ଅଟୋ ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ
ଆଜିକାଲି ଭଲ ବର ହେଉ କି କନିଆଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ଯେଉଁମାନେ ପ୍ରେମ ବିବାହ କରୁଛନ୍ତି ସେମାନଙ୍କ କଥା ଅଲଗା । ହେଲେ ଅନ୍ୟମାନଙ୍କୁ ନିଜ ପାଇଁ ଭଲ ଜୀବନସାଥୀଟିଏ ପାଇବା ପାଇଁ ନାକେଦମ ହେବାକୁ ପଡ଼ୁଛି । ହେଲେ ଏବେ ଜଣେ ଯୁବକ ନିଜ ପାଇଁ ଜୀବନସାଥୀ ଖୋଜିବର ନୂଆ ତରିକା ଆପଣାଇଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ …
ଅଟୋ ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ Read More »