Author name: user

credit card, debit card, debit card vs credit card, credit card bill payment, credit card late payment charges, credit line, credit score, rising odisha

ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ ବୁଝାନ୍ତୁ

କ୍ରେଡିଟ୍ କାର୍ଡ୍ ବର୍ତ୍ତମାନ ସମୟର ଏକ ଆବଶ୍ୟକତା ପାଲଟି ଯାଇଛି । ୩୦ରୁ ୪୫ ଦିନ ପର୍ଯ୍ୟନ୍ତ କ୍ରେଡିଟ୍ ଲାଇନ୍ ମିଳିଥାଏ । ଅର୍ଥାତ ଆପଣଙ୍କ ପାଖରେ ଯଦି ବର୍ତ୍ତମାନ ଟଙ୍କା ନାହିଁ ତେବେ କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରି ପରେ ଶୁଝି ପାରିବେ । କିନ୍ତୁ ସମସ୍ୟା ହେଉଛି ଯଦି କ୍ରେଡିଟ୍ କାର୍ଡକୁ ଠିକ୍ ଭାବେ ବ୍ୟବହାର କରାନଯାଏ ତେବେ ଏହା ବୋଝ ପାଲଟିଯାଏ । ଅନେକ ଅଭିଭାବକ ଦୁରରେ ରହୁଥିବା ପିଲାଙ୍କୁ କ୍ରେଡିଟ୍ କାର୍ଡ୍ …

ପିଲାଙ୍କୁ କ୍ରେଡିଟ୍ କାର୍ଡ୍ ଦେବା ପୂର୍ବରୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ୍ ମଧ୍ୟରେ ଫରକ କ’ଣ ବୁଝାନ୍ତୁ Read More »

colombia, pablo excobar, drugs mafia, cocaine hippos, african hippopotamuses, rising odisha

ଡ୍ରଗ୍ସ ମାଫିଆ ପାବ୍ଲୋ ଏସ୍କୋବାରର ଜଳହସ୍ତୀଙ୍କ କଲମ୍ବିଆ ସରକାର କଲେ ଫ୍ୟାମିଲି ପ୍ଲାନିଂ !

କଲମ୍ବିଆ ସରକାର କୁଖ୍ୟାତ ଡ୍ରଗ୍ ମାଫିଆ ପାବ୍ଲୋ ଏସ୍କୋବାରର ହିପ୍ପୋ(ଜଳହସ୍ତୀ)ର ଫ୍ୟାମିଲି ପ୍ଲାନିଂ କରିଛନ୍ତି । ଏସ୍କୋବାର ୧୯୯୩ରେ ପୋଲିସ ଗୁଳିରେ ମରିବା ପୂର୍ବରୁ ନିଜ ପ୍ରାଇଭେଟ୍ ଚିଡିଆଖାନା ପାଇଁ ୪ଟି ଜଳହସ୍ତିକୁ ଆଫ୍ରିକାରୁ ଚୋରାରେ ଆଣିଥିଲା । ପରେ ଏହି ଜଳହସ୍ତିଙ୍କ ସଂଖ୍ୟା ବଢି ୮୦ ହୋଇଛି । କୋକେନ୍ ବିଜେନ୍ସ ଓ ମେଡେଲିନ୍ ଡ୍ରଗ୍ସ କାର୍ଟେଲରେ ଏସ୍କୋବାରର ଭୂମିକା ପାଇଁ ଏହି ହିପ୍ପୋଙ୍କୁ କୋକେନ୍ ହିପ୍ପୋ ବୋଲି ମଧ୍ୟ କୁହାଯାଏ । କେମିକାଲ ପିଆଇ …

