senior bjd leader kartik pandian

 ବୌଦ୍ଧରେ ପାଣ୍ଡିଆନଙ୍କ ପ୍ରଚାର

ବୌଦ୍ଧ: ବୌଦ୍ଧରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ସରକାରଙ୍କ ବିଭିନ୍ନ ଯୋଜନା ନେଇ ଭୋଟରଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ । ନିର୍ବାଚନରେ ଟୁରିଷ୍ଟ ଭଳି ବିରୋଧୀ ନେତା ଆସିବେ । ଆଉ ନିର୍ବାଚନ ପରେ ସେମାନଙ୍କୁ ପାଇବେ ନାହିଁ । ପୁଣି ୫ ବର୍ଷ ପରେ ସେମାନେ ଆସିବେ । କିନ୍ତୁ ବିଜେଡି ସବୁବେଳେ ଆପଣଙ୍କ ସୁଖଦୁଃଖରେ ଠିଆ ହେବ । ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଆପଣ ମାନେ …

 ବୌଦ୍ଧରେ ପାଣ୍ଡିଆନଙ୍କ ପ୍ରଚାର Read More »

ନିର୍ବଚନୀ ପ୍ରଚାରର ତାତି ଭିତରେ ପଖାଳର ମଜା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାର ର ଉଷ୍ଣତା ମଧ୍ୟରେ ପଖାଳ ର ମଜ୍ଜା ନେଇଛନ୍ତି ୫ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ । ସାଥିରେ ଥିଲେ ‘ଇଣ୍ଡିଆ ଟୁଡେ’ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ । ମଧ୍ୟାହ୍ନ ଭୋଜନ ମେନୁ ଥିଲା ଖରା ଦିନର ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳ । କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ, ବଡି ଚୁରା, ଭେଣ୍ଡି ଭଜା, ଆଳୁ ଭରତା ଆଉ ଦହିର ମଜ୍ଜା ନେଇଥିଲେ ଦୁଇ …

ନିର୍ବଚନୀ ପ୍ରଚାରର ତାତି ଭିତରେ ପଖାଳର ମଜା Read More »

RSS
Follow by Email
Scroll to Top
Close Bitnami banner
Bitnami