Author name: user

cars 2022, best budget car, new cars, car accident, safety seat, car features, new car 2022, latest model cars, cars in india, rising odisha, odia blog

କାର ଦୁର୍ଘଟଣାରେ ପିଲା କେତେ ସୁରକ୍ଷିତ ? କାର କିଣିବା ପୂର୍ବରୁ ଏହା ଜାଣି ନିଅନ୍ତୁ

କାରରେ ସୁରକ୍ଷାର କ’ଣ ଅର୍ଥ ରହିଛି ତାହା ଜାତୀୟ କ୍ରାଇମ୍ ରେକର୍ଡ୍ ବ୍ୟୁରରୋ ତଥ୍ୟରୁ ବୁଝା ଯାଇପାରିବ । ୨୦୧୮ରେ ସଡକ ଦୁର୍ଘଟଣାରେ ୧ ଲକ୍ଷ ୩୫ ହଜାର ଜୀବନ ଯାଇଥିଲା । ୨୦୧୯ରେ ଏହା ବଢିକରି ୧ଲକ୍ଷ ୩୬ ହଜାର ହୋଇଥିଲା । ୨୦୨୦ରେ ଏହି ସଂଖ୍ୟା ହ୍ରାସ ପାଇ ୧ ଲକ୍ଷ ୨୦ ହଜାର ହୋଇଥିଲା । ୨୦୧୯ ଓ ୨୦୨୦ ମଧ୍ୟରେ ଦୁର୍ଘଟଣାରେ ମୃତକ ସଂଖ୍ୟାରେ ୧୬ ହଜାର ଟଙ୍କା ହ୍ରାସ ପରିଲକ୍ଷିତ …

କାର ଦୁର୍ଘଟଣାରେ ପିଲା କେତେ ସୁରକ୍ଷିତ ? କାର କିଣିବା ପୂର୍ବରୁ ଏହା ଜାଣି ନିଅନ୍ତୁ Read More »

pakistan pm imran khan, russian president vladimir putin, pakistan russia relation, india russia relations, ukraine crisis, rising odisha, odia blog

ପୁଟିନଙ୍କୁ ଭେଟିବେ ଇମ୍ରାନ୍, ପାକିସ୍ତାନ ନିକଟତର ହେଉଛି କି ‘ଭାରତର ବନ୍ଧୁ’ ଋଷ

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଋଷ ଗସ୍ତରେ ଯାଉଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ଇମ୍ରାନ । ଏମିତିର ପ୍ରଶ୍ନ ଉଠିଲାଣି ଯେ, ଋଷ-ଚୀନ ମଧ୍ୟରେ ବନ୍ଧୁତାର ନୂଆ ଅଧ୍ୟାୟ ୟୁକ୍ରେନକୁ ନେଇ ଆରମ୍ଭ ହୋଇଥିବା ବେଳେ ପାକିସ୍ତାନକୁ ନେଇ ଋଷର ମନ ବଦଳିଲାଣି କି ? ଭାରତର ବନ୍ଧୁ ଭାବେ ପରିଚିତ ଋଷ ପାକିସ୍ତାନ ପ୍ରତି ମନୋଭାବ ନରମ କଲାଣି କି ? ଏଠାରେ ଉଲ୍ଲେଖନୀୟ ଯେ, ଏହି ଗସ୍ତ ପାଇଁ …

ପୁଟିନଙ୍କୁ ଭେଟିବେ ଇମ୍ରାନ୍, ପାକିସ୍ତାନ ନିକଟତର ହେଉଛି କି ‘ଭାରତର ବନ୍ଧୁ’ ଋଷ Read More »

adani, fortune oil, up elections 2022, tmc leader, yashwant sinha, rising odisha, odia blog

ୟୁପିରେ ଭୋଟ୍ ପାଇଁ ଆଦାନୀ ବାଣ୍ଟୁଛନ୍ତି ଏକ ଲିଟର ଶୋରିଷ ତେଲ, ଜଶୱନ୍ତଙ୍କ ଅଭିଯୋଗ କେତେ ସତ ?

