କୋର୍ଟରେ ହାଜର ହେଲେ ଅନୁଭବ

କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ , ଗତକାଲି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ମହାନ୍ତି ହାଜର ହେବାପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା ।   ବର୍ଷାଙ୍କୁ ନିର୍ଯାତନା ମାମଲାରେ ଚାର୍ଜଫ୍ରେମ୍‌ ଲାଗି ପୂର୍ବରୁ ହାଜର ହୋଇନଥିଲେ ଅନୁଭବ । ହାଜର ନହେବାରୁ ଏନବିଡବ୍ଲୁ ଜାରି କରଥିଲେ ସ୍ବତନ୍ତ୍ର …

କୋର୍ଟରେ ହାଜର ହେଲେ ଅନୁଭବ Read More »