Author name: user

farm laws, repeal farm laws, modi govt, farmers protest, pagri sambhal jatta lehar, rising odisha

୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ

ଚାଷୀଙ୍କ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି । ବିରୋଧୀ କହୁଛନ୍ତି ଅହଙ୍କାରର ଅନ୍ତ ହୋଇଛି । ସୋସିଆଲ ମିଡିଆ କହୁଛି ଝୁକତି ହୈ ଦୁନିଆ ଝୁକାନେ ବାଲା ଚାହିଏ । ଉତ୍ତର ପ୍ରଦେଶ ଓ ପଂଜାବ ଭଳି ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବର ସେମିଫାଇନାଲ । ବିଜେପିକୁ ଯଦି ଲମ୍ବା ଇନିଂସ ଖେଳିବାର ଅଛି ତେବେ ଉତ୍ତର ଭାରତ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଥିବା ଚାଷୀଙ୍କୁ ଶାନ୍ତ କରିବା ଗୈରିକ ଦଳର ପ୍ରଥମ …

୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ Read More »

capital punishment, saudi arabia, america, pakistan, india, china, north korea, death penalty for evildoers, rising odisha

ବିଶ୍ୱର ବିଭିନ୍ନ ଦେଶରେ ଦୁଷ୍କରମକାରୀଙ୍କୁ ମିଳେ ଭୟଙ୍କର ସଜ୍ଜା, ଶୁଣିଲେ ଉଡ଼ିଯିବ ହୋସ

ଗୁରୁବାର ଦିନ ପାକିସ୍ତାନୀ ସଂସଦ ଏଭଳି ଗୋଟିଏ ବିଧେୟକକୁ ସ୍ୱିକୃତି ଦେଇଛି ଯାହା ଦ୍ୱାରା ଅଭ୍ୟାସଗତ ବଳାତ୍କାରୀଙ୍କୁ ନଂପୁସକ କରାଯିବ । ପାକିସ୍ତାନରେ ଦିନକୁ ଦିନ ବଳାତ୍କାର ମାମଲା ବୃଦ୍ଧି ପାଇବା ପରେ ସେଠାକାର ସରକାର ଗୋଟିଏ ଅଧ୍ୟାଦେଶ ଆଣିଥିଲେ । ଏହି ଅଧ୍ୟାଦେଶ ଅନୁସାରେ ବଳାତ୍କାରୀଙ୍କୁ ନଂପୁସକ କରିବାର ପ୍ରାବଧାନ ଥିଲା । ଏହା ସହିତ ବଳାତ୍କାର ମାମଲାର ଫାଷ୍ଟ୍ ଟ୍ରାକ୍ ଶୁଣାଣିର ମଧ୍ୟ ଏଥିରେ ବ୍ୟବସ୍ଥା ଥିଲା । ତେବେ ଏହି ଅଧ୍ୟାଦେଶକୁ ଗୁରୁବାର …

ବିଶ୍ୱର ବିଭିନ୍ନ ଦେଶରେ ଦୁଷ୍କରମକାରୀଙ୍କୁ ମିଳେ ଭୟଙ୍କର ସଜ୍ଜା, ଶୁଣିଲେ ଉଡ଼ିଯିବ ହୋସ Read More »

fuel price cut, petrol diesel price reduction, modi govt, bjp govt, centre vs state, electoral lollipop, excise duty, VAT, rising odisha

୫ଟଙ୍କିଆ ଲଲିପପ୍ ଧରେଇ କେନ୍ଦ୍ର ମାରୁଛି ବାହାଦୁରି, ସରକାରଙ୍କ ପାଇଁ ତେଲ କମ୍ପାନୀଙ୍କ ସ୍ୱାର୍ଥ ବଡ଼