ପୂର୍ବତନ ବିଜେପି ନେତା ତଥା ଏବେ ମମତାଙ୍କ ଶିବିରରେ ଯୋଗ ଦେଇଥିବା ଜଶୱନ୍ତ ସିହ୍ନା ବିଜେପି ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ଉତ୍ତରପ୍ରଦେଶରେ ଭୋଟ୍ ହାତେଇବାକୁ ବିଜେପି ଆଦାନୀଙ୍କୁ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଅନୁସାରେ ଲୋକଙ୍କ ଭୋଟ୍ ହାତେଇବା ପାଇଁ ଆଦାନୀଙ୍କ କମ୍ପାନୀ ଏକ ଲିଟର ଫର୍ଚ୍ୟୁନ୍ ଅଏଲ ବାଣ୍ଟିବାକୁ ଅନୁମତି ମାଗିଛନ୍ତି । ସିହ୍ନାଙ୍କ ଅଭିଯୋଗ ହେଲା ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି ଆଦାନୀ ହାତ …

ୟୁପିରେ ଭୋଟ୍ ପାଇଁ ଆଦାନୀ ବାଣ୍ଟୁଛନ୍ତି ଏକ ଲିଟର ଶୋରିଷ ତେଲ, ଜଶୱନ୍ତଙ୍କ ଅଭିଯୋଗ କେତେ ସତ ? Read More »

arvind kejriwal, kumar vishwas, punjab elections 2022, khalistani separatists, aam aadmi party, punjab elections, rising odisha, odia blog

କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲ ଦେଶର ‘ବିଶ୍ୱାସ’ ହରାଇଲେ ?

ପଂଜାବ ବିଧାନସଭା ପାଇଁ ଆଉ ୪ ଦିନ ବାକି ରହିଛି । ବିଜେପି, କଂଗ୍ରେସ ଓ ଅକାଳୀ ଦଳଙ୍କ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ଚତୁର୍ଥ ଦାବିଦାର ଭାବେ ଆମ ଆଦମୀ ପାର୍ଟି ଉଭା ହୋଇଛି । ଏହାରି ଭିତରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପୁରୁଣା ସାଥୀ କୁମାର ବିଶ୍ୱାସ ଗୋଟିଏ ବୋମା ଫୁଟାଇଛନ୍ତି । ସେ ସିଧାସଳଖ କେଜ୍ରିୱାଲଙ୍କ ବିରୋଧରେ ଖଲିସ୍ତାନୀ ବିଛିନ୍ନତାବାଦ ଆନ୍ଦୋଳନକୁ ସମର୍ଥନର ଅଭିଯୋଗ ଆଣିଛନ୍ତି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ବିଶ୍ୱାସ କହିଛନ୍ତି …

କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲ ଦେଶର ‘ବିଶ୍ୱାସ’ ହରାଇଲେ ? Read More »

up politics, up elections 2022, up assembly elections, up mla, educational qualifications, rising odisha, odia blog

ୟୁପି ନିର୍ବାଚନ : କାହା ପାଠଘର ଶୂନ ତ’ କିଏ ଅଷ୍ଟମ ପାସ୍, ଜାଣନ୍ତୁ ଉତ୍ତର ପ୍ରଦେଶ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ

ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ହୋଇ ସାରିଛି । ୧୪ ଫେବ୍ରୁଆରିରେ ପଡିବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ଦ୍ୱିତୀୟ ପର୍ଯ୍ୟୟ ଭୋଟ୍ ପୂର୍ବରୁ ୟୁପି ଯୁଦ୍ଧ ଲଢୁଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଆସିଛି ଗୋଟିଏ ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟୟ ଭୋଟ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୧୪ ଜଣ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ବେଳେ ୧୨ ଜଣଙ୍କ ପାଠଘର ଶୁନ । ନିର୍ବାଚନ ସୁଧାରକୁ …

ୟୁପି ନିର୍ବାଚନ : କାହା ପାଠଘର ଶୂନ ତ’ କିଏ ଅଷ୍ଟମ ପାସ୍, ଜାଣନ୍ତୁ ଉତ୍ତର ପ୍ରଦେଶ ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ Read More »

rahul bajaj, bajaj company, bajaj scooter, scooter king, hamara bajaj, rahul bajaj death, bajaj scooter bikes, rising odisha, odia blog

