finance minister nirmala sitharaman

ଅର୍ଥମନ୍ତ୍ରୀଙ୍କ ପାଖରେ ଅର୍ଥ ନାହିଁ, ଲଢିବେନି ନିର୍ବାଚନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ପାଖରେ ଅର୍ଥ ନାହିଁ । ଅର୍ଥାତ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ଅର୍ଥ ନାହିଁ । ତେଣୁ ସେ ଏଥର ନିର୍ବାଚନ ଲଢିବେ ନାହିଁ । ଏକଥା ଆମେ ନୁହେଁ ଖୋଦ୍ ଅର୍ଥମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ତେଣୁ ସେ ନିର୍ବାଚନ ଳଢ଼ିବାକୁ ଚାହୁନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । …

ଅର୍ଥମନ୍ତ୍ରୀଙ୍କ ପାଖରେ ଅର୍ଥ ନାହିଁ, ଲଢିବେନି ନିର୍ବାଚନ Read More »

ବଜେଟ ଉପସ୍ଥାପନା ସମୟରେ ନିର୍ମଳାଙ୍କ ଶାଢ଼ିର ରଙ୍ଗ ଦିଏ ବାର୍ତ୍ତା

ନୂଆଦିଲ୍ଲୀ: କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନ କରିଛନ୍ତି । ପ୍ରତିଥର ବଜେଟ ଉପସ୍ଥାପନା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ହସ୍ତତନ୍ତ ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଛି । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରତ୍ୟେକ ଶାଢ଼ି ରଙ୍ଗରେ କିଛି କିଛି ବାର୍ତ୍ତା ଦେଇଛନ୍ତି । ଚଳିତଥର ସୀତାରମଣ ବଜେଟ ଉପସ୍ଥାପନ ବେଳେ ହସ୍ତତନ୍ତର ହାଲକା ନୀଳ …

ବଜେଟ ଉପସ୍ଥାପନା ସମୟରେ ନିର୍ମଳାଙ୍କ ଶାଢ଼ିର ରଙ୍ଗ ଦିଏ ବାର୍ତ୍ତା Read More »

ରାଷ୍ଟ୍ରପତିଙ୍କ ହାତରୁ ମିଠା ଖାଇ ସଂସଦକୁ ଗଲେ ସୀତାରମଣ

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ଯିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ମିଠା ଖାଇ ସଂସଦକୁ ଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ କରାଯାଇଛି । ୨୦୨୪ ମସିହା ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦକୁ ଯିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ଏହାର ଫଟୋ ଏବେ ସାମ୍ନାକୁ ଆସିଛି । ଡିଜିଟାଲ୍ ଫର୍ମାଟରେ କରିଥିଲେ ବଜେଟ୍ ଉପସ୍ଥାପନ ଅର୍ଥମନ୍ତ୍ରୀ ସୀତାରମଣ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆସିଥିଲେ, …

ରାଷ୍ଟ୍ରପତିଙ୍କ ହାତରୁ ମିଠା ଖାଇ ସଂସଦକୁ ଗଲେ ସୀତାରମଣ Read More »

union budget 2022, nirmala sitharaman, finance minister, modi govt budget, central govt, budget session, india budget 2022 survey, rising odisha, odia blog

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ

ମୋଦି ସରକାରର ୨୦୨୨ ବଜେଟକୁ ନେଇ ଉତ୍ତର ଭାରତର ଏକ ପ୍ରମ୍ମୁଖ ହିନ୍ଦି ଖବରକାଗଜ ଦୈନିକ ଭାସ୍କର କରିଥିବା ଅନଲାଇନ୍ ସର୍ବେକ୍ଷଣରୁ ଯେଉଁ ତଥ୍ୟ ଆସିଛି ତାହା କେନ୍ଦ୍ର ସରକାର ଲାଗି ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସତର୍କ ଘଣ୍ଟି । ଏହି ସର୍ଭେରେ ଭାଗ ନେଇଥିବା ୫୮ ପ୍ରତିଶତରୁ ଅଧିକ ଲୋକଙ୍କ କହିବା ହେଉଛି-ବଜେଟ୍ କିଛି କାମକୁ ନୁହେଁ । ଏହି ବଜେଟ୍ ନିରାଷଜନକ ବୋଲି ସେମାନଙ୍କ ମତ । ୫୫ ପ୍ରତିଶତ ଲୋକଙ୍କ କହିବା …

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ Read More »

RSS
Follow by Email
Scroll to Top
Close Bitnami banner
Bitnami