ଦିଦି ଓ କେଜ୍ରିୱାଲଙ୍କ ରାଜ୍ୟରେ ମୋଦିଙ୍କ ଫ୍ୟାନ୍ ଅଧିକ, କେଉଁ ରାଜ୍ୟରେ ମୋଦି ବିରୋଧୀଙ୍କ ସଂଖ୍ୟା ସବୁଠୁ ଅଧିକ ?
୮ ବର୍ଷରୁ ଅଧିକ ସମୟ ଧରି ଦିଲ୍ଲୀରୁ ଦେଶକୁ ଶାସନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୮ ବର୍ଷ ଭିତରେ ନୋଟ୍ ବ୍ୟାନଠାରୁ କରୋନା ଲକଡାଉନ୍ ଦେଶ ଦେଖି ସାରିଛି । ଲକଡାଉନ୍ ପରବର୍ତ୍ତି ଭାରତରେ ଦରଦାମ ଆକାଶ ଛୁଆଁ ହୋଇଛି । ଏମିତିରେ ଲୋକଙ୍କ ଭିତରେ ମୋଦିଙ୍କୁ ନେଇ ସେହି ପୁରୁଣା କ୍ରେଜ୍ ଅଛି କି ନାହିଁ ? ମୋଦି ନିଜ ଜନାଧାର ଅକ୍ଷୁର୍ଣ୍ଣ ରଖିବାରେ ସକ୍ଷମ ହୋଇଛନ୍ତି କି ? କେଉଁ …