uttar pradesh elections 2022

amit shah, mayavati, bsp, bjp, up elections 2022, rising odisha, odia blog

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ?

ଭାରତୀୟ ରାଜନୀତିରେ ଏମିତି ଖୁବକମ ଉଦାହରଣ ରହିଛି ଯେତେବେଳେ ବଡ଼ ନିର୍ବାଚନୀ ମହାସମର ଭିତରେ ଗୋଟିଏ ଦଳର ମୁଖ୍ୟ ଆଉ ଗୋଟଏ ଦଳର ମୁଖ୍ୟଙ୍କୁ ପ୍ରଶଂସା କରିଛନ୍ତି । ସେହିଭଳି ଚକିତ କରିବା ଭଳି ଘଟଣା ଏବେ ଉତ୍ତରପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେପିର ଚାଣକ୍ୟ ଭାବେ ପରିଚିତ ଅମିତ ଶାହା ଓ ବିଏସପି ମୁଖ୍ୟ ମାୟାବତୀ ଯେଉଁଭଳି ଭାବେ ପରସ୍ପରକୁ ପ୍ରଶଂସା କରିଛନ୍ତି ତାହା ବଡ଼ ବଡ଼ ରାଜନୈତିକ ପଣ୍ଡିତଙ୍କୁ କନଫ୍ୟୁଜ୍ କରିଦେଇଛି । …

ଶାହାଙ୍କ ମାୟାବତୀଙ୍କୁ ପ୍ରଶଂସାର କାରଣ କ’ଣ ? ଭୋଟରଙ୍କୁ ବିଭ୍ରାନ୍ତ କରିବା ରଣନୀତି କି ? Read More »

union budget 2022, nirmala sitharaman, finance minister, modi govt budget, central govt, budget session, india budget 2022 survey, rising odisha, odia blog

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ

ମୋଦି ସରକାରର ୨୦୨୨ ବଜେଟକୁ ନେଇ ଉତ୍ତର ଭାରତର ଏକ ପ୍ରମ୍ମୁଖ ହିନ୍ଦି ଖବରକାଗଜ ଦୈନିକ ଭାସ୍କର କରିଥିବା ଅନଲାଇନ୍ ସର୍ବେକ୍ଷଣରୁ ଯେଉଁ ତଥ୍ୟ ଆସିଛି ତାହା କେନ୍ଦ୍ର ସରକାର ଲାଗି ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସତର୍କ ଘଣ୍ଟି । ଏହି ସର୍ଭେରେ ଭାଗ ନେଇଥିବା ୫୮ ପ୍ରତିଶତରୁ ଅଧିକ ଲୋକଙ୍କ କହିବା ହେଉଛି-ବଜେଟ୍ କିଛି କାମକୁ ନୁହେଁ । ଏହି ବଜେଟ୍ ନିରାଷଜନକ ବୋଲି ସେମାନଙ୍କ ମତ । ୫୫ ପ୍ରତିଶତ ଲୋକଙ୍କ କହିବା …

2022-23 ବଜେଟ୍ : ୫୮ ପ୍ରତିଶତଙ୍କ ମତ ବଜେଟ୍ କାମକୁ ନୁହେଁ Read More »

rahul gandhi, congress crisis, congress party crisis, rpn singh, jeeten prasada, jyotiraditya scindhia, up elections 2022, rising odisha, odia blog

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍

କଂଗ୍ରେସର ଅସ୍ଥିତ୍ୱ ପାଇଁ ଏହା ହେଉଛି ସବୁଠାରୁ ଆହ୍ୱାନମୁଳକ ସମୟ । ଦଳରୁ ନେତାଙ୍କ ପଳାୟନ ଥମିବାର ନାଁ ନେଉନାହିଁ । ଦଳଛାଡି ନେତା ଏମିତି ପଳାୟନ କରୁଛନ୍ତି ଯେମିତି ଡୁବୁଥିବା ଜାହାଜରୁ ମୁଷା ପଳାୟନ କରନ୍ତି । ଛୋଟମୋଟ ନେତା ଦଳ ଛାଡିବା ଅଲଗା କଥା କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ହେଉଛି ଏହାର ବଡ଼ବଡ଼ ନେତା ଦଳ ଛାଡୁଛନ୍ତି । ପୁଣି ଏମିତି ନେତା ଦଳ ଛାଡୁଛନ୍ତି ଯେଉଁମାନେ କଂଗ୍ରେସର ପିଏମ୍ ଇନ୍ ୱେଟିଂ …

RPN ସିଂ, ଜିତେନା ପ୍ରସାଦ ଓ ସିନ୍ଧିଆ, ଭାଙ୍ଗିବାରେ ଲାଗିଛି ରାହୁଲଙ୍କ କୋର୍ ଟିମ୍ Read More »

congress spokesperson, uttar pradesh, elections 2022, priyanka gandhi, congress spokesperson, rising odisha

ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ମୋଦି କାଳରେ କଂଗ୍ରେସର ରାଜନୈତିକ ସୂଚକାଙ୍କ ଗଲା ୭ ବର୍ଷରେ ଢେର ତଳକୁ ଖସି ଯାଇଛି । ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି କଂଗ୍ରେସ । ୨୦୧୭ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବା ସ୍ୱପ୍ନ ଦେଖିଥିଲା । କିନ୍ତୁ କ୍ଷମତାକୁ ଆସିଲେ ଯୋଗୀ ଓ ବିଜେପି । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଅଛି । କଂଗ୍ରେସ ଉତ୍ତରପ୍ରଦେଶରେ କିଛି ଚମତ୍କାର …

ମୁଖପାତ୍ର ପଦବୀ ପାଇଁ କଂଗ୍ରେସ ଚାହୁଁଛି ଯୋଗ୍ୟ ପ୍ରାର୍ଥୀ, ଚାଲିଛି ଲିଖିତ ପରୀକ୍ଷା Read More »

political party registration, election commission, new political party, political party in india, rising odisha

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ

୨୦୨୨ରୁ ଆରମ୍ଭ ହେଉଛି ଭୋଟ୍ ଋତୁ । ଉତ୍ତର ପ୍ରଦେଶ ନିର୍ବାଚନରୁ ଆରମ୍ଭ ହେବାକୁ ଥିବା ଏହି ରାଜନୈତିକ କୁମ୍ଭ ୨୦୨୪ ସାଧାରଣ ନିର୍ବାଚନର ମହାକୁମ୍ଭରେ ସରିବ । ଏହାରି ଭିତରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ, ବିଦ୍ରୋହୀ ଅନ୍ୟ ଦଳକୁ ଡେଇଁବେ । ପୁଣି କିଛି ନିଜ ବ୍ରାଣ୍ଡ୍ ପଲିଟିକାଲ ପାର୍ଟି ଗଢି ରାଜନୈତିକ ମୈଦାନକୁ ଓହ୍ଲାଇବେ । କଂଗ୍ରେସର ପ୍ରଥମ ପରିବାର ଉପରେ ଖପ୍ପା ହୋଇ ଦଳକୁ ଅଲବିଦା କହିଥିବା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ …

ନିଜ ରାଜନୈତିକ ଦଳ ଗଢିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ନିଜ ପାର୍ଟିର ପଞ୍ଜିକରଣ Read More »

RSS
Follow by Email
Scroll to Top
Close Bitnami banner
Bitnami