ସୁନିତା କେଜରିୱାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ!

ନୁଆଦିଲ୍ଲୀ: ସୁନିତା କେଜରିୱାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ! ଏହାକୁ ନେଇ ଏବେ ରାଜନୈତିକ ମହଲଠୁ ଆରମ୍ଭ କରି ଚାରିଆଡ଼େ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲକୁ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ବିଧାୟକମାନେ ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ, ଯାହା ଏହି କଳ୍ପନାଜଳ୍ପନାକୁ ଶକ୍ତି ପ୍ରଦାନ କରିଥିଲା । ସେଭ ଡେମୋକ୍ରାସି …

ସୁନିତା କେଜରିୱାଲ ହେବେ ଦିଲ୍ଲୀର ପରବର୍ତ୍ତି ମୁଖ୍ୟମନ୍ତ୍ରୀ! Read More »