Author name: user

panjshir valley, national resistance force, NRF, india air base in tajikistan, tajikistan farkhor air base, ahmad shah masood, India help panjshir fighters, prime minister modi, rising odisha

ତାଜିକସ୍ତାନରେ ଅଛି ଭାରତର ବାୟୁସେନା ଘାଟି, ସେଠାରୁ ତାଲିବାନ ଉପରେ କରିବ କି ଆକ୍ରମଣ ?

ପଂଜଶୀର ଦଖଲ ପାଇଁ ତାଲିବାନକୁ ପାକିସ୍ତାନୀ ବାୟୁସେନା ସାହାଯ୍ୟ କରୁଛି । ରବିବାର ଦିନ ପଂଜଶୀର ଘାଟି ଉପରେ ପାକ୍ ଡ୍ରୋନ୍ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି । ଏହା ଭିତରେ ପଂଜଶୀରରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-NRFକୁ ଭାରତ ସାହାଯ୍ୟ କରୁ ବୋଲି ଦେଶ ଭିତରୁ ଦାବି ଉଠିଲାଣି । ତାଜିକସ୍ତାନରେ ଭାରତୀୟ ବାୟୁସେନା ଘାଟି ଥିବାରୁ ସେଠାରୁ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିବାକୁ ସ୍ୱର ଉଠୁଛି । ଏଭଳି …

ତାଜିକସ୍ତାନରେ ଅଛି ଭାରତର ବାୟୁସେନା ଘାଟି, ସେଠାରୁ ତାଲିବାନ ଉପରେ କରିବ କି ଆକ୍ରମଣ ? Read More »

natiq malikzada, afghan journalist, afghanistan, panjshir valley, death valley, rising odisha

ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି

ତାଲିବାନ କହୁଛି ପଂଜଶୀର ଉପରେ ଏହାର କବଜା ହୋଇ ସାରିଛି । ନର୍ଦ୍ଦର୍ଣ୍ଣ ଆଲାଏନ୍ସ ବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ କହୁଛି ତାଲିବାନ ମିଛ କହୁଛି । ପଂଜଶୀର ଏବେ ମଧ୍ୟ ସେମାନଙ୍କ କବଜାରେ ଅଛି । ତେବେ ସତ କ’ଣ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଆଫଗାନୀ ସାମ୍ବାଦିକ ନତିକ ମଲିକଜାଦାଙ୍କ ଅନୁସାରେ ତାଲିବାନର ପଂଜଶୀର ଅଧିକାର ଦାବି ମିଛ । ତାଲିବାନର ଏହା କେବଳ ପ୍ରଚାର । ତାଙ୍କ …

ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି Read More »

amrullah saleh, former vice president of afghanistan, amrullah saleh article, panjshir resistance, taliban terrorism, amrullah saleh wife, amrullah saleh daughter, rising odisha

ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ?

ପାକିସ୍ତାନୀ ବାୟୁ ସେନା ସାହାଯ୍ୟରେ ତାଲିବାନ ପଂଜଶୀରକୁ ନିଜ ନିୟନ୍ତ୍ରଣକୁ ନେଇଛି । ତାଲିବାନର ଏହି ଦାବିକୁ କିନ୍ତୁ ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-ଏନଆରଏଫ୍ ଅସ୍ୱୀକାର କରୁଛି । ତେବେ ଗୋଟିଏ କଥା ସତ ଯେ, ପାକିସ୍ତାନୀ ଡ୍ରୋନ୍ ଆକ୍ରମଣରେ ଏନଆରଏଫର ଗଡ଼ ଭୁସୁଡି ପଡିଛି । ଏହାରି ଭିତରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକସ୍ତାନକୁ ପଳାୟନ କରିଥିବା ଖବର ଆସିବାରେ ଲାଗିଛି । ରବିବାର ପଂଜଶୀରର ପତନ ପୂର୍ବରୁ ସାଲେହଙ୍କର ଗୋଟିଏ ଆର୍ଟିକାଲ ବ୍ରିଟିଶ ଖବର …

