Author name: user

tibet, china, tibetan family, china tibet, india china border, doklam chumbi valley, rising odisha

ତିବ୍ବତର ଯୁବକଙ୍କୁ ବଳପୂର୍ବକ ସେନାରେ ଭର୍ତ୍ତି କରୁଛି ଚୀନ୍

ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ତିଆରି କରିବାର ସ୍ୱପ୍ନ ଦେଖୁଥିବା ଚୀନ୍ ଏବେ ଏଥିପାଇଁ ନିଜ ନାଗରିକଙ୍କ ଉପରେ ଅତ୍ୟାଚାର କରିବାକୁ ପଛାଉ ନାହିଁ । ଡ୍ରାଗନ ଏବେ ତିବ୍ବତର ନାଗରିକଙ୍କୁ ବଳପୂର୍ବକ ସେନାରେ ସାମିଲ କରୁଛି । କମ୍ୟୁନିଷ୍ଟ ସରକାର ଏବେ ନୂଆ ଫର୍ମାନ ଜାରି କରିଛି । ଏହି ଫର୍ମାନ ଅନୁସାରେ ପ୍ରତିଘରୁ ଜଣେ ସେନାରେ ସାମିଲ ହେବାକୁ ବାଧ୍ୟ । ଏକ ଗୁପ୍ତ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୧୮ରୁ …

ତିବ୍ବତର ଯୁବକଙ୍କୁ ବଳପୂର୍ବକ ସେନାରେ ଭର୍ତ୍ତି କରୁଛି ଚୀନ୍ Read More »

indian politics, new normal, cm change in india, chief minister change, captain amarinder singh, punjab cm, rising odisha

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ?

ଦେଶରେ ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମଧ୍ୟରେ ୬ ରାଜ୍ୟର ୬ ମୁଖ୍ୟମନ୍ତ୍ରୀ ନିଜ ପଦ ହରାଇଛନ୍ତି । ଲାଗୁଛି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ରାଜନୈତିକ ଦଳଙ୍କ ମଧ୍ୟରେ ଟ୍ରେଣ୍ଡ୍ ପାଲଟି ଗଲାଣି । ଉଲ୍ଲେଖନୀୟ ଘଟଣା ହେଉଛି ଯେ, ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ହିଁ ବିଦା କରାଯାଇଛି । ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଓ ପଂଜାବରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା …

୬ ମାସରେ ବଦଳିଗଲେ ୬ ମୁଖ୍ୟମନ୍ତ୍ରୀ, ଏହା କ’ଣ ଭାରତୀୟ ରାଜନୀତିରେ ନ୍ୟୁ ନର୍ମାଲ ? Read More »

China, Japan, chinese army, china navy, one child policy in china, chinese army low confidence, Indian army, rising odisha

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ?

ଚୀନ୍ ନିଜ ଅସ୍ତ୍ରଭଣ୍ଡାରରେ ଆଧୁନିକ ଓ ବିପଜ୍ଜନକ ଅସ୍ତ୍ର ମହଜୁଦ କରିବାରେ ଲାଗିଛି । ଅଧିକରୁ ଅଧିକ ଜାହାଜ ତିଆରି କରୁଛି । ପରମାଣୁ ବୁଡାଜାହଜକୁ ମୁତ୍ତୟନ କରୁଛି । ଡ୍ରାଗନ ସେନା ପାଖରେ ସବୁ ଅଛି କିନ୍ତୁ ଖାଲି ନାହିଁ ଆତ୍ମବିଶ୍ୱାସ । ଏମିତି ଦାବି କରିଛି ଜାପାନ । ଜାପାନର ଦାବି ଯେ, ଚୀନ ବଡ଼ ବଡ଼ ଯୁଦ୍ଧ ଜାହାଜ ତିଆରି କରୁଛି, ମିଶାଇଲ ଲଂଚ୍ କରୁଛି ସତ କିନ୍ତୁ ପ୍ରକୃତ ଯୁଦ୍ଧ ବେଳେ …

ଯୁଦ୍ଧ ହେଲେ ଚୀନ୍ ନୌସେନା ବନ୍ଦର ଛାଡିବ ନାହିଁ, କାହିଁକି ଏମିତି ଦାବି କଲା ଜାପାନ ? Read More »

ambika soni, punjab cm candidate, captain amarinder singh resigns, congress leader, Gandhi family, rising odisha

