Author name: user

alcohol expiry date, wine and beer, rum, jin, vodka, brandy, takila, cold storage, rising odisha

ମଦ ର ଏକ୍ସପାଏରୀ ଡେଟ୍ ଅଛି କି ? କିଣିଲା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ..

ଯେତେବେଳେ ବି ଆପଣ ମଦ କିଣିଛନ୍ତି କେବେ ତା’ର ଏକ୍ସପାଏରୀ ଡେଟ୍ ଦେଖିଛନ୍ତି କି ? ସମ୍ଭବତଃ କେବେ ମଧ୍ୟ ଏକ୍ସପାଏରୀ ଡେଟ୍ ଦେଖି ଆପଣ ମଦ କିଣିନଥିବେ । କାରଣ ଆମ ମନରେ ଏହି ଧାରଣା ଘର କରିଛି ଯେ, ମଦ ଯେତେ ପୁରୁଣା ହେବ ସେତେ ଭଲ । ତେବେ କ’ଣ ମଦ ର ଏକ୍ସପାଏରୀ ଡେଟ୍ ନଥାଏ ? ଆସନ୍ତୁ ଆଜି ଏହା ଜାଣିବାକୁ ଚେଷ୍ଟା କରିବା ଯେ, ମଦ ର ଏକ୍ସପାଏରୀ …

ମଦ ର ଏକ୍ସପାଏରୀ ଡେଟ୍ ଅଛି କି ? କିଣିଲା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ.. Read More »

jrd tata, ratan tata, tata airlines, air india, tata groups, air india bid, tata wins air india bid, tata sons, rising odisha

୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା

ଜେଆରଡି ଟାଟା ୧୯୩୨ ମସିହାରେ ଏୟାର ଇଣ୍ଡିଆକୁ ଟାଟା ଏୟାରଲାଇନ୍ସ ନାମରେ ଆରମ୍ଭ କରିଥିଲେ । ୧୯୪୬ ମସିହାରେ ଯାହାର ନାମ ବଦଳି ଏୟାର ଇଣ୍ଡିଆ ହୋଇଥିଲା ଓ ପରେ ୧୯୫୩ ମସିହାରେ ଭାରତ ସରକାର ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲେ । ସରକାରଙ୍କ ଟେକ୍ ଓଭର ପରେ ଏୟାର ଇଣ୍ଡିଆ ଜାତୀୟ ଏୟାର ଲାଇନ୍ସରେ ପରିଣତ ହୋଇଥିଲା । ଟାଟା ହାତରେ ଥିବା ବେଳେ ଓ ସରକାରଙ୍କ ହାତକୁ ଆସିବାର ଅନେକ ବର୍ଷ ପର୍ଯ୍ୟନ୍ତ ଏୟାର …

୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା Read More »

shahrukh khan, jackie chan, shahrukh khan son aryan khan, jackie chan son jaycee chan, drugs scandal, aryan khan drugs scandal, rising odisha

ଶାହରୁଖ ଜ୍ୟାକିଙ୍କଠାରୁ କିଛି ଶିଖିବେ କି ? ହଲିଉଡ୍ ଷ୍ଟାର ଜ୍ୟାକି ଚେନ ପୁଅର ଡ୍ରଗ୍ସ ସେବନ ପାଇଁ କ୍ଷମା ମାଗିଥିଲେ

ଶାହରୁଖଙ୍କ ପୁଅ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି । ପୁଅ ପାଇଁ ବେଲ ଯୋଗାଡରେ ବ୍ୟସ୍ତ ଅଛନ୍ତି କିଙ୍ଗ୍ ଖାନ୍ । ଏହାରି ଭିତରେ କିଙ୍ଗ୍ ଖାନ ଓ ତାଙ୍କ ପୁଅ ସମର୍ଥନରେ ଷ୍ଟାଣ୍ଡ୍ ୱିଥ୍ ଶାହରୁଖ ଟ୍ୱିଟରରେ ଟ୍ରେଣ୍ଡ୍ କରୁଛି । ଫ୍ୟାନଙ୍କଠାରୁ ବଲିଉଡର ଏ ଲିଷ୍ଟର ଶାହରୁଖଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରୁଛନ୍ତି । କିଏ କ୍ୟାମେରା ଆଗରେ ଆର୍ୟନକୁ ସୁନା ପୁଅ କହୁଛି ତ’ କିଏ ସୋସିଆଲ ମିଡିଆରେ ଖୋଲା ଚିଠି ଲେଖୁଛି …