ଜନ୍ମଜାତ ବିଦ୍ରୋହୀ ଥିଲେ ବାଜାଜ, ଶାସକ ଦଳକୁ ସମାଲୋଚନ କରିବାକୁ କରୁନଥିଲେ ଭୟ

ରାହୁଲ ବଜାଜ । ଭାରତୀୟ ଶିଳ୍ପ ଜଗତର ଏମିତି ଗୋଟିଏ ନାଁ ଯାହାକୁ ସମ୍ମାନର ସହ ନିଆଯାଏ । ୧୯୩୮ ମସିହରେ ଜନ୍ମ । ୨୦୨୨ରେ ତିରୋଧାନ । ଏହି ୮୨ ବର୍ଷର ପରିବର୍ତ୍ତନାର ସାକ୍ଷୀଥିଲେ ରାହୁଲ ବଜାଜ । ରାହୁଲ ଥିଲେ ଜନ୍ମଜାତ ବିଦ୍ରୋହୀ । ସେ ନିଜେ ଏଇକଥା ଗର୍ବର ସହ ଥରେ କହିଥିଲେ । କହିଥିଲେ ଯେ, ମୁଁ ଜନ୍ମରୁ ସତ୍ତା ବିରୋଧୀ । ତେଣିକି କ୍ଷମତାରେ ଯିଏ ଥାଉନା କାହିଁକି । …

ଜନ୍ମଜାତ ବିଦ୍ରୋହୀ ଥିଲେ ବାଜାଜ, ଶାସକ ଦଳକୁ ସମାଲୋଚନ କରିବାକୁ କରୁନଥିଲେ ଭୟ Read More »

hijab controversy. karnataka, bjp, uniform civil code, bjp govt, ram mandir, article 370, elections 2022, rising odisha

ହିଜବ ବିବାଦ ଆଳରେ ବିଜେପି ସମାନ ନାଗରିକ ସଂହିତା ଆଡକୁ ଅଗ୍ରସର ହେଉଛି କି ?

କର୍ଣ୍ଣାଟକରେ ହିଜବ ବିବାଦ ଭିତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବୟାନ ଆଉ ଗୋଟିଏ ଦୀଗ ଆଡକୁ ଇଂଗିତ କରୁଛି । ଧାମୀ କହିଛନ୍ତି ଯେ, ତାଙ୍କ ଦଳ ଯଦି ପୁନଃ କ୍ଷମତାକୁ ଆସେ ତେବେ ସମାନ ନାଗରିକ ସଂହିତା ଲାଗୁ କରାଯିବ । ସମାନ ନାଗରିକ ସଂହିତା ରାମ ମନ୍ଦିର ଓ ଧାରା ୩୭୦ ଭଳି ବିଜେପିର ମୁଳ ଏଜେଣ୍ଡାରେ ଆଗରୁ ରହିଛି । ଏମିତିରେ ଧାମୀଙ୍କ ବୟାନକୁ ଗୁରୁତ୍ୱ ଏଥିପାଇଁ ଦିଆଯାଉଛି ଯେ, …

ହିଜବ ବିବାଦ ଆଳରେ ବିଜେପି ସମାନ ନାଗରିକ ସଂହିତା ଆଡକୁ ଅଗ୍ରସର ହେଉଛି କି ? Read More »

indias rafale vs pakistan jf 17, indias fighter jets, pakistan fighter jets, indian air force, pak air force, tejas fighter jets, rising odisha, odia blog

ପାକିସ୍ତାନର ନାହିଁ JF-17 ଉପରେ ଭରସା, ଯୁଦ୍ଧ ହେଲେ ଭାରି ପଡିବ ରାଫେଲ

ବେଜିଂରୁ ଇସଲାମାବାଦ ଫେରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ 50 JF-17 ବ୍ଲକ୍ ଥ୍ରି ଯୁଦ୍ଧ ବିମାନ କିଣିବା ଶେଷ ପର୍ଯ୍ୟାୟରେ । ପାକିସ୍ତାନ ସରକାର JF-17କୁ ବଢ଼େଇ ଚଢ଼େଇ ଉପସ୍ଥାପନ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହାକୁ S-400 ସହିତ ତୁଳନା କରାଯାଉଛି । ଅବଶ୍ୟ ବିଶେଷଜ୍ଞଙ୍କ କହିବା ହେଉଛି JF-17 ଓ S-400 ମଧ୍ୟରେ ଆକାଶ ପାତାଳ ତଫାତ୍ ରହିଛି । S-400 ଏୟର ଡିଫେନ୍ସ ସିଷ୍ଟମକୁ ମୁକାବିଲା କରିପାରିବ …

