ଜନ୍ମଦିନରେ କିଙ୍ଗ୍ କୋହଲିଙ୍କ ‘ବିରାଟ୍ କୀର୍ତ୍ତିମାନ’

ନିଜ ୩୫ତମ ଜନ୍ମଦିନରେ କିଙ୍ଗ କୋହଲି ରଚିଛନ୍ତି ବିରାଟ କୀର୍ତ୍ତିମାନ । ଦିନିକିଆ କ୍ରିକେଟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ଭାରତୀୟ ରନ ମେସିନ କୋହଲି । ଏହା ହେଉଛି କୋହଲିଙ୍କ ଦିନିକିଆ କ୍ୟାରିୟରର ୪୯ତମ ଶତକ । ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରୁ ୪୯ ଶତକ ହାସଲ କରିଥିଲେ । ତେବେ ବିରାଟ ମାତ୍ର ୨୭୭ଟି ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ଦିନିକିଆରେ ସର୍ବାଧିକ …

ଜନ୍ମଦିନରେ କିଙ୍ଗ୍ କୋହଲିଙ୍କ ‘ବିରାଟ୍ କୀର୍ତ୍ତିମାନ’ Read More »