Author name: user

russia president, vladimir putin, nuclear briefcase, ukraine war, russia vs ukraine, odia blog, rising odisha

ପୁଟିନଙ୍କ ନ୍ୟୁକ୍ସିୟର ବ୍ରିଫକେସ କ’ଣ ? ଯାହାର ଗୋଟିଏ ବଟନ ଦବିଲେ ଆସିବ ମହାପ୍ରଳୟ !

ଗତ କିଛି ଦିନ ହେବ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ନଜର ଆସୁଥିବା ଏକ ବ୍ରିଫକେସକୁ ନେଇ ବେସ ଚର୍ଚ୍ଚା ହେଉଛି । ପ୍ରକୃତ କଥା ହେଉଛି ଏହା କିଛି ସାଧାରଣ ବ୍ରିଫକେସ ନୁହେଁ ଅଧିକନ୍ତୁ ଏହା ହେଉଛି ଚଳୟମାନ ପରମାଣୁ କମାଣ୍ଡ୍ ସେଣ୍ଟର । ଏହାକୁ ମଧ୍ୟ ପୁଟିନଙ୍କ ନ୍ୟୁକ୍ଲିୟର ବ୍ରିଫକେସ୍ ବୋଲି କୁହାଯାଇଥାଏ । ଯେଉଁଥିରେ ପରମାଣୁ ଆକ୍ରମଣ ସଂକ୍ରାନ୍ତୀୟ ଆଦେଶ ଦେବାର ସିଷ୍ଟମ ରହିଥାଏ । ୟୁକ୍ରେନ୍ ସହିତ ଯୁଦ୍ଧ ଆରମ୍ଭ …

ପୁଟିନଙ୍କ ନ୍ୟୁକ୍ସିୟର ବ୍ରିଫକେସ କ’ଣ ? ଯାହାର ଗୋଟିଏ ବଟନ ଦବିଲେ ଆସିବ ମହାପ୍ରଳୟ ! Read More »

ukraine war, russian president, vladimir putin, russian army generals, russsian soldiers, russia ukraine war updates, odia blog, rising odisha

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ

ୟୁକ୍ରେନ ଯୁଦ୍ଧରେ ଋଷ ଏପର୍ଯ୍ୟନ୍ତ ବଡ଼ଧରଣର ସଫଳତା ପାଇନାହିଁ । ରାଜଧାନୀ କିଭ୍ ହେଉ କି ଅନ୍ୟକୌଣସି ବଡ଼ ସହର କିଛି ମଧ୍ୟ ଋଷ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ଆସିପାରିନାହିଁ । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପୁଟିନଙ୍କ ଜିଦ ଋଷ ସେନାକୁ ଏକରକମ ବରବାଦ କରି ସାରିଲାଣି । ୨୪ ଫେବ୍ରୁଆରୀରେ ଯେଉଁଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ସେଦିନ ଋଷ ସହିତ ବାକି ଦେଶ ମଧ୍ୟ ଭାବିଥିଲେ ଯେ, ଦିନେରୁ ଦୁଇ …

ପୁଟିନଙ୍କ ଜିଦ ପାଇଁ ବରବାଦ ହେଲା ଋଷ ସେନା, ୮ ଜେନରାଲଙ୍କ ଗଲାଣି ଜୀବନ Read More »

prashant kishore, congress, plan, mission 2024, sonia gandhi, rahul gandhi, rising odisha, odia blog

PK ଦେଲେ ପ୍ଲାନ୍ ୩୭୦, ଏମିତି ଦିଲ୍ଲୀ ଦଖଲ କରିବ କଂଗ୍ରେସ, ଓଡ଼ିଶାକୁ ନେଇ କ’ଣ କହିଲେ ପ୍ରଶାନ୍ତ ?

