Author name: user

mobile ban, tv ban, green bank city, west virginia, america, USA, odia blog, rising odisha

ଦୁନିଆର ଏକମାତ୍ର ସହର ଯେଉଁଠି ଚାଲେନା ମୋବାଇଲ କି ଟିଭି

ଆମେ ଡିଜିଟାଲ ଯୁଗରେ ବଂଚୁଛେ । ୪ ଜି ପରେ ଦୁନିଆ ୫ ଜି ଆଡକୁ ଅଗ୍ରସର ହେଉଛି । ଛୋଟରୁ ଛୋଟ କାମ ପାଇଁ ଡିଜିଟାଲ ମିଡିଆ ଉପରେ ନିର୍ଭରଶୀଳ ଦୁନିଆ । ଟିଭି ଓ ରେଡିଓକୁ ଛାଡନ୍ତୁ ଆଜିର ସମୟରେ ମୋବାଇଲ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡିଭାଇସ୍ । ଏହା ବିନା ଗୋଟିଏ ମିନିଟ୍ କାଟିବା ବି ଅସମ୍ଭବ ହୋଇପଡେ । ସ୍ମାର୍ଟ୍ ଫୋନ୍ ଉପରେ ଆମ ନିର୍ଭରଶୀଳତା ଦିନକୁ ଦିନ ବଢିବାରେ ଲାଗିଛି …

ଦୁନିଆର ଏକମାତ୍ର ସହର ଯେଉଁଠି ଚାଲେନା ମୋବାଇଲ କି ଟିଭି Read More »

imran khan, pakistan crisis, pakistan politics, shehbaz sharif, balochistan, odia blog, rising odisha

ଇମ୍ରାନଙ୍କ ଚେତାବନୀ : ଭାରତର ବଲୁଚିସ୍ତାନ ପ୍ଲାନ୍ ତୟାର, ପାକିସ୍ତାନକୁ ତିନି ଖଣ୍ଡ କରିବ ଦିଲ୍ଲୀ

ପାକିସ୍ତାନରେ ଭାରତ ବିରୋଧୀ ପ୍ରଚାର ହିଁ ଭୋଟ୍ ଦେଇଥାଏ । ତେଣୁ ଯିଏ ସରକାରରେ ଥାଏ ସେ ଭାରତ ବିରୋଧରେ ଗାଏ । ଆଉ ଯିଏ କ୍ଷମତାରେ ନଥାଏ ସେ ମଧ୍ୟ ଭାରତକୁ ଆଳ କରି ଶାସକ ଦଳକୁ ଟାର୍ଗେଟ୍ କରେ । କ୍ଷମତାରେ ନଥିବା ଦଳ ଦାବି କରେ ଯେ, ତାଙ୍କ ଦଳ ସରକାର ଗଢିଲେ ହିଁ ପାକିସ୍ତାନର ସୀମ ସୁରକ୍ଷିତ ରହିବ । ଯାହା ଏବେ ଇମ୍ରାନ ଖାନ କରୁଛନ୍ତି । ଇମ୍ରାନ କହୁଛନ୍ତି …

ଇମ୍ରାନଙ୍କ ଚେତାବନୀ : ଭାରତର ବଲୁଚିସ୍ତାନ ପ୍ଲାନ୍ ତୟାର, ପାକିସ୍ତାନକୁ ତିନି ଖଣ୍ଡ କରିବ ଦିଲ୍ଲୀ Read More »

nokia ceo pekka lundmark, 6g network, elon musk, neuralink, 5g in india, odia blog, rising odisha

୬ ଜି ଆସିବା ପରେ ସରିଯିବ ସ୍ମାର୍ଟ୍ ଫୋନ୍ ଯୁଗ, ୨୦୩୦ରେ କ’ଣ ହେବ ? ଏମିତି କହିଲେ ନୋକିଆ ସିଇଓ

ଭାରତରେ ୨୦ ଟି ସହରରେ ପ୍ରାଥମିକ ଭାବେ ଆରମ୍ଭ ହେବାକୁ ଯାଉଛି ୫ ଜି ସେବା । ୪ ଜି ସ୍ମାର୍ଟ୍ ଫୋନ୍ ବ୍ୟବହାରରେ ଆଣିଥିଲା ବୈପ୍ଲବିକ ପରିବର୍ତ୍ତନ । ୫ ଜି ଦ୍ୱାରା ଇଣ୍ଟରନେଟ୍ ରକେଟ୍ ସ୍ପିଡରେ ଗତି କରିବ । ୫ ଜି ଦ୍ୱାରା ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଫୋନରୁ ମୋବାଇଲ ଓ ମୋବାଇଲରୁ ସ୍ମାର୍ଟଫୋନର ଯାତ୍ରାର ସମୟକାଳ ଢେର ଛୋଟ । କଥାବାର୍ତ୍ତା ପାଇଁ ତିଆରି ହୋଇଥିବା ଯନ୍ତ …