ପାକିସ୍ତାନର ନାହିଁ JF-17 ଉପରେ ଭରସା, ଯୁଦ୍ଧ ହେଲେ ଭାରି ପଡିବ ରାଫେଲ Read More »

LIC, Jeevan bima nigam, LIC policy, LIC lapsed policy revival scheme, LIC premium, rising odisha, odia blog

୫ ବର୍ଷ ହେଲା ଦେଇନାହାନ୍ତି ବୀମା ପ୍ରିମିୟମ ? ଏମିତି ହୋଇ ପାରିବ ପଲିସି ରିଭାଇଭାଲ…

ସୁରକ୍ଷିତ ଭବିଷ୍ୟତ ବା ନିଜ ପରିବାର ପାଇଁ ଜୀବନ ବୀମା କରିବା ନିହାତି ଆବଶ୍ୟକ । ଆପଣ ମଧ୍ୟ କରିଥିବେ । କିନ୍ତୁ କେବେ କେବେ ଅର୍ଥ ସମସ୍ୟାରୁ କେହି କେହି ପ୍ରିମିୟମ୍ ଦେଇ ପାରିନଥାନ୍ତି । ଏଥିରୁ କିଭଳି ଆଶ୍ୱସ୍ତି ପାଇବେ ତାହା ମଧ୍ୟ ଏକ ସମସ୍ୟା । କିନ୍ତୁ ଏବେ ଆପଣଙ୍କର ଏହି ସମସ୍ୟାର ସମାଧାନ ସହଜରେ ହୋଇଯିବ । କାରଣ ଆପଣଙ୍କର ବନ୍ଦ ହୋଇ ଯାଇଥିବା LICକୁ ଚାଲୁ କରିବାକୁ ମିଳୁଛି ସୁବର୍ଣ୍ଣ …

୫ ବର୍ଷ ହେଲା ଦେଇନାହାନ୍ତି ବୀମା ପ୍ରିମିୟମ ? ଏମିତି ହୋଇ ପାରିବ ପଲିସି ରିଭାଇଭାଲ… Read More »

pakistan army, imran khan, balochistan, nushki attack, pak army killed, salary increment, pakistan pm, pakistan army, baloch rebels, rising odisha, odia blog

ବେଲୁଚ୍ ବିଦ୍ରୋହୀଙ୍କ ଆକ୍ରମଣରେ ହତାସ ପାକ୍ ସେନା, ଇମ୍ରାନ୍ ଦେଲେ ଦରମା ବୃଦ୍ଧି ଅଫର

ବଲୁଚିସ୍ତାନରେ ପାକ୍ ସେନା ଉପରେ ବିଦ୍ରୋହୀଙ୍କ ବଡ଼ଧରଣର ଆକ୍ରମଣ ସେନାର ମନୋବଳକୁ ଦୋହଲାଇ ଦେଇଛି । ପାକ୍ ସେନା ଭିତରେ ଏବେ ହତାସଭାବ ବୃଦ୍ଧି ପାଇଛି । ପାକିସ୍ତାନୀ ସୈନିକଙ୍କ ନିରାଶା ଓ ଡରକୁ ବୁଝିପାରି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୈନିକଙ୍କ ଦରମା ବୃଦ୍ଧି କଥା କହିଛନ୍ତି । ଦରମା ବଢାଇ ସୈନିକଙ୍କ ମନୋବଳ ବୃଦ୍ଧି ପାଇଁ ଇମ୍ରାନ୍ ଉଦ୍ୟମ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ନୌଶକିରେ ହୋଉଥିବା ଆକ୍ରମଣରେ ଫ୍ରଣ୍ଟିୟର କର୍ପସର ଜଣେ …

ବେଲୁଚ୍ ବିଦ୍ରୋହୀଙ୍କ ଆକ୍ରମଣରେ ହତାସ ପାକ୍ ସେନା, ଇମ୍ରାନ୍ ଦେଲେ ଦରମା ବୃଦ୍ଧି ଅଫର Read More »

RSS
Follow by Email
Scroll to Top
Close Bitnami banner
Bitnami