ଫେରୁଛି ଟିମ୍ ଇଣ୍ଡିଆ

ଭାରତୀୟ ଦଳ ଗତ କିଛି ଦିନ ହେବ ବାରବାଡୋସରେ ଫସିରହିଛି । ଟି -20 ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାତ୍ୟା କାରଣରୁ ବାରବାଡୋସରେ ଏକ ପଞ୍ଚତାରକା ହୋଟେଲରେ ରହିଛି । ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ବାରବାଡୋସରେ ଶନିବାର, ଜୁନ୍ ୨୯ ତାରିଖରେ ଖେଳାଯାଇଥିଲା । ଏହାପରେ, ପରଦିନ ବାତ୍ୟା ଯୋଗୁଁ ବାରବାଡୋସର ବିମାନବନ୍ଦର ବନ୍ଦ କରାଯାଇଥିଲା । ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ତିଆ ଭାରତ ଫେରୁଛି …

ଫେରୁଛି ଟିମ୍ ଇଣ୍ଡିଆ Read More »