ମୋବାଇଲ ୟୁଜର୍ସଙ୍କ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : ଦୈନନ୍ଦିନ ଜୀବନରେ ଏବେ ମୋବାଇଲ ବେଶ ଗୁରୁତ୍ୱପୂର୍ଣ୍ଣ । ବିନା ମୋବାଇଲରେ ଘଣ୍ଟାଏ ସମୟ ବିତାଇବା ଗୋଟିଏ ପ୍ରକାର ଅସମ୍ଭବ ହୋଇପଡିଛି । ଏସବୁ ଭିତରେ ମୋବାଇଲ ବ୍ୟବହାରକାରିଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ମୋବାଇଲରେ ବ୍ୟବହାର କରୁଥିବା ସିମ୍ ବଦଳାଇବାକୁ ଚାହୁଁଥିଲେ ନୂଆ ନିୟମ ମାନିବାକୁ ପଡ଼ିବ। ସିମ୍ ପୋର୍ଟିଂ ପାଇଁ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ନିୟମ। ଏଣିକି ମୋବାଇଲ୍ ନମ୍ବରକୁ ପୋର୍ଟ କରିବାକୁ …

ମୋବାଇଲ ୟୁଜର୍ସଙ୍କ ପାଇଁ ଆସିଲା ନୂଆ ନିୟମ Read More »