୬ ଜି ଆସିବା ପରେ ସରିଯିବ ସ୍ମାର୍ଟ୍ ଫୋନ୍ ଯୁଗ, ୨୦୩୦ରେ କ’ଣ ହେବ ? ଏମିତି କହିଲେ ନୋକିଆ ସିଇଓ Read More »

rajya sabha, rajya sabha election 2022, bjp, modi govt, bjp news, odia blog, rising odisha

ସଂସଦରେ ରହିବେନି ବିଜେପିର ଜଣେ ମଧ୍ୟ ମୁସଲିମ୍ ସାଂସଦ, ଲୋକସଭା ପରେ ରାଜ୍ୟସଭାରେ ବି ଶୁନ୍ୟ ପ୍ରତିନିଧି !

ଦେଶରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ଢେର ଚର୍ଚ୍ଚା ହେଉଛି । ଯେଉଁମାନେ ଟିକେଟ୍ ପାଉନାହାନ୍ତି ସେମାନେ ତପସ୍ୟାରେ ଅଭାବ ରହିଗଲା ବୋଲି କହୁଛନ୍ତି । ଆଉ ଯେଉଁ ଭାଗ୍ୟବାନଙ୍କୁ ଟିକେଟ୍ ମିଳୁଛି ସେମାନେ ଏଥିପାଇଁ ସୁପ୍ରିମୋଙ୍କ ଗୁଣଗାନ କରୁଛନ୍ତି । ଏହାରି ଭିତରେ ଏମିତି ଗୋଟିଏ ଖବର ଆସୁଛି ଯାହା କହୁଛି ଯେ, ସଂସଦରେ ବିଜେପିର କେହି ମଧ୍ୟ ମୁସଲିମ୍ ପ୍ରତିନିଧି ନରହିପାରନ୍ତି । କାରଣ ବିଜେପି ତରଫରୁ ରାଜ୍ୟସଭା ପାଇଁ ଯେଉଁ ୨୨ ନାମ …

ସଂସଦରେ ରହିବେନି ବିଜେପିର ଜଣେ ମଧ୍ୟ ମୁସଲିମ୍ ସାଂସଦ, ଲୋକସଭା ପରେ ରାଜ୍ୟସଭାରେ ବି ଶୁନ୍ୟ ପ୍ରତିନିଧି ! Read More »

putin, odia blog, rising odisha

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର

ଇତିହାସରେ ଏମିତି ଅନେକ ନଜିର ରହିଛି ଯେଉଁଠି ରାଜା,ମହାରାଜା ଓ ଏକଛତ୍ରବାଦୀ ଶାସକ ନିଜକୁ ସୁରକ୍ଷିତ ରଖିବାକୁ ଡୁପ୍ଲିକେଟର ବ୍ୟବହାର କରନ୍ତି । ସଦ୍ଦାମ ହୁସେନଙ୍କଠାରୁ କିମ୍ ଜୋଙ୍ଗ୍ ଉନ୍, ସମସ୍ତଙ୍କର ରହିଛନ୍ତି ଡୁପ୍ଲିକେଟ୍ । ଆମେରିକାର ଇରାକ ଆକ୍ରମଣ କାଳରେ ଗୋଟିଏ ଦିନରେ ଗୋଟିଏ ସମୟରେ ଇରାକର ଏକରୁ ଅଧିକ ସ୍ଥାନରେ ସଦ୍ଦାମଙ୍କୁ ଦେଖିବାକୁ ମିଳିଥିଲା । ପରେ ଜଣା ପଡିଥିଲା ଯେ, ସଦ୍ଦାମ କେବେ ମଧ୍ୟ ରାଜଧାନୀ ଛାଡିନଥିଲେ । ଦେଶର ବିଭିନ୍ନ ସ୍ଥାନରେ …

ପୁଟିନ୍ ମୃତ, ଡୁପ୍ଲିକେଟ୍ ଚଲାଉଛନ୍ତି ସରକାର Read More »

online theft, cyber security, cyber threat, online crime, odia blog, rising odisha

