Author name: user

lpg gas, lpg gas price hike, modi govt, central govt, crude oil, petrol and diesel price hike, rising odisha

ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର

ଲାଗୁଛି ଆଉ ସାତ ଦିନ ପରେ ରୋଷେଇ ଘରେ ହାହାକାର ମଚିବାକୁ ଯାଉଛି । କାରଣ ମୋଦି ସରକାର ପୁଣିଥରେ ରୋଷେଇ ଗ୍ୟାସ୍ ଦାମ ବଢାଇ ପାରନ୍ତି । କୁହାଯାଉଛି ଯେ, ଦର ବଢାଇବା ପାଇଁ କେନ୍ଦ୍ର ସରକାର ମନସ୍ଥ କରି ସାରିଛନ୍ତି । ଗ୍ୟାସ୍ ସିଲିଣ୍ଡର ପିଛା କଂପାନୀଙ୍କୁ ୧ଶହ ଟଙ୍କା କ୍ଷତି ହେଉଥିବାରୁ ସରକାର ଦର ବଢାଇବେ । ଯଦି ଦରବୃଦ୍ଧି ପାଇଁ କମ୍ପାନୀଙ୍କୁ ସରକାର ସବୁଜ ସଂକେତ ଦିଅନ୍ତି ତେବେ ଏହା ୫ମ …

ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର Read More »

brush, teeth, 4 minutes brush teeth, brush technique, brush timing, plaque, rising odisha

କେତେ ମିନିଟ୍ ବ୍ରସ୍ କରିବା ଉଚିତ ?

ଆମ ଭିତରୁ ଅନେକ ଏହା ଜାଣନ୍ତି ଯେ, ଦିନକୁ ଦୁଇଥର ଦାନ୍ତ ଘସିବା ଓ ଅତିକମରେ ଥରକୁ ଦୁଇ ମିନଟ ଦାନ୍ତ ଘଷିବା ଜରୁରୀ । ପୁଣି ଏଭଳି ଅନେକ ଅଛନ୍ତି ଯେଉଁମାନେ କୁହନ୍ତି ଯେ, ଗୋଟିଏ ମିନଟ ପାଇଁ ବ୍ରସ୍ କରିବା ଯଥେଷ୍ଟ । କିନ୍ତୁ ସତ ହେଉଛି ଦୁଇ ମିନିଟ୍ ବ୍ରସ୍ କରିବା ଯଥେଷ୍ଟ ନୁହେଁ । ତେବେ କେତେ ମିନିଟ୍ ଧରି ଦାନ୍ତ ଘଷିବା ଦ୍ୱାରା ଦାନ୍ତ ସଫା ହୋଇଥାଏ ? ଆସନ୍ତୁ …

କେତେ ମିନିଟ୍ ବ୍ରସ୍ କରିବା ଉଚିତ ? Read More »

IPL, IPL new team, Lucknow team in IPL 2022, Ahmedabad in IPL 2022, sanjiv goenka lucknow team, rising odisha

ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ?

ଆହୁରି ଦମଦାର ହେବ ଫଟାଫଟ୍ କ୍ରିକେଟ । ଆସନ୍ତା ଆଇପିଏଲରେ ୮ଟି ବଦଳରେ ପଡିଆରେ ମୁହାଁମୁହିଁ ହେବେ ୧୦ଟି ଟିମ୍ । ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଆପିଏଲରେ ସାମିଲ ହେବେ । ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ କିଣିଥିବାବେଳେ ସିଭିସି କ୍ୟାପିଟାଲ ୫ହଜାର ୨୦୦ କୋଟି ଟଙ୍କାରେ ଅହମଦାବାଦକୁ କିଣିଛନ୍ତି । ତେବେ ଆପଣ କେବେ ଅନୁମାନ କରିଛନ୍ତି କି ଏହି ନୂଆ ଦଳ ପାଇଁ ଯେତିକି …

ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ? Read More »

driving license, digital license, digital driving license, elicense, rising odisha

ଫୋନରେ ଥିବା ଡ୍ରାଇଭିଂ ଲାଇସେନ୍ସ ପୋଲିସ ଚେକିଂରେ ବୈଧ କି ?

