ayodhya ram mandir Inauguration

ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର: ଗତ ୨୨ ତାରିଖରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଥିଲା । ଏଥିପାଇଁ ସମଗ୍ର ଦେଶବାସୀ ବେଶ୍ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ପ୍ରତ୍ୟେକ ଦିନ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ …

ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍‌ Read More »

ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମିଳିବ ଏସବୁ ସୁବିଧା

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷ ସଂଘର୍ଷର ଅବସାନ ଘଟିଛି । ଗତ ୨୨ତାରିଖରେ ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଛି । ଏହି ସମାରୋହରେ ନେତା, ସେଲିବ୍ରିଟ୍‌,ଖେଳାଳିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଗତ ୨୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ରାମଲଲାଙ୍କ ଦ୍ୱାର ଖୋଲାଯାଇଛି । ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ …

ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମିଳିବ ଏସବୁ ସୁବିଧା Read More »

ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ମିଳିନି ପାରିଶ୍ରମିକ

ଅଯୋଧ୍ୟା : ଗତ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ରାମଲଲାଙ୍କ ମୂର୍ତ୍ତିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ସେଥିଲାଗି ରାମଲଲାଙ୍କ ପ୍ରତି ଆକୃଷ୍ଟ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମୁଛି । ହେଲେ ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ଏବେ ଖୁବ୍ ଚର୍ଚ୍ଚାରେ । ଗତ କିଛି ମାସ ମଧ୍ୟରେ ସେ …

ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ମିଳିନି ପାରିଶ୍ରମିକ Read More »

ପ୍ରାଣ ପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ରାମଲଲା

ନୂଆଦିଲ୍ଲୀ: ପ୍ରାଣପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ରାମଲଲା । ପଥରରେ ପ୍ରାଣ ସଂଚାର ପରେ ସମ୍ପୂର୍ଣ୍ଣ ବଦଳି ଯାଇଛି ମୁଖମଣ୍ଡଳ । ବଦଳି ଯାଇଛି ସୌନ୍ଦର୍ଯ୍ୟ । ଏମିତି ବଦଳିଲେ ଯେ ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ । ନିଜ ହାତରେ ଗଢ଼ିଥିବା ମୂର୍ତ୍ତିକୁ ଏବେ ଚିହ୍ନିବାକୁ ବି ଅସମର୍ଥ ବୋଲି କହିଛନ୍ତି ସ୍ଥପତି ଅରୁଣ ଯୋଗୀରାଜ । ନିଜେ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ ଅରୁଣ ଯୋଗୀରାଜ କହିଛନ୍ତି, ୭ ମାସ ଧରି ବିଗ୍ରହକୁ …

ପ୍ରାଣ ପ୍ରତିଷ୍ଠା ପରେ ବଦଳି ଯାଇଛନ୍ତି ରାମଲଲା Read More »

ଅଯୋଧ୍ୟାରୁ ନିରାଶ ହୋଇ ଫେରିଲେ ରାମ

ମୁମ୍ବାଇ: ଗତ ୨୨ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିଲା ରାମ ମନ୍ଦିର । ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ହୋଇପଡ଼ିଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ପ୍ରତିଷ୍ଠା ଉତ୍ସବର ୫ ଦିନ ପୂର୍ବରୁ ନବେ ଦଶକର ସବୁଠାରୁ ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ଅଯୋଧ୍ୟାରେ ପହଞ୍ଚିଥିଲେ । ହେଲେ ଦୁଃଖର ବିଷୟ, ରାମାୟଣରେ …

ଅଯୋଧ୍ୟାରୁ ନିରାଶ ହୋଇ ଫେରିଲେ ରାମ Read More »

ବଦଳିଲା ରାମଲଲାଙ୍କ ଦର୍ଶନ, ଆଳତୀ ସମୟ

ନୂଆଦିଲ୍ଲୀ: ବଦଳିଲା ଅଯୋଧ୍ୟାରେ ରାମମନ୍ଦିରରେ ରାମଲଲାଙ୍କ ଦର୍ଶନ ଓ ଆଳତୀ ସମୟ । ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ପରେ ଲାଗିଥିବା ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂତନ ସମୟ ସୂଚୀ ଜାରି କରିଛି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଏହି ସୂଚୀରେ ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ଗତ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା । ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଲୋକ …

ବଦଳିଲା ରାମଲଲାଙ୍କ ଦର୍ଶନ, ଆଳତୀ ସମୟ Read More »

ଅଯୋଧ୍ୟାରେ ପ୍ରବଳ ଭିଡ଼,ଦଳାଚକଟା

ଅଯୋଧ୍ୟା: ଗତକାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଆଜିଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଧୀରେ ଧୀରେ ଭିଡ଼ ବଢିବାରେ ଲାଗିଲା । ପରେ ସ୍ଥିତି ଅଣାୟତ୍ତ ହୋଇପଡିଲା । ସମସ୍ତେ ଦର୍ଶନ କରିବାକୁ ଉଦ୍ୟମ କରୁଥିବାରୁ ସ୍ଥିତିକୁ …

ଅଯୋଧ୍ୟାରେ ପ୍ରବଳ ଭିଡ଼,ଦଳାଚକଟା Read More »

ରାମ ମନ୍ଦିର କାର୍ଯ୍ୟରେ ଲିପ୍ତ ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ତଥା ବିଶ୍ୱର ଅଧିକାଂଶ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ନିର୍ମାଣରେ ସାମିଲ ହୋଇଥିବା ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପରିସରରେ ଜଟାୟୁ ମୂର୍ତ୍ତି ଉପରେ …

ରାମ ମନ୍ଦିର କାର୍ଯ୍ୟରେ ଲିପ୍ତ ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା କଲେ ପ୍ରଧାନମନ୍ତ୍ରୀ Read More »

ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର

ଅଯୋଧ୍ୟା: ଗତକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଆଜି ସାଧାରଣ ଲୋକଙ୍କ ପାଇଁ ଖୋଲିଛି ରାମ ମନ୍ଦିର । ଆଜିଠୁ ରାମଲାଲାଙ୍କୁ ସାଧାରଣ ଲୋକ ଦର୍ଶନ କରି ପାରିବେ । ଭୋର ୩ଟାରୁ ରାମଲାଲାଙ୍କୁ ଦର୍ଶନ ଓ ପୂଜାପାଠ କରିବା ପାଇଁ ଭକ୍ତମାନେ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଭିଡ଼ ଜମାଇଥିଲେ । ସକାଳ ୭ଟାରେ ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀ ରାମ ଲାଲାଙ୍କ ଦର୍ଶନ …

ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର Read More »

ସାଧାରଣ ଜନତାଙ୍କ ପାଇଁ ଏହି ଦିନ ଖୋଲିବ ରାମ ମନ୍ଦିର

ଅଯୋଧ୍ୟା: ସୋମବାର ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦେଶ ତଥା ବିଶ୍ୱର ଅଧିକାଂଶ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେଇଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ପ୍ରାଣ ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲାଯିବ । ଏଭଳି ପରିସ୍ଥିତିରେ ବଡ ପ୍ରଶ୍ନ ହେଉଛି ଦେଶର ସାଧାରଣ …

ସାଧାରଣ ଜନତାଙ୍କ ପାଇଁ ଏହି ଦିନ ଖୋଲିବ ରାମ ମନ୍ଦିର Read More »

RSS
Follow by Email
Scroll to Top
Close Bitnami banner
Bitnami