ଗାନ୍ଧୀ ପରିବାରର ‘ମୁଖା’ ହେବାକୁ ଚାହିଁଲେ ନାହିଁ ଫାର୍ଷ୍ଟ ଫ୍ୟାମିଲିର ପ୍ରଥମ ପସନ୍ଦ ସୋନି

ଜୁନ୍ ୧୨, ୧୯୭୫ ଆହ୍ଲାବାଦ ହାଇକୋର୍ଟର ଐତିହାସିକ ନିଷ୍ପତ୍ତି ପରେ ଇନ୍ଦିରା ଗାନ୍ଧୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ରାଜନାରାୟଣଙ୍କ ନିର୍ବାଚନ ଆବେଦନ ଉପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାଇବରେଲିରେ ତାଙ୍କର ବିଜୟକୁ ରଦ୍ଧ କରିଥିଲେ ହାଇକୋର୍ଟ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପଦ ସଂଙ୍କଟରେ ଥିଲା । ଅନ୍ୟପକ୍ଷରେ, ଆର.କେ ଧାୱନ, ବଂଶୀଲାଲ ଏବଂ ସଞ୍ଜୟ ଗାନ୍ଧୀଙ୍କ ତ୍ରିମୂର୍ତ୍ତୀ ଇନ୍ଦିରାଙ୍କ ସମର୍ଥନରେ ଶକ୍ତିପ୍ରଦର୍ଶନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଥିଲେ । ସଞ୍ଜୟ ସେତେବେଳେ …

ଗାନ୍ଧୀ ପରିବାରର ‘ମୁଖା’ ହେବାକୁ ଚାହିଁଲେ ନାହିଁ ଫାର୍ଷ୍ଟ ଫ୍ୟାମିଲିର ପ୍ରଥମ ପସନ୍ଦ ସୋନି Read More »

taliban afghanistan, haqqani network, taliban deputy pm, mullah baradar, taliban home minister, mullah baradar dead, rising odisha

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ

ତାଲିବାନ କବଜାରେ ଆଫଗାନିସ୍ତାନର ସ୍ଥିତି ସେଇ ବସ ଭଳି ହୋଇଛି ଯାହାର ଅଧା ଯାତ୍ରୀ ଗାଡି ଡ୍ରାଇଭର ହେବାକୁ ଚାହାନ୍ତି ଓ ବାକି ଅଧା କଣ୍ଡକ୍ଟର । କିଏ ଡ୍ରାଇଭର ହେବ ଓ କିଏ କଣ୍ଡକ୍ଟର ହୋଇ ପଇସା ଆଦାୟ କରିବ ତାକୁ ନେଇ ଯଦି ବସ ଭିତରେ ଝଗଡା ହୁଏ ତେବେ ବସର ଭାଗ୍ୟ କ’ଣ ହେବ ତାହା ସମସ୍ତେ ଜାଣନ୍ତି । ଆଫଗାନିସ୍ତାନରେ ଏବେ ସେଇ ଖେଳ ଚାଲିଛି । କାହା ହାତରେ ରହିବ …

ତାଲିବାନ ‘ଗୃହମନ୍ତ୍ରୀ’ର ମୁଥ ମାଡରେ ‘ଉପ-ପ୍ରଧାନମନ୍ତ୍ରୀ’ ଆହତ Read More »

auction, olympic sports equipment, neeraj chopra javelin, lovlina boxing gloves, e auction, sumit antil javelin, narendra modi birthday gifts, indian women hockey captain stick, rising odisha