ଆଫଗାନୀ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ କ’ଣ ପାଇଁ କାବୁଲ ଛାଡିବା ପୂର୍ବରୁ ନିଜ ପତ୍ନୀ ଓ ଝିଅର ଚିତ୍ର ପୋଡି ଦେଇଥିଲେ ? Read More »

pakistan ISI chief, kabul afghanistan, kashmir issue, India, taliban, panjshir resistance, rising odisha

ଆଫଗାନିସ୍ତାନରେ ISI ମୁଖ୍ୟଙ୍କ ଉପସ୍ଥିତିର ଅର୍ଥ କ’ଣ ? ଭାରତ ପାଇଁ କାହିଁକି ଏହା ଶୁଭଙ୍କର ନୁହେଁ ?

ତାଲିବାନ ଯେଉଁଭଳି ଭାବେ ମାତ୍ର କେଇଦିନ ମଧ୍ୟରେ ପୁରା ଆଫଗାନିସ୍ତାନକୁ ନିଜ କବଜାକୁ ନେଲା ତାହା ଆମେରିକା ସମେତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକୀୟ ସେନାର ଅନୁମାନ ଥିଲା ଯେ, ଆଫଗାନିସ୍ତାନ ଉପରେ କବଜା ପାଇଁ ତାଲିବାନକୁ ଅତିକମରେ ୯୦ ଦିନ ସମୟ ଲାଗିବ । କିନ୍ତୁ ପେଣ୍ଟାଗନର ଅନୁମାନ ଭୁଲ ସାବ୍ୟସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ତାଲିବାନର ବିଜୟ ପାଇଁ କେଉଁ କାରଣ ସବୁଠାରୁ ବଡ ଥିଲା ? ଉତ୍ତର ହେଉଛି ପାକିସ୍ତାନ …

ଆଫଗାନିସ୍ତାନରେ ISI ମୁଖ୍ୟଙ୍କ ଉପସ୍ଥିତିର ଅର୍ଥ କ’ଣ ? ଭାରତ ପାଇଁ କାହିଁକି ଏହା ଶୁଭଙ୍କର ନୁହେଁ ? Read More »

India and USA, sign pact, agreement, drone design, DRDO, Indian air force, rising odisha

କ୍ଷପଣାସ୍ତ୍ର ଭଳି ଆକାଶରୁ ଲଂଚ୍ ହେବ ଡ୍ରୋନ୍, ଆମେରିକା ସହିତ ଭାରତ କଲା ଚୁକ୍ତି

ଭାରତୀୟ ବାୟୁସେନା ଏବେ ଆକାଶରୁ କ୍ଷପଣାସ୍ତ୍ର ଭଳି ଡ୍ରୋନକୁ ମଧ୍ୟ ଲଂଚ୍ କରିପାରିବ । ଏହି ଡ୍ରୋନ୍ ମାନବ ବିହୀନ ହେବ । ଯାହାକୁ ବାୟୁସେନା ଆକାଶରୁ ହିଁ ଲଂଚ୍ କରିପାରିବ । ଭାରତୀୟ ବାୟୁସେନା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଭଳି ଡ୍ରୋନ୍ ତିଆରି ପାଇଁ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ଏଥିପାଇଁ ଦ୍ୱିପାକ୍ଷିକ ବୈଶୟିକ ଜ୍ଞାନ ଓ ବ୍ୟବସାୟିକ ଉଦ୍ୟମ (DDTI) ଅନ୍ତର୍ଗତରେ ୧୧ …

କ୍ଷପଣାସ୍ତ୍ର ଭଳି ଆକାଶରୁ ଲଂଚ୍ ହେବ ଡ୍ରୋନ୍, ଆମେରିକା ସହିତ ଭାରତ କଲା ଚୁକ୍ତି Read More »

2 rupee coin, old coins exchange, quikr dot com, quikr registration, 2 rupee coin value 5 lakhs, rising odisha

