Election news

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI

ଭୁବନେଶ୍ୱର : ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI । ନିର୍ବାଚନ ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ ଦୀପାଳି । ସେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଏହାକୁ ଚେକିଂ ଓ ଭେରିଫିକେସନ ପାଇଁ ECI ଗ୍ରହଣ କରିଥିବା ସୂଚନା ମିଳିଛି । ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର EVM ଯାଞ୍ଚ ପାଇଁ ଅନୁମତି ମିଳିଛି । ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ …

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI Read More »

ସମ୍ବଲପୁରରେ ଜୋରସୋରରେ ଚାଲିଛି ପ୍ରଣବଙ୍କ ପ୍ରଚାର

ସମ୍ବଲପୁର: ସମ୍ବଲପୁରରେ ଜୋରସୋରରେ ଚାଲିଛି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚାର । ସକାଳୁ ସକାଳୁ ତାଳବ ସମେଲେଇ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ପ୍ରଣବ । ଶହଶହ କର୍ମୀ ଓ ଜନସାଧାରଣଙ୍କ ସହ ବିଶାଳ ପଦଯାତ୍ରାରେ ଯାଇ ସେ ମନ୍ଦିରରେ ପହଞ୍ଚିଥିଲେ । ଏଠାରେ ଲେଶକେ ପ୍ରଣବଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ପୁରା ପରିବେଶ ବାଜାବାଣରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହାପରେ ପ୍ରଣବ ମନ୍ଦିରରେ …

ସମ୍ବଲପୁରରେ ଜୋରସୋରରେ ଚାଲିଛି ପ୍ରଣବଙ୍କ ପ୍ରଚାର Read More »

ଗ୍ରୀଷ୍ମପ୍ରବାହ ନେଇ ଅଧିକ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୯ରୁ ଜୁନ୍ ୧ ମଧ୍ୟରେ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ଏହି ମହାପର୍ବ ପାଇଁ ଅବଗଣନା ଆରମ୍ଭ ହୋଇଥିବା ବେଳେ ଖରାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ଏପ୍ରିଲ ଓ ମେ’ ମାସରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଏଭଳି ସମୟରେ ନିର୍ବାଚନୀ ଶୋଭାଯାତ୍ରା, ପ୍ରାର୍ଥୀ ଓ …

ଗ୍ରୀଷ୍ମପ୍ରବାହ ନେଇ ଅଧିକ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ Read More »

ଆଉ ନିର୍ବାଚନ ଲଢିବ ନାହିଁ ଟିଡିପି !

ନୂଆଦିଲ୍ଲୀ: ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ୫୨ ଦିନ ଜେଲରେ ରହିଥିଲେ । ଜେଲରୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଭଳି ପରିସ୍ଥିତିରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ତାଙ୍କ ଦଳର ନିଷ୍ପତ୍ତି ହେଡଲାଇନରେ ରହିଛି । ତେବେ ପ୍ରଶ୍ନ ଉଠୁଛି କେଉଁ କାରଣଗୁଡିକ ହେତୁ ଟିଡିପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛି । ଜୁନ୍ ୨୦୧୪ ପୂର୍ବରୁ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶର ଏକ ଅଂଶ ଥିଲା ଏବଂ ସାମଗ୍ରିକ …

ଆଉ ନିର୍ବାଚନ ଲଢିବ ନାହିଁ ଟିଡିପି ! Read More »

ତେଲେଙ୍ଗାନା ଭୋଟ୍ ଆଜି: ମାଓବାଦୀ ପ୍ରଭାବିତ ଅଂଚଳରେ କଡ଼ା ସୁରକ୍ଷା

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର । ନିର୍ବାଚନକୁ ଦୃଷ୍ଟିରେ ମାଓବାଦୀ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବେଦନଶିଳ ବୁଥ୍ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୩ ତାରିଖରେ ଫଳାଫଳ ଘୋଷଣା ହେବ । ମାଓବାଦୀ …

ତେଲେଙ୍ଗାନା ଭୋଟ୍ ଆଜି: ମାଓବାଦୀ ପ୍ରଭାବିତ ଅଂଚଳରେ କଡ଼ା ସୁରକ୍ଷା Read More »

ରାଜସ୍ଥାନରେ ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଲଢ଼ୁଛନ୍ତି

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟ ଗ୍ରହଣ ହେବ । ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ । ଭୋଟଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଗୁରୁବାର ରାଜ୍ୟରେ ନିର୍ବାଚନ ପ୍ରଚାର …

ରାଜସ୍ଥାନରେ ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଲଢ଼ୁଛନ୍ତି Read More »