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନରେ ଅଧା କାମ ହୋଇଯାଉଛି । ଏବେ ତ’ କ୍ରେଡିଟ୍ କାର୍ଡ୍, ଡେବିଟ୍ କାର୍ଡର କାମ ମଧ୍ୟ ସ୍ମାର୍ଟ୍ ଫୋନ୍ କଲାଣି । ଅର୍ଥାତ ଏବେ ଆପଣଙ୍କୁ ନିଜ ସହିତ ସବୁବେଳେ ଏଟିଏମ୍ କାର୍ଡ୍ ରଖିବାର ଆବଶ୍ୟକତା ନାହିଁ । ସେହିଭଳି କଥା ଡ୍ରାଇଭିଂ ଲାଇସେନ୍ସକୁ ନେଇ ମଧ୍ୟ କୁହାଯାଉଛି । କୁହାଯାଉଛି ଯେ, ଡ୍ରାଇଭିଂ ଲାଇସେନ୍ସର ହାର୍ଡ୍ କପି ରଖିବାର ଆବଶ୍ୟକତା ନାହିଁ । ଫୋନରେ ଡ୍ରାଇଭିଂ ଲାଇସେନ୍ସର ଫଟୋ ଥିଲେ କାମ …

ଫୋନରେ ଥିବା ଡ୍ରାଇଭିଂ ଲାଇସେନ୍ସ ପୋଲିସ ଚେକିଂରେ ବୈଧ କି ? Read More »

immortal, Alcor Form Cryonics field, brain death, alcor, cryonics, rising odisha

ମିଳିଗଲା ସଂଜିବନୀ, ଝାଡିଝୁଡି ହୋଇ ଉଠିବ ମୃତ ଶରିର !

ମାନବ ଇତିହାସରେ ଅନେକ ଅନେକ ସମୟରେ ଅମରତ୍ୱ ଚାହିଁଛନ୍ତି । କିନ୍ତୁ କେହି ମଧ୍ୟ କେବେ ବି ଅମରତ୍ୱର ସନ୍ଧାନ ପାଇ ନାହାନ୍ତି । କିନ୍ତୁ ଏବେ ଲାଗୁଛି ମାନବର ଅମର ହେବାର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଥିପାଇଁ ଆମେରିକାର ଏକ କମ୍ପାନୀ ଗୋଟିଏ ପ୍ଲାନ୍ ମଧ୍ୟ ଲଂଚ୍ କରି ସାରିଲାଣି । କମ୍ପାନୀର ଦାବି ଯେ, ସେମାନେ ମୃତ୍ୟୁ ପରେ ମଧ୍ୟ ମଣିଷକୁ ଜୀବିତ ରଖି ପାରିବେ । ତେବେ ଏଥିପାଇଁ ପ୍ରତିବର୍ଷ …

ମିଳିଗଲା ସଂଜିବନୀ, ଝାଡିଝୁଡି ହୋଇ ଉଠିବ ମୃତ ଶରିର ! Read More »

sunday, holiday, meghaji lokhande, catholic and protestant christians, rising odisha

ରବିବାର ହିଁ କାହିଁକି ହୁଏ ଛୁଟି ? ଜାଣନ୍ତୁ କାରଣ..

ଆମେ ସମସ୍ତଙ୍କ ଅପେକ୍ଷା ରବିବାରକୁ ଥାଏ । କାରଣ ରବିବାର ଆସିଲେ ଆରାମ ମିଳିବ । କାମରୁ ଛୁଟି ପାଇ ଆମେ ନିଜ ପାଇଁ କିଛି ସମୟ ବାହାର କରି ପାରିଥାଉ କେବଳ ରବିବାର ଦିନ । ତେବେ କେବେ ଆପଣ ଭାବିଛନ୍ତି କି କ’ଣ ପାଇଁ ରବିବାରକୁ ଛୁଟି ଭାବେ ଅନେକ ଦେଶରେ ଘୋଷଣା କରାଯାଇଛି । ଆସନ୍ତୁ ଜାଣିବା ରବିବାର ଛୁଟି ହେବାର କାରଣ କ’ଣ ? ଦୁନିଆ ସାରା ରବିବାର ଛୁଟି ଅନ୍ତର୍ଜାତୀୟ …