ଏହି ଦୁଇଟି ୨ ଟଙ୍କିଆ କଏନ୍ ଯଦି ଆପଣଙ୍କ ପାଖରେ ଅଛି,ତେବେ ପାଇ ପାରିବେ ୧୦ ଲକ୍ଷ ଟଙ୍କା

ଆପଣ ଅନେକ ସମୟରେ ଶୁଣିଥିବେ ଯେ, ପୁରୁଣା ମୁଦ୍ରା ବଦଳରେ ଲକ୍ଷ ଲକ୍ଷ ଟଙ୍କା ମିଳୁଛି । ତେବେ କେବେ ଭାବିଛନ୍ତି କି ପୁରୁଣା କଏନ ପାଇଁ କିଏ ଏତେ ଟଙ୍କା ଖର୍ଚ୍ଚ କରେ ଓ କାହିଁକି କରେ ? । ଅନେକ ଲୋକଙ୍କର ପୁରୁଣା ସାମଗ୍ରୀ ସଂଗ୍ରହ କରିବା ସୌକ ଥାଏ । ଏହି ସୌକ୍ ପୁରା କରିବା ପାଇଁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ସେମାନଙ୍କ ପାଖରେ ପୁରୁଣା ସାମଗ୍ରୀ …

ଏହି ଦୁଇଟି ୨ ଟଙ୍କିଆ କଏନ୍ ଯଦି ଆପଣଙ୍କ ପାଖରେ ଅଛି,ତେବେ ପାଇ ପାରିବେ ୧୦ ଲକ୍ଷ ଟଙ୍କା Read More »

butcher of kabul, Gulbuddin Hekmatyar, islamist, Hezb-e-Islami , rising odisha

କାବୁଲର କଂସେଇ,ଏବେ ଆଫଗାନିସ୍ତାନରେ ତାଲିବାନ ସହିତ ସନ୍ଧି କରିଛି

ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ହିଜ୍ବ-ଏ-ଇସଲାମି (ଗୁଲବୁଦ୍ଦିନ)ର ପ୍ରମ୍ମୁଖ ଗୁଲବୁଦ୍ଦିନ ହିକମତୟାରଙ୍କ ଗଣତି ଦେଶ ଇତିହାସର ସବୁଠାରୁ ଅଧିକ ବିବାଦୀୟ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ । ଗୋଟିଏ ସମୟରେ ତାଙ୍କୁ ବୁଚର ଅଫ୍ କାବୁଲ ବା କାବୁଲର କଂସେଇ ବୋଲି କୁହାଯାଉଥିଲା । ୧୯୮୦ ଦଶକରେ ସୋଭିଏତ ସଂଘ ଆଫଗାନିସ୍ତାନ ଦଖଲ କରିବା ପରେ ଯେଉଁ ବିଦ୍ରୋହ ଆରମ୍ଭ ହୋଇଥିଲା ତା’ର ନେତୃତ୍ୱ ନେଇଥିଲେ ଗୁଲବୁଦ୍ଦିନ । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଲିବାନ ମଧ୍ୟ …

କାବୁଲର କଂସେଇ,ଏବେ ଆଫଗାନିସ୍ତାନରେ ତାଲିବାନ ସହିତ ସନ୍ଧି କରିଛି Read More »

bagram airbase, bagram airfield afghanistan, bagram, china against india, china and pakistan, rising odisha

ବଗ୍ରାମ୍ ବିମାନଘାଟି ଉପରେ କାହିଁକି କବଜା କରିବାକୁ ଚାହୁଁଛି ଡ୍ରାଗନ ? ଭାରତ ବିରୋଧରେ ପାକିସ୍ତାନକୁ କରିପାରେ ବ୍ୟବହାର

ଭାରତୀୟ ବଂଶୋଦ୍ଭବ ତଥା ଜାତିସଂଘରେ ଆମେରିକାର ପୂର୍ବତନ ଦୂତ ନିକ୍କି ହେଲି ଆଫଗାନିସ୍ତାନରେ ଚୀନ ଖେଳୁଥିବା ଚାଲକୁ ନେଇ ଚେତାବନୀ ଦେଇଛି । ହେଲିଙ୍କ ଅନୁସାରେ ଚୀନ୍ ଆଫଗାନିସ୍ତାନର ବଗ୍ରାମ୍ ବିମାନଘାଟିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି । ବଗ୍ରାମ ଏୟାର ବେସରୁ ଆମେରିକା ସେନା ତା’ର ତାଲିବାନ ବିରୋଧୀ ଅପରେସନ କରୁଥିଲା । ହେଲି ଆହୁରି ମଧ୍ୟ କହିଛନ୍ତି ଯେ, ଚୀନ ଭାରତ ବିରୋଧରେ ନିଜ ସ୍ଥିତିକୁ ଅଧିକ ମଜବୁତ କରିବାକୁ ପାକିସ୍ତାନକୁ ବ୍ୟବହାର କରିପାରେ …

