Ayodhya ram mandir pran pratishtha ceremony

ରାମ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା କେବଳ ପ୍ରଦର୍ଶନ

ଗୌହାଟୀ: ଆଜି ଦଶମ ଦିନରେ ପହଞ୍ଚିଛି ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଗସ୍ତ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିରୋଧୀ ଦଳ ଏବଂ ଆଗାମୀ ଲୋକସଭା ନିର୍ବାଚନ ସମ୍ପର୍କରେ ସେ କଂଗ୍ରେସର ରଣନୀତି ବିଷୟରେ ଉଲ୍ଲେଖ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି, ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ ପଛରେ ନ୍ୟାୟ ଚିନ୍ତାଧାରା ରହିଛି । ଯାହାର ୫ଟି ସ୍ତମ୍ଭ ଅଛି । ଏହି ୫ଟି …

ରାମ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା କେବଳ ପ୍ରଦର୍ଶନ Read More »

ଅଯୋଧ୍ୟାରେ ରାମ-ସୀତା-ଲକ୍ଷ୍ମଣଙ୍କୁ ଦେଖି ଭାବପ୍ରବଣ ହେଲେ ଫ୍ୟାନ୍ସ

ମୁମ୍ୱାଇ : ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମଗ୍ର ଦେଶ ବେଶ୍ ଉତ୍ସାହିତ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବହୁ ବଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମୟରେ ଅଯୋଧ୍ୟାରେ ପହଞ୍ଚିଛନ୍ତି ଛୋଟ ପରଦାରେ ପ୍ରସାରିତ ହୋଇଥିବା ରାମାୟଣର ରାମ-ସୀତା- ଲକ୍ଷ୍ମଣ । ଏହି ୩ ଜଣଙ୍କୁ ପୁଣି ବହୁ ବର୍ଷ ପରେ ଏକାଠି ଦେଖି ଫ୍ୟାନ୍ସ ଭାବପ୍ରବଣ ହୋଇପଡ଼ିଛନ୍ତି । ସେମାନଙ୍କର ପୁରୁଣା …

ଅଯୋଧ୍ୟାରେ ରାମ-ସୀତା-ଲକ୍ଷ୍ମଣଙ୍କୁ ଦେଖି ଭାବପ୍ରବଣ ହେଲେ ଫ୍ୟାନ୍ସ Read More »

୨୨ରେ ଛୁଟି ଘୋଷଣା, ବନ୍ଦ ରହିବ ସ୍କୁଲ, କଲେଜ

ନୂଆଦିଲ୍ଲୀ: ଆଉ ମାତ୍ର ୪ ଦିନ ପରେ ଆୟୋଜିତ ହେବ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରତିଷ୍ଠା ଉତ୍ସବ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍କଷ୍ଠା ସେତିକି ବଢି ଚାଲିଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶ ନୁହେଁ ଦେଶ ବାହାର ଲୋକ ବି ଉତ୍ସବ ମୁଖର । ଗୁରୁବାର ରାମଲଲାଙ୍କ ମୂର୍ତ୍ତି ସ୍ଥାପନ …

୨୨ରେ ଛୁଟି ଘୋଷଣା, ବନ୍ଦ ରହିବ ସ୍କୁଲ, କଲେଜ Read More »

ସ୍ୱତନ୍ତ୍ର ରୀତିନୀତିରେ ଗର୍ଭଗୃହରେ ପ୍ରବେଶ କରିବେ ରାମଲାଲା

ଅଯୋଧ୍ୟା: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଅଯୋଧ୍ୟାରେ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ୬ ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ଗତ ୧୬ ତାରିଖରୁ ଆରମ୍ଭ ହୋଇଯାଇଛି । ଆଜି କାର୍ଯ୍ୟକ୍ରମର ତୃତୀୟ ଦିନ । ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମୃର୍ତ୍ତିକା ପୂଜା, ବ୍ରାହ୍ମଣ ବରାଣ ଏବଂ ବାସ୍ତୁ ପୂଜା ସହିତ …

ସ୍ୱତନ୍ତ୍ର ରୀତିନୀତିରେ ଗର୍ଭଗୃହରେ ପ୍ରବେଶ କରିବେ ରାମଲାଲା Read More »

RSS
Follow by Email
Scroll to Top
Close Bitnami banner
Bitnami