ଡ୍ରଗ୍ସ ମାଫିଆ ପାବ୍ଲୋ ଏସ୍କୋବାରର ଜଳହସ୍ତୀଙ୍କ କଲମ୍ବିଆ ସରକାର କଲେ ଫ୍ୟାମିଲି ପ୍ଲାନିଂ ! Read More »

israel, XLR40, Camerotech, israel scientist, israel army, rising odisha

ଚାହିଁକି ଲୁଚି ପାରିବେନି ଶତ୍ରୁ, କାନ୍ଥ ଆରପାର୍ ଦେଖି ପାରୁଥିବା ଯନ୍ତ୍ର

ମିଲିଟାରି ଟେକ୍ନୋଲୋଜି ଦିନକୁ ଦିନ ଅଧିକରୁ ଅଧିକ ବିକାଶିତ ହେଉଛି । ଏବେ ଇସ୍ରାଏଲୀ ବୈଜ୍ଞାନିକ ଏଭଳି ଏକ ଯନ୍ତ୍ର ତିଆରି କରିଛନ୍ତି ଯାହା ଦ୍ୱାରା କାନ୍ଥ ଆରପଟେ ଲୁଚିଥିବା ଶତ୍ରୁକୁ ଦେଖି ହେବ । ଏହି ଯନ୍ତ୍ରକୁ ପ୍ରଥମଥର ପାଇଁ ଆସନ୍ତା ମାସରେ ପ୍ୟାରିସରେ ହେବାକୁ ଥିବା ମିଲିଟାରି ଏକ୍ସପୋରେ ପ୍ରଦର୍ଶିତ କରାଯିବ । ଏହି ଡିଭାଇସର ନାମ ହେଉଛି Xaver™ LR40 (XLR40) । ଏହା ୫୦ ମିଟର ଦୁର ବା ପ୍ରାୟ ୧୬୪ …

ଚାହିଁକି ଲୁଚି ପାରିବେନି ଶତ୍ରୁ, କାନ୍ଥ ଆରପାର୍ ଦେଖି ପାରୁଥିବା ଯନ୍ତ୍ର Read More »

coal crisis, power crisis, India coal crisis, coal shortage in India, power ministry, power outages, rising odisha

କୋଇଲା ନାହିଁ, ଅନ୍ଧକାର ଆଡକୁ ଭାରତ

ଚୀନରେ କୋଇଲା ସଂକଟ ସୃଷ୍ଟି ହୋଇଛି । ଆଗାମୀ ବର୍ଷେ ପର୍ଯ୍ୟନ୍ତ ଏହି ସଂକଟ ଲାଗି ରହିବ । ଯାହାର ପ୍ରଭାବ ଏବେ ଚୀନରେ ଦେଖିବାକୁ ମିଳୁଛି । ଚୀନରେ ବିଦ୍ୟୁତ ସଂକଟ ସୃଷ୍ଟି ହେଲାଣି । ଭାରତରେ ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଭାରତରେ ମଧ୍ୟ କୋଇଲା ସଂକଟ ଗମ୍ଭୀର ହେବାରେ ଲାଗିଲାଣି । କେନ୍ଦ୍ର ସରକାର ଯଦିଓ କହୁଛନ୍ତି ସବୁକିଛି ଠିକ୍ ଅଛି ତଥାପି ହିସାବ ଅଲଗା କଥା କହୁଛି …

କୋଇଲା ନାହିଁ, ଅନ୍ଧକାର ଆଡକୁ ଭାରତ Read More »

rakesh jhunjhunwala, narendra modi, indian stock market investor, jhunjhunwala, rakesh jhunjhunwala met narendra modi, rising odisha

ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ

ଗତ କିଛି ଦିନ ହେବ ରାକେଶ ଝୁନଝୁନୱାଲା ଚର୍ଚ୍ଚାରେ ଅଛନ୍ତି । କାରଣ ହେଉଛି ଅକ୍ଟୋବର ୫ ତାରିଖର ଏକ ଚିତ୍ର । ଏହି ଚିତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋଚାକୋଚା ସାର୍ଟ୍ ପିନ୍ଧି ଛିଡା ହୋଇଛନ୍ତି । ଦ୍ୱିତୀୟ କାରଣ ହେଉଛି ତାଙ୍କର ନୂଆ ଏୟାର ଲାଇନ୍ସକୁ ଭାରତ ସରକାରଙ୍କ ନୋ ଅବଜେକ୍ସନ ସାର୍ଟିଫିକେଟ୍ ମିଳିଛି । ରାକେଶ ଝୁନଝୁନୱାଲାଙ୍କୁ ଭାରତୀୟ ଷ୍ଟକ ମାର୍କେଟର ବିଗ୍ ବୁଲ୍ ବୋଲି କୁହାଯାଏ । ୧୯୮୫ ମସିହାରେ ସେ …

ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ Read More »

alcohol expiry date, wine and beer, rum, jin, vodka, brandy, takila, cold storage, rising odisha

ମଦ ର ଏକ୍ସପାଏରୀ ଡେଟ୍ ଅଛି କି ? କିଣିଲା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ..