ଫାଳ ଫାଳ ହୋଇଥିବା କଂଗ୍ରେସକୁ ଏକତ୍ର କରୁଛନ୍ତି ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ପାଞ୍ଚଟି ରାଜ୍ୟରେ କଂଗ୍ରେସକୁ ଜିତାଇବା ପାଇଁ ଜୋରସୋର ଚେଷ୍ଟା ଚଳାଇଛନ୍ତି , କିନ୍ତୁ ତେଲେଙ୍ଗାନା ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ଦୀର୍ଘ ଦିନର ରଣନୀତି ଦର୍ଶାଉଛି ଯେ ସେ ଏକ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ସର୍ବଶେଷରେ, ରାହୁଲ ଗାନ୍ଧୀ ଦକ୍ଷିଣରେ କଂଗ୍ରେସକୁ ଆଗେଇ ନେବାକୁ ଅଣ୍ଟା ଭିଡିଛନ୍ତି । ତେଲେଙ୍ଗାନା ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ଭାରତ ଯୋଡ ଯାତ୍ରା ପୂର୍ବରୁ ତେଲେଙ୍ଗାନାରେ କଂଗ୍ରେସ ଫାଳ ଫାଳ ହୋଇଯାଇଥିଲା, …

ଫାଳ ଫାଳ ହୋଇଥିବା କଂଗ୍ରେସକୁ ଏକତ୍ର କରୁଛନ୍ତି ରାହୁଲ Read More »

କଡ଼ା ସୁରକ୍ଷା ମଧ୍ୟରେ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ମିଜୋରାମ ଓ ଛତିଶଗଡ଼ ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ଆଜି ମିଜୋରାମ ରାଜ୍ୟର ସମସ୍ତ ୪୦ଟି ଯାକ ଆସନରେ ମତଦାନ ହେଉଥିବା ବେଳେ ଛତିଶଗଡ଼ ରାଜ୍ୟର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତ ଗ୍ରହଣ ଆରମ୍ଭ ହୋଇଛି । ଛତିଶଗଡ଼ର ମାଓବାଦୀ ପ୍ରବଣ ବସ୍ତର ଡିଭିଜନର ୭ ଜିଲ୍ଲାର ୧୨ଟି ଆସନ ସହ ଅନ୍‌୍ୟ ୪ଟି ଜିଲ୍ଲାର ୮ଟି ଆସନରେ ଭୋଟିଂ …

କଡ଼ା ସୁରକ୍ଷା ମଧ୍ୟରେ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ମତଦାନ ଆରମ୍ଭ Read More »

ରାସ୍ତାକଡ ଦୋକାନରେ ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ ରାଜନୈତିକ ଦଳମାନେ ସେମାନଙ୍କ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି । ଜନସମ୍ପର୍କ ଏବଂ ନିର୍ବାଚନ ପ୍ରଚାର ମଧ୍ୟ ଏହି ଅଭିଯାନର ଏକ ଅଂଶ ପାଲଟିଛି । ନିର୍ବାଚନ ପ୍ରଚାର ପାଇଁ ତେଲେଙ୍ଗାନାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ତାଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ଏକ ରାସ୍ତାକଡ଼ ହୋଟେଲ୍‌ରେ ଦୋସା …

ରାସ୍ତାକଡ ଦୋକାନରେ ଦୋସା ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ Read More »

ସାଧାରଣ ସଭା ମଞ୍ଚରୁ ସିଧା ମୋଦିଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ : ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଦଳ ପକ୍ଷରୁ ପ୍ରଚାର ଆରମ୍ଭ କରିଛନ୍ତି । ଦୁଇ ଦିନିଆ ଗସ୍ତରେ ଆଇଜୋଲ ପହଞ୍ଚିଥିବା ରାହୁଲ ଗାନ୍ଧି ସହରରେ ଏକ ବିରାଟ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୟରେ କଂଗ୍ରେସ ସମର୍ଥକ ଏବଂ ଜନସାଧାରଣ ମଧ୍ୟ ତାଙ୍କୁ ସ୍ୱାଗତ କରିଥିବାର ଦେଖିବା ପାଇଁ ମିଳିଥିଲା । ଏହି ଗସ୍ତ ସମୟରେ ରାହୁଲ ଗାନ୍ଧି ମଧ୍ୟ ରାସ୍ତାର ଉଭୟ …

ସାଧାରଣ ସଭା ମଞ୍ଚରୁ ସିଧା ମୋଦିଙ୍କୁ ଟାର୍ଗେଟ୍‌ Read More »

RSS
Follow by Email
Scroll to Top
Close Bitnami banner
Bitnami