ତାଲିବାନୀ ଆତଙ୍କବାଦୀ

amrullah saleh, former vice president of afghanistan, amrullah saleh article, panjshir resistance, taliban terrorism, amrullah saleh wife, amrullah saleh daughter, rising odisha

ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ?

ପାକିସ୍ତାନୀ ବାୟୁ ସେନା ସାହାଯ୍ୟରେ ତାଲିବାନ ପଂଜଶୀରକୁ ନିଜ ନିୟନ୍ତ୍ରଣକୁ ନେଇଛି । ତାଲିବାନର ଏହି ଦାବିକୁ କିନ୍ତୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-ଏନଆରଏଫ୍ ଅସ୍ୱୀକାର କରୁଛି । ତେବେ ଗୋଟିଏ କଥା ସତ ଯେ, ପାକିସ୍ତାନୀ ଡ୍ରୋନ୍ ଆକ୍ରମଣରେ ଏନଆରଏଫର ଗଡ଼ ଭୁସୁଡି ପଡିଛି । ଏହାରି ଭିତରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନକୁ ପଳାୟନ କରିଥିବା ଖବର ଆସିବାରେ ଲାଗିଛି । ରବିବାର ପଂଜଶୀରର ପତନ ପୂର୍ବରୁ ସାଲେହଙ୍କର ଗୋଟିଏ ଆର୍ଟିକାଲ ବ୍ରିଟିଶ ଖବର …

ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ? Read More »

taliban, america, unused airccrafts, helicopters, america left aircrafts, taliban against america, rising odisha

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ

ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନର କବଜା ସହିତ ପୁରା ଦୁନିଆ ଚମକି ପଡିଥିଲା । ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ନେଇ ଦୁନିଆ ଯେତିକି ତାଜୁବ ନଥିଲା ତା’ଠାରୁ ଅଧିକ ତାଜୁବ ହୋଇଥିଲା ଯେଉଁ ଢଙ୍ଗରେ ଆମେରିକା ତା’ର ଆଧୁନିକ ବିମାନ ସବୁକୁ ତାଲିବାନ ପାଇଁ ଛାଡି ଯାଇଥିଲା । ୬ ଲକ୍ଷ ଛୋଟ ଅସ୍ତ୍ର ବାଦ ଆମେରିକା ଲଢୁଆ ବିମାନ ହେଲିକପ୍ଟରକୁ ଛାଡି ପଳାଇ ଯାଇଥିଲା । ଆମେରିକା ସେନାର ୟୁନିଫର୍ମ ବୁଲେଟ୍ …

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ Read More »

pakistan, afghan refugees, corona infected persons, pakistan ISI, pakistan terrorists, afghanistan instability, bangladesh instability, terrorism, rising odisha

ଶରଣାର୍ଥୀଙ୍କ ଆଢୁଆଳରେ କରୋନା ସଂକ୍ରମିତଙ୍କୁ ଶତ୍ରୁ ଦେଶକୁ ପଠାଇବା ପାଇଁ ପାକ୍ ଷଡ଼ଯନ୍ତ୍ର

ତିନି ଲକ୍ଷର ସୈନିକ ଓ ତିନି ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପରେ ବି ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛି ତାଲିବାନ । ତାଲିବାନର କ୍ଷମତା ଦଖଲ ସହିତ ସେହି ଦେଶରୁ ଶରଣାର୍ଥୀ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି । ତାଲିବାନ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଏହି ଶରଣାର୍ଥୀ ନିଜ ଦେଶ ଛାଡି ପଳାୟନ କରୁଥିବାବେଳ ଏବେ ଆଶଙ୍କା ସୃଷ୍ଟି ହେଲାଣି ଯେ, ଶରଣାର୍ଥୀଙ୍କୁ ନେଇ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇ ଏସ ଆଇ …

ଶରଣାର୍ଥୀଙ୍କ ଆଢୁଆଳରେ କରୋନା ସଂକ୍ରମିତଙ୍କୁ ଶତ୍ରୁ ଦେଶକୁ ପଠାଇବା ପାଇଁ ପାକ୍ ଷଡ଼ଯନ୍ତ୍ର Read More »

taliban, afghanistan, taliban terrorists, afghan girls and womens, sex slaves, capturing afghan womens, ashraf ghani, sharia law, afghanistan taliban, rising odisha

ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ

ତାଲିବାନ୍ ଧିରେ ଧିରେ ଆଫଗାନିସ୍ତାନ ଉପରେ ନିଜ କବଜା ମଜବୁତ କରିବାରେ ଲାଗିଛି । ଆମେରିକା ହାତ ଛାଡିବା ପରେ ଏବେ ତାଲିବାନ ଦେଶର ବଡ ଭୂଭାଗ ଉପରେ ନିଜ କବଜା ଜମାଇ ସାରିଲାଣି । ଏହାରି ଭିତରେ ଏମିତି ଖବର ଆସୁଛି ଯାହା ଦୁନିଆକୁ ବିବ୍ରତ କରୁଛି । କୁହାଯାଉଛି ଯେ, ତାଲିବାନ ଆଫଗାନୀ ଯୁବତୀ, ମହିଳାଙ୍କୁ ଯୌନଦାସୀ କରୁଛି । ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ଆଫଗାନସ୍ଥାନୀ ଯୁବତୀ, ମହିଳାଙ୍କୁ ସେକ୍ସ ସ୍ଲେଭ୍ ବା …

ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ Read More »

RSS
Follow by Email
Scroll to Top
Close Bitnami banner
Bitnami