ରବିବାର ହିଁ କାହିଁକି ହୁଏ ଛୁଟି ? ଜାଣନ୍ତୁ କାରଣ.. Read More »

juan carlos, spain king, spain, the king of 5000 lovers, spain secret agency, sex drive, rising odisha

ସେକ୍ସ ପାଗଳ ଥିଲା ଏହି ଦେଶର ରାଜା, ନିଜ ଗୁଇନ୍ଦା ଏଜେନ୍ସି ଦେଇଥିଲା ଝିଅ ହର୍ମୋନ୍ ବାଲା ଇଂଜେକ୍ସନ୍ !

ସ୍ପେନର ରାଜା ଜୁଆନ୍ କାର୍ଲୋସକୁ ତାଙ୍କରି ଦେଶର ଗୁଇନ୍ଦା ଏଜେନ୍ସି ଝିଅ ହର୍ମୋନ୍ ବାଲା ଇଂଜେକ୍ସନ ଦେଇଥିଲା । କୁହାଯାଏ ଯେ, ରାଜା କାର୍ଲୋସ୍ ଝିଅ ପାଗଳ ଥିଲେ । ସେକ୍ସ ଥିଲା ତାଙ୍କ ନିଶା । ପାଖାପାଖି ୫ ହଜାର ମହିଳାଙ୍କ ସହିତ ଥିଲା ତାଙ୍କର ଯୌନ ସମ୍ବନ୍ଧ । ଏତେ ସଂଖ୍ୟାରେ ମହିଳାଙ୍କ ସହିତ ସମ୍ପର୍କ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲା । ଏହି କାରଣରୁ ଗୁଇନ୍ଦା ଏଜେନ୍ସି …

ସେକ୍ସ ପାଗଳ ଥିଲା ଏହି ଦେଶର ରାଜା, ନିଜ ଗୁଇନ୍ଦା ଏଜେନ୍ସି ଦେଇଥିଲା ଝିଅ ହର୍ମୋନ୍ ବାଲା ଇଂଜେକ୍ସନ୍ ! Read More »

bangladesh, hindus in bangladesh, bangladesh pm sheikh hasina, bangladesh muslim, rising odisha

୧୯୮୦ର ସେଇ ସମ୍ବିଧାନ ସଂଶୋଧନ, ଯାହାପରେ ବାଂଲାଦେଶ ହିନ୍ଦୁଙ୍କ ପାଇଁ ପାଲଟିଗଲା ନର୍କ

ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ବଡ଼ଧରଣର ହିଂସା ଦୁନିଆକୁ ଇସଲାମିକ୍ ମୌଳବାଦକୁ ନୂଆ ନଜରରେ ଦେଖିବାକୁ ବାଧ୍ୟ କରିଛି । ମୁସଲିମ ଅତିବାଦୀଙ୍କ ପାଇଁ କେବଳ ଯେ, ବାଂଲାଦେଶର ହିନ୍ଦୁ ଚିନ୍ତାରେ ନାହାନ୍ତି ସେଠାକର ସରକାର ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । କାରଣ ହେଉଛି ବାଂଲାଦେଶ ଅର୍ଥନୈତିକ ଦୃଷ୍ଟିରୁ ପ୍ରଗତି କରୁଥିବା ବେଳେ ଇସଲାମିକ ଆତଙ୍କବାଦ ଏହାର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି । ବାଂଲାଦେଶ ସରକାର ଏବେ ଦେଶର ପ୍ରଥମ ସମ୍ବିଧାନକୁ ପୁଣିଥରେ ଲାଗୁ କରିବାକୁ ଚିନ୍ତା କରୁଛନ୍ତି …