୨୦୧୪ରୁ କ୍ଷମତା ବନବାସରେ ଥିବା କଂଗ୍ରେସକୁ ଭୋଟ୍ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ ଦେଇଛନ୍ତି ମାଷ୍ଟର ପ୍ଲାନ୍ । ଯାହାର ନାମ ହେଉଛି ‘ପ୍ଲାନ୍ ୩୭୦’ । ଏହି ପ୍ଲାନ୍ ଅନୁଯାୟୀ କାମ କଲେ କଂଗ୍ରେସର ଆଛେଦିନ ପୁଣିଥରେ ଫେରିବ ବୋଲି କାଳେ ପ୍ରଶାନ୍ତ କହିଛନ୍ତି । ଶନିବାର ଦିନ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସହିତ ବୈଠକ କାଳରେ ପିକେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ବୈଠକରେ କଂଗ୍ରେସର ବାକି ବରିଷ୍ଠ …

PK ଦେଲେ ପ୍ଲାନ୍ ୩୭୦, ଏମିତି ଦିଲ୍ଲୀ ଦଖଲ କରିବ କଂଗ୍ରେସ, ଓଡ଼ିଶାକୁ ନେଇ କ’ଣ କହିଲେ ପ୍ରଶାନ୍ତ ? Read More »

ଆଜିର ସମୟରେ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କିଏ ?

ୟୁକ୍ରେନ-ଋଷ ଯୁଦ୍ଧକୁ ୫୦ ଦିନରୁ ଅଧିକ ହୋଇଗଲାଣି । ଆମେରିକା ଖୋଲାଖୋଲି ସାମ୍ନାକୁ ଆସୁନାହିଁ କି ଋଷକୁ ସହଜ ବିଜୟ ଏପର୍ଯ୍ୟନ୍ତ ମିଳିନାହିଁ । କେଇ ଘଣ୍ଟାରୁ କେଇ ଦିନ ମଧ୍ୟରେ ୟୁକ୍ରେନ୍ ଉପରେ କବଜାର ସ୍ୱପ୍ନ ଦେଖିଥିବା ଭ୍ଲାଦିମିର ପୁଟିନଙ୍କ ପାଇଁ ୟୁକ୍ରେନ୍ ଏବେ ୱାଟରଲୁ ପାଲଟିବାକୁ ଗଲାଣି । ଏମିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କିଏ ? ଆମେରିକା ନା ଋଷ ? ଚୀନର ସ୍ଥାନ କେଉଁଠି …

ଆଜିର ସମୟରେ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କିଏ ? Read More »

coal crisis, power cut, modi govt, achhe din, odia blog, rising odisha

ଆଛେ ଦିନ୍ ନୁହେଁ ଆଗକୁ ଆସୁଛି ‘ଅନ୍ଧାରି ଦିନ’ !

ଚଳିତ ବର୍ଷ ଭାରତରେ ପୁଣିଥରେ ବିଦ୍ୟୁତ ସଂକଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଗ୍ରୀଷ୍ମଋତୁର ଆରମ୍ଭରୁ ହିଁ କୋଇଲାର ଅଭାବ ଅନୁଭୂତ ହେଲାଣି । ଗତ ୯ ବର୍ଷ ଭିତରେ କୋଇଲା ଅଭାବ ନ୍ୟୁନତମ ସ୍ତରରେ ପଂହଚିଛି । ଅନ୍ୟପକ୍ଷରେ ବିଦ୍ୟୁତ ଚାହିଦା ଚଳିତ ବର୍ଷ ଗତ ୨୮ ବର୍ଷ ଭିତରେ ସର୍ବାଧିକ ହେବାର ସମ୍ଭାବନା ରହିଛି । ବିଦ୍ୟୁତ କାଟ ଯୋଗୁ ଏସୀୟାର ତୃତୀୟ ବୃହତ ଅର୍ଥନୀତି ଭାରତରେ ଶିଳ୍ପ ଗତିବିଧି ବାଧିତ ହେବାର …

ଆଛେ ଦିନ୍ ନୁହେଁ ଆଗକୁ ଆସୁଛି ‘ଅନ୍ଧାରି ଦିନ’ ! Read More »

