vk pandian target aparajita

ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ତାତ୍ସଲ୍ୟ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଖୋର୍ଦ୍ଧାର ହେବାଳି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଗତ ୫ ବର୍ଷରେ ଭୁବନେଶ୍ୱର ସାଂସଦ ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି । ସାଂସଦ ନିଜେ ଯେଉଁ କାମର ତାଲିକା ଦେଇଛନ୍ତି, ସେମିତି କାମ ସରପଞ୍ଚ କରିଦେବେ । ସାଂସଦ କହିିଛନ୍ତି ମନ୍ଦିରକୁ ୱାଟର କୁଲର୍ ଦେଇଛନ୍ତି, ଗୋଟିଏ …

ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା Read More »

ଅପରାଜିତାଙ୍କର ନିର୍ବାଚନ ପରେ ଦେଖା ମିଳେନି

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ôଥନୀ ଅପରାଜିତା ଷଡଙ୍ଗୀ ଜଣେ ଟୁରିଷ୍ଟ ନେତ୍ରୀ । ନିର୍ବାଚନ ସରିଗଲେ ଆଉ ମିଳେନି ତାଙ୍କର ଦେଖା । ୨୦୧୯ରେ ନିର୍ବାଚିତ ହେବା ପରେ ତାଙ୍କୁ କେବେ ବି ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳି ନ ଥିଲା । ଜଟଣୀ ଖୁଦୁପୁରରେ ଆୟୋଜିତ ସଭାରେ ଅପରାଜିତାଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଜଟଣୀବାସୀଙ୍କ ସବୁ ସମସ୍ୟାର ସମାଧାନ କରିବେ ମୁଖ୍ୟମନ୍ତ୍ରୀ …

ଅପରାଜିତାଙ୍କର ନିର୍ବାଚନ ପରେ ଦେଖା ମିଳେନି Read More »

 ଓଡ଼ିଆଙ୍କ ଭାବାବେଗ ସହ ଖେଳିବା ପଡିବ ମହଙ୍ଗା

ଭୁବନେଶ୍ୱର: ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେଲେ ଓଡ଼ିଆଙ୍କ ଭାବାବେଗ ସହ ଖେଳ ଏମାନଙ୍କୁ ମହଙ୍ଗା ପଡ଼ିବ । ପୁରୀ ଭୋଟର ଏହାର ଜବାବ ଦେବେ ଭୋଟରେ । ଏପରି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କଣ୍ଟା ସାଜିଥିଲେ ଧର୍ମେନ୍ଦ୍ର ଶ୍ରୀଜଗନ୍ନାଥ ଓଡ଼ିଆଙ୍କ ସ୍ୱାଭିମାନ ଓ ଗାରିମା । ପୁରୀ ବିକାଶ ଓଡ଼ିଶା ଐତିହ୍ୟର ବିକାଶ …

 ଓଡ଼ିଆଙ୍କ ଭାବାବେଗ ସହ ଖେଳିବା ପଡିବ ମହଙ୍ଗା Read More »

ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ମଠ ଭଙ୍ଗାଯିବା ଅଭିଯୋଗ ସମ୍ପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି । ନିକଟରେ ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ …

ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ Read More »

RSS
Follow by Email
Scroll to Top
Close Bitnami banner
Bitnami