ଆମେରିକା ରାଷ୍ଟ୍ରପତି

Air India One, Boeing 777 VVIP, PM modi, Narendra Modi visit to America, airforce one, VVIP plane, rising odisha

ଏୟାର ଇଣ୍ଡିଆ ୱାନ୍ କ’ଣ ? ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନେଇ ଯାଉଥିବା ବିମାନକୁ କାହିଁକି କୁହାଯାଏ ଉଡନ୍ତା ଦୁର୍ଗ ?

ଆମେରିକା ରାଷ୍ଟ୍ରପତି ଏୟାରଫୋର୍ସ ୱାନରେ ଯାତ୍ରା କରନ୍ତି । ଏୟାରଫୋର୍ସ ୱାନ୍ ହେଉଛି ଆମେରିକା ଶକ୍ତି ଓ ସାମର୍ଥ୍ୟର ପ୍ରତୀକ । ଏୟାରଫୋର୍ସ ୱାନରେ ଏଭଳି ସିଷ୍ଟମ ସବୁ ଅଛି ଯାହା ଆମେରିକା ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥାଏ । ୨୦୦୧ରେ ଯେତେବେଳେ ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ହୋଇଥିଲା , ସେତେବେଳ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ୍ ବୁଶ ଗୋଟିଏ ସ୍କୁଲରେ ଛୋଟ ପିଲାଙ୍କ ସହିତ କଥା ହେଉଥିଲେ । କିନ୍ତୁ ଯେମିତି ଆକ୍ରମଣ …

ଏୟାର ଇଣ୍ଡିଆ ୱାନ୍ କ’ଣ ? ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ନେଇ ଯାଉଥିବା ବିମାନକୁ କାହିଁକି କୁହାଯାଏ ଉଡନ୍ତା ଦୁର୍ଗ ? Read More »

afghanistan, taliban, afghan govt surrenders, taliban war, ashraf ghani, rising odisha

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର …

ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ Read More »

hotline, hotline service, india pakistan hotline service, india china hotline service, india america hotline service, hotline numbers, prime minister of India, president of US, rising odisha

ହଟଲାଇନ୍ କ’ଣ ?

ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ ଯେଉଁ ହଟ୍ ଲାଇନରେ କଥା ହୁଅନ୍ତି ତାହା ପ୍ରକୃତରେ କ’ଣ ? ଗତବର୍ଷ ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ସେତେବେଳ ମିଡିଆରେ ଖବର ଆସିଥିଲା ଯେ, ଦୁଇ ଦେଶ ମଧ୍ୟରେ ବିବାଦ ଭିତରେ ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହଟ୍ ଲାଇନରେ ଆଲୋଚନା ହୋଇଛି । ପାକିସ୍ତାନ ସହିତ ବିବାଦ କାଳରେ ମଧ୍ୟ ହଟଲାଇନକୁ ନେଇ ମଝିରେ ମଝିରେ ଏମିତି …

ହଟଲାଇନ୍ କ’ଣ ? Read More »

nuclear football, nuclear attack, USA, america president, vice president US, nuclear biscuit, nuclear code, nuclear briefcase, rising odisha

ଆମେରିକା ରାଷ୍ଟ୍ରପତିଙ୍କ ‘ନ୍ୟୁକ୍ଲିୟର ଫୁଟବଲ୍’ ଗାଏବ ହୋଇଗଲେ କ’ଣ ହେବ ?

ଆମେରିକାରେ ଏଇ କିଛିଦିନ ହେବ ରାଷ୍ଟ୍ରପତିଙ୍କ ସହିତ ସବୁବେଳେ ଥିବା କଳା ରଙ୍ଗର ସୁଟକେସ ନ୍ୟୁକ୍ଲିୟର ଫୁଟବଲର ସୁରକ୍ଷାକୁ ନେଇ ବେସ ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାର କାରଣ ହେଉଛି ନିକଟରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଜାନୁଆରୀ ୬, ୨୦୨୧ର ୟୁଏସ କ୍ୟାପିଟାଲ ହିଲ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ କାଳରେ ଏହି ସୁଟକେସ ଦଙ୍ଗାକାରୀଙ୍କ କବଜାକୁ ଆସୁ ଆସୁ ବଂଚିଥିଲା । କୁହାଯାଉଛି ଯେ, ଏହି ସୁଟକେସର ଗୋଟିଏ କପ …

ଆମେରିକା ରାଷ୍ଟ୍ରପତିଙ୍କ ‘ନ୍ୟୁକ୍ଲିୟର ଫୁଟବଲ୍’ ଗାଏବ ହୋଇଗଲେ କ’ଣ ହେବ ? Read More »

right to repair movement, right to repair rules, right to repair in India, poor quality products, electronic companies, electronic items, India, Odisha, rising odisha

ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି

ଆପଣ ଗୋଟିଏ ମହଙ୍ଗା ମୋବାଇଲ କିମ୍ବା ଲାପଟପ କିଣନ୍ତି । କିନ୍ତୁ ବେଳେ ବେଳେ କିଣିବାର କିଛି ଦିନ ପରେ ଆପଣଙ୍କ ଦାମୀ ସାମଗ୍ରୀ ଖରାପ ହୋଇଯାଏ । ଏମିତିରେ ଆପଣଙ୍କ ପାଖରେ ତାକୁ ସଜାଡିବା କିମ୍ବା ପୁଣି ନୂଆ ମଡେଲ କିଣିବା ଛଡା ଆଉ କୌଣସି ବିକଳ୍ପ ନଥାଏ । ଯଦି ଆପଣ ସଜାଡିବାକୁ ଯାଆନ୍ତି ତେବେ ପାଇବେ ଯେ, ମରାମତି କରିବା ପାଇଁ ଆପଣଙ୍କୁ ବେଳେବେଳେ ସେହି ଉତ୍ପାଦର ୫୦ ପ୍ରତିଶତ ଖର୍ଚ୍ଚ କରିବାକୁ …

ଜାଣିଶୁଣି ଖରାପ ପ୍ରଡକ୍ଟ ତିଆରି କରୁଛନ୍ତି ବଡ଼ ଇଲେକଟ୍ରୋନିକ୍ କମ୍ପାନୀ ? ୟୁରୋପରେ ଉଠିଲାଣି ରାଇଟ୍ ଟୁ ରିପାୟର ଦାବି Read More »

RSS
Follow by Email
Scroll to Top
Close Bitnami banner
Bitnami