‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ?
ଉତ୍ତର ପ୍ରଦେଶ ରାଜ୍ୟ ଆଇନ ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଚିଠା ଉପରେ ଲୋକଙ୍କ ମତାମତ ମାଗିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ଜନସଂଖ୍ୟା ନୀତିର ଘୋଷଣା ହୋଇଛି । ଏହି ନୀତି ଅନୁସାରେ ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ସହିତ ସ୍ଥାନୀୟ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲାଗୁ ପାଇଁ କୁହାଯାଇଛି । ଏହା ସହିତ ଏଥିରେ ଗୋଟିଏ ପରିବାର ଗୋଟିଏ ଶିଶୁ ଉପରେ ଜୋର ଦିଆଯାଇଛି । ତେବେ ଏହି …
‘ଏକ ଶିଶୁ‘ ନୀତି ଆପଣାଇଲେ ଭାରତ ପାଇଁ କ’ଣ ରହିବ ସାଇଡ୍ ଇଫେକ୍ଟ ? Read More »