ରାଜୀବ ଗାନ୍ଧୀଙ୍କ ଭଳି ରାହୁଲଙ୍କୁ ବୋମାରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ପରି ବୋମାରେ ଉଡାଇ ଦିଆଯିବ ବୋଲି ଧମକ ମିଳିଛି । ରାହୁଲଙ୍କୁ ତାଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ହିଁ ବୋମା ଦ୍ୱାରା ଆକ୍ରମଣ କରାଯିବ । ମହାରାଷ୍ଟ୍ରର ନାଶିକ ପୋଲିସ ଏହି ସୂଚନା ପାଇବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାହୁଲଙ୍କ ବାସଭବନର ସୁରକ୍ଷା ବୃଦ୍ଧି କରିଛି । ଏଥିସହ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ କଡାକଡି କରିବାକୁ ଦିଲ୍ଲୀ ପୋଲିସ, …

ରାଜୀବ ଗାନ୍ଧୀଙ୍କ ଭଳି ରାହୁଲଙ୍କୁ ବୋମାରେ ଉଡାଇଦେବାକୁ ଧମକ Read More »