Author name: user

ପ୍ରଥମ ଥର ଫାଇନାଲରେ ସାଉଥ୍ ଆଫ୍ରିକା

ସେମିଫାଇନାଲରେ ୯ ୱିକେଟ୍ ରେ ବିଜୟ ସହ ଦକ୍ଷିଣ ଆଫ୍ରିକା ଟି -୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଦଳ ହୋଇପାରିଛି । ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୪ ର ଫାଇନାଲରେ ପ୍ରବେଶ କରିଛି । ପ୍ରଥମଥର ପାଇଁ ଆଫ୍ରିକୀୟ ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂକରି ମାତ୍ର ୫୬ ରନ କରିବା ପାଇଁ ସକ୍ଷମ ହୋଇଥିଲା …

ପ୍ରଥମ ଥର ଫାଇନାଲରେ ସାଉଥ୍ ଆଫ୍ରିକା Read More »

ଘାତକ ହୋଇପାରେ ଥଣ୍ଡାପାନୀୟ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଥଣ୍ଡା ପାନୀୟ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯଦି ଆପଣ ନିୟମିତ ଭାବରେ ଥଣ୍ଡା ପାନୀୟ ପିଉଛନ୍ତି , ତେବେ ଆପଣଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । ଅତ୍ୟଧିକ ଥଣ୍ଡା ପାନୀୟ ପିଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ହୃଦୟ ପାଇଁ କ୍ଷତିକାରକ – ଥଣ୍ଡା ପାନୀୟ ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବାର ସମ୍ଭାବନା ରହିଛି । ଅତ୍ୟଧିକ …

ଘାତକ ହୋଇପାରେ ଥଣ୍ଡାପାନୀୟ Read More »

ବଡ ପ୍ରତିଶୋଧ ନେଲା ଭାରତ

ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ଯୋଗୁଁ ସୋମବାର ଆଇସିସି ଟି -୨୦ ବିଶ୍ୱକପ୍‌ର ସୁପର ଅଷ୍ଟମ ପର୍ଯ୍ୟାୟର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରିଛି। ଏହା ସହିତ କ୍ରମାଗତ ତୃତୀୟ ବିଜୟ ହାସଲ କରିବା ସହ ସେମିଫାଇନାଲକୁ ଉନ୍ନିତ ହୋଇଛି ଭାରତ । ତିନୋଟି ସୁପର ୮ ମ୍ୟାଚ୍ ଜିତିବା ପରେ ଭାରତ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା। ଆସନ୍ତା ୨୭ ତାରିଖରେ …

ବଡ ପ୍ରତିଶୋଧ ନେଲା ଭାରତ Read More »

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର ୮ ମୁକାବିଲାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ଆଫଗାନିସ୍ତାନଠାରୁ ହାରିବା ପରେ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ସେମିଫାଇନାଲ କୁ ଯିବା ଗୋଟିଏ ପ୍ରକାର …

ଚାପରେ ଅଷ୍ଟ୍ରେଲିଆ, ସେମିଫାଇନାଲ ଆଶାରେ ଭାରତ Read More »

CBI ହାତକୁ ଗଲା ମାମଲା

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ଦାୟିତ୍ଵ ଗ୍ରହଣ କରି ଏହାର ଟିମକୁ ବିଭିନ୍ନ ରାଜ୍ୟକୁ ଯାଞ୍ଚ ପାଇଁ ପଠାଇଛି। ସେପଟେ ବିହାର ପୋଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ (ଇ.ଓ.ୟୁ.) ନିଟ୍‌ ପ୍ରଶ୍ନପତ୍ର ଲିକ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ସମୁଦାୟ ୧୮ ଜଣଙ୍କୁ ଗିରଫ କରାଯାଇଛି। ଏଥି ସହିତ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସମ୍ବନ୍ଧରେ କେନ୍ଦ୍ର ଶିକ୍ଷା …

CBI ହାତକୁ ଗଲା ମାମଲା Read More »

ତାତିରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର : ତାତିରୁ ମିଳିଛି ଆଶ୍ୱସ୍ତି । ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା ଘଡଘଡି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି ୮ ସହରରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ …

ତାତିରୁ ମିଳିଲା ଆଶ୍ୱସ୍ତି Read More »

ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ମୁକାବିଲା ଦେଖିବାକୁ ମିଳିବ । ଆଣ୍ଟିଗୁଆରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ । ଆସନ୍ତା ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା …

ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ Read More »

ଦେଶରେ ଲାଗୁହେଲା ଆଣ୍ଟି ପେପର ଲିକ୍‌ ଆଇନ୍ ; ୧୦ ବର୍ଷ ଜେଲଦଣ୍ଡ ସହିତ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ : ପରୀକ୍ଷା ପେପର ଲିକ୍ କଲେ ଆଉ ମିଳିବନି ତ୍ରାହି । ପେପର ଲିକ୍ ମାଫିଆଙ୍କ ଉପରେ କଠୋର ହେଲେ କେନ୍ଦ୍ର ସରକାର । ପରୀକ୍ଷା ପେପର ଏବଂ ପରୀକ୍ଷଣରେ ବ୍ୟାପକ ଅନିୟମିତତା ରୋକିବା ପାଇଁ କେନ୍ଦ୍ର ସରକାର ଦେଶରେ ପେପର ଆଣ୍ଟି ଲିକ୍ ଆଇନ ଲାଗୁ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ସରକାର ଏହାର ବିଜ୍ଞପ୍ତି ଜାରି କରିଛନ୍ତି । ଚଳିତ ବର୍ଷ ଫେବୃଆରୀରେ ସରକାର ଏହି ଆଇନ ପ୍ରଣୟନ କରିଥିଲେ । …

ଦେଶରେ ଲାଗୁହେଲା ଆଣ୍ଟି ପେପର ଲିକ୍‌ ଆଇନ୍ ; ୧୦ ବର୍ଷ ଜେଲଦଣ୍ଡ ସହିତ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା Read More »

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI

ଭୁବନେଶ୍ୱର : ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI । ନିର୍ବାଚନ ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ ଦୀପାଳି । ସେ ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଏହାକୁ ଚେକିଂ ଓ ଭେରିଫିକେସନ ପାଇଁ ECI ଗ୍ରହଣ କରିଥିବା ସୂଚନା ମିଳିଛି । ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର EVM ଯାଞ୍ଚ ପାଇଁ ଅନୁମତି ମିଳିଛି । ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ …

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ECI Read More »

ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଦମଦାର ପ୍ରଦର୍ଶନ

ଟି୨୦ ବିଶ୍ୱକପ ସୁପର୍‌-୮ ର ପ୍ରଥମ ମ୍ୟାଚ ଜିତିଲା ଭାରତ । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ । ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍‌ ସ୍କୋର କରିଥିଲା। ତେବେ ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା । ଉଭୟ ବ୍ୟାଟ …

ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଦମଦାର ପ୍ରଦର୍ଶନ Read More »

RSS
Follow by Email
Scroll to Top
Close Bitnami banner
Bitnami