ଯେତେବେଳେ ବି ଆପଣ ମଦ କିଣିଛନ୍ତି କେବେ ତା’ର ଏକ୍ସପାଏରୀ ଡେଟ୍ ଦେଖିଛନ୍ତି କି ? ସମ୍ଭବତଃ କେବେ ମଧ୍ୟ ଏକ୍ସପାଏରୀ ଡେଟ୍ ଦେଖି ଆପଣ ମଦ କିଣିନଥିବେ । କାରଣ ଆମ ମନରେ ଏହି ଧାରଣା ଘର କରିଛି ଯେ, ମଦ ଯେତେ ପୁରୁଣା ହେବ ସେତେ ଭଲ । ତେବେ କ’ଣ ମଦ ର ଏକ୍ସପାଏରୀ ଡେଟ୍ ନଥାଏ ? ଆସନ୍ତୁ ଆଜି ଏହା ଜାଣିବାକୁ ଚେଷ୍ଟା କରିବା ଯେ, ମଦ ର ଏକ୍ସପାଏରୀ …

ମଦ ର ଏକ୍ସପାଏରୀ ଡେଟ୍ ଅଛି କି ? କିଣିଲା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ.. Read More »

jrd tata, ratan tata, tata airlines, air india, tata groups, air india bid, tata wins air india bid, tata sons, rising odisha

୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା

ଜେଆରଡି ଟାଟା ୧୯୩୨ ମସିହାରେ ଏୟାର ଇଣ୍ଡିଆକୁ ଟାଟା ଏୟାରଲାଇନ୍ସ ନାମରେ ଆରମ୍ଭ କରିଥିଲେ । ୧୯୪୬ ମସିହାରେ ଯାହାର ନାମ ବଦଳି ଏୟାର ଇଣ୍ଡିଆ ହୋଇଥିଲା ଓ ପରେ ୧୯୫୩ ମସିହାରେ ଭାରତ ସରକାର ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲେ । ସରକାରଙ୍କ ଟେକ୍ ଓଭର ପରେ ଏୟାର ଇଣ୍ଡିଆ ଜାତୀୟ ଏୟାର ଲାଇନ୍ସରେ ପରିଣତ ହୋଇଥିଲା । ଟାଟା ହାତରେ ଥିବା ବେଳେ ଓ ସରକାରଙ୍କ ହାତକୁ ଆସିବାର ଅନେକ ବର୍ଷ ପର୍ଯ୍ୟନ୍ତ ଏୟାର …

୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା Read More »

shahrukh khan, jackie chan, shahrukh khan son aryan khan, jackie chan son jaycee chan, drugs scandal, aryan khan drugs scandal, rising odisha

ଶାହରୁଖ ଜ୍ୟାକିଙ୍କଠାରୁ କିଛି ଶିଖିବେ କି ? ହଲିଉଡ୍ ଷ୍ଟାର ଜ୍ୟାକି ଚେନ ପୁଅର ଡ୍ରଗ୍ସ ସେବନ ପାଇଁ କ୍ଷମା ମାଗିଥିଲେ

ଶାହରୁଖଙ୍କ ପୁଅ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି । ପୁଅ ପାଇଁ ବେଲ ଯୋଗାଡରେ ବ୍ୟସ୍ତ ଅଛନ୍ତି କିଙ୍ଗ୍ ଖାନ୍ । ଏହାରି ଭିତରେ କିଙ୍ଗ୍ ଖାନ ଓ ତାଙ୍କ ପୁଅ ସମର୍ଥନରେ ଷ୍ଟାଣ୍ଡ୍ ୱିଥ୍ ଶାହରୁଖ ଟ୍ୱିଟରରେ ଟ୍ରେଣ୍ଡ୍ କରୁଛି । ଫ୍ୟାନଙ୍କଠାରୁ ବଲିଉଡର ଏ ଲିଷ୍ଟର ଶାହରୁଖଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରୁଛନ୍ତି । କିଏ କ୍ୟାମେରା ଆଗରେ ଆର୍ୟନକୁ ସୁନା ପୁଅ କହୁଛି ତ’ କିଏ ସୋସିଆଲ ମିଡିଆରେ ଖୋଲା ଚିଠି ଲେଖୁଛି …

