ଗୁଗୁଲ୍ ଆଣିଲା ନୂଆ ଦମଦାର ଫିଚର୍‌

ସୋସିଆଲ ମିଡିଆ ଯୁଗରେ ଆଜି ବି ଅନେକ ଲୋକ ପଢିବା ପାଇଁ ପସନ୍ଦ କରନ୍ତି । ଖାଲି ସମୟରେ ବହି ଏବଂ ନୋଭେଲ୍ ଆଦି ପଢିବାରେ ଅନେକ ଲୋକ ରୁଚି ରଖନ୍ତି । ଅନେକ ଲୋକ ନିଜ ଫୋନ୍, ଟ୍ୟାବ୍ କିମ୍ବା ଲାପଟପ୍ ରେ କାହାଣୀ,ନ୍ୟୁଜ୍ ଆଦି ପଢିବା ପସନ୍ଦ କରନ୍ତି । ଗୁଗୁଲ୍ ଏପରି ୟୁଜର୍ସଙ୍କ ପାଇଁ ଏକ ନୂତନ ଫିଚର ଆଣିଛି । ଯାହା ସାହାଯ୍ୟରେ ବର୍ତ୍ତମାନ ଆପଣ ପଢିବା ବ୍ୟତୀତ ଏହାକୁ ଶୁଣି …

ଗୁଗୁଲ୍ ଆଣିଲା ନୂଆ ଦମଦାର ଫିଚର୍‌ Read More »