shanghai lockdown, china lockdown, house arrest, odia blog, rising odisha

ଚୀନରେ ଲକଡାଉନ୍ ପାଇଁ ସରକାର ବିରୋଧରେ ଅସନ୍ତୋଷ, ବାଲକୋନିରୁ ଆରମ୍ଭ ହେଲା ବିଦ୍ରୋହ

ଚାଇନାର ସବୁଠୁ ବଡ଼ ସହର ସାଙ୍ଘାଇ ଗତ ୫ ତାରିଖରୁ ଲକଡାଉନରେ ଅଛି। ସହରର ୨ କୋଟି ୫୦ ଲକ୍ଷ ଲୋକ ନିଜ ଘର ଭିତରେ ବନ୍ଦି ହେବା ଭଳି ରହିଛନ୍ତି। କାହାରିକୁ ବି ବାହାରକୁ ଯିବାକୁ ଅନୁମତିନାହିଁ। କେବଳ କୋଭିଡ ଟେଷ୍ଟ ପାଇଁ ବାହାରକୁ ଯିବାକୁ ଅନୁମତି ରହିଛି। ଏପରିକି ଖାଦ୍ୟପେୟ ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବି ବାହାରକୁ ଯିବାକୁ ଅନୁମତି ଦିଆାଇନାହିଁ। ସମସ୍ତଙ୍କ ଘରକୁ ସରକାରଙ୍କ ତରଫରୁ ଖାଦ୍ୟସାମଗ୍ରୀ ଓ ଔଷଧ ଯୋଗାଇ …

ଚୀନରେ ଲକଡାଉନ୍ ପାଇଁ ସରକାର ବିରୋଧରେ ଅସନ୍ତୋଷ, ବାଲକୋନିରୁ ଆରମ୍ଭ ହେଲା ବିଦ୍ରୋହ Read More »

shehbaz sharif, pak new pm, imran khan, odia blog, rising odisha

ଏହି ମାମଲାରେ ଶାହବାଜ ଇମ୍ରାନଙ୍କଠାରୁ ଆଗରେ,ପତ୍ନୀଙ୍କ ପାଇଁ ସରକାରୀ ଟଙ୍କାରେ ତିଆରି କରିଥିଲେ ଫ୍ଲାଏ ଓଭର

ପାକିସ୍ତାନରେ କ୍ୟାପ୍ଟେନଙ୍କ ସରକାର ବର୍ତ୍ତମାନ ପାଇଁ ଯାଇଛି । ତାଙ୍କ ସ୍ଥାନରେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶାହବାଜ ସରିଫ୍ । ଶାହବାଜଙ୍କ ଭାଇ ନୱାଜ ସରିଫ ଆଗରୁ ଦୁଇଥ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କରି ଅମଳରେ ହିଁ କାରଗିଲ ଯୁଦ୍ଧ ହୋଇଥିଲା । ତେଣୁ ସରିଫ୍ ପରିବାର ପାଇଁ ପ୍ରଧାନମନ୍ତ୍ରୀ ପଦ ନୁଆ ନୁହେଁ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦେଶକୁ ଆର୍ଥିକ ସଂକଟ ଭିତରୁ ବାହାର କରିପାରିବେ କି ନାହିଁ କିମ୍ବା ସେ ଇମ୍ରାନଙ୍କଠାରୁ ଭଲ …

ଏହି ମାମଲାରେ ଶାହବାଜ ଇମ୍ରାନଙ୍କଠାରୁ ଆଗରେ,ପତ୍ନୀଙ୍କ ପାଇଁ ସରକାରୀ ଟଙ୍କାରେ ତିଆରି କରିଥିଲେ ଫ୍ଲାଏ ଓଭର Read More »

aliens, impregnated, pentagon, aliens on earth, odia blog, rising odisha

ମହିଳାଙ୍କୁ ଗର୍ଭବତୀ କରୁଛନ୍ତି ପରଗ୍ରହୀ !

କିଛି ଦିନ ତଳେ ଜଣେ ବୈଜ୍ଞାନିକ ଦାବି କରିଥିଲେ ଯେ, ପୃଥିବୀରେ ଲୁକାୟିତ ଭାବେ ରହୁଛନ୍ତି ପରଗ୍ରହୀ । ସେମାନେ ପୃଥିବୀ ଉପରେ କବଜା ପାଇଁ ଉପଯୁକ୍ତ ସମୟ ଅପେକ୍ଷାରେ ଅଛନ୍ତି ବୋଲି ଏହି ବୈଜ୍ଞାନିକ ଦାବି କରିଥିଲେ । ଏବେ ଆମେରିକା ପ୍ରତିରକ୍ଷା ବିଭାଗ ଏମିତି ଗୋଟିଏ ଦାବି କରିଛି ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆମେରିକା ପ୍ରତିରକ୍ଷା ବିଭାଗର ଗୁଇନ୍ଦା ରିପୋର୍ଟ ଅନୁସାରେ ପରଗ୍ରହୀ କେବଳ ପୃଥିବୀରେ ରହୁନାହାନ୍ତି ,ସେମାନେ ମଧ୍ୟ …