ଶାହରୁଖ ଜ୍ୟାକିଙ୍କଠାରୁ କିଛି ଶିଖିବେ କି ? ହଲିଉଡ୍ ଷ୍ଟାର ଜ୍ୟାକି ଚେନ ପୁଅର ଡ୍ରଗ୍ସ ସେବନ ପାଇଁ କ୍ଷମା ମାଗିଥିଲେ Read More »

rave party, drugs party, high profile rave party, shahrukh khan son, aryan khan drugs case, NCB, police raid, rising odisha

ରେଭ୍ ପାର୍ଟି : ଡ୍ରଗ୍ସ ଓ ମ୍ୟୁଜିକର କକଟେଲ ପାର୍ଟି, ଯେଉଁଠି ବେଳେ ବେଳେ ଓଭରଡୋଜ୍ ନିଏ ଜୀବନ

ଶାହରୁଖଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ରଖିବା ଅଭିଯୋଗରେ ଏକ କ୍ରୁଇଜ୍ ସିପରୁ ଗିରଫ ହେବା ପରେ ଏବେ ରେଭ୍ ପାର୍ଟିକୁ ନେଇ ଆଲୋଚନା ହେଉଛି । ଆପଣ ମଧ୍ୟ ଅନେକ ସମୟରେ ରେଭ୍ ପାର୍ଟି ବାବଦରେ ଶୁଣିଥିବେ । ତେବେ ପ୍ରଶ୍ନ ହେଲା ଏହି ରେଭ୍ ପାର୍ଟି କ’ଣ ? କେମିତି ଏହା ଆୟୋଜିତ ହୁଏ ଓ କେଉଁମାନେ ଏହାର ଆୟୋଜନ କରିଥାନ୍ତି ? କେମିତି ହୁଏ ରେଭ୍ ପାର୍ଟି ? ସାଧାରଣତଋ ରେଭ ପାର୍ଟି ବହୁତ …

ରେଭ୍ ପାର୍ଟି : ଡ୍ରଗ୍ସ ଓ ମ୍ୟୁଜିକର କକଟେଲ ପାର୍ଟି, ଯେଉଁଠି ବେଳେ ବେଳେ ଓଭରଡୋଜ୍ ନିଏ ଜୀବନ Read More »

inflation, petrol diesel price hike, mustard oil, lpg gas cylinder, tomato price hike, festive season, dussehra, gas price odisha, rising odisha

ସିଲିଣ୍ଡର ୯ଶହ ଉପରେ, ଟମାଟୋ ୬୦…ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼

ଆଉ ଅଳ୍ପ କେଇଦିନ ପରେ ଆରମ୍ଭ ହେବ ଦଶହରା । ଏହା ସହିତ ଦେଶ ବ୍ୟାପି ଆରମ୍ଭ ହୋଇଯିବ ପାର୍ବଣ ସିଜିନ । କିନ୍ତୁ ଏଥର ପାର୍ବଣକୁ ଫିକା କରିବ ମହଙ୍ଗା ମାଡ । କାରଣ ପେଟ୍ରୋଲିୟମ ଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି କାରଣରୁ ଅନେକ ସାମଗ୍ରୀର ଦର ବୃଦ୍ଧି ଘଟିଛି । ରନ୍ଧନ ଗ୍ୟାସର ମୂଲ୍ୟ ପାଖାପାଖି ୧ ହଜାର ଟଙ୍କା ହୋଇଥିବା ବେଳେ ପରିବା ମୂଲ୍ୟ. ୫୦ ପାର କରିଗଲାଣି । ମହଙ୍ଗା ଏଲପିଜି ପେଟ୍ରୋଲିୟମ …

ସିଲିଣ୍ଡର ୯ଶହ ଉପରେ, ଟମାଟୋ ୬୦…ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼ Read More »

RSS
Follow by Email
Scroll to Top
Close Bitnami banner
Bitnami