ବିବାହର ୩ ବର୍ଷ ପରେ ବାପା ହେଲେ ବରୁଣ

ମୁମ୍ବାଇ: ବାପା ହେଲେ ବଲିଉଡ ଅଭିନେତା ବରୁଣ ଧାୱନ । ତାଙ୍କ ସ୍ତ୍ରୀ ନତାଶା ଦଲାଲ ଗତ ୩ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବରୁଣଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଡେଭିଡ୍ ଧାୱନ ଏହି ସୂଚନା ଦେଇଛନ୍ତି । ଡେଭିଡଙ୍କ ସହ ବରୁଣ ମଧ୍ୟ ନଜର ଆସିଥିଲେ । ବାପା ହେବା ପରେ ବରୁଣ ଖୁସି ଅଛନ୍ତିି । ଗତ ଫେବ୍ରୁଆରିର ସୋସିଆଲ ମିଡିଆରେ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି …

ବିବାହର ୩ ବର୍ଷ ପରେ ବାପା ହେଲେ ବରୁଣ Read More »