ଶାହରୁଖ ଜ୍ୟାକିଙ୍କଠାରୁ କିଛି ଶିଖିବେ କି ? ହଲିଉଡ୍ ଷ୍ଟାର ଜ୍ୟାକି ଚେନ ପୁଅର ଡ୍ରଗ୍ସ ସେବନ ପାଇଁ କ୍ଷମା ମାଗିଥିଲେ Read More »

rave party, drugs party, high profile rave party, shahrukh khan son, aryan khan drugs case, NCB, police raid, rising odisha

ରେଭ୍ ପାର୍ଟି : ଡ୍ରଗ୍ସ ଓ ମ୍ୟୁଜିକର କକଟେଲ ପାର୍ଟି, ଯେଉଁଠି ବେଳେ ବେଳେ ଓଭରଡୋଜ୍ ନିଏ ଜୀବନ

ଶାହରୁଖଙ୍କ ପୁଅ ଆର୍ଯ୍ୟନ ଡ୍ରଗ୍ସ ରଖିବା ଅଭିଯୋଗରେ ଏକ କ୍ରୁଇଜ୍ ସିପରୁ ଗିରଫ ହେବା ପରେ ଏବେ ରେଭ୍ ପାର୍ଟିକୁ ନେଇ ଆଲୋଚନା ହେଉଛି । ଆପଣ ମଧ୍ୟ ଅନେକ ସମୟରେ ରେଭ୍ ପାର୍ଟି ବାବଦରେ ଶୁଣିଥିବେ । ତେବେ ପ୍ରଶ୍ନ ହେଲା ଏହି ରେଭ୍ ପାର୍ଟି କ’ଣ ? କେମିତି ଏହା ଆୟୋଜିତ ହୁଏ ଓ କେଉଁମାନେ ଏହାର ଆୟୋଜନ କରିଥାନ୍ତି ? କେମିତି ହୁଏ ରେଭ୍ ପାର୍ଟି ? ସାଧାରଣତଋ ରେଭ ପାର୍ଟି ବହୁତ …

ରେଭ୍ ପାର୍ଟି : ଡ୍ରଗ୍ସ ଓ ମ୍ୟୁଜିକର କକଟେଲ ପାର୍ଟି, ଯେଉଁଠି ବେଳେ ବେଳେ ଓଭରଡୋଜ୍ ନିଏ ଜୀବନ Read More »

inflation, petrol diesel price hike, mustard oil, lpg gas cylinder, tomato price hike, festive season, dussehra, gas price odisha, rising odisha

ସିଲିଣ୍ଡର ୯ଶହ ଉପରେ, ଟମାଟୋ ୬୦…ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼

ଆଉ ଅଳ୍ପ କେଇଦିନ ପରେ ଆରମ୍ଭ ହେବ ଦଶହରା । ଏହା ସହିତ ଦେଶ ବ୍ୟାପି ଆରମ୍ଭ ହୋଇଯିବ ପାର୍ବଣ ସିଜିନ । କିନ୍ତୁ ଏଥର ପାର୍ବଣକୁ ଫିକା କରିବ ମହଙ୍ଗା ମାଡ । କାରଣ ପେଟ୍ରୋଲିୟମ ଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି କାରଣରୁ ଅନେକ ସାମଗ୍ରୀର ଦର ବୃଦ୍ଧି ଘଟିଛି । ରନ୍ଧନ ଗ୍ୟାସର ମୂଲ୍ୟ ପାଖାପାଖି ୧ ହଜାର ଟଙ୍କା ହୋଇଥିବା ବେଳେ ପରିବା ମୂଲ୍ୟ. ୫୦ ପାର କରିଗଲାଣି । ମହଙ୍ଗା ଏଲପିଜି ପେଟ୍ରୋଲିୟମ …

ସିଲିଣ୍ଡର ୯ଶହ ଉପରେ, ଟମାଟୋ ୬୦…ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼ Read More »

haqqani network, anas haqqani, somnath temple, anas haqqani tweet, mahmud ghazni, ghazni, gujarat somnath temple, rising odisha

ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ

ଦଶମ ଶତାବ୍ଦୀରେ ଗଜନୀର ମହମ୍ମଦ ଭାରତ ଉପରେ ୧୭ ଥର ଆକ୍ରମଣ କରିଥିଲା । ସେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି ଧନସମ୍ପତ୍ତି ଲୁଣ୍ଠନ କରିବା ପରେ ମୁର୍ତ୍ତିକୁ ଧ୍ୱଂସ କରିଥିଲା । ଏବେ ସେହି ମହମ୍ମଦର ଗୁଣଗାନ କରିବା ଆରମ୍ଭ କରିଛି ତାଲିବାନ । ତାଲିବାନ ଭିତରେ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଥିବା ହକ୍କାନୀ ନେଟୱର୍କର ଅନସ ହକ୍କାନୀ ମଙ୍ଗଳବାର ଦିନ ଗଜନୀ ସ୍ଥିତ ମହମ୍ମଦ କବରକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି …

ସୋମନାଥ ମନ୍ଦିର ଧ୍ୱଂସକାରୀ ମହମ୍ମଦ ଗଜନୀର କବରରେ ପହଂଚି ତାଲିବାନ ନେତା ହକ୍କାନୀ ଏମିତି ଭାରତକୁ ଦେଲା ଧମକ Read More »

kangana ranaut, aamir khan, divorce expert, samaantha naga chaitanya divorce, samaantha divorce expert, rising odisha

ସାମନ୍ଥାଙ୍କ ବିବାହ ବିଛେଦ ପାଇଁ କେଉଁ ସୁପରଷ୍ଟାରଙ୍କୁ ଦାୟୀ କଲେ କଙ୍ଗନା, କାହାକୁ କହିଲେ ‘ତଲାକ୍ ଏକ୍ସପର୍ଟ୍’

ତେଲୁଗୁ ଫିଲ୍ମର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ୪ ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛି । ଉଭୟ ପରସ୍ପରର ସହମତିରେ ବିଛେଦ ପାଇଁ ରାଜି ହୋଇଛନ୍ତି । ଏନେଇ ଚୈତନ୍ୟ ଓ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଫ୍ୟାନଙ୍କୁ ସୂଚନା ଦେଇଛନ୍ତି । ଉଭୟଙ୍କ ପୋଷ୍ଟ ଏକ ପ୍ରକାର ଥିଲା । ଉଭୟ ପୁରୁଣା ସମ୍ପର୍କକୁ ପଛରେ ରଖି ଆଗକୁ ବଢିବାକୁ ଚାହୁଁଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । କିନ୍ତୁ …

ସାମନ୍ଥାଙ୍କ ବିବାହ ବିଛେଦ ପାଇଁ କେଉଁ ସୁପରଷ୍ଟାରଙ୍କୁ ଦାୟୀ କଲେ କଙ୍ଗନା, କାହାକୁ କହିଲେ ‘ତଲାକ୍ ଏକ୍ସପର୍ଟ୍’ Read More »

shahrukh khan, shahrukh khan son, aryan khan, drugs case, NCB arrests shahrukh khan son, bollywood drug mafia, drug mafia, shahrukh khan aryan khan, bollywood drugs, rising odisha

ଡ୍ରଗ୍ସ କାଣ୍ଡରେ କିଙ୍ଗ୍ ଖାନଙ୍କ ପୁଅ ଗିରଫ ହେବା ପରେ ସାମ୍ନାକୁ ପୁଣି ଆସିଲା ମାୟନଗରୀର କଳା ସତ

ବଲିଉଡ଼ । ହଜାର ହଜାର ଯୁବକ-ଯୁବତୀଙ୍କ ସ୍ୱପ୍ନର ଡେଷ୍ଟିନେସନ । ଯେଉଁଠି ଥରେ କ୍ଲିକ୍ ହେବାର ଅର୍ଥ ଷ୍ଟାରଡମର ଗ୍ୟାରେଣ୍ଟି । କିନ୍ତୁ ସେଇ ଷ୍ଟାରଡମର ଆଉ ଗୋଟିଏ କଳା ସତ ମଧ୍ୟ ଅଛି । ଯାହା ଯେତିକି ଭୟଙ୍କର ସେତିକି ରହସ୍ୟମୟ । ଏହି କଳା ସତ ହେଉଛି ବଲିଉଡର ଡ୍ରଗ୍ ମାଫିଆ ସହିତ ସମ୍ପର୍କ ଓ କେମିତି ଡ୍ରଗ୍ସର ଜାଲରେ ପଡି ବରବାଦ ହେଉଛି ଅନେକଙ୍କ ଜୀବନ । କ୍ରୁଇଜ୍ ସିପରେ ସାଥିଙ୍କ ସହିତ …