କୋଦରା କୋଡେ ଯେତିକି ମାଡେ ସେତିକି । ଏହି ଢଗ ସହିତ ସମସ୍ତେ ନିଶ୍ଚିତ ପରିଚିତ ଥିବେ । ପେଟ୍ରୋଲ ଓ ଡିଜେଲ ଦାମକୁ ନେଇ ଠିକ୍ ସେହିଭଳି ନୀତିରେ କେନ୍ଦ୍ର ସରକାର ଚାଲିଥିବା ଭଳି ମନେ ହେଉଛି । ଧରି ନିଅନ୍ତୁ ଆପଣଙ୍କ ପାଖ ଦୋକାନି ଆପଣଙ୍କୁ କୌଣସି ଜିନିଶ ଯେତିକି ଟଙ୍କାରେ ୪ ବର୍ଷ ତଳେ ବିକ୍ରି କରୁଥିଲେ ଏବେ ତା’ଠାରୁ ଢେର ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଆପଣ ଓ ଆପଣଙ୍କ …

୫ଟଙ୍କିଆ ଲଲିପପ୍ ଧରେଇ କେନ୍ଦ୍ର ମାରୁଛି ବାହାଦୁରି, ସରକାରଙ୍କ ପାଇଁ ତେଲ କମ୍ପାନୀଙ୍କ ସ୍ୱାର୍ଥ ବଡ଼ Read More »

crypto, crypto coin, crypto currency, crypto token, investment, bitcoin, rising odisha

ଘରେ ବସି ବନନ୍ତୁ ଲକ୍ଷପତି, କ୍ରିପ୍ଟୋକରେନ୍ସି ଦେଉଛି ଦମଦାର ରିଟର୍ଣ୍ଣ

Crypto Market ରେ ଦିନକୁ ଦିନ ପୁଂଜି ନିବେଶକଙ୍କ ରୁଚି ବଢିବା ସହିତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ନିକଟରେ cryptocurrencies ବଜାରରେ ଉତ୍ଥାନ ପତନ ଦେଖିବାକୁ ମିଳିଛି । ତଥାପି କ୍ରିପ୍ଟୋ କରେନ୍ସି ବଜାରରେ ନିବେଶକଙ୍କ ଗହଳି ଲାଗିବାର କାରଣ ହେଉଛି ଦମଦାର ରିଟର୍ଣ୍ଣ । ଆଜି ଆମେ ଆପଣଙ୍କୁ ଏମିତି କିଛି କ୍ରିପ୍ଟୋ କରେନ୍ସି ବାବଦରେ ଜଣାଇବୁ ଯାହା ଗତ ଦୁଇ ମାସ ମଧ୍ୟରେ ଆଶ୍ଚର୍ଯ୍ୟଜନକ ରିଟର୍ଣ୍ଣ ଦେଇଛନ୍ତି । ଦୁଇ ମାସର …

ଘରେ ବସି ବନନ୍ତୁ ଲକ୍ଷପତି, କ୍ରିପ୍ଟୋକରେନ୍ସି ଦେଉଛି ଦମଦାର ରିଟର୍ଣ୍ଣ Read More »

c-60 commando force, maharashtra gadchiroli, maoists killed in encounter, commando 60 force, rising odisha

୨୬ ମାଓବାଦୀଙ୍କୁ ନିପାତ କରିଥିବା C-60 ଫୋର୍ସ ବାବଦରେ ଜାଣନ୍ତୁ

ମହାରାଷ୍ଟ୍ରର ଗଡ଼ଚିରୋଲିରେ ଶନିବାର ଦିନ ସୁରକ୍ଷାବଳଙ୍କ ସହିତ ସଂଘର୍ଷରେ ୨୬ ମାଓବାଦୀ ନିପାତ ହୋଇଛନ୍ତି । ସର୍ବହରାଙ୍କ ସରକାର କଥା କହି ସାଧାରଣ ଲୋକଙ୍କ ହତ୍ୟା କରୁଥିବା ମାଓବାଦୀଙ୍କୁ ଶନିବାର ବଡ଼ ଝଟକା ଲାଗିଛି କାରଣ ନିହତଙ୍କ ମଧ୍ୟରେ ଅଛନ୍ତି ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣେ ମାଓ କମାଣ୍ଡର । ମହାରାଷ୍ଟ୍ରର ଗଡ଼ଚିରୋଲିରେ ସକ୍ରିୟ ଥିବା ମାଓବାଦୀଙ୍କ ପାଇଁ କାଳ ହେଉଛନ୍ତି ଏହି ସି-ସିକ୍ଟିଟି କମାଣ୍ଡୋ ଫୋର୍ସ । ତେବେ କ’ଣ ପାଇଁ ମାଓବାଦୀ …