ଅନଲାଇନ୍ ଠକେଇର ଶିକାର ହେଲେ ତୁରନ୍ତ ଏହି ୬ ନମ୍ବରକୁ କଲ କରନ୍ତୁ, ଫେରସ୍ତ ମିଳିଯିବ ଟଙ୍କା

ଆଜିର ସମୟରେ ଅନଲାଇନ୍ ଦେଣନେଣ ସାମାନ୍ୟ କଥା ହୋଇଯାଇଛି । ୧୦ ଟଙ୍କାର ଚା’ଠାରୁ ୧୦ ଲକ୍ଷ ଟଙ୍କାର ରକମ ମଧ୍ୟ ଟ୍ରାନସଫର ହେଉଛି । କ୍ୟୁଆର କୋଡ୍ ଠାରୁ ଲିଙ୍କ୍ ଦ୍ୱାରା ଟଙ୍କା ଟ୍ରାନସଫର ହେଉଛି । ଡିଜିଟାଲ ଦୁନିଆ କାରଣରୁ ଆଉ ଟଙ୍କା ଦେବାକୁ ଶାରିରିକ ଭାବେ ଜଣକ ପାଖକୁ ଯିବାକୁ ପଡୁନାହିଁ କିମ୍ବା ବ୍ୟାଙ୍କକୁ ଦୌଡିବାକୁ ପଡୁନାହିଁ । କିନ୍ତୁ ଡିଜିଟାଲ ଦୁନିଆର ବି ରହିଛି ଭଲ ଓ ଖରାପ ଦିଗ । …

ଅନଲାଇନ୍ ଠକେଇର ଶିକାର ହେଲେ ତୁରନ୍ତ ଏହି ୬ ନମ୍ବରକୁ କଲ କରନ୍ତୁ, ଫେରସ୍ତ ମିଳିଯିବ ଟଙ୍କା Read More »

sonia gandhi, congress news, kapil sibal, congress crisis, rising odisha, odia blog

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ?

କିଛି ଦିନ ତଳେ କଂଗ୍ରେସରେ ଝାଞ୍ଜି ବାତ୍ୟା ବହୁଥିଲା । ସେହି ଝାଞ୍ଜିର ନାମ ଥିଲା ଜି-୨୩ । ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗୋଷ୍ଠୀ । ଯେଉଁଥିରେ କଂଗ୍ରେସର ଜଣାଶୁଣା ୨୩ ଜଣ ନେତା ଥିଲେ । ସେମାନେ ଗାନ୍ଧୀ ଫ୍ୟାମିଲି ବଦଳରେ ନୂଆ ନେତ୍ରୁତ୍ୱ ଚାହୁଁଥିଲେ । ଏମିତି ଲାଗୁଥିଲା କଂଗ୍ରେସ ଉପରୁ ଗାନ୍ଧି ପରିବାର ନିୟନ୍ତ୍ରଣ ଢିଲା ହେବାରେ ଲାଗିଛି । କିନ୍ତୁ ଯେମିତି କୁହାଯାଏ ଅସନ୍ତୁଷ୍ଠଙ୍କୁ ସନ୍ତୁଷ୍ଠ କରିବା ହେଉଛି ନେତୃତ୍ୱର ଦକ୍ଷତାର …

କଂଗ୍ରେସରେ ଗାନ୍ଧି ପରିବାରର ସବୁ କଣ୍ଟା କେମିତି ସଫା କଲେ ସୋନିଆ ? Read More »

yasin malik, life in prison, jklf chief, kashmir separatatists, nia court, delhi, rising odisha, odia blog

ୟାସିନ ମଲ୍ଲିକ ଥିଲା ଆତଙ୍କବାଦୀ ସଲ୍ଲାଉଦ୍ଦିନର ବୁଥ୍ ଏଜେଣ୍ଟ୍, ଯାହାକୁ ମନମୋହନ ସିଂହ କରିଥିଲେ ସରକାରୀ ଅତିଥି

ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲ୍ଲିକକୁ ଦିଲ୍ଲୀର ସ୍ପେଶାଲ ଏନଆଇଏ କୋର୍ଟ୍ ୨୦୧୭ ଟେରର ଫଣ୍ଡିଂ ମାମଲାରେ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛି । ବୁଧବାର ୟାସିନ ମଲ୍ଲିକକୁ ସଜ୍ଜା ମିଳିବା ପରେ କାଶ୍ମୀରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । କାଶ୍ମୀରରେ ହିନ୍ଦୁଙ୍କ ପଳାୟନ ପାଇଁ ସର୍ବାଧିକ ଦାୟୀ ୟାସିନ କିଛିଙ୍କ ପାଇଁ ସ୍ୱାଧିନତା ସଂଗ୍ରାମୀ । ୟାସିନ ମଲ୍ଲିକକୁ ଦଣ୍ଡ ମିଳିବା ପରେ ଏବେ ଏହି ପୁରୁଣା ଜିହାଦୀକୁ ନେଇ ଚର୍ଚ୍ଚା ଆରମ୍ଭ …

