ନାକରେ ଟାଇପ୍ କରି ଗିନିଜ ୱାର୍ଲଡ ରେକର୍ଡ କଲେ ବିନୋଦ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ସେହିପରି ଜଣେ ବ୍ୟକ୍ତି ଯିଏକି ନାକରେ ଟାଇପ୍ କରି ନିଜ ନାମକୁ ଗିନିଜ୍ ୱାର୍ଲଡ଼ ରେକର୍ଡ଼ କରିଛନ୍ତି । ତାହାପୁଣି ଥରେ କି ଦୁଇଥର ନୁହେଁ, ତିନିଥର ରେକର୍ଡ଼ ସୃଷ୍ଟି କରିଛନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତୃତୀୟ …

ନାକରେ ଟାଇପ୍ କରି ଗିନିଜ ୱାର୍ଲଡ ରେକର୍ଡ କଲେ ବିନୋଦ Read More »