ଇଡଲି ଦୋକାନରୁ ଇସ୍ରୋ,ରାସ୍ତାକଡରୁ ଚନ୍ଦ୍ରୟାନ

ଯେଉଁଠି ଇଛା ସେଇଠି ରାସ୍ତା ଅଛି । ବାଧା ପ୍ରତିବନ୍ଧକ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିର ସ୍ୱପ୍ନକୁ ଅଟକାଇ ପାରେ ନାହିଁ । ଦୃଢ ଇଛାଶକ୍ତି ଆଗରେ ହାର ମାନେ ସବୁ ପ୍ରତିବନ୍ଧକ । ଯାହାର ଉଦାହରଣ ହେଉଛନ୍ତି ଭରତ କୁମାର । ଭରତ କୁମାର,ସେହି ଯୁବକ ଯିଏ ରାସ୍ତା କଡ଼ରେ ଦିନେ ଇଡଲି ବିକ୍ରି କରୁଥିଲେ । ଘର ଚଳାଇବା ପାଇଁ ମା’ଙ୍କ ସହିତ ଠେଲା ଗାଡ଼ି ଚଳାଉଥିଲେ,ଏବେ ସେହି ଭରତ କୁମାରଙ୍କ ନାମ ସାମିଲ ହୋଇଛି …

ଇଡଲି ଦୋକାନରୁ ଇସ୍ରୋ,ରାସ୍ତାକଡରୁ ଚନ୍ଦ୍ରୟାନ Read More »


After 2nd paragraph post ads