୨୬ ମାଓବାଦୀଙ୍କୁ ନିପାତ କରିଥିବା C-60 ଫୋର୍ସ ବାବଦରେ ଜାଣନ୍ତୁ Read More »

PLA, manipur ambush, peoples liberation army, assam rifles, indian soldiers, myanmar, china, rising odisha

ଭାରତୀୟ ଯବାନଙ୍କ ହତ୍ୟାକାରୀ PLA ଚୀନ୍ ପାଳିତ ଆତଙ୍କବାଦୀ ସଂଗଠନ, ମିଆଁମାରୁ କରୁଛି ଅପରେଟ୍

ମଣିପୁରରେ ଶନିବାର ଦିନ ଆସାମ ରାଇଫଲର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣରେ କମାଣ୍ଡିଂ ଅଫିସର ଓ ତାଙ୍କ ପରିବାର ସଦସ୍ୟଙ୍କ ସହିତ ୬ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ନିଜକୁ ଉତ୍ତରଦାୟୀ କରିଛି ପିପୁଲ’ସ ଲିବରେସନ୍ ଆର୍ମି-ମଣିପୁର । ଠିକ୍ ଶୁଣିଛନ୍ତି ଖାଲି ଚୀନରେ ନୁହେଁ ଭାରତର ମଣିପୁରରେ ମଧ୍ୟ ଗୋଟିଏ ପିପୁଲ’ସ ଲିବରେସନ୍ ଆର୍ମି ରହିଛି । ଯାହାର ସଂପର୍କ ଚୀନ ସହିତ ରହିଛି । କର୍ଣ୍ଣସ ବିପ୍ଲବଙ୍କ …

ଭାରତୀୟ ଯବାନଙ୍କ ହତ୍ୟାକାରୀ PLA ଚୀନ୍ ପାଳିତ ଆତଙ୍କବାଦୀ ସଂଗଠନ, ମିଆଁମାରୁ କରୁଛି ଅପରେଟ୍ Read More »

the expanse, jeff bezos, elon musk, amazon prime, amazon CEO, space, rising odisha

ଭବିଷ୍ୟତରେ ମହାକାଶରେ ଜନ୍ମ ନେବେ ମଣିଷ, ବୁଲିବାକୁ ଆସିବେ ପୃଥିବୀ

ଆମାଜନ ପ୍ରାଇମର ଯଦି ଆପଣ ଗ୍ରାହକ ତେବେ ’ଦି ଏକ୍ସପେନ୍ସ’ ନାମକ ସିରିଜ୍ ନିଶ୍ଚୟ ନଜରରେ ପଡିଥିବ କିମ୍ବା ଦେଖିଥିବେ । ଏହି ସିରିଜରେ ମଙ୍ଗଳ ଗ୍ରହରେ ହୋଇଥିବା ଏକ ହତ୍ୟାକାଣ୍ଡର ତଦନ୍ତ ପାଇଁ ପୃଥିବୀରୁ ଜଣେ ଡିଟେକ୍ଟିଭ୍ ଯାଆନ୍ତି । ଡିଟେକ୍ଟିଭଙ୍କ ତଦନ୍ତ ସହିତ କାହାଣୀ ଆଗକୁ ବଢେ । ଏହା ଏବେ କଳ୍ପ ବିଜ୍ଞାନର କାହାଣୀ ଲାଗୁଥାଇ ପାରେ । କିନ୍ତୁ ଗୋଟିଏ ସମୟ ଆସିବ ଯେତେବେଳେ ମଣିଷ ମହାକାଶରେ ରହିବ । ଆଉ …

ଭବିଷ୍ୟତରେ ମହାକାଶରେ ଜନ୍ମ ନେବେ ମଣିଷ, ବୁଲିବାକୁ ଆସିବେ ପୃଥିବୀ Read More »

mutual fund. 15 15 15 rule, mutual fund investment, SIP investment, SIP returns, money investments, rising odisha

