ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଉତ୍ତର ପ୍ରଦେଶରୁ ଆସିଛନ୍ତି ମହିଳା ଗ୍ୟାଙ୍ଗ
ଭୁବନେଶ୍ୱର: ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପି ଉତ୍ତର ପ୍ରଦେଶରୁ ଆଣିଛି ୧୫ ଜଣିଆ ମହିଳା ଗ୍ୟାଙ୍ଗ । ଓଡିଶାରେ ମା’ଙ୍କ ସମର୍ଥନ କମ ପଡିବାରୁ ବାଧ୍ୟ ହୋଇ ବିଜେପି ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଆଣିଛିି । ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଶେଷ ଆୟୁଧ କରିଛି । ଏହି ଗ୍ୟାଙ୍ଗର ନେତୃତ୍ୱ ନେଉଛନ୍ତି ରଜନୀ ତୋମାର । ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି …
ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଉତ୍ତର ପ୍ରଦେଶରୁ ଆସିଛନ୍ତି ମହିଳା ଗ୍ୟାଙ୍ଗ Read More »