world cup

ବିଶ୍ୱର ପ୍ରଥମ ଦଳ ହେଲା ଭାରତ

ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସଂଗ୍ରହ କରିଥିଲା । …

ବିଶ୍ୱର ପ୍ରଥମ ଦଳ ହେଲା ଭାରତ Read More »

ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଲା ରୋହିତ୍ ବାହିନୀ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ ରେ ବାଜି ମାରିଛି ଭାରତ । ଏଥିସହ ନ୍ୟୁଜିଲାଣ୍ଡଠୁ ୨୦୧୯ ସେମିର ବଦଲା ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ସେମି ଫାଇନାଲ ମହାଲଢେଇରେ ଦମଦାର ବିଜୟ ହାସଲ କରିଛି ରୋହିତ ସେନା । ଲମ୍ବା ସଂଘର୍ଷ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଫାଇନାଲ ପାଇଁ ଟିକେଟ ହାସଲ କରିଛି । ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ପହଂଚିବା ପରେ ଚାରିଆଡୁ ଶୁଭେଛାର ସୁଅ ଛୁଟିଛି । ସାରା ଦେଶରେ ଖୁସିର …

ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଲା ରୋହିତ୍ ବାହିନୀ Read More »

ବିଶ୍ୱକପରେ ଭାରତର କ୍ରମାଗତ ଷଷ୍ଠ ବିଜୟ, ୧୦୦ ରନରେ ହାରିଲା ଇଂଲଣ୍ଡ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ୱକପର ଏକ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ୱକପରେ ନିଜର ଜୟଯାତ୍ରା ଜାରି ରଖିଛି । ସେହିପରି ଇଂଲଣ୍ଡ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି । ଭାରତ ୬ଟି ମ୍ୟାଚରେ ବିଜୟ ସହ ୧୨ ପଏଣ୍ଟ ପାଇଁ ପଏଣ୍ଟଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ …

ବିଶ୍ୱକପରେ ଭାରତର କ୍ରମାଗତ ଷଷ୍ଠ ବିଜୟ, ୧୦୦ ରନରେ ହାରିଲା ଇଂଲଣ୍ଡ Read More »

ରୋମାଞ୍ଚ ଭରିଲେ ବିରାଟ, କଲେ ନୂଆ ରେକର୍ଡ

ଆଇସିସି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଜାରି ରଖିଛି ତାର ବିଜୟ ଅଭିଯାନ । ଗୁରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବି ଦମଦାର ବିଜୟ ହାସଲ କରିଛି ଭାରତ । ଏହି ବିଜୟ ହାସଲ ସହ ଚଳିତ ବିଶ୍ୱକପରେ ଚତୁର୍ଥ ବିଜୟ ନିଜ ନାମରେ କରିଛି ଭାରତୀୟ ଟିମ୍ । ଦଳର ତାରକା ବ୍ୟାଟ୍ସମ୍ୟାନ୍ କୁହାଯାଉଥିବା ବିରାଟ କୋହଲି ଏହି ମ୍ୟାଚରେ ଦମଦାର ଶତକ ହାସଲ କରି କ୍ରିକେଟ ପ୍ରେମୀଙ୍କ ମନ ଜିଣିଛନ୍ତି । ମାତ୍ର ୪୧ ଓଭରରେ …

ରୋମାଞ୍ଚ ଭରିଲେ ବିରାଟ, କଲେ ନୂଆ ରେକର୍ଡ Read More »

RSS
Follow by Email
Scroll to Top
Close Bitnami banner
Bitnami