ସନାତନ ଧର୍ମ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ । ସେ ସନାତନ ଧର୍ମ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ଏହି ମନ୍ତବ୍ୟ ଉପରେ ଏକ ବିବୃତ୍ତି ଦେଇଛନ୍ତି । ଉଦୟନିଧି କହିଛନ୍ତି, ‘ମୁଁ ଯାହା କହିଥିଲି ସେଥିରେ କିଛି ଭୁଲ୍ ନ ଥିଲା । ମୁଁ ଆଇନଗତ ଭାବେ ଏହି ସମସ୍ୟାର ସମ୍ମୁଖୀନ ହେବି । ମୁଁ ମୋ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିବି ନାହିଁ । ମୁଁ …

ସନାତନ ଧର୍ମ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ Read More »