ନିଲାମ ହେବ ଲବଲିନାଙ୍କ ଗ୍ଲୋଭ୍ସ ଓ ନୀରଜଙ୍କ ଜାଭେଲିନ, ପ୍ରଥମ ଦିନରେ ଆଶାରୁ ଅଧିକ ବୋଲି

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ସ୍ମୃତି ସ୍ୱରୂପ ଉପହାର ଦିଆଯାଇଥିବା ଇ-ନିଲାମୀକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ପ୍ରଥମ ଦିନରେ ୧୦ କୋଟିଟଙ୍କାରୁ ଅଧିକର ନିଲାମି ଡକାଯାଇଛି । ନିଲାମୀର ପ୍ରଥମ ଦିନରେ ଯେଉଁଭଳି ଭାବେ ୧୦ କୋଟି ପର୍ଯ୍ୟନ୍ତ ନିଲାମୀ ଡକାଯାଇଛି ତାହା ଆଗାମୀ ୧୯ ଦିନରେ ଅଧିକ ବଢିବ ବୋଲି ଆଶା କରାଯାଉଛି । ନିକଟରେ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଲମ୍ପିକ୍ସ ପଦକ ବିଜେତା ନିଜ …

ନିଲାମ ହେବ ଲବଲିନାଙ୍କ ଗ୍ଲୋଭ୍ସ ଓ ନୀରଜଙ୍କ ଜାଭେଲିନ, ପ୍ରଥମ ଦିନରେ ଆଶାରୁ ଅଧିକ ବୋଲି Read More »

WHO, World health organisation, Covaxin, coronavirus vaccine, who approval, EUA, bharat biotech, rising odisha

କୋଭାକ୍ସିନକୁ କାହିଁକି ମିଳୁନି WHO ସ୍ୱିକୃତୀ ? ଜାଣନ୍ତୁ ପରଦା ପଛର କାରଣ କ’ଣ

ଭାରତରେ ନିର୍ମିତ ସ୍ୱଦେଶୀ କୋଭିଡ୍ ଟିକା କୋଭାକ୍ସିନକୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜରୁରୀ କାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିନାହିଁ । ଏମିତିର କୋଭାକ୍ସିନ୍ ନେଇଥିବା ଭାରତୀୟ ଯଦି ବିଦେଶ ଯିବାକୁ ଚାହିଁବେ ତେବେ ସେମାନଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡିବ କାରଣ ଏମର୍ଜେନସି ଅଥରାଇଜେସନ୍ (EUA) ପ୍ରଦାନ ପ୍ରକ୍ରିୟାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଅନେକ ଦେଶରେ କୋଭିଡ୍ ଟିକା ଆପ୍ରୋଭାଲକୁ …

କୋଭାକ୍ସିନକୁ କାହିଁକି ମିଳୁନି WHO ସ୍ୱିକୃତୀ ? ଜାଣନ୍ତୁ ପରଦା ପଛର କାରଣ କ’ଣ Read More »

navjot sidhu, amarinder singh, sidhu vs captain, punjab congress crisis, punjab cm resigns, punjab congress chief, rising odisha

କେମିତି କ୍ୟାପ୍ଟେନଙ୍କ ଉପରେ ଭାରି ପଡିଲେ ପୂର୍ବତନ ଓପନର ?

ପଂଜାବ ରାଜନୀତି ପାଇଁ ଶନିବାର ଥିଲା ବଡ଼ଦିନ । ଶନିବାର ଦିନ ପୂର୍ବତନ ଓପନର ନବଜ୍ୟୋତ୍ ସିଦ୍ଧୁ କ୍ୟାପ୍ଟେନଙ୍କ ଉପରେ ଭାରି ପଡିଥିଲେ । ସିଦ୍ଧୁ ପଂଜାବ କଂଗ୍ରେସ ର ମୁଖ୍ୟ ହେବାର ମାତ୍ର ଦୁଇ ମାସ ପରେ ଅମରିନ୍ଦର ସିଂହ ଙ୍କୁ ନିଜ ପଦ ହରାଇବାକୁ ପଡିଛି । ଜୁଲାଇ ମାସରେ କ୍ୟାପ୍ଟେନ ଓ ସିଦ୍ଧୁ ମୁହାଁମୁହିଁ ହେବା ପରେ କଂଗ୍ରେସର ପ୍ରାଦେଶିକ ଚେହେରା ବଦଳିଥିଲେ । କ୍ୟାପ୍ଟେନଙ୍କ ଇସ୍ତଫାର ମୁଖ୍ୟ କାରଣ ଦୁହିଁଙ୍କ ମଧ୍ୟରେ …