ଡ୍ରଗ୍ସ କାଣ୍ଡରେ କିଙ୍ଗ୍ ଖାନଙ୍କ ପୁଅ ଗିରଫ ହେବା ପରେ ସାମ୍ନାକୁ ପୁଣି ଆସିଲା ମାୟନଗରୀର କଳା ସତ Read More »

congress mukt bharat, congress free india, bjp vs congress, bjp strategy, punjab congress crisis, sidhu vs captain amarinder, amit shah, ajit doval, BJP party, Indian politics, rising odisha

କାହିଁକି ବିଜେପିରେ ଏଣ୍ଟ୍ରି ନେଇ ପାରିଲେନି ଅମରିନ୍ଦର ସିଂହ ? ଜାଣନ୍ତୁ ଭିତରି କାରଣ..

ପଞ୍ଜାବ ରାଜନୀତି ଉପରେ ଏବେ ସିଦ୍ଧୁ ଗ୍ରହ ଦୋଷ ଚାଲିଛି । ସିଦ୍ଧୁଙ୍କ ପାଇଁ ଜଣେ ମୁଖ୍ୟମନ୍ତ୍ରୀ ପଦ ହରାଇଲେ । ଜଣେ ମୁଖ୍ୟମନ୍ତ୍ରୀ ହେଉ ହେଉ ତାଙ୍କ ଉପରେ ସିଦ୍ଧୁଙ୍କ ଚାପ ପଡିବାକୁ ଲାଗିଲା । ଚାପ ଭିତରେ କାମ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କ ମଧ୍ୟରେ ଟଣା ଓଟରା ଭିତରେ ସିଦ୍ଧୁ କଂଗ୍ରେସକୁ ବ୍ଲାକମେଲ୍ କରିବାକୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେଲେ । ପଞ୍ଜାବ ରାଜନୀତିରେ ଏଭଳି ହଟଚମଟ ଚାଲିଥିବା ବେଳେ …

କାହିଁକି ବିଜେପିରେ ଏଣ୍ଟ୍ରି ନେଇ ପାରିଲେନି ଅମରିନ୍ଦର ସିଂହ ? ଜାଣନ୍ତୁ ଭିତରି କାରଣ.. Read More »

height of indians, height of other countries, lack of nutrition, Indian peoples shorter, height of women, height of children, rising odisha

ବାକି ଦେଶରେ ଲୋକଙ୍କ ଉଚ୍ଚତା ବଢୁଛି କିନ୍ତୁ ବାଙ୍ଗରା ହେଉଛନ୍ତି ଭାରତୀୟ

ନିକଟରେ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱରେ ଲୋକଙ୍କର ହାରାହାରି ଉଚ୍ଚତା ବୃଦ୍ଧି ପାଇଛି । କିନ୍ତୁ, ଭାରତ ସହିତ ଏହାର ଓଲଟା ହେଉଛି । ରିପୋର୍ଟ ମୁତାବକ ଭାରତୀୟମାନଙ୍କର ହାରାହାରି ଉଚ୍ଚତା ହ୍ରାସ ପାଇବାରେ ଲାଗିଛି । ଆଜ୍ଞା ହଁ, ଗୋଟେପଟେ ବିଶ୍ୱରେ ଲୋକମାନଙ୍କ ଉଚ୍ଚତା କ୍ରମଶଃ ବଢୁଥିବାବେଳେ ଭାରତ ପକ୍ଷରେ ଏହାର ଓଲଟା ହେଉଛି । ଭାରତୀୟଙ୍କ ଉଚ୍ଚତା ହ୍ରାସ ଚିନ୍ତାର କାରଣ ପାଲଟିଛି । କେଉଁ ଆଧାରରୁ ମିଳିଛି ଏହି ତଥ୍ୟ …

ବାକି ଦେଶରେ ଲୋକଙ୍କ ଉଚ୍ଚତା ବଢୁଛି କିନ୍ତୁ ବାଙ୍ଗରା ହେଉଛନ୍ତି ଭାରତୀୟ Read More »

Scroll to Top
Close Bitnami banner
Bitnami