ୟାସିନ ମଲ୍ଲିକ ଥିଲା ଆତଙ୍କବାଦୀ ସଲ୍ଲାଉଦ୍ଦିନର ବୁଥ୍ ଏଜେଣ୍ଟ୍, ଯାହାକୁ ମନମୋହନ ସିଂହ କରିଥିଲେ ସରକାରୀ ଅତିଥି Read More »

china vs usa, us president, joe biden, china president, xi jinping, taiwan, odia blog, rising odisha

ଚୀନର ଆକ୍ରମଣ ତାଇୱାନ୍ ପ୍ଲାନ୍ ପ୍ରସ୍ତୁତ, ବାଇଡେନ୍ କହିଲେ –ଆମେ ଦେବୁ ଉତ୍ତର

ୟୁକ୍ରେନ୍ ପରେ ଆଉ ଗୋଟିଏ ଦେଶ ଉପରେ ଯୁଦ୍ଧର କଳାବାଦଲ ଘୋଡ଼ାଇ ହେଲାଣି । ୟୁକ୍ରେନ୍ ମାମଲାରେ ପୁରୁଣା ଶତ୍ରୁ ଋଷକୁ ସମର୍ଥନ ଦେଇଥିବା ଚୀନ୍ ଆଡୁ ଏହି ଯୁଦ୍ଧ ଆରମ୍ଭ ହେବ । ଏଥିପାଇଁ ଡ୍ରାଗନର ପ୍ରସ୍ତୁତି ସରିଛି । ତାରିଖ ମଧ୍ୟ ନିର୍ଧାରିତ ହୋଇ ସାରିଛି । ବାସ ଅପେକ୍ଷା ସଠିକ ସମୟକୁ । ଜିନ୍ ପିଙ୍ଗଙ୍କ ଇସାରା ମିଳିବା ସହିତ ଆରମ୍ଭ ହୋଇଯିବ ଅପରେସନ ତାଇୱାନ୍ । ଆଉ ଏସବୁ ସାମ୍ନାକୁ ଆସିଛି …

ଚୀନର ଆକ୍ରମଣ ତାଇୱାନ୍ ପ୍ଲାନ୍ ପ୍ରସ୍ତୁତ, ବାଇଡେନ୍ କହିଲେ –ଆମେ ଦେବୁ ଉତ୍ତର Read More »

rising odisha, odia blog

ମୃତ୍ୟୁ କେମିତି ଆସେ ? କ’ଣ ରୁହେ ଅନୁଭବ ? କେତୋଟି ପର୍ଯ୍ୟାୟ ଦେଇ ଆସିଥାଏ ମୃତ୍ୟୁ ?

ପିଲାଠାରୁ ବୁଢା ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ରହିଥାଏ ଅନେକ ପ୍ରଶ୍ନ । ଯେମିତି ମୃତ୍ୟୁ ପରର ଜୀବନ କ’ଣ ? ମରିବାକୁ ଯାଉଥିବା ଜଣେ ବ୍ୟକ୍ତି ମନରେ କ’ଣ ସବୁ ଚାଲିଥାଏ ? ମୃତ୍ୟୁ ସମୟରେ ମଣିଷକୁ କ’ଣ ଦେଖାଯାଏ ? ଶରୀରରୁ ଆତ୍ମା କେମିତି ଅଲଗା ହୁଏ ? ଏମିତି ଅନେକ ପ୍ରଶ୍ନ ମନକୁ ଆସିଥାଏ । କିନ୍ତୁ ଗୋଟିଏ କଥା ହେଉଛି ଧୃବସତ୍ୟ ଓ ତାହା ହେଉଛି ଯେ, ଯିଏ ଜନ୍ମ ନେଇଛି …

ମୃତ୍ୟୁ କେମିତି ଆସେ ? କ’ଣ ରୁହେ ଅନୁଭବ ? କେତୋଟି ପର୍ଯ୍ୟାୟ ଦେଇ ଆସିଥାଏ ମୃତ୍ୟୁ ? Read More »

RSS
Follow by Email
Scroll to Top
Close Bitnami banner
Bitnami