୧୯୮୦ର ସେଇ ସମ୍ବିଧାନ ସଂଶୋଧନ, ଯାହାପରେ ବାଂଲାଦେଶ ହିନ୍ଦୁଙ୍କ ପାଇଁ ପାଲଟିଗଲା ନର୍କ Read More »

facebook, social media platform, mark zuckerberg, facebook name change, rising odisha

ବଦଳିଯିବ ଫେସବୁକର ନାଁ, ଜୁକରବର୍ଗ ଖୋଜୁଛନ୍ତି ନୂଆ ନାଁ

ମାର୍କ୍ ଜୁକରବର୍ଗଙ୍କ (Mark Zuckerberg) ଫେସବୁକ୍ ନିଜ ନାମ ବଦଳାଇବ । ଏଥିପାଇଁ ଜୁକରବର୍ଗ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି । ଦି ଭର୍ଜର ଏକ ରିପୋର୍ଟ ଅନୁସାରେ ସେ ଏମିତି ଗୋଟିଏ ନାଁ ଖୋଜୁଛନ୍ତି ଯାହା ତାଙ୍କର ଆଗାମୀ ପ୍ରୋଜେକ୍ଟ ମେଟାଭର୍ସ ସହିତ ଫେସବୁକର ସମ୍ପର୍କକୁ ଦେଖାଉଥିବ । କୁହାଯାଉଛି ଯେ, ଅକ୍ଟୋବର ୨୮ ତାରିଖ ଦିନ ଫେସବୁକର ବାର୍ଷିକ କନେକ୍ଟ କନଫରେନ୍ସରେ ଏନେଇ ସୂଚନା ଦେଇପାରନ୍ତି । ନାମ ବଦଳାଇବା ପଛରେ ଫେସବୁକର ଉଦ୍ଦେଷ୍ୟ …

ବଦଳିଯିବ ଫେସବୁକର ନାଁ, ଜୁକରବର୍ଗ ଖୋଜୁଛନ୍ତି ନୂଆ ନାଁ Read More »

life certificate, jeevan pramaan, pensioners, bank, doorstepbanks, pension, old age, rising odisha

ପେନସନ୍ ଧାରକଙ୍କ ପାଇଁ ବଡ଼ ଖବର, କରୋନା ସମୟରେ ବ୍ୟାଙ୍କକୁ ନଯାଇ ବି ଦାଖଲ କରିପାରିବେ ଲାଇଫ୍ ସାର୍ଟିଫିକେଟ୍

Life Certificate- ପେନସନ୍ ଧାରକଙ୍କୁ ନିଜ ପେନସନ୍ ଜାରି ରଖିବା ପାଁ ପ୍ରତିବର୍ଷ ନିଜ ଲାଇଫ୍ ସାର୍ଟିଫିକେଟ୍ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ଆର୍ଥିକ ସଂସ୍ଥାନଙ୍କ ନିକଟରେ ଦାଖଲ କରିବାକୁ ପଡିଥାଏ । ଏଥିପାଇଁ ପେନସନ୍ ଧାରକଙ୍କୁ ବ୍ୟାଙ୍କକୁ ଯିବାକୁ ପଡିଥାଏ । କିନ୍ତୁ ଏବେ ଘରେ ବସି ମଧ୍ୟ ଜଣେ ପେନସନ୍ ଧାରକ ନିଜ ଲାଇଫ୍ ସାର୍ଟିଫିକେଟ୍ ବା ଜୀବନ ପ୍ରମାଣ ପତ୍ର ଜମା କରିପାରିବେ । ପେନସନ୍ ଧାରକ ସରକାରୀ ବ୍ୟାଙ୍କ ଓ ପୋଷ୍ଟାଲ …

ପେନସନ୍ ଧାରକଙ୍କ ପାଇଁ ବଡ଼ ଖବର, କରୋନା ସମୟରେ ବ୍ୟାଙ୍କକୁ ନଯାଇ ବି ଦାଖଲ କରିପାରିବେ ଲାଇଫ୍ ସାର୍ଟିଫିକେଟ୍ Read More »

RSS
Follow by Email
Scroll to Top
Close Bitnami banner
Bitnami