ବଗ୍ରାମ୍ ବିମାନଘାଟି ଉପରେ କାହିଁକି କବଜା କରିବାକୁ ଚାହୁଁଛି ଡ୍ରାଗନ ? ଭାରତ ବିରୋଧରେ ପାକିସ୍ତାନକୁ କରିପାରେ ବ୍ୟବହାର Read More »

taliban, america, unused airccrafts, helicopters, america left aircrafts, taliban against america, rising odisha

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ

ଅଗଷ୍ଟ ୧୫ ତାରିଖରେ କାବୁଲ ଉପରେ ତାଲିବାନର କବଜା ସହିତ ପୁରା ଦୁନିଆ ଚମକି ପଡିଥିଲା । ଆଫଗାନିସ୍ତାନ ଉପରେ ତାଲିବାନର କବଜାକୁ ନେଇ ଦୁନିଆ ଯେତିକି ତାଜୁବ ନଥିଲା ତା’ଠାରୁ ଅଧିକ ତାଜୁବ ହୋଇଥିଲା ଯେଉଁ ଢଙ୍ଗରେ ଆମେରିକା ତା’ର ଆଧୁନିକ ବିମାନ ସବୁକୁ ତାଲିବାନ ପାଇଁ ଛାଡି ଯାଇଥିଲା । ୬ ଲକ୍ଷ ଛୋଟ ଅସ୍ତ୍ର ବାଦ ଆମେରିକା ଲଢୁଆ ବିମାନ ହେଲିକପ୍ଟରକୁ ଛାଡି ପଳାଇ ଯାଇଥିଲା । ଆମେରିକା ସେନାର ୟୁନିଫର୍ମ ବୁଲେଟ୍ …

ତାଲିବାନର ଅଭିଯୋଗ ଆମେରିକା ଆମକୁ ଠକିଛି, ଜାଣିଶୁଣି ଖରାପ କରିଦେଲା ସବୁ ବିମାନ Read More »

car insurance, motor insurance policy, car damage, insurance claim, natural disaster, comprehensive insurance, rising odisha

ପାଣିରେ କାର ଡୁବିଲେ କିମ୍ବା ଖରାପ ହେଲେ କେମିତି କ୍ଲେମ୍ କରିବେ ବୀମା ?

ବର୍ଷା ଦିନେ ସହରରେ କୃତ୍ରିମ ବନ୍ୟା ସାମାନ୍ୟ କଥା । ଆଉ ଏବେ ସୋସିଆଲ ମିଡିଆର ଯୁଗରେ ଆପଣ ଏମିତି ଅନେକ ଚିତ୍ର ଫେସବୁକରେ ଦେଖୁଥିବେ ଯେଉଁଥିରେ କାର ପାଣିରେ ବୁଡିଯାଇଥିବ କିମ୍ବା ପାଣି ପସିଯିବାରୁ କାର ଖରାପ ହୋଇ ଯାଇଥିବ । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ, ବର୍ଷା ପାଣିରେ ଯଦି କାର ବୁଡିଯାଏ କିମ୍ବା ପାଣି ପସିବା ଯୋଗୁ ଯଦି କାର ଖରାପ ହୋଇଯାଏ ତେବେ ଏଥିପାଇଁ ବୀମା ଟଙ୍କା ମିଳେ …

ପାଣିରେ କାର ଡୁବିଲେ କିମ୍ବା ଖରାପ ହେଲେ କେମିତି କ୍ଲେମ୍ କରିବେ ବୀମା ? Read More »

RSS
Follow by Email
Scroll to Top
Close Bitnami banner
Bitnami