ମହିଳାଙ୍କୁ ଗର୍ଭବତୀ କରୁଛନ୍ତି ପରଗ୍ରହୀ ! Read More »

sri lankan economy, sri lanak economic crisis, gotabaya rajapaksa, mahinda rajapaksa, odia blog, rising odisha

ଶ୍ରୀଲଙ୍କା ଆର୍ଥିକ ସଂକଟର ସେହି ୫ ଖଳନାୟକଙ୍କୁ ଜାଣନ୍ତୁ ଯେଉଁମାନଙ୍କୁ ଦୋଷ ଦେଉଛି ଦେଶ

ବିକଟ ଆର୍ଥିକ ସଂକଟରେ ଶ୍ରୀଲଙ୍କା । ଗଲା କେଇ ସପ୍ତାହ ଧରି ଶ୍ରୀଲଙ୍କାରେ ସ୍ଥିତି ସଂଗୀନ ରହିଛି । ଶ୍ରୀଲଙ୍କା ସଂକଟ ଅନେକ ଦେଶଙ୍କୁ ଶଙ୍କିତ କରିଛି । ଗୋଟିଏ ଦେଶ କେମିତି ଦୁର୍ବଳ ଶାସନ ଓ ସଠିକ ଆର୍ଥିକ ପରିଚାଳନା ଅଭାବରେ ବରବାଦ ହୋଇଯାଏ ତା’ର ବଡ଼ ଉଦାହରଣ ହେଉଛି ଶ୍ରୀଲଙ୍କା । ୨ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଧନୀ ନହେଲେ ମଧ୍ୟ ଗରିବ ରାଷ୍ଟ୍ର ନଥିଲା । ଏହା ମଧ୍ୟ ଅନେକ ମାମଲାରେ …

ଶ୍ରୀଲଙ୍କା ଆର୍ଥିକ ସଂକଟର ସେହି ୫ ଖଳନାୟକଙ୍କୁ ଜାଣନ୍ତୁ ଯେଉଁମାନଙ୍କୁ ଦୋଷ ଦେଉଛି ଦେଶ Read More »

chinese doctors, organ removals, prisoners, odia blog, rising odisha

ଚୀନର ଜହ୍ଲାଦ ଡାକ୍ତର, ଜୀବିତ ବ୍ୟକ୍ତିଙ୍କଠାରୁ କାଢି ନେଉଥିଲେ ଅଙ୍ଗ !

ଡାକ୍ତରଙ୍କ କାମ ହେଉଛି ଜୀବନ ବଂଚାଇବା । କିନ୍ତୁ ଚୀନର ଏଭଳି କିଛି ଡାକ୍ତରଙ୍କ ଉପରେ ନରହତ୍ୟାର ଅଭିଯୋଗ ଲାଗିଛି ଯେଉଁମାନେ ଟଙ୍କା ଲୋଭରେ ଜୀବିତ ଲୋକଙ୍କଠାରୁ କାଢି ନେଉଥିଲେ ଅଙ୍ଗ । ଅଭିଯୋଗ ଅନୁସାରେ ଏହି ଡାକ୍ତର ମାନେ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ସଜ୍ଜା ଦିଆଯିବା ପୂର୍ବରୁ ସେମାନଙ୍କ ଶରିରର ଅଙ୍ଗ କାଢି ନେଉଥିଲେ । ଏକ ନୂଆ ଆକାଡେମିକ୍ ପେପରରେ ଏହି ରହସ୍ୟ ଉଦଘାଟନ ହୋଇଛି । ଅର୍ଗାନ ଟ୍ରାନ୍ସପ୍ଲାଣ୍ଟର ଏଥିକ୍ସ ଉପରେ ଥିବା …

ଚୀନର ଜହ୍ଲାଦ ଡାକ୍ତର, ଜୀବିତ ବ୍ୟକ୍ତିଙ୍କଠାରୁ କାଢି ନେଉଥିଲେ ଅଙ୍ଗ ! Read More »

RSS
Follow by Email
Scroll to Top
Close Bitnami banner
Bitnami