୍ଧରେ …

ଓଡିଶା ଆସୁଛି ଲଘୁଚାପ Read More »

୬ ଦିନରେ ୩୭୦ କୋଟିର ବ୍ୟବସାୟ କଲା କଲ୍କି

ପ୍ରଭାସଙ୍କ ଚଳଚ୍ଚିତ୍ର ‘କଲ୍କି ୨୮୯୮ ଏଡି ‘ ବକ୍ସ ଅଫିସରେ ଆଶା ଠାରୁ ଭଲ ପ୍ରଦର୍ଶନ କରୁଛି । ରିଲିଜ ହେବାର ପ୍ରଥମ ଦିନରୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲପାଇବା ସାଉଁଟୁଛି । ସିନେମାଘର ବାହାରେ ଦର୍ଶକଙ୍କ ଭିଡ଼ ବଖାଣୁଛି ଏହାର ସଫଳତା । ପ୍ରତ୍ୟେକଦିନ ସିନେମାଟି ଭଲ ବ୍ୟବସାୟ କରୁଛି । ଫିଲ୍ମ ରିଲିଜ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି । ବକ୍ସ ଅଫିସରେ ଏହି ସିନେମାଟି ଚହଳ …

୬ ଦିନରେ ୩୭୦ କୋଟିର ବ୍ୟବସାୟ କଲା କଲ୍କି Read More »

ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗକରି ରାଜ୍ୟ ସରକାରଙ୍କ ଉପରେ ପ୍ରେସମିଟକରି ବର୍ଷିଛି ପ୍ରମୁଖ ବିରୋଧୀ ଦଳ ବିଜେଡି । ବିଜେଡିର ବରିଷ୍ଠ ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସେଚେତକ ପ୍ରମିଳା ମଲ୍ଲିକ ଏବଂ ବିଜେଡିନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛି ଶାସକଦଳ । ସାଧାରଣ ଲୋକ ଆଶା କରୁଛନ୍ତି , ଭଲ ଖାଇବେ ଓ ଶସ୍ତାରେ …

ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି Read More »

ଫେରୁଛି ଟିମ୍ ଇଣ୍ଡିଆ

ଭାରତୀୟ ଦଳ ଗତ କିଛି ଦିନ ହେବ ବାରବାଡୋସରେ ଫସିରହିଛି । ଟି -20 ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାତ୍ୟା କାରଣରୁ ବାରବାଡୋସରେ ଏକ ପଞ୍ଚତାରକା ହୋଟେଲରେ ରହିଛି । ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ବାରବାଡୋସରେ ଶନିବାର, ଜୁନ୍ ୨୯ ତାରିଖରେ ଖେଳାଯାଇଥିଲା । ଏହାପରେ, ପରଦିନ ବାତ୍ୟା ଯୋଗୁଁ ବାରବାଡୋସର ବିମାନବନ୍ଦର ବନ୍ଦ କରାଯାଇଥିଲା । ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ତିଆ ଭାରତ ଫେରୁଛି …

ଫେରୁଛି ଟିମ୍ ଇଣ୍ଡିଆ Read More »

ମୋବାଇଲ ୟୁଜର୍ସଙ୍କ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : ଦୈନନ୍ଦିନ ଜୀବନରେ ଏବେ ମୋବାଇଲ ବେଶ ଗୁରୁତ୍ୱପୂର୍ଣ୍ଣ । ବିନା ମୋବାଇଲରେ ଘଣ୍ଟାଏ ସମୟ ବିତାଇବା ଗୋଟିଏ ପ୍ରକାର ଅସମ୍ଭବ ହୋଇପଡିଛି । ଏସବୁ ଭିତରେ ମୋବାଇଲ ବ୍ୟବହାରକାରିଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ମୋବାଇଲରେ ବ୍ୟବହାର କରୁଥିବା ସିମ୍ ବଦଳାଇବାକୁ ଚାହୁଁଥିଲେ ନୂଆ ନିୟମ ମାନିବାକୁ ପଡ଼ିବ। ସିମ୍ ପୋର୍ଟିଂ ପାଇଁ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ନିୟମ। ଏଣିକି ମୋବାଇଲ୍ ନମ୍ବରକୁ ପୋର୍ଟ କରିବାକୁ …

ମୋବାଇଲ ୟୁଜର୍ସଙ୍କ ପାଇଁ ଆସିଲା ନୂଆ ନିୟମ Read More »

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ୍ ଲଗାଇ ଦେଇଥିବା ବେଳେ , ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି । ସ୍ୱାମୀଙ୍କ ଅଡୁଆ ବଢୁଥିବା ଦେଖି ଏବେ ରାଗିଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ । ସୁନୀତା ସୋଶାଲ ମିଡିଆରେ ଏକ ନୋଟ୍ ପୋଷ୍ଟ କରି ଗର୍ଜ୍ଜିଛନ୍ତି । ସେ କେଜ୍ରିୱାଲଙ୍କ …

ଗର୍ଜ୍ଜିଲେ କେଜ୍ରିୱାଲଙ୍କ ପତ୍ନୀ Read More »

ଭାରତ ହାତରେ ଫାଇନାଲ ଟିକେଟ

ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ର ଆଉ ଏକ ରୋମାଞ୍ଚକର ସେମିଫାଇନାଲ ମୁକାବିଲା ଭାରତ ଏବଂ ଇଂଲଣ୍ଡ ଆଜି ପ୍ରୋଭିଡେନ୍ସ ଗୁଇନାରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୮ ଟା ସମୟରେ ଖେଳାଯିବା ନେଇ ସ୍ଥିରହୋଇଥିଲା । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ବିନା ସେମିଫାଇନାଲ ଖେଳି ସିଧାସଳଖ ଫାଇନାଲ ଟିକେଟ ପାଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ଏବଂ ଦିନରେ ସମ୍ଭାବ୍ୟ ବଜ୍ରପାତ ହେତୁ ବ୍ଲକବଷ୍ଟର ମ୍ୟାଚ୍ ଧୋଇଯିବାର ସମ୍ଭାବନା …

ଭାରତ ହାତରେ ଫାଇନାଲ ଟିକେଟ Read More »

RSS
Follow by Email
Scroll to Top
Close Bitnami banner
Bitnami