କେମିତି କ୍ୟାପ୍ଟେନଙ୍କ ଉପରେ ଭାରି ପଡିଲେ ପୂର୍ବତନ ଓପନର ? Read More »

suicide bomber, tehreek e taliban, pakistan taliban, taliban, terrorist organisation, jannat, 72 hoor, bollywood heroines, rani mukerji, kajol, bollywood actress posters, rising odisha

ଆତ୍ମଘାତୀ ଆକ୍ରମଣକାରୀଙ୍କୁ ‘ଜନ୍ନତ’ରେ ଅପେକ୍ଷା କରିଛନ୍ତି ବଲିଉଡ୍ ହିରୋଇନ୍

ଜିହାଦ ଲଢିଲେ ଜନ୍ନତ୍ ମିଳିବ । ଜନ୍ନତରେ ୭୨ ପରୀ ସ୍ୱାଗତ କରିବେ । ଏମିତି କହି ଆତଙ୍କବାଦୀ ସଂଗଠନ ଲୋକଙ୍କ ବ୍ରେନ୍ ୱାସ କରନ୍ତି । କିନ୍ତୁ ଏହାଠାରୁ ଆଉ ପାଦେ ଆଗକୁ ବଢିଛି ପାକିସ୍ତାନୀ ତାଲିବାନ । ପାକିସ୍ତାନୀ ତାଲିବାନ ଭାବେ ପରିଚିତ ତହରିକ୍ ଏ ତାଲିବାନ ନୂଆ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଜନ୍ନତରେ ବଲିଉଡ୍ ଅଭିନେତ୍ରୀ ସହିଦଙ୍କୁ ଅପେକ୍ଷା କରିଛନ୍ତି ବୋଲି କହୁଛି । ତହରିକ୍ ତା’ ମଦ୍ରାସାରେ ପଢୁଥିବା ପିଲାଙ୍କ ମୁଣ୍ଡରେ ଏଭଳି …

ଆତ୍ମଘାତୀ ଆକ୍ରମଣକାରୀଙ୍କୁ ‘ଜନ୍ନତ’ରେ ଅପେକ୍ଷା କରିଛନ୍ତି ବଲିଉଡ୍ ହିରୋଇନ୍ Read More »

coronavirus vaccine, vaccination, dr victoria male, menstruation period, womens, pfizer, moderna vaccine, womens periods affects, rising odisha

କରୋନା ଭ୍ୟାକ୍ସିନ୍ କାରଣରୁ ମହିଳାଙ୍କ ଋତୁସ୍ରାବ ପ୍ରଭାବିତ ! ବ୍ରିଟିଶ ଅଧ୍ୟୟନର ଦାବି

କରୋନା ଭାଇରସ ଆକ୍ରମଣ ବିରୋଧରେ ଏବେ ଭ୍ୟାକ୍ସିନ ବଡ଼ ଭରସା । କିନ୍ତୁ ଭ୍ୟାକ୍ସିନର ପାର୍ଶ୍ୱପ୍ରତିକ୍ରିୟାର ଖବର ମଧ୍ୟ ଆସିବାରେ ଲାଗିଲାଣି । ଭ୍ୟାକ୍ସିନେଶନକୁ ନେଇ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏହା ଦ୍ୱାରା ମହିଳାଙ୍କ ପିରୟଡ୍ ବାଧିତ ହୋଇଛି । ବ୍ରିଟେନରେ ହୋଇଥିବା ଏହି ଅଧ୍ୟୟନରେ ପ୍ରାୟ ୩୫ ହଜାର ମହିଳା ଯୋଗ ଦେଇଥିଲେ । ଏହି ସବୁ ମହିଳାଙ୍କ ଦାବି ଯେ, ଟିକା ନେବା ପରେ ସେମାନଙ୍କ ପିରିୟଡ୍ ପ୍ରଭାବିତ ହୋଇଛି …

କରୋନା ଭ୍ୟାକ୍ସିନ୍ କାରଣରୁ ମହିଳାଙ୍କ ଋତୁସ୍ରାବ ପ୍ରଭାବିତ ! ବ୍ରିଟିଶ ଅଧ୍ୟୟନର ଦାବି Read More »

RSS
Follow by Email
Scroll to Top
Close Bitnami banner
Bitnami