ମ୍ୟୁଚୁଆଲ ଫଣ୍ଡର ୧୫ *୧୫ *୧୫ ନିୟମ କ’ଣ ? ଯାହା ୫୦ ବର୍ଷ ବୟସରେ ଆପଣଙ୍କୁ ଦେବ ୧୦ କୋଟି ଟଙ୍କା…*

ଯଦି କେହି ଆପଣଙ୍କୁ କୁହେ ଯେ, ପ୍ରତି ମାସରେ ୧୫ ହଜାର ଟଙ୍କା ନିବେଶ କରିଲେ ସହଜରେ ୧୦ କୋଟିର ଫଣ୍ଡ୍ ତିଆରି କରିହେବ ତେବେ ଆପଣ ଏହାକୁ ମାତ୍ର ଏକ ଉଦାହରଣ ଭାବେ ନେବେ । ଏହାକୁ ଗମ୍ଭୀରତାର ସହ ନେବେ ନାହିଁ । କିନ୍ତୁ ଯଦି ନିବେଶର ସଠିକ ନିୟମକୁ ଅନୁସରଣ କରାଯାଏ ତେବେ ମାସିକ ୧୫ ହଜାର ଟଙ୍କା ନିବେଶ ଦ୍ୱାରା ଆପଣ ୧୦ କୋଟି ଟଙ୍କାର ଫଣ୍ଡ୍ ତିଆରି କରିପାରିବେ । …

ମ୍ୟୁଚୁଆଲ ଫଣ୍ଡର ୧୫ *୧୫ *୧୫ ନିୟମ କ’ଣ ? ଯାହା ୫୦ ବର୍ଷ ବୟସରେ ଆପଣଙ୍କୁ ଦେବ ୧୦ କୋଟି ଟଙ୍କା…* Read More »

BSKY, smart health card, naveen patnaik, biju swasthya kalyan yojana, biju swasthya yojana, bsky smart card, rising odisha

ସ୍ୱାସ୍ଥ୍ୟସେବାରେ ମାଇଲଖୁଣ୍ଟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା। ରାଜ୍ୟର ପ୍ରତିଟି ଗରିବ ପରିବାର ପାଇବେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା। ଅର୍ଥ ଅଭାବରୁ ଚିକିତ୍ସା ସେବାରୁ କେହି ବଞ୍ଚିତ ହେବେନି। ଏହାକୁ ଫୋକସ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏବେ ଏ ଯୋଜନାରେ ହୋଇଛି ନବକଳେବର। ହିତାଧିକାରୀଙ୍କୁ ମିଳୁଛି ସ୍ୱାର୍ଟ ହେଲଥ୍ କାର୍ଡ। ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩ କୋଟି …

ସ୍ୱାସ୍ଥ୍ୟସେବାରେ ମାଇଲଖୁଣ୍ଟ Read More »

demonetisation, note ban, modi govt, narendra modi, 500 and 1000 currency ban, currency ban, cashless transaction, black money, rising odisha

ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍

ନୋଟ୍ ବ୍ୟାନକୁ ୫ ବର୍ଷ ପୁରିଛି । ୫ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ସେହି ସନ୍ଧ୍ୟାରେ ଆସି ଦେଶବାସୀଙ୍କୁ ଲାଇଭ ଟିଭିରେ ୫ଶହ ଓ ୧ ହଜାର ଟଙ୍କା ନୋଟ୍ ଅଚଳ ବୋଲି ଘୋଷଣା କଲେ ତାହା ସେତେବେଳେ ଭାରତୀୟଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା । ସେହି ସନ୍ଧ୍ୟା ପରଠାରୁ ମୋଦି ଯେତେବେଳେ ବି ରାତିରେ ଲାଇଭ୍ ଆସିବେ ବୋଲି ଘୋଷଣା କରନ୍ତି ସେତେବେଳେ ଉଣା ଅଧିକ ସବୁ ଭାରତୀୟ ଭାବନ୍ତି …

ନୋଟ ବ୍ୟାନକୁ ୫ବର୍ଷ : ୫ ବିନ୍ଦୁରେ ଜାଣନ୍ତୁ କେମିତି ବିଫଳ ହେଲା ପୁରା ପ୍ଲାନ୍ Read More »

RSS
Follow by Email
Scroll to Top
Close Bitnami banner
Bitnami