world cup 2023

ଆଉଟ ହେବା ପରେ ଭାଙ୍ଗି ପଡ଼ିଲେ ବିରାଟ୍‌, ଆଲିଙ୍ଗନ କରି ସ୍ୱାମୀଙ୍କୁ ସମ୍ଭାଳିଲେ ଅନୁଷ୍କା

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଟସ ପରେ ପ୍ରଥମେ ବ୍ୟାଟିଂ କରିିଥିବା ଟିମ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଏହି ସମୟରେ ବିରାଟ କୋହଲି, ଯେଉଁଥିରୁ ଏକ ବଡ଼ ଇନିଂସ ଆଶା କରାଯାଉଥିଲା, ସେ ୫୪ ସ୍କୋରରେ ଆଉଟ ହୋଇଥିଲେ । ବିରାଟ ବାହାରକୁ ଯିବା ମାତ୍ରେ ଷ୍ଟାଡିୟମରେ ବସିଥିବା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଏହି ସମୟରେ ବିରାଟଙ୍କ …

ଆଉଟ ହେବା ପରେ ଭାଙ୍ଗି ପଡ଼ିଲେ ବିରାଟ୍‌, ଆଲିଙ୍ଗନ କରି ସ୍ୱାମୀଙ୍କୁ ସମ୍ଭାଳିଲେ ଅନୁଷ୍କା Read More »

ଫାଇନାଲ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ

ଅହମ୍ମଦାବାଦ୍‌: ଚଳିତ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌ରେ ଟାଇଟଲ୍ ହାତେଇଛି ଅଷ୍ଟ୍ରେଲିଆ । ଆଉ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ବିଶ୍ୱକପ୍ ହାରିଛି ଭାରତ । ଟିମ ଇଣ୍ଡିଆକୁ ୬ ୱିକେଟରେ ହରାଇ ବିଶ୍ୱ ବିଜେତା ବନିଲା କଙ୍ଗାରୁ ଟିମ୍ । ପୁଣି ଥରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ଭାଙ୍ଗିଲା ସ୍ୱପ୍ନ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । …

ଫାଇନାଲ୍‌ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ Read More »

ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି : ଆଷ୍ଟ୍ରୋଟକ୍ ସିଇଓ

ନୂଆଦିଲ୍ଲୀ: ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି । ‘ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ‘ଆଷ୍ଟ୍ରୋଟକ୍‌’ ସିଇଓ ପୁନୀତ ଗୁପ୍ତା କହିଛନ୍ତି । ପୁନୀତ୍ କହିଛନ୍ତି ଯେ, ଏଥପାଇଁ ମୁଁ ମୋ ‘ଫାଇନାନ୍‌ସ୍ ଟିମ୍‌’ ସହିତ କଥାବାର୍ତ୍ତା କରିଛି । ଆଜି ବିଶ୍ୱର ସର୍ବବୃହତ୍ ଅହମଦାବାଦର ନରେନ୍ଦ୍ର ମୋଦୀ ୍ ଷ୍ଟାଡିୟମରେ ବିଶ୍ୱକପ୍ ଫାଇନାଲ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଯଦି ଏହି ମ୍ୟାଚରେ …

ଭାରତ ବିଶ୍ୱକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି : ଆଷ୍ଟ୍ରୋଟକ୍ ସିଇଓ Read More »

ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ

ମୁମ୍ବାଇ: ଗୁୁରୁବାର ଦିନିକିଆ ବିଶ୍ୱକପ୍‌-୨୦୨୩ରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି । ବ୍ୟାଟିଂରେ ବିରାଟ କୋହଲି, ଶୁବମନ୍ ଗିଲ ଓ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରିଥିବା ବେଳେ ବୋଲିଂରେ ମହମ୍ମଦ ସାମି ୫ଟି ୱିକେଟ୍ ନେଇ ବଡ଼ ପ୍ରଦର୍ଶନ କରିଛନ୍ତି । ସେହିପରି ମହମ୍ମଦ ସିରାଜ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ …

ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ Read More »

ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇଲା ଭାରତ

ଧର୍ମଶାଳା : ଦୀର୍ଘ ୨୦ ବର୍ଷ ପ୍ରତିକ୍ଷାର ଅନ୍ତ ଘଟିଛି । ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତ । ୨୦୦୩ ବିଶ୍ୱକପ ପରଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହା ହେଉଛି ଭାରତର ପ୍ରଥମ ବିଜୟ । ଏହି ବିଜୟ ସହିତ ଚଳିତ ବିଶ୍ୱକପରେ ଅପରାଜେୟ ଭାରତ ଇତିହାସକୁ ବଦଳାଇ ଦେଇଛି । ପଏଣ୍ଟ ଟେବୁଲ୍ ଶୀର୍ଷରେ ପହଞ୍ଚିିଲା ଭାରତ ବିଶ୍ୱକପରେ ଭାରତର ବିଜୟ ଧାରା ଜାରି ରହିଛି । ଦଳର ଷ୍ଟାର …

ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇଲା ଭାରତ Read More »

RSS
Follow by Email
Scroll to Top
Close Bitnami banner
Bitnami